Posted inଫୁରସତ

କୁକୁରଟିଏ ପାଇଁ ବର୍ଷାରେ ଭିଜୁଛି କୁନି ଝିଅ, ଜାଣନ୍ତୁ କାହିଁକି

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ ଏକ କୁନି ଝିଅର ଦରଦୀ ହୃଦୟ ଦେଖିବାକୁ ମିଳୁଛି। ବର୍ଷା ହେଉଥିବା ବେଳେ ଏକ କୁନି ପିଲାଟି ନିଜେ ବର୍ଷାରେ ଭିଜି ରାସ୍ତାରେ ଛିଡା ହୋଇଥିବା କୁକୁରଟିକୁ ଛତା ଦେଖାଉଛି। ନିକଟରେ ଅନ୍ୟଜଣେ ବ୍ୟକ୍ତି ମଧ୍ୟ ଅଛନ୍ତି। ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। ଭାଇରାଲ ହେବାରେ ଲାଗିଛି।

 


Enter your email to get our daily news in your inbox.

All Right Reserved By Dharitri.Com

୧୨ ବର୍ଷ ବୟସରେ ଡାଟା ବୈଜ୍ଞାନିକ ହେଲେ ୭ମ ଶ୍ରେଣୀର ଛାତ୍ର

ହାଇଦ୍ରାବାଦ,୨୬।୧୧:ହାଇଦ୍ରାବାଦର ୧୨ ବର୍ଷୀୟ ସିଦ୍ଧାର୍ଥ ଶ୍ରୀବାସ୍ତବ ପିଲ୍ଲାଇ ଏକ ନିଆରା କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ଏତେ କମ୍‌ ବୟସରୁ ସେ ଡାଟା ବୈଜ୍ଞାନିକ ହେବାର ସୌଭାଗ୍ୟ...

ହେଲିକପ୍ଟରରୁ ଟଙ୍କା ବର୍ଷା

ଇସଲାମାବାଦ୍‌,୧୬।୩: ଆକାଶରୁ ହେଲିକପ୍ଟରରେ ଟଙ୍କା ଏବଂ ଫୁଲ ବର୍ଷା ହେଉଥିବାରୁ ଏକ ଭିଡ଼ିଓ ଏବେ ସୋସିଆଲ୍‌ ମିଡ଼ିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ରାଜରାସ୍ତାରେ ଲୋକେ...

ମୂଲ୍ୟବାନ ଜିନିଷ ପରିବର୍ତ୍ତେ ଚୋରି ହେଉଛି ଗୋବର: କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଚୋରି ବିଷୟରେ ଆମେ ଅନେକ ଖବର ଶୁଣିଛୁ। ଚୋରମାନେ ବିଶେକରି ସୁନା, ରୂପା ଅଳଙ୍କାର ଅବା ମୂଲ୍ୟବାନ ଜିନିଷ ଚୋରିକରି ନେଇଥାନ୍ତି। ତେଣୁ ଏପରି ଜିନିଷକୁ...

ରୂପକୁଣ୍ଡ କଙ୍କାଳର ରହସ୍ୟ ଜଣାପଡ଼ିଲା

ହାଇଦ୍ରାବାଦ:ହିମାଳୟରେ ବହୁ ପ୍ରାକୃତିକ ହ୍ରଦ ଓ କୁଣ୍ଡ ମଧ୍ୟରେ ରୂପକୁଣ୍ଡ ହ୍ରଦ ପୂରା ଭିନ୍ନ। ହିମାଳୟର ୫,୦୨୯ ମିଟର ଉଚ୍ଚରେ ଥିବା ଏହି ହ୍ରଦ ଭିତରେ...

ବିଲେଇ ବି ସ୍ବପ୍ନ ଦେଖେ

ଅନ୍ୟ ପାଳିତ ଜୀବଙ୍କ ଅପେକ୍ଷା ବିଲେଇ ମଣିଷର ବେଶି ନିକଟତର ବୋଲି ନିକଟରେ କରାଯାଇଥିବା ଏକ ଗବେଷଣାରୁ ଜଣାପଡିଛି। ଟୋକିଓ ୟୁନିର୍ଭସିଟିର ଏକ ଗବେଷଣା ବିଲେଇଙ୍କ...

ତୃତୀୟ ଶ୍ରେଣୀ ଛାତ୍ରୀ ସଂଗ୍ରହ କଲେ ବିଭିନ୍ନ ଦେଶର ୫୦୦୦ରୁ ଅଧିକ ଦିଆସିଲି

ଅନେକ ଲୋକ ବିଭିନ୍ନ ସ୍ଥାନକୁ ଯାଇ ସେଠାରେ ଫଟୋ ଉଠାଇବାକୁ ପସନ୍ଦ କରୁଥିବାବେଳେ ଆଉ କିଛି ଲୋକ ବିଭିନ୍ନ ଦେଶର ମୁଦ୍ରା ସଂଗ୍ରହ କରିଥାନ୍ତି। ସେହିପରି...

ଯବାନଙ୍କ ଜନ୍ମଦିନ ପାଳନର ଇମୋଶନାଲ ଭିଡିଓ ଭାଇରାଲ

ସୋସିଆଲ ମିଡିଆରେ ଜଣେ ସେନା ଯବାନଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓକୁ ଦେଖିଲେ ଯେ କେହି ଭାବୁକ ହୋଇଯିବ ଏଥିରେ ସନ୍ଦେହ ନାହିଁ।...

ନିଜ ଗାଁକୁ ଖୋଲା ଶୌଚମୁକ୍ତ କଲେ ଦୃଷ୍ଟିହୀନ ସାଧୁ ମାଝି

ବିହାରର ଫତେହପୁର ଗାଁ ଏବେ ସମ୍ପୂର୍ଣ୍ଣ ଭାବେ ଖୋଲା ଶୌଚମୁକ୍ତ। ଏହାର ସମସ୍ତ ଶ୍ରେୟ ଯାଉଛି ୪୫ ବର୍ଷୀୟ ଦୃଷ୍ଟିହୀନ ସାଧୁ ମାଝିଙ୍କୁ। ଯିଏକି ନିଜ...

Advertisement


Archives

Model This Week

Why Dharitri