Posted inଫୁରସତ

୧୦ ଷଣ୍ଢକୁ ଡରାଇଲା ଗୋଟିଏ ବତକ:ଭିଡିଓ ଦେଖିଲେ ହେବେ ଆଶ୍ଚର୍ଯ୍ୟ

ଆଜିକାଲି ସୋସିଆଲ ମିଡିଆରେ ଏମିତି କିଛି ଭିଡିଓ ଭାଇରାଲ ହେଉଛି, ଯାହା ଲୋକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଏ। ନିକଟରେ ସେମିତି ଏକ ଭିଡିଓ ଭାଇରାଲ ହେଉଛି। ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ଏହି ଭିଡିଓ ଟୁଇଟ୍‌ କରିଛନ୍ତି। ଆନନ୍ଦ ସୋସିଆଲ ମିଡିଆରେ ଅତ୍ୟନ୍ତ ସକ୍ରିୟ। ସେ ନିଜ ଟୁଇଟର୍‌ ଆକାଉଣ୍ଟରେ ପ୍ରତିଦିନ କିଛି ଭିଡିଓ କିମ୍ବା ପୋଷ୍ଟ ଶେୟାର କରନ୍ତି। ସେଗୁଡ଼ିକ ପ୍ରେରଣାଦାୟକ କିମ୍ବା ମଜାଳିଆ ହୋଇଥାଏ। ନିକଟରେ ଆନନ୍ଦ ମହିନ୍ଦ୍ରା ଶେୟାର କରିଥିବା ଭିଡିଓରେ, ଗୋଟିଏ ଡାକୁ କିଛି ଷଣ୍ଢ ଏବଂ ଗାଈକୁ ଭୟଭୀତ କରିବାକୁ ଚେଷ୍ଟା କରୁଥିବା ଦେଖାଯାଇଛି। ଖୋଲା ପଡ଼ିଆରେ ୧୦ ଷଣ୍ଢ ଗୋଟିଏ ବତକକୁ ଘେରି ରହିଛନ୍ତି। ବତକଟି ଭୟଭୀତ ନ ହୋଇ ଷଷ୍ଢ ସହ ଲଢେଇ ଜାରି ରଖିଛି। ଏହି ଭିଡିଓ ଦେଖିବା ପରେ ଆନନ୍ଦ ମହିନ୍ଦ୍ରା ବହୁତ ଅନୁପ୍ରାଣିତ ହୋଇଥିଲେ। ସେ ଏହି ଭିଡିଓ ଶେୟାର କରି ବତକଟିର ସାହସ ପ୍ରଶଂସା କରି ଲୋକଙ୍କୁ ପ୍ରେରଣା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆକ୍ସନ ଜ୍ୟାକ୍ସନ ବୁଦ୍ଧି ପ୍ରୟୋଗ କରି ଦେଖନ୍ତୁ କେମିତି ଜୀବନ ରକ୍ଷା କରୁଛି ବିଲେଇ

ସାଧାରଣତଃ ପଶୁ ପକ୍ଷୀଙ୍କୁ ନେଇ ସୋସିଆଲ ମିଡିଆରେ କେତେ ଗୁଡିଏ ଭିଡିଓ ଭାଇରାଲ ହୋଇଥାଏ। ବର୍ତ୍ତମାନ ଦୁଇ ବିଲେଇର ଭିଡିଓ ଭାଇରାଲ ହେଉଛି। ଭିଡିଓରେ ଦୁଇ...

ଜାଣନ୍ତି ରାସ୍ତାପାର୍ଶ୍ୱ ଗଛରେ କାହିଁକି ଲଗାଯାଇଥାଏ ଧଳାରଙ୍ଗ

ଗାଡ଼ିମୋଟରରେ ଗଲାବେଳେ ଦେଖିଥିବେ ରାସ୍ତାକଡ଼ରେ ଥିବା ଗଛରେ ଧଳା ରଙ୍ଗ ଦିଆଯାଇଥାଏ। ଗଛକୁ ଏପରି ପେଣ୍ଟିଂ କରାଯିବା ବହୁ ପୁରୁଣା କଥା। କିନ୍ତୁ ଜାଣନ୍ତି ଏହା...

ବାହାଘରରେ ନାଚୁ ନାଚୁ ହଠାତ୍‌ ଟଳିପଡିଲେ ଯୁବକ, ଆଉ ତା’ପରେ

ହାଇଦ୍ରାବାଦ,୨୭।୨: ଭାରତରେ କରୋନା ପରେ ହୃଦଘାତ ଏବଂ କାର୍ଡିଆକ୍‌ ଆରେଷ୍ଟ ଘଟଣା ଦ୍ରୁତ ଗତିରେ ବୃଦ୍ଧି ପାଇଛି। ବିଶେଷ କରି ଯୁବକମାନଙ୍କ ମଧ୍ୟରେ ଏହା ବେଶୀ...

କେବେ ବି କରିବିନି ସେଭିଂ…କିଛି ଏଭଳି ଜିଦ୍‌ରେ ବେଫିକର ବୁଲନ୍ତି ଏହି ମହିଳା

ପୁରୁଷ ମାନଙ୍କ ଭଳି ରହିଛି ଦାଢ଼ି ଆଉ ନିଶ। ହେଲେ କେବେହଲେ ଶେଭିଂ ହେବେ ନାହିଁ ବୋଲି ନେଇଛନ୍ତି ନିଷ୍ପତ୍ତି। ଲୋକମାନେ ତାଙ୍କ ବିଷୟରେ ଯାହା...

ଆତ୍ମବିଶ୍ୱାାସ ବୃଦ୍ଧି ପାଇଁ ଏପରି କରନ୍ତି ଏହି ବ୍ୟକ୍ତି: ଶୁଣିଲେ ଉଡିଯିବ ହୋସ୍‌

ଦୁନିଆରେ ଅନେକ ପ୍ରକାରର ଲୋକ ଅଛନ୍ତି। ସୁନ୍ଦର ଦେଖାଯିବା ପାଇଁ ପ୍ଲାଷ୍ଟିକ ସର୍ଜରୀ ଦ୍ୱାରା ନିଜ ଶରୀରକୁ ପରିବର୍ତ୍ତନ କରିବାକୁ କିଛି ଲୋକ ପସନ୍ଦ କରନ୍ତି।...

ସଲମାନ୍‌ ପାଇଁ ଗାଡ଼ିର ଟାୟାର କ୍ଷତିକାରକ: ଦେଉଛି ବଡ଼ ବିପଦର ସଙ୍କେତ

ଯାନବାହାନର ଟାୟାର ଯୋଗୁ ମାଛଙ୍କର ମଧ୍ୟ କ୍ଷତି ହୋଇଥାଏ। ନିକଟରେ ହୋଇଥିବା ଏକ ଗବେଷଣାରେ ଗବେଷକଙ୍କ ଦ୍ୱାରା ଏହି ଦାବି କରାଯାଇଛି। ଟାୟାରରେ ବ୍ୟବହୃତ ବିଷାକ୍ତ...

ଶୋଇଥିବା କୁମ୍ଭୀର ଉପରେ ଚଢ଼ିଗଲା କୁକୁଡ଼ା: ପରେ କଲା ଏମିତି

ପ୍ରାୟତଃ ପ୍ରାଣୀଙ୍କୁ ନେଇ ସୋସିଆଲ ମିଡ଼ିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ ହେବାରେ...

ଜୀବନସାଥୀ ଖୋଜିବା ପାଇଁ ୩୩ ହଜାର ଟଙ୍କା ଖର୍ଚ୍ଚରେ ହୋର୍ଡିଂ ଲଗାଇଲେ ଯୁବକ

ଜୀବନରେ ଉପଯୁକ୍ତ ସାଥୀଟିଏ ପାଇଁ ସମସ୍ତେ ଚେଷ୍ଟିତ ଥାନ୍ତି। ଆଜିକାଲି ସାଥୀ ଖୋଜିବା ପାଇଁ ବିଭିନ୍ନ ପ୍ରକାର ମ୍ୟାଟ୍ରିମୋନିଆଲ୍‌ ସାଇଟ୍‌ ମଧ୍ୟ ଉପଲବ୍ଧ ହେଲାଣି। କିନ୍ତୁ...

Advertisement
Archives

Model This Week