କଚୋଡି ଖାଇବା ପାଇଁ ଟ୍ରେନ୍ ଅଟକାଇ ଦେଲେ ଡ୍ରାଇଭର
ଜୟପୁର,୨୨।୨: ଶୀର୍ଷକକୁ ପଢ଼ିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗୁଥିବ। କିନ୍ତୁ କଥାଟି ସତ। କିଛି ଦିନ ପୂର୍ବରୁ ପାକିସ୍ତାନ ଲାହୋରର ଏକ ରେଳ ଷ୍ଟେସନ ନିକଟରେ ମଧ୍ୟ ଜଣେ ଟ୍ରେନ୍ ଡ୍ରାଇଭର ଦହି କିଣିବା ପାଇଁ ଟ୍ରେନ୍କୁ ଅଟକାଇ ଦେଇଥିବା ଘଟଣା ସାମ୍ନାକୁ…
ବୁଲା କୁକୁରକୁ ଗୋଇଠା ମାରୁଥିଲେ ବ୍ୟକ୍ତି, ଆଉ ତା’ପରେ ଘଟିଲା ଏମିତି
କଥାରେ ଅଛି, କର୍ମର ଫଳ ନିଶ୍ଚେ ମିଳେ। ଭଲ ହେଉ କିମ୍ବା ମନ୍ଦ ଦିନେ ନା ଦିନେ କର୍ମର ଫଳ ମିଳିଥାଏ। ନିକଟରେ ଏହି ଉକ୍ତିର ଉଦାହରଣ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରେ ଦେଖିବାକୁ ମିଳିଛି। ବୁଲା କୁକୁରକୁ…
୧୦ ଷଣ୍ଢକୁ ଡରାଇଲା ଗୋଟିଏ ବତକ:ଭିଡିଓ ଦେଖିଲେ ହେବେ ଆଶ୍ଚର୍ଯ୍ୟ
ଆଜିକାଲି ସୋସିଆଲ ମିଡିଆରେ ଏମିତି କିଛି ଭିଡିଓ ଭାଇରାଲ ହେଉଛି, ଯାହା ଲୋକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଏ। ନିକଟରେ ସେମିତି ଏକ ଭିଡିଓ ଭାଇରାଲ ହେଉଛି। ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ଏହି ଭିଡିଓ ଟୁଇଟ୍ କରିଛନ୍ତି। ଆନନ୍ଦ ସୋସିଆଲ ମିଡିଆରେ ଅତ୍ୟନ୍ତ…
ରାସ୍ତା କଡ଼ର କୁକୁର ସହ ଏପରି କରୁଛି କୁନି ଝିଅ, ଭିଡିଓ ଦେଖିଲେ
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ…
ବିଲେଇ ମାଉସୀ ସହ ମଙ୍କଡ଼ ମାମୁ, ଭିଡିଓ ଦେଖିଲେ
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ବିଶେଷକରି ପ୍ରାଣୀମାନଙ୍କ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଭାଇରାଲ ହୋଇଥାଏ। ଲୋକେ ଏହିପରି ଭିଡିଓ ଦେଖିବାକୁ ବହୁତ ପସନ୍ଦ କରନ୍ତି…
ଗୋଟିଏ ମିନିଟ୍ ମଧ୍ୟରେ ସ୍ତ୍ରୀଙ୍କୁ ଛାଡପତ୍ର ଦେଲେ ୩ ଭାଇ
ଅଲଜିୟର୍ସ,୨୧।୨: ଆଲଜେରିଆରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ପରିବାରର ୩ ଭାଇ ଗୋଟିଏ ମିନିଟ୍ ମଧ୍ୟରେ ନିଜ ନିଜ ସ୍ତ୍ରୀଙ୍କୁ ଛାଡପତ୍ର ଦେଇଛନ୍ତି। ସବୁଠୁ ରୋଚକ କଥା ହେଉଛି, ଛାଡପତ୍ର ପାଇଁ ପୂର୍ବରୁ କୌଣସି ପ୍ରକାରର ଆଇନଗତ ଲଢେଇ…
ପ୍ରେମିକାଙ୍କ ସହ ରୋମାଣ୍ଟିକ୍ ଡିନର୍ କଲେ ଯୁବକ, ବିଲ୍ ୧୮ ହଜାର ଆସିବାରୁ…
ଭାଲେଣ୍ଟାଇନ୍ ଡେ’ ଅବସରରେ ଏକ ପ୍ରେମୀ ଯୁଗଳ ରୋମାଣ୍ଟିକ୍ ଡେଟ୍ରେ ରେଷ୍ଟୁରାଣ୍ଟ ଯାଇଥିଲେ। ସେଠାରେ ଖାଦ୍ୟ ଖାଇବା ସହ ମଦ ମଧ୍ୟ ପିଇଥିଲେ। ଏହାର ବିଲ୍ ପାଖାପାଖି ୧୮ ହଜାର ଟଙ୍କା ଆସିଥିଲା। ଏହା ଜାଣିବା ପରେ ପ୍ରେମୀ ଯୁଗଳ ସେଠୁ…
ପଣସର ଦାମ୍ ଜାଣିଲେ ଉଡ଼ିଯିବ ହୋସ୍
ଭାରତୀୟ ଖାଦ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହେଉଛି ପଣସ। ତେଣୁ ଦେଶର ପ୍ରତ୍ୟେକ ଘରେ ଏହାକୁ କଞ୍ଚା ଏବଂ ପାଚିଲା ଖିଆଯାଏ। ଯଦି କେହି ଆପଣଙ୍କୁ କୁହନ୍ତି କଞ୍ଚା ପଣସ ହଜାର ହଜାର ଟଙ୍କାରେ ବିକ୍ରି ହେଉଛି, ତେବେ ନିଶ୍ଚିତ ଭାବରେ…
୯୦ ବର୍ଷ ବୟସରେ ଆରମ୍ଭ କଲେ ବ୍ୟବସାୟ, ମାତ୍ର ୫ ବର୍ଷରେ ଲକ୍ଷ ଲକ୍ଷ ଟଙ୍କାର ମାଲିକାଣୀ
ଯଦି ମନରେ ସାହସ ଏବଂ ଉତ୍ସାହ ଥାଏ,ତେବେ ଯେକୌଣସି ବୟସରେ ସଫଳତା ହାସଲ କରିହୁଏ। ନିକଟରେ ଜଣେ ଭିକାରି ୬୦ ବର୍ଷ ବୟସରେ ମଡେଲ ହୋଇ ଏହାର ଯଥାର୍ଥତା ପ୍ରତିପାଦନ କରିଥିଲେ। ଠିକ ସେହିପରି ଏବେ ଜଣେ ୯୫ ବର୍ଷୀୟା ବୃଦ୍ଧା…
ମୁହଁ ଦେଖାରେ ବୋହୂଙ୍କୁ ଏମିତି ଉପହାର ଦେଇ ଉଦାହରଣ ସୃଷ୍ଟି କଲେ ଶ୍ୱଶୁର
ଜୟପୁର,୨୧।୨:ରାଜସ୍ଥାନର ସିକର ଜିଲାର ନିମ୍କା ଥାନା ଅଞ୍ଚଳରେ ଏକ ନିଆରା ଘଟଣା ଦେଖିବାକୁ ମିଳିଛି। ଏକ ବିବାହରେ ବରର ପିତା ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି। କନ୍ୟା ଘରୁ କୌଣସି ଯୌତୁକ ନ ଆଣିବା ସହ ମୁହଁ ଦେଖାରେ କନ୍ୟାଙ୍କୁ ସେ…
ଚଷମା ପିନ୍ଧି ଭୋଟ ଦେଲେ ଯମଜ
ଅମୃତସର,୨୧।୨: ମତଦାନ ହେଉଛି ପ୍ରତ୍ୟେକ ଭାରତୀୟ ନାଗରୀକଙ୍କ ମୌଳିକ ଅଧିକାର। ମତଦାନ ଯେତିକି ଆବଶ୍ୟକ ଏହାର ଗୋପନୀୟତା ରକ୍ଷା କରିବା ମଧ୍ୟ ସେତିକି ଜରୁରୀ। ରବିବାର ପଞ୍ଜାବରେ ଶେଷ ହୋଇଛି ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ । ସକାଳୁ ଭୋଟ ଦେବା…
ଏହି ମଡେଲଙ୍କ ଦାନ୍ତ ମାଗିଲେ ପ୍ରଶଂସକ, ଯାଚିଲେ ଏତିକି ଟଙ୍କା; ଜାଣିଲେ…
ଆମେରିକାର ଜଣେ ମଡେଲ ସୋସିଆଲ ମିଡିଆରେ ଏକ ବିଚିତ୍ର କଥା ଶେୟାର କରିଛନ୍ତି। ଏହି ମଡେଲଙ୍କ ନା ଏଲି ରେ’। ସେ କହିଛନ୍ତି, ତାଙ୍କର ଜଣେ ପ୍ରଶଂସକ ତାଙ୍କୁ ତାଙ୍କ ଦାନ୍ତ ମାଗିଥିଲେ। ଏହା ବଦଳରେ ସେ ଏଲିଙ୍କୁ ମୋଟା ଅଙ୍କର…
Archives


