ଫୁରସତ

୨୨୪୧ କୋଟି ଖର୍ଚ୍ଚ କରି ବଙ୍କର ତିଆରି କରୁଛନ୍ତି ଜୁକରବର୍ଗ, ମାଟି ତଳେ ହେବ ମହଲ, ବୋମା-ଭୂକମ୍ପକୁ ନାହିଁ ଡର

ଓ୍ବାଶିଂଟନ: ଫେସବୁକ ଏବଂ ହ୍ବାଟସ ଆପ ଭଳି ସୋସିଆଲ ମିଡିଆ ପ୍ଲାଟଫର୍ମର ପ୍ୟାରେଣ୍ଟ କମ୍ପାନୀ ମେଟା ପ୍ଲାଟଫର୍ମ ଆଇଏନସିର ସିଇଓ ମାର୍କ ଜୁକରବର୍ଗ ଅଣ୍ଡରଗ୍ରାଉଣ୍ଡରେ ଏକ ପ୍ରାସାଦ ନିର୍ମାଣ କରିବାକୁ ଯାଉଛନ୍ତି। ଏଥିପାଇଁ ସେ ଜମି କିଣିଛନ୍ତି ଏବଂ ଏକ...

Snake Video: ଅହିରାଜକୁ ପାଇପ୍‌ ଯୋଗେ ଗାଧୋଉଥିଲେ ବ୍ୟକ୍ତି, ଫଣାଟେକି ଗର୍ଜନ କଲା ଜନ୍ତୁ; ଭିଡିଓ ଦେଖିଲେ…

ସାପ ବିଷଧର ହୋଇଥିବା ଯୋଗୁ ତା ସହ ଲାଗିବାକୁ ଅନେକ ଡରିଥାନ୍ତି। ହେଲେ ଜଣେ ବ୍ୟକ୍ତି ସାପକୁ ଗାଧୋଇବାକୁ ନେଇ ଚର୍ଚ୍ଚାରେ ଅଛନ୍ତି। ସୋସିଆଲ ମିଡିଆରେ ତାଙ୍କ ଭିଡିଓ ଭାଇରାଲ ହେଉଛି। ଏଥିରେ ଲୋକେ ଭଳିକି ଭଳି ପ୍ରତିକ୍ରିୟା ଦେଉଛନ୍ତି।...

ଭଜା ମାଛକୁ ମୋବାଇଲ୍‌ ଭାବି କାନରେ ଲଗାଇଦେଲେ ଶିଶୁ: ଆନନ୍ଦ ମହିନ୍ଦ୍ରା କହିଲେ…

ମହିନ୍ଦ୍ରା ଗ୍ରୁପ ଚେୟାରମ୍ୟାନ ଆନନ୍ଦ ମହିନ୍ଦ୍ରା ବେଳେବେଳେ ସୋସିଆଲ ମିଡିଆରେ ମଜାଳିଆ ଭିଡିଓ ଶେୟାର କରନ୍ତି। ନିକଟରେ ସେମିତି ଏକ ଭିଡିଓ ଶେୟାର କରିଥିଲେ। ଏହି ଭିଡିଓରେ ଏକ ଛୋଟ ପିଲାଙ୍କୁ ମାଛ ଭଜା ଖାଇବାକୁ ଦିଆଯାଇଛି। ପିଲାଜଣଙ୍କ ଏହାକୁ...

ପ୍ରଭୁ ଶ୍ରୀରାମଙ୍କ ପାଦ ତଳେ ଟଳିପଡ଼ିଲେ ‘ହନୁମାନ’! କେହି କିଛି ବୁଝିବା ପୂର୍ବରୁ…

ଭିବାନୀ,୨୩।୧: ହରିୟାଣାର ଭିବାନୀରେ ରାମଲୀଳା ଚାଲୁଥିବା ବେଳେ ହନୁମାନଙ୍କ ଭୂମିକାରେ ଅଭିନୟ କରୁଥିବା କଳାକାରଙ୍କ ମୃତ୍ୟୁ ଘଟିଛି। ସାଥୀ କଳାକାରମାନେ ଏହା ବୁଝିବା ପୂର୍ବରୁ ତାଙ୍କର ଜୀବନ ଚାଲିଯାଇଥିଲା। ଏହି ଘଟଣା ପରେ ପୋଲିସ ପହଞ୍ଚି ମୃତଦେହକୁ ପୋଷ୍ଟମର୍ଟମ ଲାଗି...

ମାଇନସ୍‌ ୧୪ ଡିଗ୍ରୀ ତାପମାତ୍ରାରେ ରାମଙ୍କ ଭଜନରେ ଝୁମିଲେ ମହିଳା

ଅଯୋଧ୍ୟାରେ ରାମମନ୍ଦିରର ପ୍ରାଣପ୍ରତିଷ୍ଠାକୁ ସମଗ୍ର ଦେଶରେ ଉତ୍ସବର ପରିବେଶ ରହିଛି। ସୋସିଆଲ ମିଡିଆରେ ମଧ୍ୟ ରାମଙ୍କ ନାମ ପ୍ରତିଧ୍ୱନିତ ହେଉଛି। ଏହି ସମୟରେ ରାମଙ୍କ ନାମରେ ଅନେକ ଭଜନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। କେବଳ ଭାରତରେ ନୁହେଁ,...

ଝିଟିପିଟି-ଅଜଗର ମଧ୍ୟରେ ହେଲା ଲଢେଇ: ଲୋମଟାଙ୍କୁରା ଭିଡିଓ ଦେଖନ୍ତୁ କିଏ ଜିତିଲା

ସାଧାରଣତଃ ଝିଟିପିଟି ଘରର କାନ୍ଥରେ ବୁଲୁଥିବାର ଦେଖାଯାଏ। ଯଦିଓ ସେଗୁଡ଼ିକ ଆକାରରେ ବହୁତ ଛୋଟ, କିନ୍ତୁ ପୃଥିବୀରେ କିଛି ଝିଟିପିଟି ଅଛନ୍ତି ଯାହାର ଆକାର କୁମ୍ଭୀର ପରି ବଡ଼। ସେଗୁଡିକ ମନିଟର ଝିଟିପିଟି ଭାବରେ ଜଣାଶୁଣା। ସେମାନଙ୍କର ଆକାର ଅନୁଯାୟୀ...

ପୁଅ ଜିଦ୍‌ କଲେ ଏମିତି ଖେଳନା, କ୍ରେନ୍‌ ସାହାଯ୍ୟରେ ଘରକୁ ଆଣିଲେ ବାପା

ଖେଳନା ପିଲାମାନଙ୍କ ପ୍ରିୟ ଜିନିଷ ମଧ୍ୟରୁ ଅନ୍ୟତମ। ଏମିତି କୌଣସି ପିଲା ନାହାଁନ୍ତି ଯିଏ ଖେଳନା ପାଇଁ ଜିଦ୍‌ କରନ୍ତି ନାହିଁ। ପ୍ରାୟତଃ କାଛି ମା’ବାପା ପିଲାଙ୍କ ଜିଦ୍‌ ପୂରଣ କରିଥାନ୍ତି। କିନ୍ତୁ ଆଜିକାଲି ଜଣେ ବାପା ଚର୍ଚ୍ଚାରେ ଅଛନ୍ତି।...

‘ଦି ୱେଡେଡ୍‌ ରକ୍‌ସ’

ଟୋକିଓ: ଦି ୱେଡେଡ୍‌ ରକ୍‌ସ ତଥା ମେଓଟୋ ଇୱା ନାମକ ଜାପାନର ଦୁଇଟି ପବିତ୍ର ଚଟାଣ ରହିଛି, ଯାହାକୁ ‘ସ୍ତ୍ରୀ ଏବଂ ସ୍ବାମୀ’ କିମ୍ବା ବିବାହିତ ଚଟାଣ ମଧ୍ୟ କୁହାଯାଏ। ଏହି ଚଟାଣକୁ ମହିଳା ଏବଂ ପୁରୁଷଙ୍କ ମଧ୍ୟରେ ମିଳନ, ଭଲ...

ସ୍ବାଧୀନତାର ବହ୍ନି ପ୍ରଜ୍ୱଳିତ କରିଥିଲେ ସୁରେନ୍ଦ୍ର ସାଏ

ସ୍ବାଧୀନତା ସଂଗ୍ରାମରେ ବୀର ସୁରେନ୍ଦ୍ର ସାଏ ଜଣେ ଅଗ୍ରଣୀ ବ୍ୟକ୍ତିତ୍ୱ ଥିଲେ। ତାଙ୍କ ମୋଟ ଜୀବନକାଳ ୭୫ ବର୍ଷ ମଧ୍ୟରୁ ୩୬ ବର୍ଷ ସେ କାରାଗାରରେ ବିତାଇଥିଲେ। ୧୮୫୭ ସିପାହି ବିଦ୍ରୋହର ୩୦ବର୍ଷ ପୂର୍ବରୁ ରାଜଗାଦିର ଉତ୍ତରାଧିକାରିତ୍ୱ ନେଇ ବ୍ରିଟିଶ...

ମତେ ରକ୍ତ ଦିଅ, ମୁଁ ତୁମକୁ ସ୍ବାଧୀନତା ଦେବି

ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଆନୁଷ୍ଠାନିକ ଭାବରେ ପରାକ୍ରମ ଦିବସ ଭାବରେ ଜଣାଶୁଣା। ବିଶିଷ୍ଟ ଭାରତୀୟ ସ୍ବାଧୀନତା ସଂଗ୍ରାମୀ ନେତାଜୀଙ୍କ ଜନ୍ମଦିନ ପାଳନ ପାଇଁ ଭାରତରେ ପାଳିତ ହେଉଥିବା ଏହା ଏକ ଜାତୀୟ କାର୍ଯ୍ୟକ୍ରମ। ଏହା ପ୍ରତିବର୍ଷ ୨୩...

ସୋସିଆଲ ମିଡିଆରେ ଭାଇରାଲ ହେଉଛି ରାମଲାଲାଙ୍କ ସୁନ୍ଦର ଆଖିର ଫଟୋ, ଦେଶବାସୀ ଦେଖି ବିଭୋର

ଦେଶବାସୀଙ୍କ ୫୦୦ ବର୍ଷ ଅପେକ୍ଷାର ଅନ୍ତ ଘଟିଛି। ଅଯୋଧ୍ୟାସ୍ଥିତ ରାମମନ୍ଦିରରେ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରୀ ରାମ ଜନ୍ମଭୂମି ଗର୍ଭଗୃହରେ ରାମଲାଲାଙ୍କ ପ୍ରତିମୂର୍ତ୍ତିକୁ ସ୍ଥାପନ କରିଛନ୍ତି। ଏହି ବିଶେଷ ଅବସରରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ,...

ଭାରତରେ ପ୍ରତିବର୍ଷ ଏକ କୋଟିରୁ ଅଧିକ ଲୋକ କରୁଛନ୍ତି ବିବାହ: ଖର୍ଚ୍ଚ ହେଉଛି ୧୧ ଲକ୍ଷ କୋଟିରୁ ବେଶୀ…

ନୂଆଦିଲ୍ଲୀ,୨୨।୧: ପରିସଂଖ୍ୟାନ ଦର୍ଶାଉଛି ପ୍ରତିବର୍ଷ ଭାରତରେ କୋଟିଏରୁ ଅଧିକ ଲୋକ ବିବାହ କରନ୍ତି, ଯାହା ଦେଶର ସାଂସ୍କୃତିକ ବିବିଧତା ଏବଂ ରୀତିନୀତିର ରଙ୍ଗୀନ ଚିତ୍ର ଉପସ୍ଥାପନ କରିଥାଏ। ପ୍ରତ୍ୟେକ ଜାତି, ଧର୍ମ ଏବଂ ଅଞ୍ଚଳର କାହାଣୀ ଅଲଗା ଅଲଗା ହୋଇଥାଏ।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri