Posted inଫୁରସତ

୧୧୧ ବର୍ଷରେ ବି ଫିଟ୍‌ ଅଛନ୍ତି ଏହି ବ୍ୟକ୍ତି: ଖାଉଛନ୍ତି ଏହି ଖାସ୍‌ ଖାଦ୍ୟ

ସାଧାରଣତଃ ମଣିଷ ୯୦ କିମ୍ବା ୧୦୦ ବର୍ଷ ହୋଇଗଲେ ନିଜକୁ ଅନ୍‌ଫିଟ ଭାବିନେଇଥାଏ। କିନ୍ତୁ ଅଷ୍ଟ୍ରେଲିଆର ଲେଖକ ଡେକ୍ସଟର୍‌ କ୍ରୁଗର କ୍ଷେତ୍ରରେ ଏହା ଟିକେ ଭିନ୍ନ। ସେ ୧୧୧ ବର୍ଷ ବୟସରେ ମଧ୍ୟ ସେ ଫିଟ୍‌ ଅଛନ୍ତି। କ୍ରୁଗର ନିଜ ଜୀବନର ୧୧୧ବର୍ଷର ୧୨୪ ଦିନ ଅତିବାହିତ କରିସାରିଛନ୍ତି। ଏକ ସାକ୍ଷାତକାରରେ କ୍ରୁଗର କହିଛନ୍ତି ଯେ, ଚିକେନ ମୁଣ୍ଡରେ ଥିବା ଏକ ଛୋଟ ଜିନିଷ ତାଙ୍କ ଦୀର୍ଘାୟୁରେ ସହାୟକ ହୋଇଛି। କୁକୁଡ଼ାର ମସ୍ତିସ୍କରେ ଏକ ଛୋଟ ଅଂଶ ଅଛି। ତାହା ଖାଇବାକୁ ଭାରି ବହୁତ ସ୍ବାଦିଷ୍ଟ । ଏହା ମୁଁ ଦୀର୍ଘାୟୁ ରହିବାର ମୂଳ କାରଣ ବୋଲି ସେ କହିଛନ୍ତି।
ଅଷ୍ଟ୍ରେଲିୟ ବୁକ ଅଫ ରେକର୍ଡସର ପ୍ରତିଷ୍ଠାତା ଜନ ଟେଲର ନିଶ୍ଚିତ କରିଛନ୍ତି ଯେ, କ୍ରୁଗର ସବୁଠୁ ବୟସ୍କ ଅଷ୍ଟ୍ରେଲୀୟ ବ୍ୟକ୍ତି। କ୍ରୁଗରଙ୍କ ୭୪ ବର୍ଷର ପୁଅ ଗ୍ରେଗ ତାଙ୍କ ପିତାଙ୍କ ସରଳ ଜୀବନଶେଳୀକୁ ତାଙ୍କର ଦୀର୍ଘ ଜୀବନ ପାଇଁ ଶ୍ରେୟ ଦେଇଛନ୍ତି। ଏ ପର୍ଯ୍ୟନ୍ତ ସର୍ବ ପୁରାତନ ଅଷ୍ଟ୍ରେଲୀୟ ଥିଲେ କ୍ରିଷ୍ଟିନା କୁକ, ଯିଏକି ୨୦୦୨ରେ ୧୧୪ ଏବଂ ୧୪୮ ଦିନ ବୟସରେ ମୃତ୍ୟୁବରଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଥାନା ହାଜତରେ ରେଳ କର୍ମଚାରୀଙ୍କୁ ନିର୍ଯାତନା: ହାତ, ଗୋଡ଼ ଭାଙ୍ଗିଦେଲେ, ଯୌନାଙ୍ଗରେ…

ପୁରୁଣା ଭୁବନେଶ୍ୱର,୫ା୯(ସୁବାସ ଚନ୍ଦ୍ର ପ୍ରଧାନ): ବ୍ରହ୍ମପୁର ରେଳ ସୁରକ୍ଷା ବଳ (ଆର୍‌ପିଏଫ୍‌) ଦ୍ୱାରା ଅମାନୁଷିକତାର ସବୁ ସୀମା ଟପିଯାଇଛି। ଚୋରି ସନ୍ଦେହରେ ସୌମ୍ୟରଞ୍ଜନ ମିଶ୍ର ନାମକ ଜଣେ…

ହିନ୍ଦୁତ୍ୱ ଇନ୍‌ଫ୍ଲୁଏନ୍ସର ସ୍ବତନ୍ତ୍ର ଭରଦ୍ୱାଜ ଗିରଫ

ନୂଆଦିଲ୍ଲୀ,୫ା୯:ଦିଲ୍ଲୀର ଯନ୍ତରମନ୍ତରରେ ଗତ ଜୁଲାଇରେ କକ୍‌ରୋଚ୍‌ ଜନତା ପାର୍ଟି (ସିଜେପି) ନେତୃତ୍ୱରେ ଛାତ୍ର ଆନ୍ଦୋଳନ ବେଳେ ଜଣେ ଛାତ୍ରୀଙ୍କ ବାପାଙ୍କୁ ଆକ୍ରମଣ କରିଥିବା ହିନ୍ଦୁତ୍ୱ ଇନ୍‌ଫ୍ଲୁଏନ୍ସର ସ୍ବତନ୍ତ୍ର…

ବିଡ଼ା ବିଡ଼ା ଟଙ୍କା ଗଣାଚାଲିଛି

ପୁରୀ,୫ା୯(ଅଜିତ୍‌ କୁମାର ମହାନ୍ତି): ପୁରୀ ପୋଲିସ ଚଢ଼ାଉ କରି ବିପୁଳ ପରିମାଣର ଗଞ୍ଜେଇ ଜବତ କରିବା ସହ ଘଟଣାରେ ସମ୍ପୃକ୍ତ ୨ ଯୁବକଙ୍କୁ ଗିରଫ କରିଛି। ପୋଲିସ…

ଭୂପର୍ଯ୍ୟବେକ୍ଷକ ସାଟେଲାଇଟ୍‌ ଉତ୍‌କ୍ଷେପଣ କଲା ଇସ୍ରୋ

ଶ୍ରୀହରିକୋଟା,୫ା୯: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଶୁକ୍ରବାର ଦେଶର ପ୍ରଥମ ଇମେଜିଂ ସାଟେଲାଇଟ୍‌କୁ ସଫଳତାର ସହ ଭୂସ୍ଥିର କକ୍ଷରେ ସ୍ଥାପନ କରି ଆଉ ଏକ ଇତିହାସ…

ଚାଷୀଙ୍କ ଶ୍ରମକୁ ଉଚିତ ସମ୍ମାନ ମିଳୁଛି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୫।୯ (ସୁନିତ୍‌ ମିଶ୍ର): ଜନ୍ମାଷ୍ଟମୀ ଅବସରରେ ରାଜ୍ୟର ଚାଷୀମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ଓୟୁଏଟିର କୃଷି ଶିକ୍ଷା ସଦନଠାରେ ସିଏମ୍‌ କିଷାନ ଯୋଜନାର…

ବୈଭବ ସୂର୍ଯ୍ୟବଂଶୀଙ୍କ ସହ ଓପନିଂ କରିବେ ସଞ୍ଜୁ? ବୋଲରଙ୍କ ମୁଣ୍ଡବିନ୍ଧାର କାରଣ ସାଜିବେ ଏହି ଯୋଡ଼ି

ନୂଆଦିଲ୍ଲୀ,୪।୮: ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍‌ ଶେଷ ହେବା ପରେ ଏବେ ପୁଣି ଥରେ ଟି-୨୦ ଫର୍ମାଟ୍‌ରେ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଛି ଭାରତୀୟ ଦଳ। ଏହି…

୨୦୨୯ରେ ବିଜୟ ହେବେ PM ପ୍ରାର୍ଥୀ? TVK ଦଳର ବଡ଼ ଦାବି, କଂଗ୍ରେସ ଶିବିରରେ ହଇଚଇ!

ଚେନ୍ନାଇ,୪।୯: ୨୦୨୯ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ପଦ ଲାଗି ପ୍ରାର୍ଥୀ ଚୟନକୁ ନେଇ ତାମିଲନାଡୁର ଶାସକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’ (TVK) ଏବଂ ସହଯୋଗୀ ଦଳ…

ଚାକିରି ଦେବା ନାଁରେ ଠକେଇ: ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୪ ଗିରଫ

ଛତ୍ରପୁର,୪।୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଯୁବପିଢ଼ିଙ୍କୁ ଚାକିରି କରାଇ ଦେବା ନାଁରେ ଠକେଇ ଅଭିଯୋଗରେ ଛତ୍ରପୁର ଥାନା ପୋଲିସ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri