ଲିଭ୍ଇନ୍ରେ ଲଢ଼େଇ, ବୃଦ୍ଧଙ୍କୁ ରାସ୍ତାରେ ନିସ୍ତୁକ ପିଟିଲେ ମହିଳା…
ମୁଜାଫରପୁର,୨୫।୫: ଜଣେ ବୃଦ୍ଧଙ୍କ ପାଇଁ ଲିଭ୍ଇନ୍ ରିଲେଶନଶିପ୍ରେ ରହିବା ମହଙ୍ଗା ପଡ଼ିଛି। କୌଣସି କାରଣରୁ ବୃଦ୍ଧ ଏବଂ ତାଙ୍କ ସହିତ ଲିଭ୍ଇନ୍ରେ ରହୁଥିବା ମହିଳାଙ୍କ ମଧ୍ୟରେ ପାଟିତୁଣ୍ଡ ହେବାରୁ ପରିସ୍ଥିତି ଭୟଙ୍କର ହୋଇଥିଲା। ଶେଷରେ ଘର କଥା ଦାଣ୍ଡକୁ ଆସିଛି। ମହିଳା…
ଭାଇରାଲ ଭିଡିଓ: ଚାହିଁବସିଥିଲା ମୃତ୍ୟୁ, କେବଳ ସାମାନ୍ୟ ଚତୁରତା ବଞ୍ଚାଇଲା ଜୀବନ
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ…
ରାଜମିସ୍ତ୍ରୀ କାମ କରୁଛନ୍ତି ଏହି ସୁନ୍ଦରୀ ଯୁବତୀ, ସୋସିଆଲ ମିଡିଆରେ ଅଛନ୍ତି ଲକ୍ଷେରୁ ଅଧିକ ଫଲୋଅର୍ସ
ସୋସିଆଲ ମିଡିଆରେ କିଏ କେତେବେଳେ ନାଁ କରିଯିବ ତାହା କହି ହେବ ନାହିଁ। ଏମିତି ବ୍ରିଟେନର ଜଣେ ଯୁବତୀଙ୍କ କ୍ଷେତ୍ରରେ ଘଟିଛି। ଯୁବତୀ ଜଣକ ରାଜମିସ୍ତ୍ରୀ କାମ କରୁଛନ୍ତି। ଆସନ୍ତୁ ଜାଣିବା ତାଙ୍କ ଜୀବନ କାହାଣୀ ବିଷୟରେ… ବ୍ରିଟେନ ଭବନ ନିର୍ମାଣ…
୫୫ ସେକେଣ୍ଡର ଏହି ଭିଡିଓ ୫କୋଟି ଟଙ୍କାରେ ବିକ୍ରି: ଜାଣନ୍ତୁ କ’ଣ ରହିଛି ଏଥିରେ…
ପ୍ରତିଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଶେୟାର କରାଯାଏ। ବର୍ତ୍ତମାନ ୟୁଟ୍ୟୁବ ଲୋଙ୍କମାନଙ୍କ ଆୟର ଏକ ଜରିଆ ପାଲଟିଥିବା ବେଳେ ଏହା ଦ୍ୱାରା ଅନେକ ଲୋକ ରାତାରାତି ଷ୍ଟାର ମଧ୍ୟ ପାଲଟି ଯାଉଛନ୍ତି। ପ୍ରତ୍ୟେକ ଦିନର କାର୍ଯ୍ୟଶୈଳୀ ହେଉ…
ଟିକା ନ ନେବାକୁ ଭୟରେ ନଦୀକୁ ଡେଇଁଲେ ୨୦୦ ଗ୍ରାମବାସୀ…
ଲକ୍ଷ୍ନୌ,୨୪।୫: ଉତ୍ତରପ୍ରଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ଏପରିସ୍ଥଳେ ରାଜ୍ୟରେ ଟିକାକରଣ ଅଭିଯାନ ଜାରି ରହିଛି। ତେବେ ଗ୍ରାମାଞ୍ଚଳରେ ଟିକା ନେଇ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି। ସ୍ଥାନୀୟ ବାରାବାଙ୍କିର ସିସୋଦା ଗାଁରେ ଟିକାଦେବାକୁ…
୮ ବର୍ଷ ପରେ ପୀଡ଼ିତାଙ୍କ ଫୋନ୍କୁ ଆସିଲା ବଳାତ୍କାରୀଙ୍କ ପକ୍ଷରୁ ମେସେଜ୍, ଏଥିରେ ଲେଖାଥିଲା…
ଓ୍ବାଶିଂଟନ,୨୪ା୫: ଆମେରିକାର ପେନାସିଲେବ୍ନିଆରେ ରହୁଥିବା ୨୩ ବର୍ଷୀୟା ଶାନନ ନିଜ ବୟଫ୍ରେଣ୍ଡଙ୍କ ସହ ଛୁଟି କାଟିବାକୁ ଯାଇଥିଲେ। ଏହି ସମୟରେ ଶାନନ ତାଙ୍କର ଫେସ୍ବୁକ୍ ଖୋଲିଥିଲେ। ଏଥିରୁ ଏକ ମେସେଜ ପଢ଼ି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେ କେବେ କଳ୍ପନା କରି…
ଏହି ଯୁବତୀଙ୍କୁ ତୃତୀୟଥର ବିବାହ କରିବାକୁ ଯାଉଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ
ଲଣ୍ଡନ,୨୪।୫: ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିଶ ଜନସନ ଆସନ୍ତାବର୍ଷ ତୃତୀୟଥର ବିବାହ କରିବାକୁ ଯାଉଛନ୍ତି। ସେ ନିଜର ପ୍ରେମିକା କ୍ୟାରୀ ସାଇମଣ୍ଡ୍ସଙ୍କୁ ବିବାହ କରିବେ। ୨୦୨୨ ଜୁଲାଇ ୨୨ରେ ଜନସନ ଏବଂ ସାଇମଣ୍ଡସ ବିବାହ ବନ୍ଧନରେ ଆବଦ୍ଧ ହେବେ। ଉଭୟ ନିଜ ସମ୍ପର୍କୀୟ,…
ବିବାହ ବାର୍ଷିକୀରେ ୧ କିଲୋ ଓଜନର ସୁନା ହାର ପିନ୍ଧିଥିଲେ ସ୍ତ୍ରୀ, ସ୍ବାମୀଙ୍କୁ ଡାକିନେଲା ପୋଲିସ; ଆଉ ତା’ ପରେ…
ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଏକ ବିବାହ ବାର୍ଷିକୀ ସମାରୋହରେ ଜଣେ ମହିଳା ଏକ ଲମ୍ବା ଏବଂ ଓଜନିଆ ହାର ପିନ୍ଧିଥିବା ନଜର ଆସିଛନ୍ତି। ଫେସ୍ବୁକ୍ ଏବଂ ହ୍ବାଟ୍ସଆପ୍ ସମେତ ଅନ୍ୟ ସୋସିଆଲ ମିଡିଆ ପ୍ଲାଟ୍ଫର୍ମରେ…
ଚର୍ଚ୍ଚାରେ ଫଳ ଦୋକାନୀ: କଦଳୀ ଝୁଲାଇ ବୋର୍ଡରେ ଲେଖିଲେ ଏମିତି
ଚେନ୍ନାଇ,୨୩।୫: ଦେଶରେ କରୋନାର ଦ୍ୱିତୀୟ ଲହର ଯୋଗୁ ଲୋକଙ୍କୁ ନାହିଁ ନ ଥିବା ଅସୁବିଧାର ସାମ୍ନା କରିବାକୁ ପଡୁଛି। କରୋନା ଯୋଗୁ ବିଭିନ୍ନ ରାଜ୍ୟରେ ଲକ୍ଡାଉନ୍ ଘୋଷଣା କରାଯାଇଛି। ଏହାର ପ୍ରଭାବ ଶ୍ରମିକମାନଙ୍କ ଉପରେ ପଡିଛି। ଏହି ସବୁ ଅସୁବିଧା ମଧ୍ୟରେ…
ଅକ୍ସିଜେନ୍ ଲାଗିଥିବା ସତ୍ତ୍ୱେ ରୋଷେଇ କରୁଛନ୍ତି ମହିଳା: ଫଟୋ ଭାଇରାଲ ପରେ…
ବମ୍ବେ: ଭାରତୀୟ ସମାଜରେ ମହିଳାଙ୍କୁ ତ୍ୟାଗର ମୂର୍ତ୍ତୀ ବୋଲି କୁହାଯାଏ। ବେଳେବେଳେ ମହିଳାଙ୍କ ସମର୍ପଣଭାବର ଲାଭ ପରିବାରବର୍ଗ ଉଠାଇଥାନ୍ତି। ସୋସିଆଲ ମିଡିଆରେ ସେହିଭଳି ଏକ ଫଟୋ ଭାଇରାଲ ହେଉଛି, ଯାହାକୁ ଦେଖିଲେ ଆପଣ ଚକିତ ହୋଇଯିବେ। କାରଣ ଫଟୋରେ ଜଣେ ମହିଳା…
ଟିକା ନ ନେଲେ ମେ’ ମାସର ଦରମା ବନ୍ଦ: ନିର୍ଦ୍ଦେଶ ଜାରି କଲେ ଜିଲାପାଳ…
ଛପରା,୨୩।୫: କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ତୀବ୍ରବେଗରେ ବ୍ୟାପିବାରେ ଲାଗିଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ଦେଶରେ ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ତେବେ ବିଭିନ୍ନ ଗୁଜବକୁ ବିଶ୍ୱାସ ବହୁ ଲୋକ ଟିକା ନେବାକୁ ଭୟ କରୁଛନ୍ତି। ବିହାରର ଛପରା…
‘ସିଭେଟ୍’ ମଳରୁ ଦାମୀ କଫି
ନୂଆଦିଲ୍ଲୀ: କେଉଁ ଆବହମାନ କାଳରୁ କଫିକୁ ନେଇ ମଣିଷ ଭିତରେ ରହିଛି ସ୍ବତନ୍ତ୍ର ଆକର୍ଷଣ। କଫି ମୋହରେ ପଡ଼ିଥିବା ବ୍ୟକ୍ତି ପୃଥିବୀର ବିଭିନ୍ନ ସ୍ଥାନ ପରିକ୍ରମା କରି ଏହାର ସ୍ବାଦର ମଜା ନେଇଥିବା ନଜିର ରହିଛି। ହେଲେ ଆମେରିକାରେ ‘ସିଭେଟ୍’ ନାମକ…

