Posted inଫୁରସତ

ହ୍ୟାଣ୍ଡ ପେଣ୍ଟ ଇଲ୍ୟୁଜନ୍‌

କେତେବେଳେ ହାତରେ ଏକ ବଡ କଣା ତ କେବେ କଟି ଯାଇଛି ପାପୁଲି। ପୁଣି କେବେ ଦେଖା ଯାଉଛି ପାପୁଲିର ହାଡସବୁ। ଏମିତି ଦୃଶ୍ୟ ଦେଖି ଯେ କେହି ଚକିତ ହୋଇଯିବେ। ମନ ବିଚଳିତ ହୋଇଯିବ। ହେଲେ କିଛି କ୍ଷଣ ଭଲରେ ନିରୀକ୍ଷଣ କରି ଦେଖିଲେ ଜାଣିପାରିବେ ତାହା ବାସ୍ତବ ନୁହେଁ। ଇସ୍ରାଇଲର କଳାକାର ବିକା ବ୍ରେନଙ୍କର ଏ ହେଉଛି ଆଶ୍ଚର୍ଯ୍ୟ ଚକିତ କଲାଭଳି ହ୍ୟାଣ୍ଡ ପେଣ୍ଟ। ସେ ଭ୍ରମ ସୃଷ୍ଟିକାରୀ ଆର୍ଟ କରିବାରେ ଧୁରୀଣ। ଆଉ ସେସବୁ ଏତେ ଜୀବନ୍ତ ଲାଗେ ଯେ, ଦେଖୁ ଦେଖୁ ଲାଗେ ଯେମିତି ସତରେ ପାପୁଲିରେ ବଡ କଣା ଅଛି, ପାପୁଲି କଟି ଦୁଇ ଫାଳ ହେଇଯାଇଛି ଅବା ପାପୁଲିକୁ ଏତେ ଜୋର୍‌ରେ ବାନ୍ଧାଯାଇଛି ଯେ, ପାପୁଲିର ହାଡ ଭାଙ୍ଗି ସଙ୍କୁଚିତ ହୋଇଯାଇଛି ଅବା ଆଙ୍ଗୁଠି ଦୁଇଖଣ୍ଡ ହୋଇଯାଇଛି। ବିକା ବ୍ରେନ ପେଣ୍ଟ କରିବା ପାଇଁ ମୁଖ୍ୟତଃ କଳାରଙ୍ଗ ବ୍ୟବହାର କରନ୍ତି। ପେଣ୍ଟ କଲାପରେ କଳା ବ୍ୟାକ୍‌ଗ୍ରାଉଣ୍ଡରେ ପାପୁଲିରେ ହୋଇଥିବା ସେହି ପେଣ୍ଟିଂର ଫଟୋ ଉଠାନ୍ତି। ଯଦ୍ୱାରା ହ୍ୟାଣ୍ଡପେଣ୍ଟର ଫଟୋସବୁ ବାସ୍ତବ ପରି ମନେହୁଏ।

 


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ପ୍ରଥମ କ୍ଲୋନ୍‌ଡ ଗଧିଆ ମାୟା

ବେଜିଂ: କ୍ଲୋନିଂ ପଦ୍ଧତି ବ୍ୟବହାର କରି ବିଶ୍ୱରେ ରେକର୍ଡ ସୃଷ୍ଟି କରିଛି ଚାଇନା। ବେଜିଂର ଏକ ଜିନ୍‌ ଫାର୍ମ ଜୁନ୍‌ ୧୦ରେ କ୍ଲୋନିଂ ଜରିଆରେ ଏକ...

ପ୍ରେମିକାଙ୍କୁ ଡେଟ୍‌ରେ ଡାକିଥିଲେ ପ୍ରେମିକ, ପରେ ଯାହା ଘଟିଲା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ପ୍ରେମିକା-ପ୍ରେମିକ ଡେଟ୍‌ରେ ଯିବା ଏକ ସାଧାରଣ କଥା। ମାତ୍ର ଚାଇନାର ଜଣେ ଯୁବକ ନିଜ ଗର୍ଲଫ୍ରେଣ୍ଡକୁ ଡେଟ୍‌ ପାଇଁ ଡାକିବା ଭାରି ପଡ଼ିଛି। ଯୁବକଙ୍କ ଗର୍ଲଫ୍ରେଣ୍ଡ...

ହାତ ରଖିଲେ ହସିଥାଏ ଗଛ

ଜାଣନ୍ତି ଏମିତି ଗଛ ଅଛି, ଯାହା ମଣିଷ ପରି ହଇରାଣ ହରକତ କରିଥାଏ। ଏପରିକି ହସିଥାଏ ମଧ୍ୟ। ଅବିଶ୍ୱସନୀୟ ଲାଗୁଥିଲେ ମଧ୍ୟ ସତ। ଏହି ଗଛ...

ଟାଇମ୍‌ କ୍ୟାପ୍‌ସୁଲ୍‌

ନୂଆଦିଲ୍ଲୀ: ଅଯୋଧ୍ୟାରେ ନିର୍ମାଣ ହେବାକୁ ଥିବା ରାମ ମନ୍ଦିର ଭିତ୍ତିଭୂମିର ୨୦୦ ଫୁଟ ତଳେ ‘ଟାଇମ୍‌ କ୍ୟାପ୍‌ସୁଲ’ ରଖାଯିବ। ଏହା ହେଉଛି ଏକପ୍ରକାର ଐତିହାସିକ ଦସ୍ତାବିଜ୍‌,...

ହଜିଯାଇଥିବା ପୋଷା କୁକୁରକୁ ଖୋଜିବା ପାଇଁ ଚାକିରି ଛାଡିଲେ ମହିଳା

ଓ୍ବାଶିଂଟନ୍‌: ଆମେରିକାର ଓ୍ବାଶିଂଟନରେ ଜଣେ ମହିଳା ହଜିଯାଇଥିବା ପୋଷା କୁକୁରକୁ ଖୋଜିବା ପାଇଁ ଚାକିରି ଛାଡିଦେଇଛନ୍ତି। ଗତ ଜୁଲାଇ ମାସରେ କ୍ୟାରୋଲ୍‌ ନାମକ ଜଣେ ମହିଳା...

ପ୍ରଶ୍ନ ଏକ, ଉତ୍ତର ଅଲଗା – ତାହା ହିଁ ଜୀବନ

କିଏ କେତେ କାଳ ବଞ୍ଚିବ ମରିବ ସେ ତ ନୁହେଁ ବଡ଼ କଥା l ଧର୍ମ କର୍ମ ଯଦି କିଛି କଲ ନାହିଁ ତେବେ ବଞ୍ଚିବାଟା...

ଶିଡ଼ିରୁ ଏପରି ଓହ୍ଲାଉଛି କୁନି ପିଲା, ଭିଡିଓ ଦେଖିଲେ ହେବେ ଆଶ୍ଚର୍ଯ୍ୟ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର...

୨ ବର୍ଷ ଧରି ପ୍ଲାଷ୍ଟିକ୍‌ ଗଛରେ ଦେଉଥିଲେ ପାଣି

କେତେକ ବ୍ୟକ୍ତି ଅଛନ୍ତି ସେମାନଙ୍କୁ ଗୋର୍ଡେନିଂ କରିବାକୁ ବହୁତ ଭଲ ଲାଗେ। ବିଭିନ୍ନ ପ୍ରକାରର ଗଛ ଲଗାଇବା ସହ ସେମାନଙ୍କର ଉଚିତ ଧ୍ୟାନ ନେବା ଯେପରି...

Advertisement
Archives

Model This Week