Posted inଫୁରସତ

ସ୍କୁଲ ବେଞ୍ଚ୍‌ରେ ଚଢ଼ି ଡ୍ୟାନ୍ସ କରୁଥିଲେ ଛାତ୍ରୀ, ପରେ ଘଟିଲା ଏମିତି

ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଶେୟାର କରାଯାଉଛି। ଏଥିମଧ୍ୟରୁ କିଛି ଅତ୍ୟନ୍ତ ମଜାଳିଆ ହୋଇଥିବା ବେଳେ ଆଉ କିଛି ଆଶ୍ଚର୍ଯ୍ୟଜନକ ହୋଇଥାଏ। ବର୍ତ୍ତମାନ ସୋସିଆଲ ମିଡିଆ ମନୋରଞ୍ଜନର ଏକ ମାଧ୍ୟମ ପାଲଟିଛି। ଲୋକେ ମଜାଳିଆ ଭିଡିଓ ଦେଖି ମନୋରଞ୍ଜନ କରୁଛନ୍ତି।

ଭିଡିଓରେ ଜଣେ ଛାତ୍ରୀ ତାଙ୍କ ସ୍କୁଲର ବେଞ୍ଚ ଉପରେ ଠିଆ ହୋଇ ନାଚୁଥିବା ନଜର ଆସିଛନ୍ତି। ଏହି ଛାତ୍ରୀ ଜଣକ ବାଦଶାହଙ୍କ ଗୀତରେ ନାଚୁଥିଲେ – ‘ଅଭି ତୋ ପାର୍ଟି ସୁରୁ ହୈ’ କିନ୍ତୁ ପାର୍ଟି ଆରମ୍ଭ ହେବା ପୂର୍ବରୁ ଏପରି ଏକ ଦୁର୍ଘଟଣା ଘଟିଥଲା, ଛାତ୍ରୀ ଜଣକ ବେଞ୍ଚ ଉପରେ ନାଚୁଥିବା ବେଳେ ସନ୍ତୁଳନ ବିଗିଡ଼ିଗଲା। ଫଳରେ ସେ ତଳେ ପଡ଼ିଗଲେ। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା।

ଏହି ଭିଡିଓ ଫେସ୍‌ବୁକ୍‌ଠାରୁ ଆରମ୍ଭ କରି ଟୁଇଟ୍‌ର, ଇନ୍‌ଷ୍ଟାଗ୍ରାମ ସବୁଠି ଭାଇରାଲ ହେଉଛି। ଏହାକୁ ଏପର୍ଯ୍ୟନ୍ତ ଲକ୍ଷାଧିକ ଥର ଦେଖାସରିଲାଣି। ଏହା ସହିତ ହଜାର ହଜାର ମନ୍ତବ୍ୟ ମଧ୍ୟ ୟୁଜରମାନେ ଦେଇଛନ୍ତି। ତେବେ ଅନେକ ଲୋକ ଏହି ଭିଡିଓକୁ ମଜାଳିଆ ବୋଲି କହି ନାହାନ୍ତି। ଅନେକ ୟୁଜର ଲେଖିଛନ୍ତି, ଝିଅଟି ବହୁତ ଆଘାତ ପାଇଛି। ଏହି ସମୟରେ, ଜଣେ ୟୁଜର ଲେଖିଛନ୍ତି, ପାର୍ଟି ଶ୍ରେଣୀଗୃହରୁ ଆରମ୍ଭ ହୋଇଥିଲା କିନ୍ତୁ ଡାକ୍ତରଖାନାରେ ଶେଷ ହେଲା। ଆଉ ଜଣେ ୟୁଜର ଲେଖିଛନ୍ତି, ଡ୍ୟାନ୍ସଟି ମନେ ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ସବୁଠୁ ଦାମୀ ତରଳ ପଦାର୍ଥ

ଜାଣିଛନ୍ତି କି ବିଶ୍ୱର ସବୁଠୁ ଦାମୀ ତରଳ ପଦାର୍ଥ କ’ଣ? ତାହା ହେଉଛି କଙ୍କଡ଼ା ବିଛାର ବିଷ। ଏହା ନିଶ୍ଚିତ ଭୟଙ୍କର। କିନ୍ତୁ ଏହା ବିଶ୍ୱର...

ବାତ୍ୟା ବୃତ୍ତାନ୍ତ: କେମିତି ଆସେ ବାତ୍ୟା, ନାମକରଣ, ପରର ପରିବେଶ…

ବାତ୍ୟା ଆସେ, ଚାଲିଯାଏ। ହେଲେ ବାତ୍ୟାକୁ ସାମ୍ନା କରିଥିବା ମଣିଷର ବିପର୍ଯ୍ୟୟର ସୀମା ନ ଥାଏ। ତେବେ ଯଦି ବାତ୍ୟାର ପୂର୍ବାନୁମାନ ହେଇପାରେ, ଅନେକ କ୍ଷୟକ୍ଷତିକୁ...

କରୋନା ବଦଳାଇଦେଲା ଏହି ଯୁବକଙ୍କ ଜୀବନ, ଥିଲେ ପାଇଲଟ୍‌ ଏବେ କରୁଛନ୍ତି…

କରୋନା ମହାମାରୀ କିଛି ଲୋକଙ୍କ ଜୀବନ ଜୀବିକାକୁ ଖୁବ୍‌ ପ୍ରଭାବିତ କରିଛି। କିଛି ମାସ ଧରି ଲକ୍‌ଡାଉନ୍‌ ଜାରି ରହିଥିବାରୁ ଏୟାର ଇଣ୍ଡିଆର ବହୁ କ୍ଷତି...

ଆଇଆଇଟି ବୈଜ୍ଞାନିକମାନେ ବିକାଶ କଲେ ନୂଆ ଘୋଡ଼ାନାଲ

ଆଇଆଇଟି କାନପୁରର ଗବେଷକମାନେ ଘୋଡ଼ାନାଲ ନିର୍ମାଣ କରିବାର ଏକ ନୂଆଜ୍ଞାନ କୌଶଳ ବିକାଶ କରିଛନ୍ତି। ଏହିି ଜ୍ଞାନ କୌଶଳ ସମ୍ପର୍କରେ ଆଇଆଇଟି କାନପୁରର ପ୍ରାଧ୍ୟାପକ ଏନଏସ୍‌...

ପାଣିରେ ମିଶିବା ପରେ ବହୁଗୁଣା ହୋଇଯିବେ ବ୍ୟାକ୍ଟେରିଆ

ଲଣ୍ଡନ: ବିଶ୍ୱବାସୀଙ୍କ ପାଇଁ ଜଳବାୟୁ ପରିବର୍ତ୍ତନ ଏକ ବଡ଼ ଆହ୍ବାନ ପାଲଟିଛି। ଏହା ପ୍ରଭାବରେ ବୈଶ୍ୱିକ ତାପମାତ୍ରା ମଧ୍ୟ କ୍ରମାଗତ ଭାବେ ବଢ଼ିବାରେ ଲାଗିଛି। ଫଳରେ...

କରୋନା ଯୋଦ୍ଧାଙ୍କ ସମ୍ମାନରେ ଆମ୍ବର ନାମ ରଖିଲେ ଡାକ୍ତର, ପୋଲିସ

ଲକ୍ଷ୍ନୌ,୧୫।୩: ଦେଶବ୍ୟାପି କରୋନା ବିରୋଧରେ ଯୁଦ୍ଧ ଜାରି ରହିଛି। ଏହି କ୍ରମରେ ଡାକ୍ତର, ପୋଲିସକର୍ମୀ, ସଫେଇ କର୍ମଚାରୀ କିମ୍ବା ସାମ୍ବାଦିକ ସମସ୍ତେ ନିଜ ପକ୍ଷରୁ ସେବା...

ମଦ ନିଶାରେ ସ୍ବାମୀଙ୍କ ଉପରେ ବସିଗଲେ କୁଇଣ୍ଟାଲ ଓଜନର ସ୍ତ୍ରୀ, ଆଉ ତା’ ପରେ…

ରୁଷିଆରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଯେଉଁଠି ୧ କୁଇଣ୍ଟାଲରୁ ଅଧିକ ଓଜନର ଜଣେ ମହିଳା ମଦ ନିଶାରେ ତାଙ୍କ ସ୍ବାମୀଙ୍କ ଉପରେ...

ଏମିତି ବିଶ୍ୱାସ: ଗଛରେ ପଘା ବାନ୍ଧନ୍ତି ମାନସିକଧାରୀ

କୌଣସି ବ୍ୟକ୍ତିଙ୍କ ଗୋରୁ ହଜିଯାଇଛି, ତେବେ ମା’ଙ୍କୁ ପୂଜାକରି ଏହି ଗଛରେ ଏକ ପଘାବାନ୍ଧିଲେ କୁଆଡ଼େ ହଜିଯାଇଥିବା ଗୋରୁ ଘରକୁ ଫେରୁଥିବାର ବିଶ୍ୱାସ କରନ୍ତି ଗାଁର...

Advertisement
Archives

Model This Week