Posted inଫୁରସତ

ସୌଭାଗ୍ୟ ପ୍ରାପ୍ତି ପାଇଁ ଭୋଳାନାଥଙ୍କୁ ଏସବୁ ଫୁଲ କରନ୍ତୁ ଅର୍ପଣ…

ଶ୍ରାବଣ ମାସ ସୋମବାରରେ ପ୍ରଭୁ ଭୋଳାନାଥଙ୍କୁ ଜଳ ଲାଗି କରାଯାଇଥାଏ। ତେବେ କେତେକ ନିଦ୍ଦିଷ୍ଟ ଫୁଲ ପ୍ରଭୁଙ୍କୁ ଅର୍ପଣ କଲେ ପ୍ରଭୁ ଶୀଘ୍ର ପ୍ରସନ୍ନ ହୋଇଥାନ୍ତି। ପ୍ରଭୁଙ୍କୁ ବେଲପତ୍ର ଅର୍ପଣ କଲେ ବହୁ ସଙ୍କଟ ଦୂର ହୋଇ ସୌଭାଗ୍ୟ ପ୍ରାପ୍ତି ହୋଇଥାଏ। ସେହିପରି ଦୁବଘାସ ଅର୍ପଣ କଲେ ଦୀର୍ଘାୟୁ ପ୍ରାପ୍ତ ହୁଏ। ଗଙ୍ଗଶିଉଳି ଫୁଲ ଭୋଳାନାଥଙ୍କୁ ଲାଗି କଲେ ଜୀବନରେ ସୁଖ ଶାନ୍ତି ଆସିବା ସହିତ ଐଶ୍ଚର୍ଯ୍ୟ ବୃଦ୍ଧି ଘଟେ। ଚାମେଲି ଫୁଲ ଅର୍ପଣ କରିବା ଦ୍ୱାରା ସୁଖ ସମୃଦ୍ଧି ପ୍ରାପ୍ତି ହୋଇଥାଏ।

ଦୁଦୁରା ଫୁଲ ଲାଗି କଲେ ପୁତ୍ର ସନ୍ତାନ ପ୍ରାପ୍ତି ହୁଏ। ଅରଖ ଫୁଲ ଅର୍ପଣ କରିବା ଦ୍ୱାରା ମୋକ୍ଷ ପ୍ରାପ୍ତିର ମାର୍ଗ ସୁଗମ ହୋଇଥାଏ। ଅଳସୀ ଫୁଲ ଭୋଳାନାଥଙ୍କୁ ଅର୍ପଣ କରିବା ଦ୍ୱାରା ମନୁଷ୍ୟ ସମସ୍ତ ଦେବାଦେବୀଙ୍କର ପ୍ରିୟପାତ୍ର ପାଲଟି ଯାଇଥାନ୍ତି।

ସେହିପରୀ ସମୀ ପତ୍ରରେ ପୂଜନ କଲେ ମୋକ୍ଷ ପ୍ରାପ୍ତି ଘଟିଥାଏ ବୋଲି ଶାସ୍ତ୍ରରେ ଉଲ୍ଲେଖ କରାଯାଇଛି। କନିଅର ଫୁଲ ଭୋଳାନାଥଙ୍କ ଅର୍ପଣ କଲେ ନୂଆ ବସ୍ତ୍ର ପ୍ରାପ୍ତି ଘଟିଥାଏ। ମଲ୍ଲୀ ଫୁଲ ଭୋଳାନାଥଙ୍କୁ ଅର୍ପଣ କଲେ ନିଜ ପସନ୍ଦର ଜୀବନ ସାଥୀ ମିଳିଥାନ୍ତି। ଜୁଇ ଫୁଲ ଲାଗି କଲେ ଧନଧାନ୍ୟ, କାରବାର ବୃଦ୍ଧି ସହିତ ନୂତନ ଗୃହ ନିର୍ମାଣ ହୋଇଥାଏ। କଳା ଦୁଦୁରା ଫୁଲରେ ପୂଜାର୍ଚ୍ଚନା କଲେ ସୋଭାଗ୍ୟ ପ୍ରାପ୍ତି ଘଟିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ସେନାଙ୍କ ଗାଁ ବିଲିପଡ଼ା

ପବିତ୍ର ଦେଶ ମାତୃକାର ସେବା କରିବା ପାଇଁ ଅନେକ ଯୁବତୀଯୁବକ ସୈନ୍ୟବାହିନୀରେ ଯୋଗଦେଇଥାନ୍ତି। ସେମାନଙ୍କ ତ୍ୟାଗ ଓ ଦେଶପ୍ରେମ ସେମାନଙ୍କୁ ସ୍ବତନ୍ତ୍ର ପରିଚୟ ଦେଇଥାଏ। ତେବେ...

ନିଆରା ମଣିଷ ତ୍ରିନାଥ

ତ୍ରିନାଥ ପଲାଇ, ପେସାରେ ସେ ଜଣେ ଶିକ୍ଷାବିତ୍‌ କିନ୍ତୁ ନିଶାରେ ବଡିବିଲ୍ଡର। ତା’ସହ ସେ ଜଣେ ପରିବେଶପ୍ରେମୀ ଓ ସାମାଜିକ କର୍ମୀ ମଧ୍ୟ। ଆଉ ଜଣେ...

ସ୍କୁଟି ଉପରେ ଷ୍ଟାଇଲ୍‌ ମାରୁଥିଲେ ଯୁବକ, ପରେ ଯାହା ହେଲା ଦେଖିଲେ…

ଆଜିକାଲିର ଯୁବକମାନେ କିଛି ଅଲଗା କରିବାକୁ ଆଗ୍ରହୀ। ଏଥିପାଇଁ ସେମାନେ ଗୋଟିଏ ପରେ ଗୋଟିଏ କୌଶଳ ଆପଣାଇଥାନ୍ତି। ହେଲେ ଅନେକ ଥର ଷ୍ଟାଇଲ୍‌ ମାରିବାକୁ ଯାଇ...

ମିନି ରୋବଟ

ରୋବଟ୍‌ର ଚାହିଦା ଦିନକୁ ଦିନ ବଢ଼ି ଚାଲିଛି। ବିଭିନ୍ନ କ୍ଷେତ୍ରରେ ଏହାକୁ ବ୍ୟବହାର କରାଯାଇ ସେଥିରୁ ସଫଳତା ମିଳିବାର ନଜୀର ମଧ୍ୟ ରହିଛି। ନିକଟରେ ଇଂଲଣ୍ଡର...

୧୮ବର୍ଷ ପରେ ଏଆଇ ସାହାଯ୍ୟରେ କଥା କହିଲେ

ନୂଆଦିଲ୍ଲୀ: ବେଳକୁ ବେଳ କୃତ୍ରିମ ବୁଦ୍ଧିମତ୍ତା (ଏଆଇ)ର ବ୍ୟବହାର ବୃଦ୍ଧି ପାଇବାରେ ଲାଗିଛି। ଅଫିସଠାରୁ ଆରମ୍ଭ କରି ମେଡିକାଲ କ୍ଷେତ୍ରରେ ମଧ୍ୟ ତା’ ସଫଳ ଯୋଗଦାନ ଦେଖିବାକୁ...

ଗୋଟିଏ ଗଛରେ ଫଳିଛି ୧୪ ପ୍ରକାରର ଆମ୍ବ

ଆମ୍ବ ଚାଷୀଙ୍କ ସ୍ବତନ୍ତ୍ର ପରୀକ୍ଷଣ ସଫଳ ହୋଇଛି। ଧାରି ତାଲୁକର ଜଣେ କୃଷକ ଗୋଟିଏ ଗଛରେ ୧୪ଟି ପ୍ରକାରର ଆମ୍ବ ଫଳାଇଛନ୍ତି। କେବଳ ଏତିକି ନୁହେଁ,...

ଜାଗରରେ ଶିବଙ୍କୁ ଏସବୁ ଅର୍ପଣ କଲେ ମିଳିଥାଏ ଶୁଭଫଳ

ପ୍ରତିବର୍ଷ ଅମାବାସ୍ୟା ତିଥି ଚତୁର୍ଦ୍ଦଶୀରେ ପଡ଼ିଥାଏ ଜାଗର। ଏହା ଶିବଙ୍କ ପ୍ରିୟ ପୂଜା ହୋଇଥିବାରୁ ଏହାକୁ ଶିବରାତ୍ରି ମଧ୍ୟ କୁହାଯାଇଥାଏ। ଚଳିତବର୍ଷ ୨୧ ତାରିଖ ଅର୍ଥାତ୍‌...

କ୍ୟାମେରାକୁ ସାବଧାନ

ବର୍ତ୍ତମାନ ଚୋରି, ଡକାୟତି ଭଳି ଅପରାଧ ବଢୁଥିବାରୁ ସୁରକ୍ଷାକୁ ଦୃଷ୍ଟିରେ ରଖି ରାସ୍ତା, ଦୋକାନ, ବଜାର, ଛୋଟ ବଡ଼ କାର୍ଯ୍ୟାନୁଷ୍ଠାନ ଠାରୁ ଆରମ୍ଭ କରି ଘର...

Advertisement
Archives

Model This Week