Posted inଫୁରସତ

ବାହାରୁ ଦେଖିବାକୁ ଅତି ସାଧାରଣ ମମତା ବାନାର୍ଜୀଙ୍କ ଟାଇଲ୍‌ ଛପର ଘର: ଅତିଥି ଭାବେ ଶାହାରୁଖଙ୍କଠାରୁ ଆରମ୍ଭ କରି ବାଜପେୟୀ ବିତାଇଛନ୍ତି ସମୟ

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜନୀତିଠାରୁ ଆରମ୍ଭ କରି ନିଜର ସାଧାରଣ ପରିଧାନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ୨୦୧୧ରେ ସେ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ଏହାପରେ ବି ସେ ଅନେକ ଦିନ ପର୍ଯ୍ୟନ୍ତ ନିଜ ଘରେ ରହୁଥିଲେ।

ଦକ୍ଷିଣ କଲିକତାର ହରିଶ ଚାଟାର୍ଜୀ ଷ୍ଟ୍ରିଟ୍‌ରେ ରହିଛି ମମତାଙ୍କ ପୈତୃକ ଘର। ଦେଖିବାକୁ ଏହା ବେଶ୍‌ ସାଧାରଣ। ଏବେ ବି ଘରର ଛାତ ଟାଇଲ ଛପର ରହିଛି। ଭିତରେ ମଧ୍ୟ ସାଧାରଣ ସାଜସଜ୍ଜା କରାଯାଇଛି। ମମତାଙ୍କ ଏହି ଘରକୁ ଦେଶବିଦେଶର ଅନେକ ନାମୀଦାମି ବ୍ୟକ୍ତି ଆସିଛନ୍ତି। ଷ୍ଟିଲ୍‌ କିଙ୍ଗ ଲକ୍ଷ୍ମୀ ମିତ୍ତଲଙ୍କଠାରୁ ଆରମ୍ଭ କରି ବଲିଉଡ୍‌ ସୁପରଷ୍ଟାର ଶାହାରୁଖ ଖାନ୍‌, ଅଟଳ ବିହାରୀ ବାଜପେୟୀ ପ୍ରମୁଖ ଅତିଥିଭାବେ ଏହି ଘରକୁ ଆସିଛନ୍ତି। ରାଜନୈତିକଠାରୁ ଆରମ୍ଭ କରି ସାମାଜିକ ପ୍ରସଙ୍ଗରେ ଏହି ଘରେ ବୈଠକ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନୀ ବୁଡାଜାହାଜର ‘ଗାଜି’ ଧ୍ୱସାଂବଶେଷକୁ ବଙ୍ଗୋପସାଗରରେ ଠାବ କଲା ଇଣ୍ଡିଆନ ନେଭି, ୧୯୭୧ ଯୁଦ୍ଧରେ ବୁଡିଥିଲା…

ବିଶାଖାପାଟଣା, ୨୩।୨: ଭାରତ-ପାକିସ୍ତାନ ୧୯୭୧ ଯୁଦ୍ଧରେ ପାକିସ୍ତାନର ଏକ ବୁଡ଼ା ଜାହାଜ ‘ଗାଜି’ ସମୁଦ୍ରରେ ବୁଡି ଯାଇଥିଲା। ଯାହାର ଶୁକ୍ରବାର ସନ୍ଧାନ ମିଳିିଛି। ଭାରତୀୟ ନୌସେନାର...

ରେଲଓ୍ବେ ମହିଳାଙ୍କୁ ଦେଉଛି ଏସବୁ ସ୍ପେଶାଲ ସୁବିଧା, ନ ଜାଣି ଥିଲେ ଆଜି ହିଁ ଜାଣନ୍ତୁ

ନୂଆଦିଲ୍ଲୀ,୨୩।୨: ମହିଳା ରେଳ ଯାତ୍ରୀ, ଦୟାକରି ଆବଶ୍ୟକ ସୂଚନା ସହିତ ନିଜକୁ ଅପଡେଟ କରନ୍ତୁ ଯାହା ଦ୍ୱାରା ଯଦି ଆପଣଙ୍କୁ ଅସମୟରେ ଏକାକୀ ଯାତ୍ରା କରିବାକୁ...

ଏକାଥରକେ ୪୫ ସ୍ବେଟର୍‌ ପିନ୍ଧି ବିଶ୍ୱ ରେକର୍ଡ କଲେ କଲେଜ ଛାତ୍ରୀ

ଶୀତବସ୍ତ୍ର ପିନ୍ଧି ବିଶ୍ୱରେକର୍ଡ କରିଛନ୍ତି ଜଣେ କଲେଜ ଛାତ୍ରୀ। ସେ ଏକାଥରକେ ୪୫ ସ୍ବେଟର୍‌ ପିନ୍ଧି ଏହି କାରନାମା କରିଛନ୍ତି। ସେ ହେଲେ ଆମେରିକାର ସୋଫିଆ...

ଆଠ ମହଲାର ବଙ୍ଗଳା, କୋଟି କୋଟି ମୂଲ୍ୟର ଗାଡ଼ି; ସବୁ ସମ୍ପତ୍ତି ବିକି ଚମକାଇବା ଭଳି କାମ କଲେ ମହିଳା

ପ୍ରତିଟି ବ୍ୟକ୍ତି ରୋଜଗାର କରି ଖୁବ୍‌ଶୀଘ୍ର ବଡ଼ ଲୋକ ହେବାକୁ ଚାହାନ୍ତି। ଫଳରେ ବଙ୍ଗଳା କରିପାରିବେ। ଦାମୀ ଗାଡ଼ି କିଣିପାରିବେ। ଏପରିକି ବିଳାସବ୍ୟସନରେ ଜୀବନ ଅତିବାହିତ...

ବାହାଘର ହେଉ ନ ଥିବାରୁ ରିକ୍ସାବାଲା କଲେ ଏମିତି: ଏବେ ଲାଗୁଛି ଯୁବତୀଙ୍କ ଲମ୍ବା ଲାଇନ୍‌

ଭାରତରେ ବିବାହର ବିଶେଷ ଗୁରୁତ୍ୱ ରହିଛି। ପ୍ରତ୍ୟେକ ଝିଅ ଏବଂ ପୁଅ ବିବାହ କରିବାକୁ ଚାହାଁନ୍ତି। ଉଭୟଙ୍କ ବିବାହ ପାଇଁ ଏକ ବୟସ ମଧ୍ୟ ସ୍ଥିର...

ମାଙ୍କଡ଼ଙ୍କ ଅଙ୍ଗୁର ପାର୍ଟି, ଭିଡିଓ ଦେଖିଲେ…

ମାଙ୍କଡମାନେ ମଣିଷଙ୍କର ପୂର୍ବଜ ଭାବରେ ପରିଗଣିତ ହୁଅନ୍ତି। ବୋଧହୁଏ ଏହି କାରଣରୁ ସେମାନେ ମଣିଷ ପସନ୍ଦ କରୁଥିବା ଜିନିଷକୁ ମଧ୍ୟ ପସନ୍ଦ କରନ୍ତି। ପାର୍ଟି କରିବା...

ଛାତ୍ରଙ୍କୁ ଶିକ୍ଷକ ପଚାରିଲେ ‘ଦ’ ଥାଇ ଶବ୍ଦଟିଏ କୁହ, ଜବାବରେ ଯାହା ଶୁଣିଲେ ଘୁରାଇଦେଲା ମୁଣ୍ଡ; ଦେଖନ୍ତୁ Video

ସୋସିଆଲ ମିଡିଆରେ ଏକ ମଜାଦାର ଭିଡିଓ ଭାଇରାଲ ହେଉଛି। ଭିଡିଓଟି ଏକ କ୍ଲାସର, ଯେଉଁଥିରେ ଶିକ୍ଷକ ପିଲାଙ୍କୁ ପଢ଼ାଉଛନ୍ତି। ସେ ବ୍ଲାକ୍‌ବୋର୍ଡରେ ହିନ୍ଦୀ ବର୍ଣ୍ଣମାଳାର ଅକ୍ଷର...

ମହିଳା ନୁହେଁ ପୁରୁଷ କରିଥା’ନ୍ତି ଅଧିକ ଶପିଂ: ରିପୋର୍ଟ

ନୂଆଦିଲ୍ଲୀ,୨୨।୨: ଯେତେବେଳେ ଶପିଂ କଥା ମନକୁ ଆସେ, ସେଠାରେ ଯୁବତୀ କିମ୍ବା ମହିଳାଙ୍କ ନାଁ ନିଆଯାଏ। ଆପଣ ନିଶ୍ଚିତ ଭାବରେ ସବୁଠି ଶୁଣିଥିବେ ଯେ, ମହିଳାମାନେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri