Posted inଫୁରସତ

ସାପ ପାଟିରୁ ବାହାରୁଛି କୁକୁଡ଼ା ଅଣ୍ଡା

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ ଏକ ସାପକୁ ଦେଖିବାକୁ ମିଳୁଛି। ସାପଟି ତା ପାଟିରୁ ଗୋଟିଏ ପରେ ଗୋଟିଏ ଅଣ୍ଡା ବାହାର କରୁଛି। ଯାହାକୁ ଦେଖିଲେ ହୁଏତ ଆପଣଙ୍କୁ ଲାଗିବ ସାପଟି ପାଟି ପଟେ ଅଣ୍ଡା ଦେଉଛି। ମାତ୍ର ତାହା ନୁହେଁ ସାପଟି ୧୦ଟି ଚିକେନ୍‌ ଅଣ୍ଡାକୁ ଖାଇଦେଇଥିଲା। ଯାହାକୁ ସେ ହଜମ କରିପାରି ନାହିଁ। ପରେ ସେ ସେହି ଅଣ୍ଡାଗୁଡ଼ିକୁ ପାଟିରୁ ବାହାର କରୁଛି। ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। ଭିଡିଓଟି ଅଧିକ ଭାଇରାଲ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତର ନୁହେଁ ଜିଲାପି, ଇତିହାସ ୫୦୦ ବର୍ଷ ପୁରୁଣା…

ନୂଆଦିଲ୍ଲୀ,୨୩।୨ : ଜିଲାପିକୁ ଭାରତର ପ୍ରାୟ ସବୁ ସ୍ଥାନରେ ଲୋକେ ପସନ୍ଦ କରନ୍ତି। ଦେଖିବାକୁ ଗୋଲାକାର, ଖାଇବାକୁ ସୁସ୍ବାଦୁ, ନାଲି ଏବଂ କମଳା ରଙ୍ଗର ଜିଲାପି।...

ମେଣ୍ଢାର ଦାମ କାର୍‌ଠୁ ବେଶୀ

ଆଫ୍ରିକୀୟ ଦେଶରେ ଏକ ମେଣ୍ଢାକୁ ନିଜ ଷ୍ଟାଟସ୍‌ ଓ ସମ୍ମାନର ପ୍ରତୀକଭାବେ ଗଣନା କରାଯାଏ। ତାହାର ନାଁ ହେଉଛି ‘ଲୋଡୌମ୍‌’। ଏହି ମେଣ୍ଢା ‘କିଙ୍ଗ ଅଫ୍‌...

ଜନ୍ମ ପ୍ରମାଣପତ୍ରରେ ଗୋଟିଏ ପିଲାର ୩ ପିତା, ଖର୍ଚ୍ଚ ହୋଇଛି ୮୮ ଲକ୍ଷ

ଓ୍ବାଶିଂଟନ,୭।୩: ଆମେରିକାର ତିନିଜଣ ପୁରୁଷ ‘ପ୍ରଥମ ଥର ପାଇଁ ଗୋଟିଏ ପରିବାରର ପିତା’ ହୋଇ ଇତିହାସ ରଚିଛନ୍ତି। ଏଥିପାଇଁ ଏହି ୩ ପୁରୁଷଙ୍କୁ ଦୀର୍ଘଦିନ ପର୍ଯ୍ୟନ୍ତ...

ସ୍ପେସ୍‌ ଷ୍ଟେଶନ ଯିବେ ରୁଷିଆର ଏକମାତ୍ର ମହିଳା ମହାକାଶଚାରୀ

ମସ୍କୋ: ରୁଷିଆର ଏକମାତ୍ର ମହିଳା ମହାକାଶଚାରୀ ଆନ୍ନା କିକିନା ଆମେରିକା ସ୍ପେସ୍‌ ଷ୍ଟେଶନ୍‌ ଯିବା ନେଇ ନିଷ୍ପତ୍ତି ନିଆଯାଇଛି। କିନ୍ତୁ ଏହି କାର୍ଯ୍ୟକ୍ରମକୁ ଅନିର୍ଦ୍ଦିଷ୍ଟ ସମୟ...

ଏହି ଦେଶରେ ୧୦ ବର୍ଷର ପିଲାଙ୍କ ପାଖରେ ରହିଛି ସ୍ମାର୍ଟଫୋନ

ଲଣ୍ଡନ: ବ୍ରିଟେନ୍‌ରେ ୧୦ ବର୍ଷରୁ ଅଧିକ ପିଲାଙ୍କ ପାଖରେ ୫୦% ସ୍ମାର୍ଟଫୋନ ରହିଛି। ସେହିପରି ୩/୪ ବର୍ଷର ପିଲାଙ୍କ ନିକଟରେ ଟ୍ୟାବ୍‌ଲେଟ୍‌ ରହିଛି। ମିଡିିଆ ରେଗୁଲେଟର...

ମାସ୍କ ନ ଲଗାଇଥିଲେ ୫ଶହ ଥର କରିବାକୁ ପଡ଼ିବ ଏପରି

ମହାମାରୀ କରୋନାରୁ ରକ୍ଷା ପାଇବା ପାଇଁ ସରକାରଙ୍କଠାରୁ ଆରମ୍ଭକରି ପ୍ରଶାସନ ପକ୍ଷରୁ ଅନେକ ପ୍ରକାର କଟକଣା ଜାରି କରାଯାଇଛି। ସେଥିମଧ୍ୟରେ ମାସ୍କ ଲଗାଇବା, ସାମାଜିକ ଦୂରତ୍ୱ...

ଗୋରୁମାରା ଜାତୀୟ ଉଦ୍ୟାନ

ପଶ୍ଚିମବଙ୍ଗର ଜଲପାଇଗୁଡ଼ି ଜିଲା ଅନ୍ତର୍ଗତ ଗୋରୁମାରା ଜାତୀୟ ଉଦ୍ୟାନଟି ହେଉଛି ସ୍ଥାନୀୟ ଅଞ୍ଚଳର ଏକ ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀ। ୧୮୯୫ ମସିହାରେ ମାତ୍ର ୭ ବର୍ଗ କି.ମି...

୭ ବର୍ଷ ବାଳକଙ୍କ ପେଣ୍ଟିଂର ଦାମ୍‌ ୮ ଲକ୍ଷ

ବର୍ଲିନ: ଜର୍ମାନୀର ଜଣେ ୭ ବର୍ଷର ବାଳକ କରିଥିବା ପେଣ୍ଟିଂ ୮ ଲକ୍ଷରେ ବିକ୍ରି ହୋଇଛି। ଏହାକୁ କିଣିବା ପାଇଁ ସମଗ୍ର ବିଶ୍ୱରୁ ଲୋକେ ବର୍ଲିନ୍‌ରେ...

Advertisement
Archives

Model This Week