ଫୁରସତ

ହୋଲିରେ ଜ୍ୱାଇଁଙ୍କୁ ଗଧ ପିଠିରେ ବସାଇ ବୁଲାନ୍ତି ଏହି ଗାଁର ଲୋକେ, କାରଣ ଜାଣିଲେ…

ଭାରତରେ ରଙ୍ଗର ପର୍ବ ହୋଲିକୁ ବେଶ୍‌ ଧୁମ୍‌ଧାମରେ ପାଳନ କରାଯାଇଥାଏ। ଚଳିତ ବର୍ଷ ମାର୍ଚ୍ଚ ୧୮ରେ ଏହି ପର୍ବ ପଡ଼ୁଛି। ଏହାକୁ ଦିନ କେଇଟା ଥିବା ବେଳେ ଏବେଠାରୁ ତାର ପ୍ରସ୍ତୁତି ଆରମ୍ଭ ହୋଇଛି। ତେବେ ହୋଲିରେ ରଙ୍ଗ ଖେଳ ଭଳି…

ମଝି ରାସ୍ତାରେ ଚଳନ୍ତା ଗାଡ଼ି ଆଗରେ ଏମିତି ଷ୍ଟଣ୍ଟ କରୁଛନ୍ତି ବୃଦ୍ଧ, ଭିଡିଓ ଦେଖିଲେ…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ…

ଜନ୍ମ ହେଲା ଅଜବ ମେଣ୍ଢା ଛୁଆ: ଦେଖିବାକୁ ଲୋକଙ୍କ ଭିଡ଼

ଲଣ୍ଡନ,୧୫।୩:ବ୍ରିଟେନର ମରପେଥରେ ଏକ ଅଜବ ମେଣ୍ଢା ଜନ୍ମ ହୋଇଛି। ଏହି ମେଣ୍ଢାର ପାଞ୍ଚ ଗୋଡ ଅଛି। ତାର ପଞ୍ଚମ ଗୋଡ ବାମ ପାର୍ଶ୍ୱରେ ଅଛି। ଏହା ଏକ ବିରଳ ମେଣ୍ଢା ବୋଲି କୁହାଯାଉଛି। ଏହାକୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ଜମିଛି।…

ମଇଁଷିପଲଙ୍କୁ ଦେଖି ଗଛରେ ଚଢ଼ିଗଲା ସିଂହ, ଭିଡିଓ ଦେଖିଲେ…

ଜଙ୍ଗଲର ରାଜା ଭାବରେ ସିଂହ ପରିଚିତ। ସିଂହକୁ ସମସ୍ତ ପଶୁପକ୍ଷୀ ଭୟ କରିଥାନ୍ତି। ମାତ୍ର ଜଙ୍ଗଲର ରାଜା ହୋଇ ମଧ୍ୟ ଅନ୍ୟ ପ୍ରାଣୀଙ୍କୁ ଦେଖି ଭୟଭୀତ ହେବା ଆଶ୍ଚର୍ଯ୍ୟର କଥା। ସୋସିଆଲ ମିଡିଆରେ ସେମିତି ଏକ ଭିଡିଓ ଭାଇରାଲ ହୋଇଛି। ଯାହା…

ବୁଲେଟ୍‌ର ଚାବି ନ ଥାଇ ଏମିତି ଷ୍ଟାର୍ଟ କରିଦେଲେ ଚୋର: ପୋଲିସ ଆଶ୍ଚର୍ଯ୍ୟ, ଦେଖନ୍ତୁ ଭିଡିଓ

ଆଜିକାଲିର ଯୁବପିଢି ବୁଲେଟ୍‌ ଚଢିବାକୁ ପସନ୍ଦ କରୁଛନ୍ତି। ଦାମ୍‌ ଅଧିକ ରହୁଥିଲେ ମଧ୍ୟ ଯୁବକମାନେ ଏହି ଗାଡି କିଣିବାକୁ ଅଭିଭାବକଙ୍କ ନିକଟରେ ଅଡି ବସନ୍ତି। ଦାମ୍‌ ଅଧିକ ରହୁଥିବାରୁ ଚୋରମାନଙ୍କ ଆଖି ମଧ୍ୟ ଏହି ଗାଡି ଉପରେ ଥାଏ। ନିକଟରେ ବୁଲେଟ୍‌…

ଟୁଇଟ୍‌ କରି ଆତ୍ମହତ୍ୟା କରିବାକୁ ଯାଉଥିବା ଯୁବକଙ୍କୁ ଉଦ୍ଧାର କଲେ ପୋଲିସ…

ନୂଆଦିଲ୍ଲୀ,୧୪।୩ : ପରୀକ୍ଷାରେ ଖରାପ ହେବାରୁ ଆତ୍ମହତ୍ୟା କରିବାକୁ ଯାଉଥିବା ଜଣେ ଯୁବକଙ୍କୁ ରାଜସ୍ଥାନ ପୋଲିସ ଉଦ୍ଧାର କରିଛନ୍ତି। ଯୁବକ ଜଣକ ଟୁଇଟ୍‌ କରି ସେ ଆତ୍ମହତ୍ୟା କରିବାକୁ ଯାଉଥିବା ସୂଚନା ଦେଇଥିଲେ। ତାଙ୍କର ଜଣେ ସାଙ୍ଗ ଏନେଇ ପୋଲିସକୁ ଖବର…

ନଦୀ କୁହେ ସଭ୍ୟତା କଥା

ମଣିଷ ସଭ୍ୟତାଗୁଡ଼ିକ ପ୍ରାୟତଃ ନଦୀକୂଳରେ ଗଢ଼ି ଉଠିଥିଲା। ସଭ୍ୟତାର କ୍ରମବିକାଶ ସମ୍ପର୍କରେ ନଦୀ ମୂକସାକ୍ଷୀ ପାଲଟିଛି। ନଦୀର ଗୁରୁତ୍ୱକୁ ଉପଲବ୍ଧି କରି ପ୍ରତିବର୍ଷ ମାର୍ଚ୍ଚ ୧୪ରେ ଅନ୍ତର୍ଜାତୀୟ ନଦୀ ଦିବସ (ଇଣ୍ଟରନ୍ୟାଶନାଲ ଡେ ଅଫ୍‌ ଆକ୍ସନ୍‌ ଫର୍‌ ରିଭର୍ସ) ପାଳନ କରାଯାଇଥାଏ।…

ଗଣିତ ସମାଧାନରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ

ଗଣିତ ସମାଧାନରେ ଗ୍ରୀକ୍‌ ଚିହ୍ନ ‘ପାଇ’ ହେଉଛି ଏକ ସ୍ଥିରାଙ୍କ । ଏହା ଦ୍ୱାରା ଜ୍ୟାମିତିକ ଗଣିତରେ ବୃତ୍ତର କ୍ଷେତ୍ରଫଳ ଏବଂ ଗୋଲକର ଆୟତନ ସହିତ ପାର୍ଶ୍ୱପୃଷ୍ଠତଳ ତଥା ସମଗ୍ର ପୃଷ୍ଠତଳର କ୍ଷେତ୍ରଫଳ ଠିକ୍‌ ଭାବେ ନିର୍ଦ୍ଧାରଣ କରାଯାଇ ପାରିଥାଏ ।…

୧୦୦ ବର୍ଷ ଧରି ପାଣିରେ ବୁଡ଼ି ରହିଥିଲା କାଠ ଜାହାଜ, ଏବେ ବି ରହିଛି ସୁରକ୍ଷିତ

ସାଧାରଣତଃ କାଠ ଜାହାଜ ପାଣିରେ ଭାସିଥାଏ। ମାତ୍ର ଯଦି ଏହା ଦୀର୍ଘଦିନ ଧରି ପାଣି ଭିତରେ ବୁଡ଼ି ରୁହେ ତେବେ ନିଶ୍ଚିତ କ୍ଷତି ହେବ ବୋଲି ସମସ୍ତେ ଆକଳନ କରିଥାନ୍ତି। କିନ୍ତୁ ଏହାକୁ ଭୁଲ୍‌ ବୋଲି ପ୍ରମାଣିତ କରିଛି ଏକ କାଠ…

ବିଶ୍ୱର ସବୁଠୁ ଲମ୍ବା କାର୍‌, ଛାତ ଉପରେ ଅବତରଣ କରିପାରିବ ହେଲିକପ୍ଟର

ଆପଣ ନିଶ୍ଚିତ ଦୁନିଆରେ ଅନେକ ପ୍ରକାରର କାର୍‌ ଦେଖିଥିବେ। କିଛି କାର୍‌ ବୁଲେଟ ପ୍ରୁଫ ବି। ଆଉ କିଛି କାର୍‌ର ଆକର୍ଷଣୀୟ ଫିଚର ରହିଛି। କିନ୍ତୁ ବିଶ୍ୱରେ ଏମିତି ଏକ କାର୍‌ ରହିଛି, ଯେଉଁଟା ଅନ୍ୟ କାର୍‌ଗୁଡ଼ିକଠାରୁ ଭିନ୍ନ ଏବଂ ସ୍ବତନ୍ତ୍ର।…

ମୁଣ୍ଡରେ ତେଲ ମାଲିସ୍‌ କରି ରେକର୍ଡ

ଘରେ ଜେଜେମା’, ମା’ ଆଗରୁ ପିଲାଙ୍କ ମୁଣ୍ଡରେ ତେଲ ମାଲିସ୍‌ କରିଦେଉଥିଲେ। ଏହି ସମୟରେ ଅନେକ ଗପସପ ବି ହେଉଥିଲେ। ତେଲ ମାଲିସ୍‌ର ଏଇ ମୁହୂର୍ତ୍ତ ବେଶ୍‌ ମଜାଦାର ଥିଲା। ହେଲେ ଏବେ ସେସବୁ ବିଶେଷଭାବେ ଦେଖିବାକୁ ମିଳୁନି। ହେଲେ ଜାଣି…

ପୁଅ ପାଇଁ ଗଢିଲେ ଲମ୍ବରଘିନି କାର୍‌

ପିଲାଙ୍କ ଖୁସି ବାପାମା’ଙ୍କ ପାଇଁ ସବୁକିଛି। ତାଙ୍କ ମୁହଁରେ ଚେନାଏ ହସ ଫୁଟେଇବା ଲାଗି ସେମାନେ ସବୁକିଛି କରିପାରନ୍ତି। ଠିକ୍‌ ଯେମିତି ଭିଏତନାମର ଟ୍ରୁଓଙ୍ଗ ଭାନ ଦାଓ ନାମକ ଜଣେ ବ୍ୟକ୍ତି ନିଜ ପୁଅ ପାଇଁ ତିଆରି କରିଛନ୍ତି ଏକ ଲକ୍‌ଜ୍ୟୁରୀୟସ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?