ଗୁଗଲ-ଫେସ୍ବୁକ-ମାଇକ୍ରୋସଫ୍ଟର ତ୍ରୁଟି ବାହାର କରି ଆୟ କଲେ ୪୪ଲକ୍ଷ
ନୂଆଦିଲ୍ଲୀ,୩୦।୬: ପୁଣିଥରେ ଜଣେ ଭାରତୀୟ ନିଜ ଦକ୍ଷତା ଯୋଗୁ ଦେଶର ନାଁ କରିପାରିଛନ୍ତି। ମାଇକ୍ରୋସଫ୍ଟରୁ ୨୨ଲକ୍ଷ ଟଙ୍କା ଆୟ କରି ଚର୍ଚ୍ଚାରେ ରହିଥିବା ୨୦ବର୍ଷୀୟ ଅଦିତି ସିଂହ ପୁଣି ଥରେ ଦେଶର ନାଁ କରିଛନ୍ତି। ଚଳିତ ଥର ଗୁଗଲ ଓ ଫେସ୍ବୁକ…
ସାପ ପାଟିରୁ ବାହାରୁଛି କୁକୁଡ଼ା ଅଣ୍ଡା
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ…
ବିଶ୍ୱର ସବୁଠୁ ବଡ଼ ବୋଟ୍: ଏଥିରେ ତିଆରି ହେବ ୩୯ ଆପାର୍ଟମେଣ୍ଟ, ଦାମ୍ ରହିବ…
ଦୁନିଆର ସବୁଠୁ ବିଶାଳକାୟ ବୋଟ୍ ତିଆରି ଯୋଜନା ଖୁବ୍ ଦ୍ରୁତ ଗତିରେ ଆଗକୁ ବଢୁଛି। ଏହି ବୋଟ୍ରେ ୬ଟି ଫ୍ଲୋର ରହିବ ଏବଂ ୩୯ ଆପାର୍ଟମେଣ୍ଟ ତିଆରି କରାଯିବ। ଏକ ରିପୋର୍ଟ ଅନୁଯାୟୀ, ଆପାର୍ଟମେଣ୍ଟର ଦାମ୍ ପ୍ରାୟ ୧୧ ମିଲିୟନ ଅର୍ଥାତ୍…
୧ ଲକ୍ଷ ୨୦ ହଜାର ଦେଇ ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କଠାରୁ ୧୨ଟି ଆମ୍ବ କିଣିଲେ ଏହି ବ୍ୟକ୍ତି; କାରଣ ଜାଣିଲେ…
ବର୍ତ୍ତମାନ ସମୟରେ ସବୁଠାରୁ ଶକ୍ତିଶାଳୀ ମାଧ୍ୟମ ପାଲଟିଛି ସାମାଜିକ ଗଣମାଧ୍ୟମ। ଏଥିରେ କିଛି ବି ଭାଇରାଲ ହେବା ମାତ୍ରେ ଚର୍ଚ୍ଚାର ବିଷୟକୁ ଆସିଯାଏ। ବାସ୍, ଅନେକ କିଛି ପରିବର୍ତ୍ତନ ହୋଇଯାଏ ଏଥିରେ। ସେଭଳି କ୍ରମରେ ଝାରଖଣ୍ଡ ଜାମସେଦପୁରରେ ରହୁଥିବା ଜଣେ ପଞ୍ଚମ…
ମହିଳାମାନେ ବି କରିପାରିବେ ଅନେକ ବିବାହ
ଜୋହାନ୍ସବର୍ଗ,୨୯।୬: ଦକ୍ଷିଣ ଆଫ୍ରିକା ସରକାର ନିଜର ଏକ ବିବାଦୀୟ ପ୍ରସ୍ତାବକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ଅନେକ ଦେଶରେ ପୁରୁଷଙ୍କର ଏକରୁ ଅଧିକ ପତ୍ନୀଙ୍କୁ ବିବାହ କରିବାର ଅଧିକାର ରହିଛି। କିନ୍ତୁ ଦକ୍ଷିଣ ଆଫ୍ରିକାରେ ମହିଳାକ୍ଷେତ୍ରରେ ସମାନ ଅଧିକାର ନାହିଁ। ତେଣୁ ଏହାକୁ…
ଏକରୁ ଅଧିକ ସ୍ବାମୀ ରଖିପାରିବେ ମହିଳା!
କେପ୍ଟାଉନ୍,୨୯।୬: ଗୋଟିଏ ବିବାଦୀୟ ପ୍ରସ୍ତାବ ଯୋଗୁ ଦକ୍ଷିଣ ଆଫ୍ରିକା ସରକାର ଏବେ ଚର୍ଚ୍ଚାରେ ଅଛନ୍ତି। ଏହି ପ୍ରସ୍ତାବ ଅନୁଯାୟୀ ମହିଳାମାନେ ଏକରୁ ଅଧିକ ସ୍ବାମୀ ରଖିପାରିବେ। ଏହି ଦେଶର ପୁରୁଷଙ୍କ ପାଇଁ ପୂର୍ବରୁ ଏକରୁ ଅଧିକ ବିବାହ କରିବା ପାଇଁ ମଞ୍ଜୁରୀ…
ବିଶାଳକାୟ ଗେଣ୍ଡାର ଦାମ୍ ୧୮ହଜାର
ହାଇଦ୍ରାବାଦ,୨୯।୬: ଆନ୍ଧ୍ରପ୍ରଦେଶର ପୂର୍ବ ଗୋଦାବରୀ ଜିଲାର ଏକ ନଦୀ ମୁହାଣରୁ ଏକ ବିଶାଳକାୟ ସମୁଦ୍ର ଗେଣ୍ଡା ଉଦ୍ଧାର ହୋଇଛି। ଏହି ସାମୁଦ୍ରିକ ଗେଣ୍ଡାକୁ ୧୮ହଜାର ଟଙ୍କାରେ ନିଲାମ କରାଯାଇଛି। ଏହି ଗେଣ୍ଡାକୁ ସିରିନକ୍ସ ଆର୍ୟୁନସ ଭାବେ ଚିହ୍ନଟ କରାଯାଇଛି। ଏହା ବିଶ୍ୱର…
୧୦ ବର୍ଷ ନାବାଳିକା ହେଲେ ଗର୍ଭବତୀ,ଶିଶୁ ପୁତ୍ରଙ୍କୁ ଦେଲେ ଜନ୍ମ…
ଲଣ୍ଡନ,୨୯।୬: ବ୍ରିଟେନ୍ରେ ଜଣେ ୧୦ ବର୍ଷ ନାବାଳିକା ଗର୍ଭବତୀ ହେବା ଏବଂ ପରେ ଶିଶୁପୁତ୍ରଙ୍କୁ ଜନ୍ମ ଦେବା ଘଟଣା ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ନାବାଳିକା ଜଣକ ୩୦ ସପ୍ତାହ ଗର୍ଭ ପରେ ୧୧ ବର୍ଷ ବୟସରେ ପ୍ରସବ…
କନ୍ୟାଙ୍କୁ କାନ୍ଧରେ ବୋହି ନଦୀ ପାର ହେଲେ ବର, ଭିଡ଼ିଓ ଭାଇରାଲ…
ପାଟନା,୨୯।୬: ସମ୍ପ୍ରତି ସୋସିଆଲ ମିଡ଼ିଆରେ ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। ଭିଡ଼ିଓରେ ବର କନ୍ୟାଙ୍କୁ କାନ୍ଧରେ ବୋହି ନଦୀ ପାର ହେଉଛନ୍ତି। ଏଭଳି ଘଟଣା ବିହାରରେ ଘଟିଛି। ବନ୍ୟା ଯୋଗୁ ବିହାରରେ ଅଭାବନୀୟ ସ୍ଥିତି ସୃଷ୍ଟି ହୋଇଛି। କିଶନଗଞ୍ଜ ଜିଲାରେ…
ଖାଦ୍ୟ ଭାବି ଖୁସିରେ ଡେଇଁକି ଖାଉଥିଲା: ଟେକି ନେଲା ମୃତ୍ୟୁ
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ…
ଏଠାରେ ରହିଛି ସବୁଠୁ ଧନୀ ମନ୍ଦିର, ବର୍ଷକୁ ଆୟ ହୋଇଥାଏ…
ମନ୍ଦିର ଏବଂ ତୀର୍ଥସ୍ଥାନର ଦେଶ ଭାବରେ ଭାରତ ବେଶ୍ ଜଣାଶୁଣା। ଆମ ଦେଶରେ ହଜାର ହଜାର ସଂଖ୍ୟାରେ ମନ୍ଦିର ରହିଛି। ଯେଉଁଠାକୁ ପ୍ରତିବର୍ଷ ବହୁ ସଂଖ୍ୟାରେ ଭକ୍ତ ବିଶ୍ୱାସ ନେଇ ଦେବଦେବୀଙ୍କୁ ଦର୍ଶନ କରିବାକୁ ଦୂରଦୂରାନ୍ତରୁ ଛୁଟି ଆସିଥାନ୍ତି। ଖାଲି ଯେ,…
ବଙ୍ଗ ନବାବମହଲ ଅଳଙ୍କାରରେ କୁଳତୁଙ୍ଗମାଢ଼
ଇତିହାସରେ ବର୍ଣ୍ଣିତ ଅଛି ଗଜପତି ନରସିଂହ ଦେବ ଲକ୍ଷ୍ମଣାବତୀ ଆକ୍ରମଣ କରିବା ପରେ ବଙ୍ଗ ନବାବ ତୁହ୍ମାନ ଖଁା ପ୍ରାଣରକ୍ଷା କରିବାକୁ ପଳାୟନ କରିଥିଲେ। ବାୟାଚକଡ଼ା ପୋଥିରେ ଲେଖାଯାଇଛି ‘ତୁଗଇନ୍ ଖାନ୍ ପୋଥି ବର୍ଣ୍ଣନା ଅନୁଯାୟୀ ତା’ ମହଲ ବା ଉଆସକୁ…
Archives


