Posted inଫୁରସତ

ବିଶ୍ୱର ସବୁଠୁ ବଡ଼ ବୋଟ୍‌: ଏଥିରେ ତିଆରି ହେବ ୩୯ ଆପାର୍ଟମେଣ୍ଟ, ଦାମ୍‌ ରହିବ…

ଦୁନିଆର ସବୁଠୁ ବିଶାଳକାୟ ବୋଟ୍‌ ତିଆରି ଯୋଜନା ଖୁବ୍‌ ଦ୍ରୁତ ଗତିରେ ଆଗକୁ ବଢୁଛି। ଏହି ବୋଟ୍‌ରେ ୬ଟି ଫ୍ଲୋର ରହିବ ଏବଂ ୩୯ ଆପାର୍ଟମେଣ୍ଟ ତିଆରି କରାଯିବ। ଏକ ରିପୋର୍ଟ ଅନୁଯାୟୀ, ଆପାର୍ଟମେଣ୍ଟର ଦାମ୍‌ ପ୍ରାୟ ୧୧ ମିଲିୟନ ଅର୍ଥାତ୍‌ ୮୧ କୋଟି ଟଙ୍କା ହେବ। ଏହି ୭୨୮ ଫୁଟ ଲମ୍ବର ସୁପରୟାଚ୍‌ର ନାମ ‘ସୋମନିୟୋ’। ଆସନ୍ତା ୨୦୨୪ରେ ଏହା ଲଞ୍ଚ୍‌ କରିବ ବୋଲି ଆଶା କରାଯାଉଛି।

ଏକ ପ୍ରେସ୍‌ ରିଲିଜ୍‌ ଅନୁଯାୟୀ, ସୋମନିୟୋକୁ ତିଆରି କରିବା ପାଇଁ ପ୍ରାୟ ୬୦୦ ମିଲିୟନ ଡଲାର୍ସ ଅର୍ଥାତ୍‌ ୪୪ ଅରବ ଟଙ୍କା ଖର୍ଚ୍ଚ ହେବ। ଯାହାକି ଦୁନିଆର ସବୁଠୁ  ଚମତ୍କାର। ଏହା ସାହାଯ୍ୟରେ ଲୋକମାନେ ଦୁନିଆର ସବୁଠୁ ବଡ଼ ୟାଚ୍‌ର ମଜା ଉଠାଇପାରିବେ। ଏହା  ବିଳାସମୟ ଆପାର୍ଟମେଣ୍ଟ ହେବ। ଏଠାରେ ସମସ୍ତ ପ୍ରକାର ସୁବିଧା ଉପଲବ୍ଧ ହେବ। ଖାସ୍‌ କଥା ହେଲା ଏହି ଆପାର୍ଟମେଣ୍ଟ ଆପଣ କିଣି ପାରିବେ। ଏଥିରେ ଜିମ୍‌ ସେଣ୍ଟର, ଲାଇବ୍ରେରୀ, କିଚେନ ଏବଂ ଡାଇନିଂ ସ୍ପେସ୍‌ ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ସାପ ସହ ଲଢି ନିଜ ଛୁଆକୁ ରକ୍ଷା କଲା ମା’ ମୂଷା: ଦେଖନ୍ତୁ ଭିଡିଓ

ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। ବର୍ତ୍ତମାନ ଏକ ମା’ ମୂଷା ସାପ ସହ ଲଢି କିପରି ନିଜ ଛୁଆର ଜୀବନ ବଞ୍ଚାଇଛି...

ସବୁଠୁ ବଡ଼ ଦୀପ: ରହୁଥିଲା ୮୦୦ ଲିଟର ତେଲ

ହିନ୍ଦୁ ଧର୍ମରେ ଦୀପର ମାହାତ୍ମ୍ୟ ବେଶ୍‌ ରହିଛି। ଯେ କୌଣସି ପୂଜା ହେଉ ନା କାହିଁକି ଦୀପ ଲୋଡା ପଡେ। ଦୀପାବଳି ପର୍ବରେ ତ ଘରେ...

୬୦ ଦିନରେ ବଦଳି ଗଲା ଜ୍ୟୋତିଙ୍କ ଜୀବନ

ପାଟନା, ୧୬।୭: ବିହାରର ଜ୍ୟୋତି କୁମାରୀ ଏବଂ ତାଙ୍କ ପରିବାରବର୍ଗଙ୍କ ଜୀବନ ଗତ ୬୦ ଦିନ ମଧ୍ୟରେ ସମ୍ପୂର୍ଣ୍ଣ ବଦଳି ଯାଇଛି। ସେ ୧୨୦୦ କିମି...

କାନ୍ଥରୁ ଅମଳ ହେଉଛି ଧାନ, ଗହମ ସହ ଅନ୍ୟାନ୍ୟ ପନିପରିବା

ଆଜିକାଲି ପ୍ରତ୍ୟେକ କ୍ଷେତ୍ରରେ ଟେକ୍ନୋଲୋଜି ବହୁତ ଆଗେଇଛି। ବିଶେଷକରି କୃଷିକ୍ଷେତ୍ରରେ ବିଭିନ୍ନ ପ୍ରକାରର ଟେକ୍ନୋଲୋଜି ଗ୍ରହଣ କରାଯାଉଛି। ଯାହାଦ୍ୱାରା ସହଜରେ ଚାଷ ହୋଇପାରିବ ଏବଂ ଅଧିକ...

ଟ୍ୟୁମର ସେଲ୍‌ ନଷ୍ଟ କରିବ ସାଇଟୋଫୋନ୍‌

ଯନ୍ତ୍ରର ନାଁ ସାଇଟୋଫୋନ୍‌। ଆମେରିକାର ଅର୍କାନସାସ୍‌ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ଏହାକୁ ପ୍ରସ୍ତୁତ କରିଛନ୍ତି। ଶରୀରରେ ଟ୍ୟୁମର ସେଲ୍‌ ବ୍ୟାପିବାରେ ଏହା ବାଧା ଦେଉଛି। ଏମିତି କି...

ନିଜ ପସନ୍ଦ କୁକୁରର ସୁନାର ପ୍ରତିମୂର୍ତ୍ତି ରାସ୍ତାରେ ଲଗାଇଲେ ରାଷ୍ଟ୍ରପତି

ଅସଗାବଟ,୧୪ ।୧୧: ରାସ୍ତା କଡ଼ରେ ସାଧାରଣତଃ ବଡ ବଡ ନେତାଙ୍କ ପ୍ରତିମୂର୍ତ୍ତି ଲାଗିଥିବା ସମସ୍ତେ ଦେଖିଥିବେ । ହେଲେ ରାସ୍ତା କଡରେ କୌଣସି ପଶୁଜନ୍ତୁଙ୍କ ପ୍ରତିମୂର୍ତ୍ତି...

ରାସ୍ତା ନିର୍ମାଣ ପାଇଁ ଜାଗା ଛାଡିଲେନି ମହିଳା, ହାଇୱେ ମଝିରେ ରହିଗଲା ଘର

ବେଜିଂ,୩ ।୭: ହାଇୱେ, ପୋଲ ଆଦି ନିର୍ମାଣ ସମୟରେ ବେଳେ ବେଳେ ସାଧାରଣ ଜନତାଙ୍କ ଜାଗାକୁ ସରକାର ବ୍ୟବହାର କରିଥାଆନ୍ତି । ଆଉ ଏହା ବଦଳରେ...

ସିଂହର ଲାଇଭ୍‌ ଶୋ’ କରୁଥିଲେ କିଛି ବ୍ୟକ୍ତି, ଆଉ ତା’ ପରେ…

ଗାନ୍ଧିନଗର,୧୮ା୧୦: ଆଜିକାଲି ଲୋକମାନେ ନିଜର ସଉକ ପାଇଁ କିଛି ବି କରିବାକୁ ପଛାଉନାହାନ୍ତି। ବେଳେବେଳେ ଏହି ସଉକ ପାଇଁ ଜେଲ୍‌ ଯିବା ଏପରିକି ଜୀବନ ମଧ୍ୟ...

Advertisement


Archives

Model This Week