Posted inଫୁରସତ

ରାସ୍ତାରେ ଥିଲେ ଲୋକେ, ହଠାତ୍‌ ଆସିଲା ଚିତା; ଆଉ ତା’ ପରେ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। କୁହାଯାଏ କିଛି ପଶୁଠାରୁ ଦୂରରେ ରହିବା ଭଲ । ଏକ ଗ୍ରାମାଞ୍ଚଳରେ ଲୋକମାନେ ନିଜ ନିଜ କାର୍ଯ୍ୟରେ ବ୍ୟସ୍ତ ଥିବା ବେଳେ ହଠାତ୍‌ ଏକ ଚିତାବାଘ ଦୌଡ଼ିଯାଉଛି। ପରେ ଲୋକମାନେ ମଧ୍ୟ ତାହା ପଛରେ ଠେଙ୍ଗାବାଡି ଧରି ଦୌଡୁଛନ୍ତି। ଭିଡିଓଟି ଅଧିକ ଭାଇରାଲ ହେଉଥିବା ବେଳେ ଅନେକ ପ୍ରତିକ୍ରିୟା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୃଥିବୀର ୫ ପୁରାତନ ଦାମୀ ବହି

ନୂଆଦିଲ୍ଲୀ: ଦୁନିଆରେ ଅନେକ ପ୍ରକାର ପୁସ୍ତକ ରହିଛି। ତେବେ ଏଭଳି କିଛି ପୁସ୍ତକ ଅଛି, ଯାହା ଦାମୀ ତଥା ମୂଲ୍ୟବାନ। ଦି କୋଡେକ୍ସ ଲିସେଷ୍ଟର ବିଶ୍ୱର...

କ୍ୟାନସର୍‌ ପୀଡ଼ିତ ସ୍ତ୍ରୀଙ୍କ ସହ ଫଟୋଶୁଟ୍‌ କରି ଚର୍ଚ୍ଚାରେ ସ୍ବାମୀ

କୁହାଯାଏ, ବିବାହ ବନ୍ଧନ ସାତ ଜନ୍ମ ପାଇଁ ହୋଇଥାଏ। କିନ୍ତୁ ଆଜିକାଲି ଗୋଟିଏ ଜନ୍ମ ସୁଖଶାନ୍ତିରେ କାଟିବା ଦମ୍ପତ୍ତିଙ୍କ ପାଇଁ କଷ୍ଟକର ହୋଇପଡିଛି। ମାତ୍ର ଲଣ୍ଡନର...

ମା’

ମା’। ଯାହା ପାଖରେ ଭରିରହିଛି ସନ୍ତାନ ପ୍ରତି ଅମାପ ସ୍ନେହ, ମମତା ଓ ଭଲଭାଇବା। ତା’ର ପ୍ରତିଟି ସମୟ ନିଜ ସନ୍ତାନ ପାଇଁ ଉତ୍ସର୍ଗୀକୃତ। ସନ୍ତାନକୁ...

ପ୍ରଥମ ଦରମା ଟଙ୍କାରେ ୫ଟି ଶାଢି କିଣିଥିଲି: କିଶୋର ମହାନ୍ତି

କଟକ ଜିଲା ସାଲେପୁର ଥାନା ଅନ୍ତର୍ଗତ ନରଦା ଗାଁରେ ମୋ ଜନ୍ମ। ଚୌଧୁରୀ ରାଧାନାଥ ବିଦ୍ୟାପୀଠରୁ ମାଟ୍ରିକ୍‌ ପାସ୍‌ କରିବା ପରେ ଖୋର୍ଦ୍ଧା ପ୍ରାଣନାଥ କଲେଜରେ...

ପ୍ରଥମ ରୋଜଗାର ଟଙ୍କାରେ ବସ୍ତେ ଚାଉଳ କିଣିଥିଲି: ପରଜଙ୍ଗ ତହସିଲ୍‌ଦାର ଜୟନ୍ତ ଜୟସିଂହ

ପରଜଙ୍ଗ ତହସିଲ୍‌ଦାର ଜୟନ୍ତ ଜୟସିଂହ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି… ଖୋର୍ଦ୍ଧା ଜିଲା ଟାଙ୍ଗୀ ଥାନା ଚିଲିକା ବ୍ଲକ ଅନ୍ତର୍ଗତ ସୋରଣ ଗାଁରେ...

୪୬ ହଜାର ପ୍ଲାଷ୍ଟିକ୍‌ ଟୁକୁଡ଼ାରୁ ତିଆରି ହେଲା ଶିବାଜୀଙ୍କ ପେଣ୍ଟିଂ

ମୁମ୍ବାଇ, ୧୨।୩: ମହାରାଷ୍ଟ୍ରର ଜଣେ ଆନିମେଶନ ଆର୍ଟିଷ୍ଟ ୪୬,୦୮୦ ହଜାର ପ୍ଲାଷ୍ଟିକ୍‌ ଟୁକୁଡ଼ାରୁ ଛତ୍ରପତି ଶିବାଜୀ ମହାରାଜଙ୍କ ପେଣ୍ଟିଂ ତିଆରି କରିଛନ୍ତି। ଏଥିରେ ୬ ପ୍ରକାର...

ବିବାହବେଳେ ହଠାତ୍‌ ବିଦ୍ୟୁତ କାଟ୍‌ ଯୋଗୁ ବର ଅଦଳବଦଳ

ଭୋପାଳ,୧୦।୫: ବିଦ୍ୟୁତ ବିଭ୍ରାଟ ହେତୁ ମଧ୍ୟପ୍ରଦେଶର ଉଜୈନ ଜିଲାରେ ଏକ ଅଜବ ଘଟଣା ଘଟିଛି। ଅନ୍ଧାର ଯୋଗୁ ବିବାହ ସମାରୋହରେ ବର ଅଦଳବଦଳ ହୋଇଯାଇଥିବା ଘଟଣା...

ବର ସହ ଆସିଥିବା ଯୁବକକୁ ବିବାହ କରିବାକୁ ଜିଦି କଲେ କନ୍ୟା; ଏହାପରେ କ’ଣ ହେଲା ଜାଣନ୍ତୁ…

ବାହାଘର ଲାଗି ବରଯାତ୍ରୀ ସହ କନ୍ୟା ଘରେ ପହଞ୍ଚତ୍ ସାରିଥିଲେ ବର। ଆଉ କିଛି ସମୟ ପରେ ବେଦୀ ଉପରେ ଅଗ୍ନିକୁ ସାକ୍ଷୀ ରଖି ସାତଜନ୍ମ...

Advertisement
Archives

Model This Week