ଫୁରସତ

ବଙ୍ଗ ନବାବମହଲ ଅଳଙ୍କାରରେ କୁଳତୁଙ୍ଗମାଢ଼

ଇତିହାସରେ ବର୍ଣ୍ଣିତ ଅଛି ଗଜପତି ନରସିଂହ ଦେବ ଲକ୍ଷ୍ମଣାବତୀ ଆକ୍ରମଣ କରିବା ପରେ ବଙ୍ଗ ନବାବ ତୁହ୍ମାନ ଖଁା ପ୍ରାଣରକ୍ଷା କରିବାକୁ ପଳାୟନ କରିଥିଲେ। ବାୟାଚକଡ଼ା ପୋଥିରେ ଲେଖାଯାଇଛି ‘ତୁଗଇନ୍‌ ଖାନ୍‌ ପୋଥି ବର୍ଣ୍ଣନା ଅନୁଯାୟୀ ତା’ ମହଲ ବା ଉଆସକୁ…

ବିବାହରେ ବର ଭାଙ୍ଗିଲେ ଧନୁ

ସାରନ,୨୮।୬: ତ୍ରେତୟାଯୁଗରେ ଭଗବାନ ଶ୍ରୀରାମଙ୍କ ସ୍ବୟଂମ୍ବରରେ କଥା ସମସ୍ତେ ଜାଣିଥିବେ ଓ ଶୁଣିଥିବେ। କିନ୍ତୁ କଳିଯୁଗରେ ସ୍ବୟଂମ୍ବର ଆୟୋଜିତ ହେବା କଥା କେବେ ଶୁଣିଛନ୍ତି କି। ଆଜ୍ଞା ହଁ, ବିହାରରେ ଏଭଳି ଘଟଣାର ପୁଣି ଥରେ ପୁନଃରାବୃତ୍ତି କରାଯାଇଛି। ବିବାହ ସମୟରେ…

୧୭ ବର୍ଷ ନାବାଳକଙ୍କୁ ବିବାହ କରି ଯୁବତୀ ଗିରଫ…

ବେଙ୍ଗାଲୁରୁ,୨୮।୬: ଜଣେ ୧୭ ବର୍ଷ ବୟସ୍କା ନାବାଳକଙ୍କୁ ମନ୍ଦିରରେ ବିବାହ କରିଥିବା ଅଭିଯୋଗ ୨୧ ବର୍ଷ ବୟସ୍କା ଯୁବତୀଙ୍କୁ ଗିରଫ କରାଯାଇଛି। ବେଙ୍ଗାଲୁରୁର ମାଡିକେରିରେ ବିଏସ୍‌ସି ନର୍ସିଂ ପାଠ୍ୟକ୍ରମରେ ଅଧ୍ୟୟନ କରୁଥିବା ଯୁବତୀ ଜଣକ ଚିକ୍କାମାଗାଲୁ ଅଞ୍ଚଳରେ ଥିବା ଅନ୍ତରଘଟ୍ଟାମା ମନ୍ଦିରରେ…

ନିଜ ଶରୀରର ନିଜେ ବଇଦ ଏଇ ଚଢ଼େଇ

ପୃଥିବୀରେ ଯେବେ ଯେବେ ନୂଆ ରୋଗ ଦେଖା ଦେଇଛି ଚିକିତ୍ସା ନ ବାହାରିବା ପର୍ଯ୍ୟନ୍ତ ତାହା ମୃତ୍ୟୁର ତାଣ୍ଡବ ରଚିଥାଏ। ଅନେକ ଗବେଷଣା ପରେ ବୈଜ୍ଞାନିକମାନେ ଏହାକୁ ହରାଇବାର ଉପାୟ ପାଇଥାନ୍ତି। ଏବେ ଯେମିତି କରୋନା ଭାଇରସ୍‌ ନେଇ ଚାଲିଛି ଜୀବନ…

ପେଟ ନ ଥିବା ଝିଅ: ଶରୀରରେ ସବୁବେଳେ ଝୁଲି ରହୁଛି ଏକ ବ୍ୟାଗ…

ସଲ୍‌ମା ବାଶିର୍‌ଙ୍କୁ ସେତେବେଳେ ୫ ବର୍ଷ ବୟସ ହୋଇଥାଏ। ଛୁଟି କଟେଇବା ପାଇଁ ଇଜିପ୍ଟର ଆଲେକ୍‌ଜାଣ୍ଡ୍ରିଆ ଯାଇଥାନ୍ତି। ସେଠି ସେ ବେବି ସୁଇମିଂ ପୁଲ୍‌ ଯାଇ ପହଁରୁଥାନ୍ତି। ଗର୍ଭବତୀ ମା’ ଦୂରରେ ବସି ସଲ୍‌ମାଙ୍କ ବଡ଼ ଭାଇ ଉପରେ ନଜର ରଖିଥାନ୍ତି।…

୯୦ ବର୍ଷୀୟା ଫିଟନେସ୍‌ ଟ୍ରେନର୍‌: ବୟସ ତାଙ୍କ ପାଇଁ କେବଳ ଏକ ନମ୍ବର…

୯୦ ବର୍ଷ ବୟସରେ ଲୋକେ ଭଲରେ ଚାଲି ବୁଲି ପାରନ୍ତିନି। ଏମିତି କି ନିଜର ଦୈନନ୍ଦିନ କାମରେ ବି ଅନ୍ୟର ସାହାଯ୍ୟ ଲୋଡ଼ନ୍ତି। କିନ୍ତୁ ଜାପାନର ୯୦ ବର୍ଷୀୟା ମହିଳା ତାକିସିମା ମିକା ପରିଣତ ବୟସରେ ପାଲଟିଛନ୍ତି ଫିଟନେସ୍‌ ଟ୍ରେନର୍‌। ଆଉ…

ସିତାର ପରିବେଷଣ କରି ୩୦ ଟଙ୍କା ପାଇଥିଲି: ଯୋଗେଶ ଦତ୍ତ

ଝାଡ଼ଖଣ୍ଡର ଦେଓଘରଠାରେ ମୋ ଜନ୍ମ। ଆମେ ଦୁଇ ଭାଇଭଉଣୀ ଭିତରେ ମୁଁ ହେଲି ସାନ। ବାପା ଜଣେ ଶିକ୍ଷାବିତ୍‌ ସାଙ୍ଗକୁ ଭଲ ଭାୟୋଲିନ୍‌ ମଧ୍ୟ ବଜାଇପାରୁଥିଲେ। ବଡ଼ ଭଉଣୀ ବି ଜଣେ ସିତାର ବାଦିକା ଥିଲେ। ତାଙ୍କ ବାହାଘର ପରେ ଘରେ…

ପର୍ଯ୍ୟଟନସ୍ଥଳୀ: ଦକ୍ଷିଣ ଭାରତର ଚେରାପୁଞ୍ଜି

କର୍ନାଟକର ସିମୋଗା ଜିଲାରେ ଥିବା ଅଗୁମ୍ବେ ନିଜର ପ୍ରାକୃତିକ ପରିବେଶ, ସବୁଜ ବନାନୀ, ତଥା ଝରଣା ପାଇଁ ବେଶ୍‌ ପ୍ରସିଦ୍ଧି ଲାଭ କରିପାରିଛି। ତା’ଛଡ଼ା ଅଧିକ ମାତ୍ରାରେ ବର୍ଷା ହେବାକୁ ନେଇ ଏହା ନାଁରେ ରେକର୍ଡ ବି ରହିଛି… କର୍ନାଟକର ସିମୋଗା…

ଦାମୀ ଛତା: ଦେଖିବାକୁ ଆକର୍ଷଣୀୟ, ଦର ଆକାଶଛୁଆଁ

ଖରାଦିନ ହେଉ ଅବା ବର୍ଷାଦିନ ଛତାର ଆବଶ୍ୟକତା ସବୁବେଳେ ରହିଥାଏ। ସେଥିପାଇଁ ଏହାର ଚାହିଦାକୁ ଲକ୍ଷ୍ୟ କରି କେତେ ନୂଆ ନୂଆ ଡିଜାଇନ୍‌ର ଛତା ମାର୍କେଟ୍‌କୁ ଆସେ। କିନ୍ତୁ ଏଠାରେ ଯେଉଁ ଛତାଗୁଡ଼ିକ ସମ୍ପର୍କରେ କୁହାଯାଉଛି, ତାହା ଦେଖିବାକୁ ସିନା ଆକର୍ଷଣୀୟ…

ସଙ୍ଗୀତ: ପଢିଲେ କବିତା ଗାଇଲେ ଗୀତ

ପ୍ରାୟ ୬ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟଧରି ତାଙ୍କର ସାହିତ୍ୟ, ସଙ୍ଗୀତ, ଭଜନ, ନାଟକ ଓ ଚଳଚ୍ଚିିତ୍ର ଆଦିି କ୍ଷେତ୍ରରେ ରହିଛି ସ୍ବତନ୍ତ୍ର ପରିଚୟ । ଲୋକକଳା, ଲୋକନୃତ୍ୟକୁ ନେଇ ଗୀତଲେଖିବା ଓ ରୂପଦେବାରେ ସେ ସିଦ୍ଧହସ୍ତ … ଅଭିମାନିନୀ ଏ ଅମାନିଆ…

ଲିଭିଯାଇଛି ଶୈଶବର ହସ: ହସି ଖେଳି ବୁଲିବା ବୟସରେ କରୋନା ଛଡ଼େଇ ନେଇଛି…

ବୟସ ହସି ଖେଳି ବୁଲିବାର। ହେଲେ ଭାଗ୍ୟ ଖେଳିଛି ସେମାନଙ୍କ ସହ ବଡ଼ ଦାରୁଣ ଖେଳ। ବୁଝିବା ଶୁଝିବା ବୟସ ହେବା ପୂର୍ବରୁ ଛଡ଼େଇ ନେଇଛି ସେମାନଙ୍କ ଉପରୁ ବାପାମା’ଙ୍କ ହାତ । ନା ଅଛି ସେ ସ୍ନେହବୋଳା ପଣତକାନି, ନା…

ଏହି ଦେଶରେ ରହିଛି ଶିଶୁଙ୍କ ଫ୍ୟାକ୍ଟ୍ରି, ଲକ୍ଷାଧିକ ଟଙ୍କା ଦେଇ ମନ ପସନ୍ଦର ସନ୍ତାନ କିଣି ନିଅନ୍ତି ଦମ୍ପତି

ଲଣ୍ଡନ,୨୭ା୬: ମା’ ହେବା ପ୍ରତ୍ୟେକ ମହିଳାଙ୍କ ପାଇଁ ସବୁଠୁ ଖୁସିର ମୁହୂର୍ତ୍ତ। କୁହାଯାଏ, ଜଣେ ନାରୀ ମା’ ହେଲେ ଯାଇ ତା’ ନାରୀ ଜୀବନର ସାର୍ଥକତା ମିଳିଥାଏ। ମାତ୍ର ବେଳେବେଳେ ଶରୀରରେ ସମସ୍ୟା ହେତୁ ମହିଳାମାନେ ମା’ ହେବାକୁ ଅସମର୍ଥ ହୋଇଥାନ୍ତି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri