ଫୁରସତ

ଗାଡ଼ି ଟାଙ୍କିରେ ପେଟ୍ରୋଲ ବଦଳରେ ‘ମଦ’ ପକାଇଲେ ଏହି ବ୍ୟକ୍ତି; ପରେ ଯାହା ହେଲା ଦେଖିଲେ…

ଆଜିକାଲିର ଲୋକମାନଙ୍କ ପାଇଁ ସୋସିଆଲ ମିଡିଆ ଏପରି ଏକ ମାଧ୍ୟମ ପାଲଟିଛି, ଯେଉଁଠାରେ ଲୋକେ ନିଜର ପ୍ରତିଭାକୁ ଦର୍ଶାଇ ଖୁବ୍‌ ସହଜରେ ପରିଚିତ ହୋଇପାରୁଛି। କିଛି ଲୋକ ଏଥିରେ ସଫଳ ହେଉଥିବା ବେଳେ କିଛି ଲୋକ ଥଟ୍ଟାରେ ପରିଣତ ହୁଅନ୍ତି। ସେଭଳି…

୫୧ ଟଙ୍କାର ମୁଦ୍ରା ୩୭,୦୫୦ ଟଙ୍କାରେ ବିକ୍ରି

ଭୁଲ ସବୁବେଳେ ଭାରୀ ପଡେ ନାହିଁ, ବେଳେବେଳେ ନିଜର ଭୁଲ ଲାଭଦାୟକ ପ୍ରମାଣିତ ହୋଇଥାଏ। ସେହିଭଳି ଏକ ଘଟଣା ନିକଟରେ ଦେଖିବାକୁ ମିଳିଛି। କିଛି ତ୍ରୁଟି ଯୋଗୁ ଏକ ମୁଦ୍ରା ଶହ ଶହ ପାଉଣ୍ଡରେ ବିକ୍ରି ହୋଇଛି। ୫୦ ପେନ୍ସ (ପ୍ରାୟ…

‘କେହି ଆମ ବିଷୟରେ ଭାବୁନାହାନ୍ତି ’ କହି ଭାଙ୍ଗିପଡ଼ିଲେ ଆଫଗାନିସ୍ତାନର ଏହି ଝିଅ; ଭିଡିଓ ଦେଖିଲେ…

କାବୁଲ: ଆଜିକାଲି ସମଗ୍ର ବିଶ୍ୱର ଆଖି ଆଫଗାନିସ୍ତାନ ଉପରେ ରହିଛି। ତାଲିବାନ ଏହାକୁ କବ୍ଜା କରିବା ମାତ୍ରେ ଚାରିଆଡେ ହାହାକାର ସ୍ଥିତି ଉପୁଜିଛି। ସୋସିଆଲ ମିଡିଆରେ ସେଠାକାର ପରିସ୍ଥିତି ନେଇ ଅନେକ ଫଟୋ ଏବଂ ଭିଡିଓ ଭାଇରାଲ ହେଉଛି। ସେଥିରୁ କିଛି…

ପୁରୁଣା ଫ୍ରିଜ୍‌ କିଣି ରାତାରାତି ଏମିତି ବଦଳିଗଲା ଭାଗ୍ୟ, କାରଣ ଜାଣିଲେ…

କୁହାଯାଏ, କାହାର ଭାଗ୍ୟ କେତେବେଳେ ପରିବର୍ତ୍ତନ ହେବ ତାହା କାହାକୁ ଜଣା ନ ଥାଏ। ଦକ୍ଷିଣକୋରିଆରେ ରହୁଥିବା ଜଣେ ବ୍ୟକ୍ତିଙ୍କ କ୍ଷେତ୍ରରେ ଏପରି ଘଟିଛି। ବ୍ୟକ୍ତିଜଣକ ଏକ ପୁରୁଣା ଫ୍ରିଜ୍‌ କିଣିଥିଲେ। ଏଥିରେ ଲୁଚେଇ ରଖାଯାଇଥିବା ୧୩୦୦୦୦ ଡଲାର ଅର୍ଥାତ୍‌ ୯୬,…

ଏମିତି ଦେଶ, ଯେଉଁଠି ଛାଡ଼ପତ୍ରକୁ କୁହାଯାଏ କଳଙ୍କ

ବିଶ୍ୱରେ ଅନେକ ଦେଶରେ ଅନେକ ରୀତିନୀତି ଚାଲିଚଳଣି ରହିଛି। ପ୍ରତ୍ୟେକ ଦେଶର ନିୟମ ପରମ୍ପରା ମଧ୍ୟ ଅଲଗା ଅଲଗା। ଆପଣ ନିଶ୍ଚିତ ଜିମ୍ବାଓ୍ବେ ଦେଶର ନାମ ଶୁଣିଥିବେ। ବିଶେଷକରି କ୍ରିକେଟ କ୍ଷେତ୍ରରେ ଏହାର ବେଶ୍‌ ସୁନାମ ରହିଛି। କିନ୍ତୁ ଜିମ୍ବାଓ୍ବେ ବିଷୟରେ…

ଚାଲାଣକୁ ନୁହେଁ, ଯମରାଜଙ୍କୁ ତ ଟିକେ ଡର

ଲକ୍ଷ୍ନୌ,୧୬ା୮: ଉତ୍ତରପ୍ରଦେଶରେ ଏକ ବାଇକ୍‌ରେ ୭ ଜଣ ଲୋକ ଯାଉଥିବାର ଦେଖି ପୋଲିସ ଆଶ୍ଚର୍ଯ୍ୟ ହୋଇଯାଇଛି। ୟୁପି ପୋଲିସ ଏହି ବାଇକ୍‌ରେ ଯାଉଥିବା ଲୋକଙ୍କ ଫଟୋ ସୋସିଆଲ ମିଡିଆରେ ଶେୟାର କରି ଲୋକଙ୍କୁ ସଚେତନ କରୁଛି। ୟୁପି ପୋଲିସ ନିଜ ଟୁଇଟର…

କାର୍‌ ପାର୍କିଂରେ ଶିଶୁକନ୍ୟାକୁ ସ୍ତନ୍ୟପାନ କରାଇଲେ ମହିଳା, କମ୍ପାନୀ ଲଗାଇଲା ଏତିକି ଟଙ୍କା ଜରିମାନା

ଇଂଲଣ୍ଡରେ ଜଣେ ମହିଳା ଅନଧିକୃତ ସ୍ଥାନରେ କାର୍‌ ପାର୍କିଂ କରି ନିଜ ଶିଶୁକନ୍ୟାକୁ ସ୍ତନ୍ୟପାନ କରାଇବା ମହଙ୍ଗା ପଡ଼ିଛି। ମହିଳାଙ୍କ ଉପରେ ଏଥିପାଇଁ ୧୭୦ ପାଉଣ୍ଡ ଅର୍ଥାତ୍‌ ୧୭,୪୯୩ ଟଙ୍କାର ଜରିମାନା କରାଯାଇଛି। ଅମାଣ୍ଡା ରଗେରୀ ସନ୍ଧ୍ୟାରେ ପ୍ରାୟ ୨୦ ମିନିଟ୍‌…

ଭୋକ ହେବାରୁ ମଣିଷ ଭଳି ପକ୍ଷୀ ବି କରୁଛି ଏମିତି

ପ୍ରାୟତଃ ପ୍ରାଣୀଙ୍କୁ ନେଇ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି। ଏଥିରେ ୩ ପକ୍ଷୀଙ୍କୁ ଭୋକ ହେବାରୁ ଝରକାରେ ବସି ବୋବାଉଥିବା ଦେଖିବାକୁ…

କାହିଁକି ବିବାହ କରୁନାହାନ୍ତି ବାବା ରାମଦେବ: ମିଳିଥିଲା ଏମିତି ଉତ୍ତର

ସାରା ବିଶ୍ୱରେ ଯୋଗଗୁରୁ ଭାବେ ପସିଦ୍ଧି ଅର୍ଜନ କରିଛନ୍ତି ବାବା ରାମଦେବ। ଖେଳରେ ମଧ୍ୟ ସେ ନିଜ ପାରଦର୍ଶିତା ଦେଖାଇଛନ୍ତି। କୁସ୍ତିଯୋଦ୍ଧାରେ ମଧ୍ୟ ନିଜ ଜଲଓ୍ବା ଦେଖାଇଛନ୍ତି। ସେଲିବ୍ରିଟି ହୋଇଥିବା କାରଣରୁ ସେ ଅନେକ ଷ୍ଟେଜ୍‌ ଶୋ’ରେ ମଧ୍ୟ ଭାଗ ନିଅନ୍ତି।…

୧୪୬ ବର୍ଷ ପୂର୍ବେ ବିବାହ କରିଥିଲେ ଦମ୍ପତି: ମ୍ୟୁଜିୟମରେ ଅଣନାତୁଣୀଙ୍କୁ ମିଳିଲା ପ୍ରମାଣ

ଏକ ଦମ୍ପତି ୧୪୬ ବର୍ଷ ପୂର୍ବେ ବିବାହ କରିଥିଲେ। ଦେଢ଼ ଶତାବ୍ଦୀ ପରେ ଏବେ ତାଙ୍କ ଅଣନାତୁଣୀଙ୍କୁ ମିଳିଛି ବିବାହ ପ୍ରମାଣପତ୍ର। ଆମେରିକାର ନର୍ଥ କ୍ୟାରୋଲିନା ଥ୍ରିଫ୍ଟ ଷ୍ଟୋରରେ ୧୪୬ ବର୍ଷ ବିବାହର ଏକ ପ୍ରମାଣପତ୍ର ରହିଛି। ଏକ ଫ୍ରେମ୍‌ ଭିତରେ…

ଅଛନ୍ତି ୧୭ ନାତିନାତୁଣୀ, ଏବେ ୨୪ ବର୍ଷୀୟ ଯୁବକଙ୍କୁ ପ୍ରେମ ବିବାହ କରିବେ ଏହି ବୃଦ୍ଧା

କୁହାଯାଏ, ପ୍ରେମରେ କୌଣସି ବୟସ ନାହିଁ। କାହାକୁ କେତେବେଳେ ପ୍ରେମ ହୋଇଯିବ ତାହା କହି ହେବ ନାହିଁ। ଠିକ୍‌ ସେମିତି ଏକ ଘଟଣା ଘଟିଛି ଆମେରିକାରେ। ଏଠାକାର ଜଣେ ବୃଦ୍ଧା ୨୪ ବର୍ଷୀୟ ଯୁବକଙ୍କୁ ପ୍ରେମ ବିବାହ କରିବେ। ଏହି ବୃଦ୍ଧାଙ୍କର…

୩୩୫ ଯୁବତୀଙ୍କ ସହ ଡେଟ୍‌ରେ ଯାଇସାରିଲେଣି ଏହି ଯୁବକ, ଏବେ ବି ଅଧୁରା ରହିଛି ସ୍ବପ୍ନ

ତାମିଲନାଡୁରେ ରହୁଥିବା ସୁନ୍ଦର ରାମୁ ବର୍ତ୍ତମାନ ସୁଦ୍ଧା ୩୩୫ ଯୁବତୀଙ୍କ ସହ ଡେଟ୍‌ରେ ଯାଇସାରିଲେଣି। କିନ୍ତୁ ତାଙ୍କ ଇଚ୍ଛା ଏବେ ବି ପୂରଣ ହୋଇନାହିଁ। କାରଣ ତାଙ୍କର ଲକ୍ଷ୍ୟ ରହିଛି ସେ ୩୬୫ ଯୁବତୀଙ୍କ ସହ ଡେଟ୍‌ରେ ଯିବେ। ସୁନ୍ଦର ଇତିମଧ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?