Posted inଫୁରସତ

ରାସ୍ତାରେ ଥିଲେ ଲୋକେ, ହଠାତ୍‌ ଆସିଲା ଚିତା; ଆଉ ତା’ ପରେ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। କୁହାଯାଏ କିଛି ପଶୁଠାରୁ ଦୂରରେ ରହିବା ଭଲ । ଏକ ଗ୍ରାମାଞ୍ଚଳରେ ଲୋକମାନେ ନିଜ ନିଜ କାର୍ଯ୍ୟରେ ବ୍ୟସ୍ତ ଥିବା ବେଳେ ହଠାତ୍‌ ଏକ ଚିତାବାଘ ଦୌଡ଼ିଯାଉଛି। ପରେ ଲୋକମାନେ ମଧ୍ୟ ତାହା ପଛରେ ଠେଙ୍ଗାବାଡି ଧରି ଦୌଡୁଛନ୍ତି। ଭିଡିଓଟି ଅଧିକ ଭାଇରାଲ ହେଉଥିବା ବେଳେ ଅନେକ ପ୍ରତିକ୍ରିୟା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

କୁକୁର ଭୁକିଲେ ପଡ଼ୋଶୀଙ୍କୁ ମୋଟା ଅଙ୍କର ଜରିମାନା ଗଣିବେ ମାଲିକ

କୁକୁର ଭୁକିବା ଏକ ପ୍ରବୃତ୍ତି। ସେମାନଙ୍କ ଭୁକିବାକୁ କ’ଣ କେହି ଅଟକାଇ ପାରିବ। ମାତ୍ର କୁକୁର ଭୁକିଲେ ପଡ଼ୋଶୀଙ୍କୁ ମୋଟା ଅଙ୍କର ଜରିମାନା ଦେବାକୁ ପଡ଼ିବ।...

ଦିବ୍ୟାଙ୍ଗଙ୍କ ଲାଗି ଟ୍ରାନ୍ସଫର ଟୁଲ୍ସ

ଚଣ୍ଡିଗଡ଼: ନିଜର ସବୁ କାମ କରିବା ପାଇଁ ଦିବ୍ୟାଙ୍ଗମାନଙ୍କୁ ଏଣିକି ଅନ୍ୟମାନଙ୍କ ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ। ଦିବ୍ୟାଙ୍ଗଙ୍କ କାମକୁ ସହଜ କରିବା ପାଇଁ...

ଛାତରୁ ପାଣିକୁ ଡେଇଁଲେ ଯୁବତୀ, ଭିଡିଓ ଦେଖିଲେ ଦୋହଲିଯିବ ହୃଦୟ

ଓ୍ବାଶିଂଟନ୍‌: ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ୍‌ ତୀବ୍ର ଗତିରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓକୁ ଯିଏ ଦେଖିବ ସେ ଆଶ୍ଚର୍ଯ୍ୟ ହୋଇଯିବ। ଭିଡିଓଟିରେ...

ଗପର ନାଁ ଗାୟତ୍ରୀ

କାହାଣୀମାନେ ସବୁବେଳେ ତାଙ୍କ ପରି ଆଧାର ଖୋଜନ୍ତି। ଚରିତ୍ରମାନେ ତାଙ୍କୁ ଖୋଜି ଖୋଜି ଆସନ୍ତି ନିଜେ ବିବୃତ୍ତ ହେବା ପାଇଁ ତେଣୁ ଇ ତ ତାଙ୍କ...

ଯେଉଁଠି ରାତିରେ ଟଏଲେଟ୍‌ ଯିବା ମନା

ଟଏଲେଟ୍‌ ଯିବା ଏଠାରେ ଏକ ଅପରାଧ। ସ୍ବିଜରଲାଣ୍ଡର ଏହି ଅଜବ ନିୟମ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରେ। ତେବେ ଏହା ସେଠାକାର ସ୍ବୀକୃତିପ୍ରାପ୍ତ ନିୟମ ବା ପରମ୍ପରା...

ସମୁଦ୍ର କୂଳରେ ଶହ ଶହ ‘ସାଣ୍ଡ୍‌ ଡଲାର୍ସ’…

ଓ୍ବାଶିଂଟନ, ୨୩।୮: ଆମେରିକାର ସମୁଦ୍ର କୂଳରେ ଶହ ଶହ ସଂଖ୍ୟାରେ ‘ସାଣ୍ଡ୍‌ ଡଲାର୍ସ’ ପଡ଼ି ରହିଥିବା ଦେଖିବାକୁ ମିଳିଛି। ଏହା ସ୍ଥାନୀୟ ବିଶେଷଜ୍ଞମାନଙ୍କୁ ଚିନ୍ତାରେ ପକାଇଛି।...

୫ ଶହ ବର୍ଷ ପରେ ୧୦୫ ଗାଁର ରାଜପୁତ ବାନ୍ଧିବେ ପଗଡ଼ି ପିନ୍ଧିବେ ଜୋତା

ଲକ୍ଷ୍ନୌ,୧୯।୧୧: ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ପାଇଁ ସୁପ୍ରିମ୍‌କୋର୍ଟଙ୍କ ପକ୍ଷରୁ ରାୟ ଦିଆଯାଇଛି। ଅଯୋଧ୍ୟା ନିକଟରେ ଥିବା ପୁରା ବଜାର ବ୍ଲକ୍‌ ଏବଂ ଏହାର ଆଖପାଖ ଅଞ୍ଚଳର...

ଭାରତ ନୁହେଁ, ଆମେରିକାକୁ ନେଇ ଗର୍ବିତ

ଡେମୋକ୍ରାଟ୍‌ କମଲା ହାରିସ୍‌ ଏକକାଳୀନ ୩ ବିରଳ ରେକର୍ଡର ଅଧିକାରିଣୀ ହେବାର ଗୌରବ ଅର୍ଜନ କରିଛନ୍ତି। ସେ ହେଉଛନ୍ତି ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି। ଦକ୍ଷିଣ...

Advertisement
Archives

Model This Week