ଗୋଟିଏ ମିନିଟ୍‌ ମଧ୍ୟରେ ସ୍ତ୍ରୀଙ୍କୁ ଛାଡପତ୍ର ଦେଲେ ୩ ଭାଇ

ଅଲଜିୟର୍‌ସ,୨୧।୨: ଆଲଜେରିଆରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ପରିବାରର ୩ ଭାଇ ଗୋଟିଏ ମିନିଟ୍‌ ମଧ୍ୟରେ ନିଜ ନିଜ ସ୍ତ୍ରୀଙ୍କୁ ଛାଡପତ୍ର ଦେଇଛନ୍ତି। ସବୁଠୁ ରୋଚକ କଥା ହେଉଛି, ଛାଡପତ୍ର ପାଇଁ ପୂର୍ବରୁ କୌଣସି ପ୍ରକାରର ଆଇନଗତ ଲଢେଇ ଚାଲି ନ ଥିଲା। ଛାଡପତ୍ରର କାରଣ ଥିଲା ଯେ ୩ ଭାଇଙ୍କ ମା’ ଅସୁସ୍ଥ ଅଛନ୍ତି। ହେଲେ ତାଙ୍କର ସ୍ତ୍ରୀମାନେ ମା’ଙ୍କ ଯତ୍ନ ନେଉ ନ ଥିଲେ। ପୁଅମାନଙ୍କ ତାଗିଦ ସତ୍ତ୍ୱେ ବୋହୂମାନେ ତାଙ୍କ ଶାଶୁଙ୍କ ଦେଖାଶୁଣା କରୁ ନ ଥିଲେ। ଖାଇବା-ପିଇବା ମଧ୍ୟ ବୁଝୁ ନ ଥିଲେ। ତେବେ ଗୋଟିଏ ଦିନ ୩ ଭାଇ ଯାକ ଏକାଠି ଅଫିସରୁ ଘରକୁ ଫେରିଥିଲେ। ଏହି ସମୟରେ ସେମାନଙ୍କ ପଡୋଶୀ ଘରର ଜଣେ ମହିଳା ମା’ଙ୍କୁ ଗାଧୋଇ ଦେଉଥିବା ଦେଖିବାକୁ ପାଇଥିଲେ। ମା’ଙ୍କ ଏପରି ଅସହାୟ ଅବସ୍ଥା ଦେଖି ପୁଅମାନେ ପ୍ରବଳ ରାଗି ଯାଇଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ଭାଇମାନେ ଗୋଟିଏ ସମୟରେ ସ୍ତ୍ରୀମାନଙ୍କୁ ଛାଡପତ୍ର ଦେବାକୁ ନିଷ୍ପତ୍ତି ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଖୁସି ଖବର: କରୋନାକୁ ଧ୍ୱଂସ କରିବ ଏହି ସୂକ୍ଷ୍ମ ଜୀବ, ବୈଜ୍ଞାନିକ କଲେ ସ୍ପଷ୍ଟ

ମାଡ୍ରିଡ୍‌,୨୪ା୯: କରୋନା ଭାଇରସ୍‌କୁ ନେଇ ସମଗ୍ର ବିଶ୍ୱବାସୀଙ୍କୁ ଚିନ୍ତାରେ ପଡ଼ିଛନ୍ତି। ଏହା ଏମିତି ଏକ ଭାଇରସ୍‌ ଯାହା ପ୍ରାଣଘାତକ ଭାବେ ଉଭା ହୋଇଛି। ଏହି ଭାରଇସ୍‌...

ଡୋନାଲ୍ଡ ଟ୍ରମ୍ପଙ୍କ ନାଁରେ ଲାଗିଲା ୨ ମିଲିୟନ୍‌ ଡଲାର ଜରିମାନା

ଓ୍ବାଶିଂଟନ୍‌,୮।୧୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାଁରେ ୨ ମିଲିୟନ୍‌ ଆମେରିକା ଡଲାର ଜରିମାନା ଲାଗିଛି। ଆମେରିକାର ଏକ ଅଦାଲତ ଏହି ଜରିମାନା ଲଗାଇଛନ୍ତି। ୨୦୧୬ରେ...

ଆପାର୍ଟମେଣ୍ଟ ଭୁଶୁଡ଼ି ୯ ମୃତ, ଜଣେ ନିଖୋଜ

ମସ୍କୋ,୧୯ା୧: ରୁଷିଆର ପ୍ରଶାନ୍ତ ଦ୍ୱୀପ ସଖାଲିନ୍‌ରେ ଥିବା ଏକ ୫ ମହଲା ବିଶିଷ୍ଟ କୋଠା ଭୁଶୁଡ଼ି ପଡ଼ିବାରୁ ୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ...

୩ ସପ୍ତାହ ପରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କଲେ ପ୍ରଚଣ୍ଡ: କ୍ୟାବିନେଟରେ ୧୫ ସାମିଲ…

କାଠମାଣ୍ଡୁ,୧୭।୧ : ନେପାଳର ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ପ୍ରଚଣ୍ଡ କାର୍ଯ୍ୟଭାର ଗ୍ରହଣ କରିବାର ପ୍ରାୟ ତିନି ସପ୍ତାହ ପରେ ମଙ୍ଗଳବାର ଦିନ କ୍ୟାବିନେଟକୁ ସମ୍ପ୍ରସାରଣ...

ଶୁଭେଚ୍ଛା ଜଣାଇଲେ ପୁଟିନ, ମାକ୍ରୋନ୍‌: ଭାରତ-ରୁଷିଆ ସମ୍ପର୍କ ସ୍ବତନ୍ତ୍ର

ଓ୍ବାଶିଂଟନ୍‌/ପ୍ୟାରିସ୍‌,୧୫।୮: ୭୬ତମ ସ୍ବାଧୀନତା ଦିବସ ଅବସରରେ ଦେଶ ଓ ଦେଶ ବାହାରୁ ଭାରତକୁ ଶୁଭେଚ୍ଛାର ସୁଅ ଛୁଟିଛି। ଏହି ଅବସରରେ ସହଯୋଗର ପ୍ରତିଶ୍ରୁତି ଦେଇ ଅନେକ...

ତାଲିବାନ ଦେଖାଉଛି ଅସଲ ଚେହେରା: ଦାଢି କାଟିଲେ ମିଳିବ ଦଣ୍ଡ

କାବୁଲ,୨୭ ।୯: ଆଫଗାନିସ୍ତାନରେ ଜୋର ଜବରଦସ୍ତ କବଜା କରି ସରକାର ଚଲାଉଥିବା ତାଲିବାନ ୨୦ ବର୍ଷ ତଳର ରଙ୍ଗ ପୁଣିଥରେ ଦେଖାଉଛି । ମହିଳା, ଶିଶୁ,...

ପରଲୋକରେ ୫୪ ସନ୍ତାନର ପିତା

ଇସଲାମାବାଦ୍‌,୧୧।୧୨: ୫୪ ସନ୍ତାନ ଏବଂ ୬ ସ୍ତ୍ରୀ ଥିବା ହାଜି ଅବଦୁଲ ମଜିଦ ମେଙ୍ଗାଲଙ୍କ ପରଲୋକ ଘଟିଛି। ହୃଦଘାତ ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି।...

ଫାଙ୍କା ସମୟରେ ଏହି ଫିଲ୍ମ ବାରମ୍ବାର ଦେଖିବାକୁ ପସନ୍ଦ କରନ୍ତି ରୋହିତ ଶର୍ମା

୨୦୧୯ ବିଶ୍ୱକପରେ ଭାରତ ପକ୍ଷରୁ ଜବରଦସ୍ତ ପ୍ରଦର୍ଶନ କରିଥିବା ରୋହିତ ଶର୍ମା ଓ୍ବେଷ୍ଟଇଣ୍ଡିଜ୍‌ ଗସ୍ତ ପୂର୍ବରୁ ନିଜ ପରିବାର ସହ ଛୁଟି କଟାଉଛନ୍ତି। ଝିଅ ସମାଇରା...

Advertisement
Archives

Model This Week