ଫୁରସତ

ହୃଦୟ ଜିତିଲେ ରାସ୍ତା କଡ଼ରେ ବସି ପିଜ୍ଜା ଖାଉଥିବା ଗରିବ ବ୍ୟକ୍ତି

ଦୁନିଆରେ ଏମିତି ଅନେକ ବ୍ୟକ୍ତି ଅଛନ୍ତି, ଯେଉଁମାନଙ୍କ ପାଖରେ ଟଙ୍କା, ପୋଷାକ କିମ୍ବା ଘର ନ ଥାଏ ସତ, କିନ୍ତୁ ବଡ଼ ହୃଦୟ ଥାଏ। ଆଜିର ସମୟରେ ଆମେ ସବୁକିଛିର ଉଦାହରଣ ସୋସିଆଲ ମିଡିଆ ମାଧ୍ୟମରେ ଦେଖିବାକୁ ପାଇଥାଉ। ନିକଟରେ...

ମଣିଷ ପରି ଛୁଆ ଜନ୍ମ ଦେଲା ଛେଳି: ଦେଖିବାକୁ ଲୋକଙ୍କ ଭିଡ

ଗୁଆହାଟୀ,୨୮।୧୨:ଏକ ପଶୁ ମଣିଷ ଛୁଆ ଜନ୍ମ ଦେବା ନିହାତି ଏକ ଆଶ୍ଚର୍ଯ୍ୟଜନକ ଖବର। ଆସାମ ରାଜ୍ୟର କଚାର ଜିଲାରେ ମଣିଷ ପରି ଏକ ସନ୍ତାନ ଜନ୍ମ ଦେଇଛି ଛେଳି। ଏହି ଛୁଆକୁ ଦେଖିବା ପାଇଁ ସ୍ଥାନୀୟ ଅଞ୍ଚଳରେ ଭିଡ ଜମିଛି।...

ଅନ୍‌ଲାଇନ୍‌ରେ ଅର୍ଡର କରିଥିଲେ ଲକ୍ଷେ ଟଙ୍କିଆ ଆଇଫୋନ୍‌: ପାର୍ସଲ ଖୋଲିବା ପରେ ଉଡିଗଲା ହୋଶ୍‌

ଆଜିକାଲି ଅନ୍‌ଲାଇନ୍‌ ଯୁଗ। ମୋବାଇଲ୍‌ରେ ଅର୍ଡର ଦେଲେ ଖାଦ୍ୟଠାରୁ ଆରମ୍ଭ କରି ଦୈନନ୍ଦିନ ଜୀବନର ଆବଶ୍ୟକ ଜିନିଷ ଆସି ଘରେ ପହଞ୍ଚି ଯାଉଛି। କିନ୍ତୁ ବେଳେବେଳେ ଅନଲାଇନ୍‌ରେ ଲୋକେ ଠକାମିର ଶିକାର ହୋଇଥାନ୍ତି। ନିକଟରେ ଜଣେ ଯୁବକ ଅନଲାଇନ୍‌ରେ ଆପଲ...

ମଣିଷ ଖାଇବ ମଣିଷ ମାଂସ ! ବୈଜ୍ଞାନିକଙ୍କ ଚେତାବନୀ…

ଲଣ୍ଡନ, ୨୮।୧୨: ମହାକାଶ ବିଷୟରେ ମନୁଷ୍ୟର ସ୍ବପ୍ନ ଅଲଗା ଏବଂ ସେଠାରେ ଥିବା ରହସ୍ୟ ଜାଣିବା ପାଇଁ ସର୍ବଦା ପ୍ରୟାସ ଜାରି ରହିଛି। ଦୁନିଆର ବହୁ ଏଜେନ୍ସି ମଧ୍ୟ ସ୍ପେସ ଭ୍ରମଣ ଠାରୁ ଆରମ୍ଭ କରି ସେଠାରେ ବସତି ସ୍ଥାପନ...

ରହସ୍ୟମୟ ମନ୍ଦିର, ସନ୍ଧ୍ୟା ହେବା ମାତ୍ରେ ଆପଣାଛାଏଁ ପଡ଼େ କବାଟ

ଭାରତକୁ ସାଧୁ ସନ୍ଥଙ୍କ ଦେଶ ବୋଲି କୁହାଯାଏ। ଏହା ସହିତ ଆମ ଦେଶରେ ଅନେକ ରହସ୍ୟମୟ ସ୍ଥାନ ଅଛି, ଯାହା ଉପରୁ ଆଜି ପର୍ଯ୍ୟନ୍ତ ପରଦା ଉଠାଇବାରେ କେହି ସକ୍ଷମ ହୋଇନାହାନ୍ତି। ଆଜି ସେମିତି ଏକ ରହସ୍ୟମୟ ସ୍ଥାନ ବିଷୟରେ...

ଶୁଟିଂ ବେଳେ ଗାୟିକାଙ୍କୁ କାମୁଡିଲା ସାପ: ଦେଖନ୍ତୁ ଭୟଙ୍କର ଭିଡିଓ

ବଲିଉଡ ଅଭିନେତା ସଲମାନ ଖାନ୍‌ଙ୍କ ପରେ ଏବେ ହଲିଉଡ ସିଙ୍ଗର ମେଟା ମଧ୍ୟ ସର୍ପାଘାତର ଶିକାର ହୋଇଛନ୍ତି। ନିକଟରେ ସେ ଏକ ଭିଡିଓ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଭିଡିଓରେ ତାଙ୍କୁ ସାପ କାମୁଡୁଥିବାର ଦେଖାଯାଇଛି। ଏହାର ଭିଡିଓ ଭାଇରାଲ...

ନିଜେ ବେସାହାରା, ହେଲେ କୁକୁର ପାଇଁ ତୋଳିଲେ ବିଳାସପୂର୍ଣ୍ଣ ଘର

ଅଧିକାଂଶ ସମୟରେ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହୋଇଥାଏ। ଏଥିମଧ୍ୟରୁ କିଛି ଫଟୋ ଏବଂ ଭିଡିଓ ବେଶ୍‌ ଶିକ୍ଷଣୀୟ ହୋଇଥାଏ। ଏବେ ସେମିତି ଏକ ଭିଡିଓ ଭାଇରାଲ ହେଉଛି। ଯାହାକୁ ଦେଖିଲେ ଆପଣ ବି ପ୍ରଶଂସା କରିବେ। ଆମକୁ...

କଳା ମୁଗୁନିପଥର ଆଣିବା ଦାୟିତ୍ୱରେ ଥିଲେ ଖେମୁଣ୍ଡି ରାଜା

ପୁରୁଷୋତ୍ତମ କ୍ଷେତ୍ର ପୁରୀରୁ କୋଣାଦିତ୍ୟ (କୋଣାର୍କ) କ୍ଷେତ୍ରକୁ ଯିବାଆସିବା କରିବା ଶ୍ରୀପଦ୍ମକେଶର ମନ୍ଦିର ନିର୍ମାଣ ସମୟରେ ଆଜିପରି ସହଜ ନ ଥିଲା। ପୂର୍ବରୁ ଆମେ ଜାଣିଛେ କେଉଁଠି ବାଲିପନ୍ତରା, କେଉଁଠି ଅଗନାଅଗନି ବନସ୍ତ, ନଈନାଳ ପୁଣି ତା’ ଭିତରେ ଜନ୍ତୁଜୁନ୍ତା...

ପ୍ରେମିକାଙ୍କ ସହ ପ୍ରେମିକଙ୍କୁ ଏକାଠି ଦେଖିଲେ ମିଳିଥାଏ ଏପରି ଦଣ୍ଡ

ଦୁନିଆର ପ୍ରତ୍ୟେକ ଦେଶରେ ଅନେକ ଅଜବ ନିୟମ ଅଛି, ଯାହା ଲୋକଙ୍କୁ ଆଶ୍ଚର୍ଯ୍ୟ କରେ। ପଡ଼ୋଶୀ ଦେଶ ପାକିସ୍ତାନରେ ମଧ୍ୟ କିଛି ଅଜବ ନିୟମ ରହିଛି। ଏହି ନିୟମକୁ ନେଇ ପାକିସ୍ତାନ ଚର୍ଚ୍ଚାରେ ରହିଥାଏ। ଏପରି ଅଦ୍ଭୁତ ନିୟମ ପାଇଁ...

ହାତୀ ବି ଡରିଯାଉଛି ପକ୍ଷୀକୁ, ବଞ୍ଚିବା ଲାଗି କରୁଛି ଏପରି…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ...

ନୂଆବର୍ଷର ଭିନ୍ନ ଏକ ପରମ୍ପରା

ଦକ୍ଷିଣ ଆମେରିକାର ଇକ୍ୱେଡରରେ କାହିଁ କେଉଁକାଳରୁ ନବବର୍ଷକୁ ନେଇ ଚାଲିଆସିଛି ଭିନ୍ନ ଏକ ପରମ୍ପରା। ଏଠାରେ ନବବର୍ଷ ପୂର୍ବ ରାତିରେ ଲୋକେ ଏକ ପାଳଭୂତକୁ ଜାଳିଥାନ୍ତି। ଭାବୁଥିବେ ପାଳଭୂତକୁ ବା କାହିଁକି ନୂଆବର୍ଷ ସ୍ବାଗତ ଅବସରରେ ଜଳାଯାଏ। ତେବେ କହି...

ପ୍ରଶ୍ନ ଏକ, ଉତ୍ତର ଅଲଗା – ତାହା ହିଁ ଜୀବନ

କିଏ କେତେ କାଳ ବଞ୍ଚିବ ମରିବ ସେ ତ ନୁହେଁ ବଡ଼ କଥା l ଧର୍ମ କର୍ମ ଯଦି କିଛି କଲ ନାହିଁ ତେବେ ବଞ୍ଚିବାଟା ବୃଥା – ଜଣେ ବୟସ୍କ ପିତୃ ପ୍ରତିମ ପାଲାକାର ସେଦିନ ସନ୍ନ୍ୟାସୀକୁ କହୁଥିଲେ...

Advertisement
Archives

Model This Week

Why Dharitri