ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ ହାତୀକୁ ଦେଖିବାକୁ ମିଳୁଛି। ହତୀଟି ପାଣିରେ ଖେଳୁଛି। ତଳୁ ଉପରକୁ ବାହାରୁଥିବା ପାଣିକୁ ଦେଖି ଖୁସି ହୋଇ ଯାଉଛି। ପାଣିକୁ ବନ୍ଦ କରିବାକୁ ଶୁଣ୍ଢ ହଲାଉଛି ତାହା ଉପରକୁ ପଳାଉଛି। ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। ଭିଡିଓଟି ଅଧିକ ଭାଇରାଲ ହେବାରେ ଲାଗିଛି।
To be old & wise,
You must be first young & stupid…🎥save the elephant foundation pic.twitter.com/PMBIdAiyoa
— Susanta Nanda IFS (@susantananda3) July 13, 2021