Posted inଫୁରସତ

୧୦ ଷଣ୍ଢକୁ ଡରାଇଲା ଗୋଟିଏ ବତକ:ଭିଡିଓ ଦେଖିଲେ ହେବେ ଆଶ୍ଚର୍ଯ୍ୟ

ଆଜିକାଲି ସୋସିଆଲ ମିଡିଆରେ ଏମିତି କିଛି ଭିଡିଓ ଭାଇରାଲ ହେଉଛି, ଯାହା ଲୋକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଏ। ନିକଟରେ ସେମିତି ଏକ ଭିଡିଓ ଭାଇରାଲ ହେଉଛି। ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ଏହି ଭିଡିଓ ଟୁଇଟ୍‌ କରିଛନ୍ତି। ଆନନ୍ଦ ସୋସିଆଲ ମିଡିଆରେ ଅତ୍ୟନ୍ତ ସକ୍ରିୟ। ସେ ନିଜ ଟୁଇଟର୍‌ ଆକାଉଣ୍ଟରେ ପ୍ରତିଦିନ କିଛି ଭିଡିଓ କିମ୍ବା ପୋଷ୍ଟ ଶେୟାର କରନ୍ତି। ସେଗୁଡ଼ିକ ପ୍ରେରଣାଦାୟକ କିମ୍ବା ମଜାଳିଆ ହୋଇଥାଏ। ନିକଟରେ ଆନନ୍ଦ ମହିନ୍ଦ୍ରା ଶେୟାର କରିଥିବା ଭିଡିଓରେ, ଗୋଟିଏ ଡାକୁ କିଛି ଷଣ୍ଢ ଏବଂ ଗାଈକୁ ଭୟଭୀତ କରିବାକୁ ଚେଷ୍ଟା କରୁଥିବା ଦେଖାଯାଇଛି। ଖୋଲା ପଡ଼ିଆରେ ୧୦ ଷଣ୍ଢ ଗୋଟିଏ ବତକକୁ ଘେରି ରହିଛନ୍ତି। ବତକଟି ଭୟଭୀତ ନ ହୋଇ ଷଷ୍ଢ ସହ ଲଢେଇ ଜାରି ରଖିଛି। ଏହି ଭିଡିଓ ଦେଖିବା ପରେ ଆନନ୍ଦ ମହିନ୍ଦ୍ରା ବହୁତ ଅନୁପ୍ରାଣିତ ହୋଇଥିଲେ। ସେ ଏହି ଭିଡିଓ ଶେୟାର କରି ବତକଟିର ସାହସ ପ୍ରଶଂସା କରି ଲୋକଙ୍କୁ ପ୍ରେରଣା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୭ ମାସରେ କମାଇଲେ ୧୧୩ କେ.ଜି. ଓଜନ

ୱାଶିଂଟନ: ୟୁଟ୍ୟୁବର ନିକୋକାଡୋ ଆଭୋକାଡୋ ମାତ୍ର ୭ ମାସ ମଧ୍ୟରେ ନିଜର ୧୧୩ କିଲୋଗ୍ରାମ ଓଜନ ହ୍ରାସ କରି ସମସ୍ତଙ୍କୁ ଚକିତ କରିଛନ୍ତି। ସେ ତାଙ୍କର...

ଗୁମ୍ଫା ଭିତରେ ରହସ୍ୟମୟ ସେତୁ

ମାଡ୍ରିଡ୍‌: ସ୍ପେନ୍‌ର ମାଲୋର୍କା ଦ୍ୱୀପରେ ଥିବା ଜେନୋଭେସା ଗୁମ୍ଫାର ଗଭୀରରେ ପୋତି ହୋଇ ରହିଥିବା ଏକ ପ୍ରାଚୀନ ସେତୁକୁ ନେଇ ଜର୍ନାଲ କମ୍ୟୁନିକେଶନ ଆର୍ଥ୍‌ ଆଣ୍ଡ୍‌ ଏନ୍‌ଭାଇରନ୍‌ମେଣ୍ଟ...

ସ୍ତ୍ରୀଙ୍କ ପାଖରେ ଥିଲେ ଏହି ୪ ଗୁଣ, ଭାଗ୍ୟବାନ ହେବେ ସ୍ବାମୀ

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତି ମାଧ୍ୟମରେ ଚନ୍ଦ୍ରଗୁପ୍ତଙ୍କୁ ଅଖଣ୍ଡ ଭାରତର ସମ୍ରାଟ କରିଥିଲେ। ଯଦି ଜଣେ ବ୍ୟକ୍ତି ତାଙ୍କର ନୀତିକୁ ଅନୁସରଣ କରନ୍ତି ତେବେ ସେ...

ଲଣ୍ଡନରୁ ଭିଡିଓ ପଠାଇ ଛାଡ଼ପତ୍ର ଦେଲେ ଏନଆର୍‌ଆଇ ସ୍ବାମୀ, ଜାଣନ୍ତୁ କେମିତି…

ବର୍ତ୍ତମାନ ବିବାହ ଏବଂ ବିଚ୍ଛେଦ ଏକ ସଧାରଣ କଥା। ସ୍ତ୍ରୀ ସ୍ବାମୀଙ୍କ ମଧ୍ୟରେ ମନାନ୍ତର ମତାନ୍ତର ହେଲେ ସୋମାନେ କୋର୍ଟ ଯାଇ ଛାଡପତ୍ର  ନେଉଛନ୍ତି।  ମାତ୍ର...

ସବୁଠୁ ଛୋଟ ଭାକ୍ୟୁମ କ୍ଲିନର

ପାଟନା: ଏନ୍‌ଆଇଟି ପାଟନାର ୨୦୨୪ ବ୍ୟାଚ୍‌ ଛାତ୍ର ତପଲା ନାଦ୍‌ମୁନି ଏକ ବଲ୍‌ପଏଣ୍ଟ କଲମର କିଛି ଅଂଶକୁ ବ୍ୟବହାର କରି ବିଶ୍ବର ସବୁଠାରୁ ଛୋଟ ଭାକ୍ୟୁମ କ୍ଲିନର...

୬.୭୪ ଫୁଟ ଉଚ୍ଚ ଆଇଫୋନ୍‌

ଲଣ୍ଡନ: ବିଶ୍ୱର ସବୁଠାରୁ ପସନ୍ଦ କରାଯାଉଥିବା ଫୋନ୍‌ ମଧ୍ୟରୁ ଆଇଫୋନ୍‌ ଅନ୍ୟତମ। ଆଇଫୋନ୍‌ କିଣିବା ପାଇଁ ଲୋକମାନେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିବାକୁ ମଧ୍ୟ ପଛାଇ ନ...

ଏତେ ବଡ଼ ସୋଫା, ଦେଖିଲେ..

ସୋଫା ତ ପ୍ରାୟ ସମସ୍ତଙ୍କ ଘରେ ଥାଏ। ହେଲେ ଏମିତି ସୋଫା କେହି କେବେ ଦେଖି ନ ଥିବେ। କାରଣ ଏ ସୋଫା ଏତେ ବଡ଼...

ପ୍ରାଣୀଙ୍କ ପ୍ରେମରେ ଶରୀରକୁ ବି ପ୍ରାଣୀଙ୍କ ଭଳି ….

ସୁପର୍‌ ମ୍ୟାନ, ସ୍ପାଇଡର ମ୍ୟାନ, ବ୍ୟାଟ ମ୍ୟାନ୍‌ ଆଦି କାଳ୍ପନିକ ଚରିତ୍ରମାନଙ୍କ ସମ୍ପର୍କରେ ତ ପ୍ରାୟ ସମସ୍ତେ ଜାଣନ୍ତି। ହେଲେ ପ୍ୟାରୋଟ୍‌ ମ୍ୟାନ, ଲିଜାର୍ଡ ମ୍ୟାନ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri