Posted inଫୁରସତ

ମାରିଆନା ଟ୍ରେଞ୍ଚ୍‌

ପୃଥିବୀର ସବୁଠୁ ଗଭୀରତମ ସ୍ଥାନ ହେଉଛି
ମାରିଆନା ଟ୍ରେଞ୍ଚ୍‌। ପ୍ରଶାନ୍ତ ମହାସାଗରର ପଶ୍ଚିମ ଭାଗରେ ଥିବା ୧୫୮୦ ମାଇଲ ପରିବ୍ୟାପ୍ତ ଅର୍ଦ୍ଧଚନ୍ଦ୍ରାକୃତି ଏହି ସ୍ଥାନଟିର ଗଭୀରତା ୩୬,୦୭୦ ଫୁଟ୍‌। ଜାଣିବା ଏହି ଗର୍ତ୍ତ ସମ୍ପର୍କରେ କିଛି ରୋଚକ ତଥ୍ୟ…

ଏହି ସ୍ଥାନଟି ପ୍ରଥମ ଥର ପାଇଁ ୧୮୭୫ ମସିହାରେ ଆବିଷ୍କାର କରାଯାଇଥିଲା। ଏଥିପାଇଁ ପ୍ରାୟ ୫ ବର୍ଷ ସମୟ ଅର୍ଥାତ୍‌ ୧୮୭୨ରୁ ୧୮୭୬ ମସିହା ଲାଗିଥିବା ବେଳେ ଏଥିପାଇଁ ବିଭିନ୍ନ ଶବ୍ଦ ଯନ୍ତ୍ରର ସାହାଯ୍ୟ ନିଆଯାଇଥିଲା। ତେବେ ଏହାକୁ ଖୋଜିବା ମଧ୍ୟରେ ୪,୭୦୦ଟି ପ୍ରଜାତିର ସାମୁଦ୍ରିକ ଜୀବ ମଧ୍ୟ ଆବିଷ୍କାର କରାଯାଇଥିଲା।
ଏଭରେଷ୍ଟ ଗିରିଶୃଙ୍ଗ ହେଉଛି ପୃଥିବୀର ସବୁଠାରୁ ଉଚ୍ଚତମ ସ୍ଥାନ। ହେଲେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଯଦି ଏହି ଗିରିଶୃଙ୍ଗକୁ ମାରିଆନା ଟ୍ରେଞ୍ଚ ଭିତରେ ରଖାଯାଏ, ତେବେ ଏହାର ଶିଖର ଗର୍ତ୍ତର ଶେଷଭାଗ ଛୁଇଁବାକୁ ଆହୁରି ଏକ ମାଇଲ୍‌ରୁ ଅଧିକ ଫାଙ୍କା ରହିବ।
ଏତେ ବଡ଼ ଖାଲ ଭିତରକୁ ସୂର୍ଯ୍ୟାଲୋକ ପହଞ୍ଚତ୍ ପାରୁ ନ ଥିଲେ ହେଁ ସେଠାରେ ୨୦୦ରୁ ଊର୍ଦ୍ଧ୍ୱ ପ୍ରଜାତିର କ୍ଷୁଦ୍ର ସାମୁଦ୍ରିକ ଜୀବ ବାସ କରନ୍ତି ।
– ଏହି ଗର୍ତ୍ତ ମଧ୍ୟରେ ପ୍ରତ୍ୟେକ ସ୍ଥାନର ଗଭୀରତା ଅସମାନ। ଏହା ମଧ୍ୟରେ ସବୁଠୁ ଗଭୀର ସ୍ଥାନର ନାମ ରଖାଯାଇଛି ଚ୍ୟାଲେଞ୍ଜର ଡିପ୍‌। ତେବେ ୧୯୬୦ ମସିହାରେ ବୈଜ୍ଞାନିକ ଜାକ୍ୱେସ୍‌ ପିକାର୍ଡ ଏବଂ ଆମେରିକା ନୌସେନାର ଲ୍ୟୁଟ୍‌ନାଣ୍ଟ ଡନ୍‌ ଓ୍ବାଲ୍ସ ପ୍ରଥମ ଥର ପାଇଁ ସେଠାରେ ପହଞ୍ଚତ୍ବାରେ ସଫଳତା ହାସଲ କରିପାରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ମୃତ ଝିଅ ଅପେକ୍ଷା ଛାଡପତ୍ର ପାଇଥିବା ଝିଅ ଭଲ’, ସୁପ୍ରିମ କୋର୍ଟରେ ଭାବପ୍ରବଣ ହୋଇଗଲେ SG ମେହେଟା

ନୂଆଦିଲ୍ଲୀ,୨୫।୫: ଭୋପାଳରେ ଘଟିଥିବା ବହୁଚର୍ଚ୍ଚିତ ଟ୍ବିଶା ଶର୍ମା ମୃତ୍ୟୁ ମାମଲା ସମ୍ପର୍କରେ ସଲିସିଟର ଜେନେରାଲ (SG)ତୁଷାର ମେହେଟ୍ଟା ଏକ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ କରିଛନ୍ତି। ସୋମବାର (୨୫ ମଇ,…

ଇରାନର ବଡ଼ ଅନୁରୋଧ ରଖିଲା ଫିଫା

ତେହରାନ, ୨୫ା୫: ଆସନ୍ତା ୧୧ ତାରିଖରୁ ଆରମ୍ଭ ହେବାକୁଥିବା ଫିଫା ବିଶ୍ୱକପ୍‌ ଲାଗି ଇରାନ ପକ୍ଷରୁ ଦଳର ଟ୍ରେନିଂ କ୍ୟାମ୍ପ ଆମେରିକାରୁ ମେକ୍ସିକୋକୁ ସ୍ଥାନାନ୍ତର କରିବା ଲାଗି…

ବ୍ରିଜ ଉପରେ ଭୟଙ୍କର ଦୁର୍ଘଟଣା: ହାଇଓ୍ବା ଓଲଟି ଲାଗିଗଲା ନିଆଁ, ଡ୍ରାଇଭର ନିଖୋଜ

ରାଉରକେଲା,୨୫ା୫(ସଙ୍ଗୀତା ଜେନା): ରାଉରକେଲାର ନୂତନ ବ୍ରାହ୍ମଣୀ ବ୍ରିଜ୍‌ ଉପରେ ଏକ ବଡ଼ଧରଣର ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ଏକ ହାଇଓ୍ବା ଓଲଟି ପଡ଼ିବାରୁ ଏଥିରେ ନିଆଁ ଲାଗିଯାଇଥିଲା।…

ଧର୍ମେନ୍ଦ୍ର, ଶିବୁ ସୋରେନଙ୍କୁ ମରଣୋତ୍ତର ପଦ୍ମ ବିଭୂଷଣ, ୬୬ ଜଣଙ୍କୁ ସମ୍ମାନୀତ କରିବେ ରାଷ୍ଟ୍ରପତି

ନୂଆଦିଲ୍ଲୀ,୨୫।୫: ସୋମବାର ସାରେ ରାଷ୍ଟ୍ରପତି ଭବନର ଦରବାର ହଲରେ ପଦ୍ମ ପୁରସ୍କାର ସମାରୋହ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମ ସମୟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୬୬ଜଣ ବିଶିଷ୍ଟ…

ବୈଶିଙ୍ଗା-ରୁପ୍ସା ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା, ଶିକ୍ଷକ ମୃତ

ବୈଶିଙ୍ଗା,୨୫।୫(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ବଜାର ଅଞ୍ଚଳରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ଏଥିରେ ବେତନଟୀ ବ୍ଲକ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ…

ପେଟ୍ରୋଲ-ଡିଜେଲର ମୂଲ୍ୟ ବୃଦ୍ଧିକୁ ନେଇ ବର୍ଷିଲେ ରାହୁଲ, ସରକାର ଚୁପଚାପ୍ ପକେଟ…..

ନୂଆଦିଲ୍ଲୀ,୨୫।୫: ସୋମବାର ଦିନ ପୁଣିଥରେ ଦେଶରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ପାଇଛି। ମାତ୍ର ୧୦ ଦିନ ମଧ୍ୟରେ ଏହା ଚତୁର୍ଥ ଥର ପାଇଁ ସରକାର…

ସୌମ୍ୟ ମୃତ୍ୟୁ: ବିବାଦୀୟ ADGଙ୍କ ବଦଳି, ମା ଆଣିଥିଲେ ସାଂଘାତିକ…

ଭୁବନେଶ୍ୱର,୨୨।୫: ବରିଷ୍ଠ ଆଇପିଏସ୍ ଅଧିକାରୀ ଦୟାଲ ଗଙ୍ଗୱାରଙ୍କ ବଦଳି କରାଯାଇଛି। ତାଙ୍କୁ ADGP (କମ୍ୟୁନିକେସନ) ପଦରୁ ହଟାଯାଇ ଗୃହ ବିଭାଗରେ OSD (ଅଫିସର ଅନ୍ ସ୍ପେସିଆଲ୍ ଡ୍ୟୁଟି)…

ପୂର୍ବତନ କ୍ରିକେଟର ଆକାଶ ଚୋପ୍ରାଙ୍କ ବଡ଼ ଦାବି: ବଦଳିବେ ଏହି ୪ଦଳର ଅଧିନାୟକ

ନୂଆଦିଲ୍ଲୀ,୨୫।୫: ପୂର୍ବତନ କ୍ରିକେଟର ଆକାଶ ଚୋପ୍ରା ଏକ ବଡ଼ ଦାବି କରିଛନ୍ତି। ସେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ’X’ରେ ଏକ ଭିଡିଓ ସେୟାର କରି IPLର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri