Posted inଫୁରସତ

ଏହି ଜେଲ୍‌ରେ ମିଳିବ ମନପସନ୍ଦର ଖାଦ୍ୟ

ମୁମ୍ବାଇ: ସାଧାରଣତଃ ସମସ୍ତେ ଜାଣନ୍ତି ଜେଲ୍‌ରେ ରହିବା ବହୁତ କଷ୍ଟ। ଖାଇବା ପିଇବା ଠିକ୍‌ରେ ମିଳି ନ ଥାଏ। ମାତ୍ର ଏମିତି ଏକ ଜେଲ୍‌, ଯେଉଁଠି ରେଷ୍ଟୁରାଣ୍ଟ ପରି ସୁନ୍ଦର ସୁନ୍ଦର ବ୍ୟଞ୍ଜନ ମିଳିବ। ଚିକେନ ଭାତ ସହ ଅନ୍ୟାନ୍ୟ ସୁସ୍ବାଦୁ ଖାଦ୍ୟ ଏହି ଜେଲ୍‌ର କଏଦୀମାନଙ୍କୁ ମିଳିବ। ଏନେଇ ସୂଚନା ଦେଇଛନ୍ତି ମହାରାଷ୍ଟ୍ର ଜେଲ୍‌ର ଅତିରିକ୍ତ ମହାସଂଚାଳକ ସୁନିଲ ରାମାନନ୍ଦ।

ସେ କହିଛନ୍ତି, ମୁମ୍ବାଇର ଆର୍ଥର ରୋଡ୍‌ ଜେଲ୍‌ ବହୁ କୋଠା ବିଶିଷ୍ଟ ହେବା ପାଇଁ ପ୍ରସ୍ତାବ ରହିଛି। ସେ କହିଛନ୍ତି, ଜେଲ୍‌ରେ ଥିବା କଏଦୀମାନଙ୍କୁ ସୁନ୍ଦର ତଥା ସ୍ବାଦିଷ୍ଟ ଭୋଜନ ମିଳିବ। ଏଥିପ୍ରତି ପୂରା ଧ୍ୟାନ ଦିଆଯାଉଛି। ଏହି କାରଣରୁ ଜେଲ୍‌ରେ ପାରୋଲରେ ଯିବା ପାଇଁ ୫୩ କଏଦୀ ଇଚ୍ଛା କରୁନାହାନ୍ତି। ଏହି କଏଦୀଙ୍କ କହିବା କଥା, ପରିବାର ଲୋକଙ୍କଠାରୁ ଜେଲ୍‌ ପ୍ରଶାସନ ତାଙ୍କ ପ୍ରତି ବହୁତ ଧ୍ୟାନ ରଖୁଛନ୍ତି। ତେଣୁ ଘରକୁ ଯିବାକୁ ଇଚ୍ଛା ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ରାକ୍ଷୀରେ ଦିଅନ୍ତୁ ଏପରି ଗିଫ୍ଟ ଖୁସି ହୋଇଯିବେ ଭଉଣୀ

ଭଉଣୀ ଭାଇର ପବିତ୍ର ସମ୍ପର୍କକୁ ସୁଦୃଢ଼ କରିଥାଏ ରାକ୍ଷୀ। ତେବେ ଏହି ରାକ୍ଷୀପୂର୍ଣ୍ଣିମାକୁ ସବୁ ଭାଇଭଉଣୀ ଉତ୍ସୁକତାର ସହ ଅପେକ୍ଷା କରିଥାନ୍ତି। ରକ୍ଷାବନ୍ଧନ ଆସିଗଲେ ବଜାରରେ...

୧୬ଥର ଡବ୍ଲୁଡବ୍ଲୁଇ ବିଶ୍ୱଚାମ୍ପିଅନ୍‌ ଛାଡିଲେ କୋହଲିଙ୍କ ଏମିତି ଫଟୋ, ୟୁଜର୍ସ ଦେଖି ହେଲେ ଆଶ୍ଚର୍ଯ୍ୟ

ମ୍ୟାଞ୍ଚେଷ୍ଟର୍‌: ଚଳିତ ଆଇସିସି ବିଶ୍ୱକପର ପ୍ରଥମ ସେମିଫାଇନାଲରେ ଦୁଇଥରର ଚାମ୍ପିଅନ ଟିମ ଇଣ୍ଡିଆର ସାମ୍ନା ନ୍ୟୁଜିଲ୍ୟାଣ୍ଡ ସହ ହେବ। ଭାରତର ନଜର ତୃତୀୟ ବିଶ୍ୱକପ ଟାଇଟଲ...

ଘର ଲୋକଙ୍କୁ ଖାଇବାକୁ ଦେଇଥିଲି

ମୁଁ ଷଷ୍ଠ ଶ୍ରେଣୀରେ ବଳଗଣ୍ଡି ସ୍କୁଲରେ ପଢୁଥାଏ। ଆମ ସ୍କୁଲର ପ୍ରଧାନଶିକ୍ଷକ ଉମା ମଉସା ମୋ’ ନନାଙ୍କ ଘନିଷ୍ଠ ବନ୍ଧୁ ଥିଲେ। ହଠାତ୍‌ ସାର୍‌ଙ୍କର ହୃଦ୍‌ଘାତ...

ଆମ୍ବର ମୂଲ୍ୟ ୫ଶହ ଟଙ୍କା

ଗୀଷ୍ମରେ ଆମ୍ବର ସ୍ବାଦ ସମସ୍ତେ ଅଳ୍ପ ବହୁତେ ଚାଖିଥିବେ। ହେଲେ ମଧ୍ୟ ପ୍ରଦେଶର ଅଲିରାଜପୁର ଜିଲାର କଠିଓ୍ବାଡା ଅଞ୍ଚଳରେ ମିଳୁଥିବା ‘ନୁରଜାହାଁ’ ପ୍ରଜାତିର ଆମ୍ବ କେହି...

ସରନେମ୍‌ ବ୍ୟବହାର ପାଇଁ ବିବାହରେ କଏନ୍‌ ଟସ୍‌ କଲେ ଦମ୍ପତି…

ସାଧାରଣତଃ ବିବାହ ପରେ ସ୍ବାମୀଙ୍କ ସରନେମ୍‌ ସ୍ତ୍ରୀମାନେ ବ୍ୟବହାର କରିଥାନ୍ତି। ତେବେ ନିକଟରେ ଫ୍ଲୋରିଡ଼ାରେ ଏକ ରୋଚକ ଘଟଣା ଘଟିଛି। କନ୍ୟାବର ବିବାହ କରିବାକୁ ଚର୍ଚ୍ଚରେ...

ବାଘ ଛୁଆକୁ ବୋତଲରେ କ୍ଷୀର ପିଆଇ ଚୁମ୍ବନ ଦେଲା ସିମ୍ପାଜୀ

ବାଘ ଛୁଆକୁ ବେତଲରେ କ୍ଷୀର ପିଆଇ ଦେଉଛି ସିମ୍ପାଜୀ। କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଏକ କୁନି ବାଘ ଛୁଆକୁ ସିମ୍ପାଜୀ ବୋତଲରେ କ୍ଷୀର...

ଜେଲ୍‌ରେ ଗଞ୍ଜା

ବେଟିଂ କରି ଲୋକେ ଜେଲ୍‌ ଯାଉଥିବା କଥା ଶୁଣିଥିବେ। ହେଲେ ଜାଣନ୍ତି କି ନିକଟରେ ଦୁଇଟି ଗଞ୍ଜା କୁକୁଡାକୁ ବେଟିଂ ଭଳି ସଙ୍ଗିନ ଅଭିଯୋଗରେ ଜେଲ୍‌...

୧୨ ବର୍ଷର ଛାତ୍ର ଘରେ ବସି ରୋଜଗାର କଲେ ୨ କୋଟି

କରୋନା ମହାମାରୀ କିଛି ଲୋକଙ୍କ ଜୀବନକୁ ବଦଳାଇ ଦେଇଛି। କାହାର ଚାକିରି ଚାଲିଯାଇଛି ତ ଆଉ କାହାର ବ୍ୟବସାୟ ମାନ୍ଦା ହୋଇଛି। ସ୍କୁଲ, କଲେଜ, ଅଫିସ...

Advertisement
Archives

Model This Week