Posted inଫୁରସତ

ରାସ୍ତା କଡ଼ର କୁକୁର ସହ ଏପରି କରୁଛି କୁନି ଝିଅ, ଭିଡିଓ ଦେଖିଲେ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ ଏକ ଛୁଆକୁ ରାସ୍ତାକଡ଼ କୁକୁର ସହ ଦେଖିବାକୁ ମିଳୁଛି। ଦୁହେଁ ଦୁହିଁକୁ ସ୍ନେହ କରୁଥିବା ନଜର ଆସିଛନ୍ତି। ଏହି ଭିଡିଓ ଦେଖିବା ପରେ ଏହା ବୁଝାପଡେ ଯେ ପ୍ରେମ ହେଉଛି ଏକମାତ୍ର ଭାଷା, ଯାହା ସାହାଯ୍ୟରେ ଯେ କୌଣସି ମଣିଷ ସହିତ ଯୋଗାଯୋଗ ସ୍ଥାପନ କରିହେବ। ଭିଡିଓକୁ ବୁଏଟେନଗେବିଡେନ ଟୁଇଟରରେ ହ୍ୟାଣ୍ଡେଲରେ ଶେୟାର ହୋଇଛି। ଭିଡିଓଟି ଅଧିକ ଭାଇରାଲ ହେବାରେ ଲାଗିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଅନ୍‌ଲାଇନ୍‌ ଅର୍ଡର କରିଥିଲେ ଡ୍ରେସ୍‌, ପାର୍ସଲ ଖୋଲିବାରୁ ଉଡିଗଲା ହୋସ୍‌

ଅନଲାଇନ ଅର୍ଡର ଦେବାପରେ ଲୋକମାନେ ଉତ୍ସାହର ସହିତ ଡେଲିଭରିକୁ ଅପେକ୍ଷା କରିଥାନ୍ତି। ଯଦି ସେ ଦେଖିଥିବା ତାଙ୍କ ମନ ପସନ୍ଦ ଜିନିଷ ମିଳେ ନାହିଁ, ତେବେ...

ପୁରୁଷମାନଙ୍କୁ ଘରକୁ ଡାକନ୍ତି ଏହି ମହିଳା: ତାଙ୍କ କଥା ନ ମାନିଲେ କରିଥା’ନ୍ତି ଏପରି କାମ, ଜାଣିଲେ ହେବେ ଆଶ୍ଚର୍ଯ୍ୟ

ବ୍ରିଟେନ୍‌ର ଜଣେ ମହିଳା ପ୍ରଥମେ ପୁରୁଷମାନଙ୍କୁ ପ୍ରେମ ଜାଲରେ ଫସାଇ ନିଜ ଘରକୁ ଡାକିଥା’ନ୍ତି। ପରେ ସେମାନଙ୍କୁ ଏପରି କିଛି ନିର୍ଦ୍ଦେଶ ଦେଇଥା’ନ୍ତି ଯାହା ଜାଣିଲେ...

ପାଣି: କିଛି କାହାଣୀ

ହିନ୍ଦୁ ଧର୍ମରେ ପାଣି ବା ଜଳକୁ ଅତ୍ୟନ୍ତ ପବିତ୍ର ବୋଲି ମନେ କରାଯାଏ। ପାଣି କେବେ ଅପବିତ୍ର ହୁଏନା। ତା’ ପରିବର୍ତ୍ତେ ପାଣି ହିଁ ସମସ୍ତ...

ଶାଢ଼ି ପିନ୍ଧି ଯୁବତୀ କଲେ ଏଭଳି ଷ୍ଟଣ୍ଟ୍‌‌…

ନୂଆଦିଲ୍ଲୀ, ୨୯।୮: ଏବେ ସୋସିଆଲ ମିଡ଼ିଆରେ ଏକ ଭିଡ଼ିଓ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଏଥିରେ ଜଣେ ଯୁବତୀ ଶାଢ଼ି ପିନ୍ଧି ଷ୍ଟଣ୍ଟ୍‌ କରୁଥିତ୍ବାର ଦେଖିବାକୁ...

‘ଥ୍ରି ଇଡିୟଟ୍‌’ ଷ୍ଟାଇଲରେ ପ୍ରସବ

ଲକ୍ଷ୍ନୌ, ୧୯ା୧: ଅମୀର ଖାନଙ୍କ ଅଭିନୀତ ଲୋକପ୍ରିୟ ଚଳଚ୍ଚିତ୍ର ‘ଥ୍ରି ଇଡିୟଟ’ ଷ୍ଟାଇଲରେ ଜଣେ ଗର୍ଭବତୀଙ୍କ ପ୍ରସବ କରାଇଛନ୍ତି ଜଣେ ଦିବ୍ୟାଙ୍ଗ ଯୁବକ। ଉପସ୍ଥିତ ବୁଦ୍ଧି...

‘ଟିପି ଟିପି ଟପ୍‌’ର ସହାୟତା ନେଲା ପୋଲିସ

ମୁମ୍ବାଇ: ପିଲାଦିନର ସ୍ମୃତି ଭାରି ମଧୁର। ସେଥିପାଇଁ ତ ଅତୀତର ଅଭୁଲା ସ୍ମୃତିକୁ ମନେପକାଇ ରୋମାଞ୍ଚିତ ହୋଇ ଉଠନ୍ତି ଅନେକ। ପିଲାଦିନର ଏମିତି ଏକ ଖେଳ...

ବସ୍ତି ପିଲାଙ୍କୁ ଇଂରାଜୀ ପଢ଼ାଉଛନ୍ତି ଏହି ଛାତ୍ରୀ, ଛୁଟୁଛି ପ୍ରଶଂସାର ସୁଅ

ରାଞ୍ଚି,୭।୨: ଝାଡ଼ଖଣ୍ଡ ରାଜଧାନୀ ରାଞ୍ଚିର ଦେଓଘର କଲେଜର ଛାତ୍ରୀ ନେହା ପାଣ୍ଡେ ନିଜର ପାଠପଢ଼ା ସରିବା ପରେ ବସ୍ତି ଅଞ୍ଚଳର ପିଲାଙ୍କୁ ପାଠ ପଢ଼ାଇବା ଆରମ୍ଭ...

କରୋନା ରୋଗୀଙ୍କ ସେବା କରୁଛି ରୋବର୍ଟ: ସମୟରେ ଦେଉଛି ଖାଦ୍ୟ, ଔଷଧ

ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ତେଣୁ ସେମାନଙ୍କ ଯତ୍ନ ନେବାରେ ସମସ୍ୟା ମଧ୍ୟ ହେଉଛି। ଏଭଳି ସ୍ଥିତିରେ ଗୁଜୁରାଟର ଭଦୋଦରାସ୍ଥିତ ସର୍‌...

Advertisement
Archives

Model This Week