ଫୁରସତ

ବିକାଶର ଜୟଯାତ୍ରା

ବର୍ଷଯାକ ଜାକିଜୁକି ବସି ଘୁମାଉଥିବା ଲୁଗା କି ଗହଣା ଦୋକାନୀ ଯେମିତି ରଜ, ସାବିତ୍ରୀ, ଦୀପାବଳି, ବାହା ତିଥି ପୂର୍ବରୁ ଝାଡ଼ିଝୁଡ଼ି ହୋଇଉଠନ୍ତି- ଇନ୍‌କମ୍‌ଟ୍ୟାକ୍ସ, ସିବିଆଇ, ଇଡି ଭଳି ବିଭାଗବାଲାଙ୍କ ଚଢ଼ାଉ କିମ୍ବା ନେତାମାନଙ୍କ ଦଳବଦଳ ଖବର ଜୋର ଧରିଲେ ସେମିତି…

ରୋବୋ ଛେଳି

ଜାପାନର କାଓସାକି କମ୍ପାନୀ ତିଆରି କରିଛି ପୃଥିବୀର ସବୁଠାରୁ ବଡ଼ ରୋବୋ ଛେଳି, ଯାହା ଉପରେ ବସି ଜଣେ ତାକୁ ଚଳାଇ ପାରିବେ। ୨୦୨୨ର ଅନ୍ତର୍ଜାତୀୟ ରୋବୋ ପ୍ରଦର୍ଶନୀରେ ଏହା ପ୍ରଦର୍ଶିତ ହୋଇଥିଲା। ଏଥିରେ ଅନେକ ଉନ୍ନତଧରଣର ରୋବୋ ପ୍ରଦର୍ଶିତ ହୋଇଥିଲା।…

ସରିସ୍କା ବ୍ୟାଘ୍ର ଅଭୟାରଣ୍ୟ

ବାଘମାନଙ୍କୁ ସୁରକ୍ଷା ଯୋଗାଇ ଦେବାପାଇଁ ରାଜସ୍ଥାନର ଅଲଓ୍ବର ଜିଲାରେ ରହିଛି ଏକ ଅଭୟାରଣ୍ୟ, ଯାହାର ନାଁ ହେଲା ସରିସ୍କା ବ୍ୟାଘ୍ର ଅଭୟାରଣ୍ୟ। କେବଳ ବାଘ ନୁହେଁ, ଏଠାରେ ଅନ୍ୟ କେତେକ ବନ୍ୟପ୍ରାଣୀଙ୍କୁ ବି ପର୍ଯ୍ୟଟକ ଦେଖିପାରିବେ… ସରିସ୍କା ବ୍ୟାଘ୍ର ଅଭୟାରଣ୍ୟ ଭାରତର…

ଅଜବ ବସ୍‌

ଯାତ୍ରୀଙ୍କୁ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇଥାଏ ବସ୍‌। ଅଧିକ ଯାତ୍ରୀ ବେଶ୍‌ ଆରାମ୍‌ରେ ଓ ଅପେକ୍ଷାକୃତ କମ ମୂଲ୍ୟରେ ଯାତାୟତ କରିପାରୁଥିବାରୁ ବସ୍‌ ସାଧାରଣ ଲୋକଙ୍କର ବେଶ୍‌ ପ୍ରିୟ। ତେବେ ଏମିତି ବି କିଛି ବସ୍‌ ଅଛି, ଯାହା ତା’ର ଅଜବ ବୈଶିଷ୍ଟ୍ୟ…

ବାଲୁକା କଳାର ଯାଦୁକର ସୁବଳ ମହାରଣା

ବାଲୁକା କଳାରେ ଯେଉଁ କେତେଜଣ ବାଲୁକାଶିଳ୍ପୀ ଅନ୍ତର୍ଜାତୀୟ ସ୍ତରରେ ସୁନାମ ଅର୍ଜନ କରିଛନ୍ତି, ସେମାନଙ୍କ ମଧ୍ୟରେ ଜଣେ ହେଲେ ସୁବଳ ମହାରଣା। ଏହି କଳା ପାଇଁ ତାଙ୍କୁ ରାଜ୍ୟ, ଦେଶ ଓ ବିଦେଶର ବିଭିନ୍ନ କ୍ଷେତ୍ରରୁ ମିଳିଛି ଅନେକ ପୁରସ୍କାର ଓ…

ସହରୀ ପାର୍କ ଏବେ ଗାଁରେ

ଦିନକୁ ଦିନ ପୃଥିବୀ ପୃଷ୍ଠରୁ ବହୁ ମୂଲ୍ୟବାନ୍‌ ବୃକ୍ଷଲତା ଲୋପ ପାଇଯାଉଛି। ସଙ୍କୁଚିତ ହୋଇଯାଉଛି ପ୍ରାକୃତିକ ଜଙ୍ଗଲ । ଏପରିକି ପରିବେଶ ସୁରକ୍ଷା ନେଇ ସାଧାରଣରେ ଉଦ୍‌ବେଗ ପ୍ରକାଶ ପାଉଛି। ଏଥିପାଇଁ ବହୁ ଯୋଜନା ହେଉଛି। ଏହାର ସମାଧାନ ପାଇଁ ବିଭିନ୍ନ…

ଏଠାରେ ବାସ କରନ୍ତି ବିପଜ୍ଜନକ ସାର୍କ, ନିମିଷକରେ ନେଇଯିବେ ମଣିଷ ଜୀବନ

ଗଭୀର ଜଳରେ ବାସ କରୁଥିବା ଅନେକ ପ୍ରାଣୀ ଅତ୍ୟନ୍ତ ବିପଜ୍ଜନକ । ଯେଉଁମାନଙ୍କ ମୁହଁରୁ ମଣିଷ ନିସ୍ତାର ପାଇବା କଷ୍ଟକର। ଏହି ଜୀବମାନଙ୍କ ମଧ୍ୟରୁ ସବୁଠାରୁ ବିପଜ୍ଜନକ ହେଉଛି ସାର୍କ । ଯାହାର ଗତି ଏବଂ ତୀକ୍ଷ୍ଣ ଦାନ୍ତ କିଛି ମିନିଟ୍‌ରେ…

ମାରିଆନା ଟ୍ରେଞ୍ଚ୍‌

ପୃଥିବୀର ସବୁଠୁ ଗଭୀରତମ ସ୍ଥାନ ହେଉଛି ମାରିଆନା ଟ୍ରେଞ୍ଚ୍‌। ପ୍ରଶାନ୍ତ ମହାସାଗରର ପଶ୍ଚିମ ଭାଗରେ ଥିବା ୧୫୮୦ ମାଇଲ ପରିବ୍ୟାପ୍ତ ଅର୍ଦ୍ଧଚନ୍ଦ୍ରାକୃତି ଏହି ସ୍ଥାନଟିର ଗଭୀରତା ୩୬,୦୭୦ ଫୁଟ୍‌। ଜାଣିବା ଏହି ଗର୍ତ୍ତ ସମ୍ପର୍କରେ କିଛି ରୋଚକ ତଥ୍ୟ… ଏହି ସ୍ଥାନଟି…

ଟାଟୁରେ ଓସ୍କାର ଚାପୁଡ଼ା

ଓ୍ବାଶିଂଟନ: ଚଳିତ ବର୍ଷ ଓସ୍କାର ସମାରୋହରେ କମେଡିଆନ କ୍ରିସ୍‌ ରକ୍‌ଙ୍କୁ ଓ୍ବିଲ୍‌ ସ୍ମିଥ୍‌ଙ୍କ ଚାପୁଡ଼ାମରା ଘଟଣା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିବାବେଳେ ନ୍ୟୁ ଜର୍ସିର ଜଣେ ଟାଟୁ ଆର୍ଟିଷ୍ଟ ଏହାକୁୂ ନିଜ ହାତରେ ଆଙ୍କିଛନ୍ତି। ସ୍ମିଥ୍‌ କ୍ରିସ୍‌ଙ୍କୁ ଚାପୁଡ଼ା ମାରିବାର ଯେଉଁ ଭିଡିଓ…

ପ୍ଲାଜ୍‌ମା ବିକି ଡିଜ୍‌ନୀ ଲ୍ୟାଣ୍ଡ ବୁଲୁଛନ୍ତି ମହିଳା

ୱାଶିଂଟନ୍‌: ଫିଲାଡେଲ୍‌ଫିଆର ୨୮ ବର୍ଷୀୟା ଲିଜ୍‌ ଗ୍ରାମଲିଚ୍‌ ନାମ୍ନୀ ଜଣେ ମହିଳା ଡିଜ୍‌ନୀ ୱାଲର୍‌ଡର ମାୟାରେ ପଡିଛନ୍ତି। ସେ ନିଜ ପ୍ଲାଜ୍‌ମା ବିକ୍ରି କରି ନିଜ ଭଉଣୀଙ୍କ ସହିତ ପ୍ରତି ମାସରେ ଅର୍ଲାଣ୍ଡୋସ୍ଥିତ ଡିଜ୍‌ନୀ ୱାଲର୍‌ଡ ବୁଲିବାକୁ ଯାଉଛନ୍ତି। ଫକ୍ସ ନ୍ୟୁଜ…

ଇଣ୍ଡିଗୋ ଫ୍ଲାଇଟ୍‌ରେ ହଜିଥିଲା ଲଗେଜ୍‌; ଓ୍ବେବ୍‌ସାଇଟ୍‌ ହ୍ୟାକ୍‌ କରିଦେଲେ ଇଞ୍ଜିନିୟର

ବେଙ୍ଗାଲୁରୁ: ପ୍ରତ୍ୟେକ ଦିନ ଅଜବ ଘଟଣା ସବୁ ଘଟୁଛି। ସେଥିରୁ କିଛି ଲୋକଙ୍କ ଆଖିରେ ପଡ଼ୁଥିବାବେଳେ କିଛି ଘଟଣା ଲୋକଲୋଚନକୁ ଆସିପାରୁ ନାହିଁ। ଏମିତି ଏକ ଅଜବ ଘଟଣା ଘଟାଇଛନ୍ତି ବେଙ୍ଗାଲୁରୁର ଜଣେ ସଫ୍ଟଓ୍ବେର୍‌ ଇଞ୍ଜିନିୟର। ଇଣ୍ଡିଗୋ ଫ୍ଲାଇଟ୍‌ ଜରିଆରେ ଆନନ୍ଦ…

ପ୍ରଥମଥର ଆଇନା ଦେଖି ଏମିତି ପ୍ରତିକ୍ରିୟା ଦେଲା କୁକୁର, ଭିଡିଓ ଦେଖିଲେ ହସିହସି ଗଡ଼ିବେ

ସୋସିଆଲ ମିଡିଆରେ ଅଧିକାଂଶ ସମୟରେ ଅନେକ ପ୍ରକାରର ମଜାଳିଆ ଭିଡିଓ ଭାଇରାଲ ହୋଇଥାଏ। ଏହା ଫେସବୁକ୍‌ ହେଉ କିମ୍ବା କିମ୍ବା ଇନ୍‌ଷ୍ଟାଗ୍ରାମ। ଲୋକେ ଦେଖିବାକୁ ବହୁତ ପସନ୍ଦ କରିଥାନ୍ତି।     View this post on Instagram   A…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?