ଆଜି ବିଶ୍ବ ସର୍ପ ଦିବସ: ସାପ କାମୁଡ଼ାରେ ପ୍ଲାଷ୍ଟିକ ସର୍ଜରି
ଭୁବନେଶ୍ୱର( ଅସମାପିକା ସାହୁ): ସାପ କାମୁଡ଼ିବା ପରେ ଚିକିତ୍ସାକୁ ନେଇ ଅନେକ ସମୟରେ ଲୋକମାନେ ଦ୍ୱନ୍ଦ୍ୱରେ ଥାଆନ୍ତି। ବିଭିନ୍ନ ସମୟରେ ଡାକ୍ତରଖାନାକୁ ନ ନେଇ ଝଡ଼ାଫୁଙ୍କା ବା ଚେରମୂଳି ଚିକିତ୍ସା କରିଥାନ୍ତି। ଗୁରୁତର ହେଲେ ଡାକ୍ତରଖାନା ନେବାବେଳକୁ ବହୁ ବିଳମ୍ବ...
ମୃତ ବୃଦ୍ଧ କୋକେଇରୁ ଉଠି କହିଲେ ମୁଁ ବଞ୍ଚିଛି
ମଧ୍ୟପ୍ରଦେଶର ଛତ୍ରପୁର ଜିଲାରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ୯୬ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ଘଟିଥିଲା। ହଠାତ୍ ବୃଦ୍ଧ ଜଣକ କୋକେଇରୁ ଉଠି କହିଲେ ମୁଁ ମରିନି, ବଞ୍ଚିଛି। ଯାହା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।...
ମୃତଦେହର ଦାନ୍ତରୁ ମୁଦି, କେଶରୁ ନେକ୍ଲେସ୍ ତିଆରି କରିବାକୁ ପସନ୍ଦ କରନ୍ତି ଏହି ମହିଳା
କାନବେରା,୧୫ ।୭: କେବଳ ମହିଳା ନୁହେଁ ଏମିତି କେତେଜଣ ପୁରୁଷ ଅଛନ୍ତି ଯେଉଁମାନେ ଗହଣା ପିନ୍ଧିବାକୁ ପସନ୍ଦ କରି ଥାଆନ୍ତି । ତାହା ପୁଣି ଦାମୀ । କେହି କେହି ସୁନା ଅଳଙ୍କାର ପସନ୍ଦ କରୁଥିବା ବେଳେ ଆଉ କେହି...
ଠିପି ଖୋଲି ଢକଢକ କରି ମଦ ପିଇଲା ମାଙ୍କଡ଼, ଭିଡିଓ ଭାଇରାଲ
ସାଧାରଣତଃ ସମାଜରେ କିଛି ଲୋକ ମଦ ପିଇବାରେ ଅଭ୍ୟସ୍ତ ଥାନ୍ତି। ମାତ୍ର ଯଦି ଜୀବଜନ୍ତୁ ମଦ ପିଉଥିବାର ଦେଖିବେ ତେବେ ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ କଥା। ଏହାକୁ ନେଇ ମନରେ ଅନେକ ପ୍ରଶ୍ନ ଉଠିଥାଏ। ଏବେ ମଧ୍ୟପ୍ରଦେଶର ମଣ୍ଡଳାରୁ ଏକ...
ଝାଳରୁ ସୃଷ୍ଟି ହେବ ବିଦ୍ୟୁତ୍ ଶକ୍ତି, ଫୋନ୍ ବି ହେବ ଚାର୍ଜ
ବିଜ୍ଞାନ ଯେଉଁସ୍ତରରେ ଅଗ୍ରଗତି କରୁଛି ତାହାର ନମୁନା ପୁଣି ଥରେ ଦେଖିବାକୁ ମିଳିଛି। ବିଶେଷଜ୍ଞମାନେ ଏପରି ଏକ ଯନ୍ତ୍ର ବାହାର କରିଛନ୍ତି, ଯାହାକୁ ପିନ୍ଧି ଯେକୌଣସି ବ୍ୟକ୍ତି ଝାଳରୁ ବିଜୁଳି ଶକ୍ତି ଉତ୍ପାଦନ କରିପାରିବେ। ବିଶେଷଜ୍ଞମାନେ କହିଛନ୍ତି ଯେ, ଏହି...
ଗଲ୍ଫ କୋର୍ସରେ ୧୫ ଫୁଟ କୁମ୍ଭୀର…
ମେକ୍ସିକୋ ସିଟି,୧୫।୭: ସୋସିଆଲ୍ ମିଡ଼ିଆରେ ସମ୍ପ୍ରତି ମେକ୍ସିକୋର ଏକ ଗଲ୍ଫ କୋର୍ସର ଭିଡ଼ିଓ ବେଶ୍ ଭାଇରାଲ ହେବାରେ ଲାଗିଛି। ଏହି ୧୫ ସେକେଣ୍ଡର ଭିଡ଼ିଓରେ ଏକ ୧୫ ଫୁଟ ଲମ୍ବ ବିରାଟକାୟ କୁମ୍ଭୀର ଗଲ୍ଫ କୋର୍ସରେ ବୁଲୁଥିବାର ଦେଖିବାକୁ ମିଳୁଛି।...
୫୦୦ ଟଙ୍କାରେ ବିବାହ କଲେ ସିଟି ମାଜିଷ୍ଟ୍ରେଟ
ଧର୍,୧୫।୭: ସାଧାରଣତଃ ସରକାରୀ କର୍ମଚାରୀମାନେ ଧୁମ୍ଧାମ୍ରେ ବିବାହ କରନ୍ତି। କିନ୍ତୁ ମଧ୍ୟ ପ୍ରଦେଶର ଧର ଜିଲାର ସିଟି ମାଜିଷ୍ଟ୍ରେଟ ଶିବାଙ୍ଗୀ ଯୋଶୀଙ୍କ ବିବାହ କଥା ଶୁଣିଲେ ଆଶ୍ଚର୍ଯ୍ୟ ଲାଗିପାରେ। ସେ ମାତ୍ର ୫୦୦ ଖର୍ଚ୍ଚ କରି ଆର୍ମି ମେଜର ଅନିକେତ...
ଜାଣନ୍ତି ସିଂହମାନେ କାହିଁକି ଗୋଷ୍ଠୀ ହୋଇ ରୁହନ୍ତି
ସିଂହକୁ ‘ଜଙ୍ଗଲର ରାଜା’ କୁହାଯାଏ। କିନ୍ତୁ ଜାଣନ୍ତି କି ଜଙ୍ଗଲର ରାଜା ହୋଇ ମଧ୍ୟ ସିଂହ ଏକୁଟିଆ ନ ରହି କାହିଁକି ଗୋଷ୍ଠୀ ହୋଇ ରୁହନ୍ତି। ଯଦିଓ ପୃଥିବୀରେ ସିଂହମାନଙ୍କର ଅସ୍ତିତ୍ୱ ବହୁତ ପୁରୁଣା, କିନ୍ତୁ ସେମାନଙ୍କ ଇତିହାସ ବିଷୟରେ...
ରାସ୍ତାରେ କ୍ରିକେଟ୍ ଖେଳିଲେ ଗୁଗଲ ସିଇଓ
ସମଗ୍ର ବିଶ୍ୱରେ କ୍ରିକେଟ ଖେଳ ଲୋକପ୍ରିୟ। କିନ୍ତୁ ଭାରତରେ ଏହି ଖେଳ ପାଇଁ କ୍ରେଜ ବୋଶୀ। ଦେଶରେ କୌଣସି ବ୍ୟକ୍ତି ନାହାଁନ୍ତି ଯିଏ କି ପିଲାଦିନରେ କ୍ରିକେଟ ଖେଳି ନାହାଁନ୍ତି। ଗୁଗୁଲର ସିଇଓ ସୁନ୍ଦର ପିଚାଇ ଏହାର ବଳିଷ୍ଠ ଉଦାହରଣ।...
ଏହି ଜେଲ୍ରେ ମିଳିବ ମନପସନ୍ଦର ଖାଦ୍ୟ
ମୁମ୍ବାଇ: ସାଧାରଣତଃ ସମସ୍ତେ ଜାଣନ୍ତି ଜେଲ୍ରେ ରହିବା ବହୁତ କଷ୍ଟ। ଖାଇବା ପିଇବା ଠିକ୍ରେ ମିଳି ନ ଥାଏ। ମାତ୍ର ଏମିତି ଏକ ଜେଲ୍, ଯେଉଁଠି ରେଷ୍ଟୁରାଣ୍ଟ ପରି ସୁନ୍ଦର ସୁନ୍ଦର ବ୍ୟଞ୍ଜନ ମିଳିବ। ଚିକେନ ଭାତ ସହ ଅନ୍ୟାନ୍ୟ...
ପାଣିକୁ ଏପରି ଅଟକାଉଛି ହାତୀ
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ...
କୂଅରୁ ବାହାରୁଛି ୨ ହଜାର ଟଙ୍କିଆ ନୋଟ୍, ଟଙ୍କା ନେବା ପାଇଁ ଭିଡ଼…
ଘାଟମପୁର,୧୪।୭: ଟଙ୍କା ପୁଣି କୂଅରୁ ବାହାରୁଥିବା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବେ। ତେବେ ଏହା ସତ। ଉତ୍ତରପ୍ରଦେଶର ଘାଟମପୁର ଅନ୍ତର୍ଗତ ଭିତରଗାଓ୍ବଁ ଅଞ୍ଚଳର ପସେମା ଗାଁରେ ଏକ ପରିତ୍ୟକ୍ତ ଶୁଖିଲା କୂଅରୁ ଶହେ, ଦୁଇ ଶହ, ପାଞ୍ଚ ଶହ...
Archives


