ଫୁରସତ

ଏମିତି ଦ୍ୱୀପ, ଯାହା ଦେଖିବାକୁ କଦଳୀ ପରି

ବିଶ୍ୱରେ ଏମିତି ଏକ ଦ୍ୱୀପ ରହିଛି, ଯାହା ଦେଖିବାକୁ କଦଳୀ ପରି। ଏମିତି ଆକୃତିର ଦ୍ୱୀପ ନାଇଜେରିଆର ଲାଗୋସରେ ରହିଛି। ଏହି ଦ୍ୱୀପର ନାଁ ‘ବାନାନା ଆଇସ୍‌ଲାଣ୍ଡ୍‌’। ନାଁ ଶୁଣି ଆପଣ ଭାବିବେନି ଯେ, ଏଠାରେ କଦଳୀ ବୋଧେ ବହୁତ ଚାଷ…

ମା’

ମା’। ଯାହା ପାଖରେ ଭରିରହିଛି ସନ୍ତାନ ପ୍ରତି ଅମାପ ସ୍ନେହ, ମମତା ଓ ଭଲଭାଇବା। ତା’ର ପ୍ରତିଟି ସମୟ ନିଜ ସନ୍ତାନ ପାଇଁ ଉତ୍ସର୍ଗୀକୃତ। ସନ୍ତାନକୁ ସବୁ ଖୁସି ଆଉ ସୁବିଧା ସୁଯୋଗ ଅଜାଡ଼ି ଦେଇ ଏକ ସଫଳ ବ୍ୟକ୍ତିତ୍ୱର ପରିଚୟ…

କାର୍ଟୁନ୍‌ ପ୍ରିଣ୍ଟ ଫ୍ୟାଶନ

ଯୁବପିଢ଼ି ସବୁବେଳେ କ୍ଲାସି ଲୁକ୍‌ ପାଇଁ ନୂଆ ନୂଆ ଭେରାଇଟିର ଡ୍ରେସ୍‌, ଶୁଜ୍‌, ଶାଢ଼ି ଇତ୍ୟାଦି ଟ୍ରାଏ କରିଥାଆନ୍ତି। ତେବେ ମାର୍କେଟ୍‌ରେ ଏବେ କାର୍ଟୁନ୍‌ ପ୍ରିଣ୍ଟ ଆଉଟ୍‌ଫିଟ୍‌ ଟ୍ରେଣ୍ଡ କରୁଛି। ଏହାକୁ ପିନ୍ଧିଲେ ଆପଣ ସମସ୍ତଙ୍କଠାରୁ ଆଟ୍ରାକ୍ଟିଭ୍‌, ଷ୍ଟାଇଲିଶ୍‌ ଏବଂ ଟ୍ରେଣ୍ଡି…

ମଦର୍ସ ଡେ’

ଆଜି ମଦର୍ସ ଡେ’। ମା’ଙ୍କ ପ୍ରତି ଥିବା ଗଭୀର ସ୍ନେହ ଶ୍ରଦ୍ଧା ଦର୍ଶାଇବା ପାଇଁ ଏହି ଦିବସଟିର ପରିକଳ୍ପନା। ହେଲେ ଆପଣ ଜାଣନ୍ତି, ପୃଥିବୀର ସମସ୍ତ ଦେଶରେ ଆଜିର ଦିନରେ ଏହି ଦିବସ ପାଳନ ହୋଇ ନ ଥାଏ। ଆସନ୍ତୁ ଜାଣିବା…

ମା’ ଶିଶୁର ପ୍ରଥମ ଗୁରୁ

ମା’ ପ୍ରାଣୀଙ୍କଠାରୁ ଆରମ୍ଭ କରି ମଣିଷ ପର୍ଯ୍ୟନ୍ତ ସମସ୍ତଙ୍କର ଅତି ପ୍ରିୟ। ଜନ୍ମ ପରେ ଶିଶୁ ପ୍ରଥମେ ହିଁ ମା’ ସ୍ନେହର ପରଶ ପାଇଥାଏ। ମା’ ଶବ୍ଦ ସୃଜନର ଓଁକାର ଭରିଦିଏ। ସେହିପରି ମା’ ପ୍ରତିଟି ଶିଶୁର ପ୍ରଥମ ଗୁରୁ। ମା’…

ସଚେତନତା ହିଁ ପ୍ରକୃତ ନିଦାନ

କୌଣସି ସ୍ବାସ୍ଥ୍ୟ ସମସ୍ୟା ପୂର୍ବରୁ ଏନେଇ ସଚେତନତା ସୃଷ୍ଟି ଦ୍ୱାରା ବହୁ ଅସୁବିଧାରୁ ଦୂରେଇ ହୋଇ ରହିବା ସମ୍ଭବ ହୋଇଥାଏ। ଥାଲାସେମିଆ ଭଳି ଜିନ୍‌ଗତ ରକ୍ତ ସମସ୍ୟା ପ୍ରତି ସଚେତନତା ସୃଷ୍ଟି ଲାଗି ପ୍ରତିବର୍ଷ ମେ’ ୮ରେ ବିଶ୍ୱ ଥାଲାସେମିଆ ଦିବସ…

ମଡେଲ ଜାଆଁଳା ଭଉଣୀ

୨୦୧୦ରେ ଜ୍ୟାକି ଓ ତାଙ୍କ ସ୍ବାମୀ କେଭିନ କ୍ଲିମେଣ୍ଟସ୍‌ ଜାଆଁଳା ଝିଅର ମାତାପିତା ହେଲେ। ଦୁଇ ଝିଅ ବହୁତ ସୁନ୍ଦର ଥିଲେ। ବଡ଼ ହେବା ସହ ତାଙ୍କ ସୌନ୍ଦର୍ଯ୍ୟ ବଢିବାକୁ ଲାଗିଲା। ସୁନ୍ଦର ତ୍ୱଚା ସାଙ୍ଗକୁ ରେଶମୀ କେଶ, ସୁନ୍ଦର ଚେହେରା…

ଗୋଟିଏ କମ୍ପାନୀରେ ୮୪ ବର୍ଷ

ବୟସ ୧୦୦ ବର୍ଷ। ତଥାପି ସେ ଅଫିସ୍‌ ଯାଉଛନ୍ତି, ନିଷ୍ଠାର ସହ କାମ କରୁଛନ୍ତି। ସେପୁଣି ଗୋଟିଏ ଅଫିସ୍‌ରେ ଦୀର୍ଘ ୮୪ ବର୍ଷ ଧରି ଅର୍ଥାତ୍‌ ୧୯୩୮ରୁ ଆଜିଯାଏଁ କାମ କରି ଆସୁଛନ୍ତି। ତେଣୁ ତାଙ୍କ ନାମ ପୃଥିବୀର ସବୁଠାରୁ ଅନୁଗତ…

ମଞ୍ଚ ମାୟା

ଉତ୍କୃଷ୍ଟ କଳାର ରାଜ୍ୟ ଉତ୍କଳରେ ସାହିତ୍ୟ, ନୃତ୍ୟ, ଚିତ୍ର, ସଙ୍ଗୀତର ଉନ୍ନତି ପାଇଁ ଏବେ ବଡ଼ ବଡ଼ କର୍ପୋରେଟ୍‌ମାନଙ୍କ ଦ୍ୱାରା ପ୍ରାୟୋଜିତ ବିଭିନ୍ନ ଲିଟେରାରି ଫେଷ୍ଟ, ଡ୍ୟାନ୍ସ ଫେଷ୍ଟ, ଆର୍ଟ ଫେଷ୍ଟ ଇତ୍ୟାଦିର ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଧୁମ୍‌ ଚାଲିଛି । ଏହା…

ହ୍ୟାଣ୍ଡ ପେଣ୍ଟ ଇଲ୍ୟୁଜନ୍‌

କେତେବେଳେ ହାତରେ ଏକ ବଡ କଣା ତ କେବେ କଟି ଯାଇଛି ପାପୁଲି। ପୁଣି କେବେ ଦେଖା ଯାଉଛି ପାପୁଲିର ହାଡସବୁ। ଏମିତି ଦୃଶ୍ୟ ଦେଖି ଯେ କେହି ଚକିତ ହୋଇଯିବେ। ମନ ବିଚଳିତ ହୋଇଯିବ। ହେଲେ କିଛି କ୍ଷଣ ଭଲରେ…

କୁଲ୍‌ ସମର୍‌ ଡେଷ୍ଟିନେଶନ

ଖରାଦିନେ ସୂର୍ଯ୍ୟଙ୍କର ପ୍ରଖର କିରଣ ସାଙ୍ଗକୁ ଝାଞ୍ଜି ପବନରେ ଦେହମୁଣ୍ଡ ପୋଡ଼ିଗଲା ଭଳି ଲାଗେ। ଇଚ୍ଛା ହୁଏ ଏମିତି କେଉଁ ସ୍ଥାନକୁ ଚାଲିଯିବା ପାଇଁ; ଯେଉଁଠି ଖରାଦିନେ ବି ଶୀତଳ ପବନର ସ୍ପର୍ଶ ମିଳୁଥିବ। ତେଣୁ ଏଠାରେ ସେମିତି କେତୋଟି ପ୍ରମୁଖ…

ସଂଗ୍ରାହକ ସୌମ୍ୟରଞ୍ଜନ

ଆଜକୁ ପ୍ରାୟ ୧୨ବର୍ଷ ବିତିସାରିଲାଣି ସେ ବିଭିନ୍ନ ସ୍ଥାନରୁ ସଂଗ୍ରହକରି ଆଣିଥାନ୍ତି ନାନାପ୍ରକାରର ପୁରୁଣା ଟଙ୍କା ଓ ଅନ୍ୟାନ୍ୟ ପତ୍ରପତ୍ରିକା। ଏମିତି ନିଶା ତାଙ୍କୁ ଦେଇଛି ନିଆରା ପରିଚୟ, ସେ ହେଲେ ଭୁବନେଶ୍ୱର ଭିଏସ୍‌ଏସ୍‌ ନଗରର ସୌମ୍ୟରଞ୍ଜନ ମହାନ୍ତି। ସେକୁହନ୍ତି, ପ୍ରଥମେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?