ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ବିଶେଷକରି ପ୍ରାଣୀମାନଙ୍କ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଭାଇରାଲ ହୋଇଥାଏ। ଲୋକେ ଏହିପରି ଭିଡିଓ ଦେଖିବାକୁ ବହୁତ ପସନ୍ଦ କରନ୍ତି । କାରଣ ଏହି ଭିଡିଓଗୁଡ଼ିକ ମଜାଳିଆ ହୋଇଥାଏ । ଏବେ ଏପରି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଏଥିରେ ବିଲେଇ ଓ ମାଙ୍କଡ଼ ଛୁଆକୁ ଦେଖିବାକୁ ମିଳୁଛି। ମାଙ୍କଡ଼ ଛୁଆଟି ବିଲେଇ ପଛେ ପଛେ ଯାଉ ଥିବା ବେଳେ ତା ଉପରେ ହାତ ପକାଇ ବସି ଯାଉଛି। ଭିଡିଓକୁ ବୁଏଟେନଗେବିଡେନ ଟୁଇଟରରେ ହ୍ୟାଣ୍ଡେଲରେ ଶେୟାର ହୋଇଛି। ଭିଡିଓଟି ଅଧିକ ଭାଇରାଲ ହେବାରେ ଲାଗିଛି।
Stop scrolling..
Timeline cleanser.. 😊 pic.twitter.com/CzcDQPeqZ5
— Buitengebieden (@buitengebieden_) February 20, 2022