ଫୁରସତ

ଜିରାଫ୍‌କୁ ଖାଇବାକୁ ଦେଉଥିଲେ ବାଳକ, ତା’ପରେ ଘଟିଲା ଏମିତି

ଆଜିକାଲି ଲୋକଙ୍କ ମଧ୍ୟରେ ବନ୍ୟଜନ୍ତୁଙ୍କ କ୍ରେଜ ଦ୍ରୁତ ଗତିରେ ବଢିବାରେ ଲାଗିଛି। ବନ୍ୟଜନ୍ତୁ ସହିତ ଜଡିତ ଅନେକ ଭିଡିଓ ସୋସିଆଲ ମିଡିଆରେ ଅଧିକ ଭାଇରାଲ ହେଉଛି। ନିକଟରେ ଜଣେ ବାଳକ ଜିରାଫ୍‌କୁ ଖାଇବାକୁ ଦେବା ଭାରି ପଡିଛି। ଏହାର ଭିଡିଓ ସୋସିଆଲ…

ଘୋଡ଼ା ପରି ଦେଖାଯାଉଥିବା ପ୍ରାଣୀ ଘୋଡ଼ା ନୁହନ୍ତି, ଚିହ୍ନିଲେ ଦେଖି…

ସୋସିଆଲ ମିଡିଆରେ ବେଳେବେଳେ ବିଚିତ୍ର ଫଟୋ ସବୁ ଭାଇରାଲ ହୋଇଥାଏ। ଫଟୋକୁ ଦେଖିଲେ ମଣିଷ ଅଧିକାଂଶ ସମୟରେ ଦ୍ୱନ୍ଦ୍ୱରେ ପଡ଼େ। ସେଗୁଡ଼ିକ ଅସଲି କିମ୍ବା ନକଲି ସନ୍ଦେହ ସୃଷ୍ଟି ହୁଏ। ଏବେ ସୋସିଆଲ ମିଡିଆରେ ସେମିତି ଏକ ଫଟୋ ଭାଇରାଲ ହୋଇଛି।…

ମନ୍ଦିର ନିର୍ମାଣବେଳେ ଧର୍ମ-ନିରଞ୍ଜନ ଦେବତା ପୂଜା

ସିଦ୍ଧିଦୁର୍ଗା ପାହାଡ଼ରୁ ପଥର କଟାହୋଇ ଆସି ପହଞ୍ଚତ୍ବା ପର୍ଯ୍ୟନ୍ତ ବୀର ବଡ଼ଜେନାଙ୍କ ଅବଦାନ ଗୁରୁତ୍ୱପୂର୍ଣ୍ଣ ଥିଲା। ବୀର ବଡ଼ଜେନାଙ୍କ ପରିଚୟ ମିଳିପାରି ନାହିଁ। ତାଙ୍କର ଶୃଙ୍ଖଳିତ କାର୍ଯ୍ୟନିର୍ବାହ ପାଇଁ ତିନିତୋଳା ସୁନାର ୨ଟି ହାତଖଡ଼ୁ (ବ୍ରେସ୍‌ଲେଟ) ଦିଆଯାଇଥିଲା। ପଥରଗୁଡ଼ିକ ଭେଳାରେ ଲଦାଯାଇଥିଲା…

ଆପଲ୍‌ର ଲୋଗୋ ଅଧା ଖାଇବା ସେଓ ଭଳି କାହିଁକି ହୋଇଥାଏ: ଜାଣନ୍ତୁ କ’ଣ ରହିଛି କାରଣ

ଟେକ୍ନୋଲୋଜି ଦୁନିଆରେ ଆପଲ କମ୍ପାନୀର ନାମ ଅତ୍ୟନ୍ତ ସ୍ବତନ୍ତ୍ର। ଏହାର ବିଶେଷ ଉତ୍ପାଦ ହେତୁ କମ୍ପାନୀ ମୋବାଇଲ, କମ୍ପ୍ୟୁଟର ସମ୍ବନ୍ଧୀୟ ଜିନିଷ ବଜାରରେ ବହୁ ନାମ ଅର୍ଜନ କରିଛି। କମ୍ପାନୀର ନାମ ଯେତେ ଅନନ୍ୟ, ଏହାର ଲୋଗୋ ସେତେ ଅନନ୍ୟ ଅଟେ।…

କୁକୁରକୁ ଭାରତ ପଠାଇଲେ ଛାତ୍ର, ନିଜେ ଆସିବାକୁ ମନା କଲେ; କାରଣ ଜାଣିଲେ…

ରୁଷିଆ-ୟୁକ୍ରେନ ମଧ୍ୟରେ ଘମାଘୋଟ ଲଢ଼େଇ ଜାରି ରହିଛି। ଏବେ ବି କିଛି ଭାରତୀୟ ଛାତ୍ର ୟୁକ୍ରେନରେ ଫସି ରହିଛନ୍ତି। ଭାରତ ସରକାର ‘ଅପରେଶନ ଗଙ୍ଗା’ ଯୋଗେ ଛାତ୍ରୀଛାତ୍ରଙ୍କୁ ଏୟାରଲିଫ୍ଟ କରିସାରିଛନ୍ତି। ଏହି ସମୟରେ ଏକ ଭିନ୍ନ ଦୃଶ୍ୟ ସାମ୍ନାକୁ ଆସିଛି। ହରିୟାଣାର…

ରାସ୍ତାରେ ଥିଲେ ଲୋକେ, ହଠାତ୍‌ ଆସିଲା ଚିତା; ଆଉ ତା’ ପରେ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ…

୩୫୦ ବର୍ଷ ଧରି ଏହି ଗାଁର ଯୁବତୀ-ଯୁବକଙ୍କ ଘରେ ହୋଇନି ବାହାଘର, କାରଣ ଜାଣିଲେ…

ରାଜସ୍ଥାନର ବାରମର ଜିଲାରେ ଏମିତି ଏକ ଗାଁ ଅଛି, ଯେଉଁଠାରେ ପ୍ରାୟ ୩୫୦ ବର୍ଷ ଧରି କୌଣସି ଘରେ ବିବାହ ହୋଇ ନାହିଁ। ଅର୍ଥାତ୍‌ ଗ୍ରାମର ସମସ୍ତ ଅବିବାହିତ ଯୁବତୀ-ଯୁବକଙ୍କ ବିବାହ ମନ୍ଦିରରେ ହିଁ ହୋଇଥାଏ। ବିଶ୍ୱାସ କରାଯାଏ, ଯଦି ବିବାହ…

କେକ୍‌ କୌତୁକ

ବହୁଦିନ ତଳର କଥା। ଜଣେ ବନ୍ଧୁଙ୍କ ଘରକୁ କିଛି କାମ ପାଇଁ ଯାଇଥିଲି। ବନ୍ଧୁଙ୍କ ସହ କଥା ହେଉଥିବା ବେଳେ ବନ୍ଧୁ ପତ୍ନୀ ସଦ୍ୟ ରୋଷେଇ ଘରେ ପ୍ରସ୍ତୁତ ହୋଇଥିବା ସୁଦୃଶ୍ୟ କେକ୍‌ ଖଣ୍ଡେ ଆଣି ପରଷି ଦେଲେ। ସୌଜନ୍ୟ ଦୃଷ୍ଟିରୁ…

ଝିଅ ନା ରବର

ମଣିଷ ଶରୀରର ଅଙ୍ଗଗୁଡିକ ଏପରିଭାବେ ସଂଯୋଗ ହୋଇଛି, ଯେମିତିକି ତାହା ଭଲରେ ସଂଞ୍ଚାଳନ ହୋଇପାରିବ। ଆଗପଛ, ବାମ ଡାହାଣ ହୋଇପାରିବ। ହେଲେ କିଛିଟା ସୀମା ପର୍ଯ୍ୟନ୍ତ ଏସବୁ ହୋଇପାରେ। ତେବେ ଜର୍ମାନୀର ଜୁଲିଆ ଗୁନ୍ଥେଲ ଯେକି ଜେଲ୍ଟା ନାମରେ ବେଶ୍‌ ପରିଚିତ…

ଐତିହାସିକ ସହର ଜାମନଗର

ଗୁଜରାଟର ଏକ ଐତିହାସିକ ସହର ଭାବେ ଜାମନଗର ପରିଚିତ। ପର୍ଯ୍ୟଟନ ହେଉ ଅବା ଅର୍ଥନୀତି କିମ୍ବା ଶିକ୍ଷା ସବୁ କ୍ଷେତ୍ରରେ ଏହାର ନିଜସ୍ବ ଏକ ପରିଚୟ ରହିଛି। ଇତିହାସ ପୃଷ୍ଠା ଲେଉଟାଇଲେ ଜଣାଯାଏ ଯେ ୧୫୪୦ ମସିହାରେ ଜାମନଗର ରାଜା ଜାମସାହିବଙ୍କ…

ଆଇରନ୍‌ ଲେଡି

ନାରୀର ଶକ୍ତି ଅସୀମିତ । ସେ କୌଣସି ନିର୍ଦ୍ଦିଷ୍ଟତା ଭିତରେ ସୀମିତ ନୁହେଁ, ଯାହାକୁ ପ୍ରମାଣିତ କରିଛନ୍ତି ଏଇ ଆଇରନ୍‌ ଲେଡିମାନେ। ପୁରୁଷ ପ୍ରଧାନ ବଡି ବିଲ୍ଡିଂ କ୍ଷେତ୍ରରେ ନିଜର ସ୍ବତନ୍ତ୍ର ସ୍ଥାନ ତିଆରି କରି ନାରୀର ଶକ୍ତିକୁ ସାରା ଦୁନିଆକୁ…

ପ୍ରଥମ ପାରିଶ୍ରମିକ ଟଙ୍କା ମା’ବାପାଙ୍କୁ ଦେଇଥିଲି: ବିଷ୍ଣୁପ୍ରିୟା

୧୯୯୨ ମସିହାର କଥା, ସେତେବେଳେ ମୁଁ ଜୟପୁର ମହିଳା ମହାବିଦ୍ୟାଳୟରେ ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷର କଳା ଛାତ୍ରୀ। ସେବେ ଜୟପୁର ଆକାଶବାଣୀ କେନ୍ଦ୍ରର ଯୁବବାଣୀ କାର୍ଯ୍ୟକ୍ରମରେ ପ୍ରସାରିତ କରିବା ପାଇଁ ରଘୁଭାଇ ମୋର ୩/୪ଟି କବିତାର ହାର୍ଡକପି ନେଇଥିଲେ। ନିର୍ଦ୍ଧାରିତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri