ଫୁରସତ

ବିଲେଇ ପାଇଁ ଜାପାନରେ ହାଇ ଆଲର୍ଟ, ଜାଣନ୍ତୁ ପୂରା ମାମଲା…

ଟୋକିଓ,୧୪ା୩: ସାଧାରଣ ଏକ ବିଲେଇ ପାଇଁ ଜାପାନ ପରି ସହରରେ ସତର୍କ ଘଣ୍ଟି ବାଜିବା ନିଶ୍ଚିତ ଆଶ୍ଚର୍ଯ୍ୟଜନକ ଘଟଣା। ହିରୋସିମା ପ୍ରିଫେକ୍ଟରର ଫୁକୁୟାମା କର୍ତ୍ତୃପକ୍ଷ କହିଛନ୍ତି, ଏକ ବିଲେଇ ପାଇଁ ସେମାନେ ସହରରେ ପାଟ୍ରୋଲିଂ ବଢ଼ାଇ ଦେଇଛନ୍ତି। ରବିବାର ଏକ...

ଚଳନ୍ତା ଟ୍ରେନ୍‌ରେ ବିବାହ କଲେ ପ୍ରେମୀଯୁଗଳ, ସାଥୀରେ ବି ଥିଲେ ବରଯାତ୍ରୀ, କାରଣ ଜାଣିଲେ…

ଦୁନିଆରେ ବିଭିନ୍ନ ପ୍ରକାରର ଲୋକ ଅଛନ୍ତି ଏବଂ ସେମାନଙ୍କର ନିଜସ୍ବ ଚିନ୍ତାଧାରା ମଧ୍ୟ ସ୍ବତନ୍ତ୍ର। କିଛି ଲୋକ ବିବାହକୁ ସ୍ମରଣୀୟ କରିବା ପାଇଁ କେତେ କ’ଣ ବ୍ୟବସ୍ଥା କରିଥାନ୍ତି। ଏହି କାରଣରୁ କପଲ ସେମାନଙ୍କ ବଜେଟ୍‌ ଏବଂ ପସନ୍ଦ ଅନୁଯାୟୀ...

ଯୁବତୀଙ୍କୁ ସ୍କୁଟି ଚଳାଉଥିବା ଦେଖି ହାତୀ ବି ଡରିଗଲା, ବାଟେ ବାଟେ ଜଙ୍ଗଲକୁ ଧାଇଁଲା…

ପୃଥିବୀପୃଷ୍ଠର ବିଶାଳକାୟ ପଶୁଙ୍କ ମଧ୍ୟରୁ ହାତୀ ଅନ୍ୟତମ। ଜଙ୍ଗଲର ରାଜା ସିଂହ ବି ଏହାର ସାମ୍ନାକୁ ଆସିବାକୁ ସାହସ କରନ୍ତି ନାହିଁ। ହେଲେ ଯଦି କେବେ ହାତୀ ସ୍କୁଟିରେ ଯାଉଥିବା ଯୁବତୀକୁ ଦେଖି ଡରିଯାଏ, ଆପଣ ବିଶ୍ୱାସ କରିବେ ତ।...

ଧୂମପାନ ତ୍ୟାଗ ସମ୍ଭବ

ପ୍ରତିବର୍ଷ ମାର୍ଚ୍ଚ ୧୩ ତାରିଖକୁ ‘ଜାତୀୟ ଧୂମପାନ ବର୍ଜନ ଦିବସ’ ଭାବରେ ପାଳନ କରାଯାଇଥାଏ। ଏକ ସଦ୍ୟତମ ଆକଳନରୁ ଜଣାପଡିଛି ଯେ, ପ୍ରତିବର୍ଷ ସମଗ୍ର ବିଶ୍ୱରେ ପ୍ରାୟ ୬୦ ଲକ୍ଷ ଲୋକ ଧୂମପାନଜନିତ ରୋଗ ଯୋଗୁ ମୃତ୍ୟୁବରଣ କରିଥାଆନ୍ତି। ସେମାନଙ୍କ...

ଗ୍ୟାଙ୍ଗଷ୍ଟର Weds ଲେଡି ଡନ, ତାଜୁବ କଲା ଏହି ଯୋଡି

ନୂଆଦିଲ୍ଲୀ, ୧୨।୩: ଗ୍ୟାଙ୍ଗଷ୍ଟରଙ୍କ ସହ ଲେଡି ଡନଙ୍କ ବିବାହ। ବହୁଚର୍ଚ୍ଚିତ ଗ୍ୟାଙ୍ଗଷ୍ଟର କାଲା ଜାଠେଡ଼ି ଓରଫ ସନ୍ଦୀପ ନିଜ ଦୀର୍ଘଦିନର ବାନ୍ଧବୀ ଅନୁରାଧା ଚୌଧୁରୀଙ୍କୁ ମଙ୍ଗଳବାର ଦିଲ୍ଲୀର ଦ୍ୱାରକା ସେକ୍ଟର-୩ ନିକଟସ୍ଥ ସନ୍ତୋଷ ଗାର୍ଡେନଠାରେ ବିବାହ କରିଛନ୍ତି। ଏହି ବିବାହ...

Video: ଚଳନ୍ତା ବାଇକ୍‌ରେ ଖୁଲମ୍‌ଖୁଲ୍ଲା ରୋମାନ୍ସ କରୁଥିଲେ ପ୍ରେମୀଯୁଗଳ, ବସ୍‌ ଡ୍ରାଇଭର କରିଦେଲେ ଏଭଳି କାରନାମା

ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଆଜିକାଲି ଲୋକେ କିଛି ବି କରିବାକୁ ପ୍ରସ୍ତୁତ ହୋଇଯାଉଛନ୍ତି। ଯେପରି ତାଙ୍କର ମାନ ସମ୍ମାନ ଚାଲିଗଲେ ବି କିଛି ପରବାଏ ନାହିଁ। ପୂର୍ବରୁ ଆପଣ ଅନେକ ଭିଡିଓ ଦେଖିଥିବେ ଯେଉଁଥିରେ ପ୍ରେମୀଯୁଗଳ ଚଳନ୍ତା ବାଇକ୍‌ରେ...

ଗୁଗଲ, ଫେସବୁକ, ଇନଷ୍ଟାଗ୍ରାମ ନା ୟୁଟ୍ୟୁବ…ଜାଣନ୍ତୁ କେଉଁ ଆପ୍‌କୁ ସବୁଠୁ ବେଶୀ ବ୍ୟବହାର କରିଥାନ୍ତି ଲୋକ

ନୂଆଦିଲ୍ଲୀ,୧୨।୩: ସମସ୍ତେ ନିଜ ଫୋନରେ ଗୁଗଲ, ଫେସବୁକ, ଇନଷ୍ଟାଗ୍ରାମ, ୟୁଟ୍ୟୁବ ପରି ୱେବସାଇଟ ବ୍ୟବହାର କରନ୍ତି। ଯଦି ତୁମେ ତୁମର ସ୍କ୍ରିନ ଟାଇମକୁ ଦେଖିବ, ତେବେ ଆପଣ ବୁଝାପଡ଼ିଯିବ ଯେ ଆପଣ ଇଣ୍ଟରନେଟରେ ଏହି ସମସ୍ତ ୱେବସାଇଟରେ ଅଧିକ ସମୟ...

ପରୀକ୍ଷାଖାତାରେ ଅଜବ ଉତ୍ତର

ଜମୁଇ (ବିହାର): ଦେଶର ବିଭିନ୍ନ ରାଜ୍ୟରେ ଏବେ ଦଶମ ଏବଂ ଦ୍ୱାଦଶ ପରୀକ୍ଷା ଚାଲିଥିବାବେଳେ ବିଭିନ୍ନ ରାଜ୍ୟସ୍ତରୀୟ ବୋର୍ଡ ପକ୍ଷରୁ ଏହି ଗୁରୁତ୍ୱପୂର୍ଣ୍ଣ ପରୀକ୍ଷାଗୁଡ଼ିକୁ ପରିଚାଳନା କରାଯାଉଛି। ପରୀକ୍ଷା ପୂର୍ବରୁ, କିଛି ଛାତ୍ର ଦିନରାତି କଠିନ ପରିଶ୍ରମ କରୁଥିବା ବେଳେ ଅନ୍ୟ...

ଭାରତର ସାନ ଭାଇ

ମରିସସକୁ ଭାରତର ସାନ ଭାଇ ଦେଶ କୁହାଯାଏ। ସମୁଦ୍ର ଦ୍ୱୀପରେ ଅବସ୍ଥିତ ଏହି ଦେଶରେ ଏକ ମିନି ଇଣ୍ଡିଆ ଦେଖିବାକୁ ମିଳେ। ମରିସସରେ ବାସ କରୁଥିବା ଅଧିକାଂଶ ଲୋକଙ୍କ ପୂର୍ବଜ ଭାରତୀୟ ଥିଲେ। ବ୍ରିଟିଶମାନେ ସୁନା ଖଣିରେ କାମ କରିବାର...

ବର୍ଷ ବର୍ଷ ଧରି ଚପଲ ପିନ୍ଧୁ ନ ଥିଲେ ଏହି ବ୍ୟକ୍ତି; ମଇଳା ପାଦ ତାଙ୍କୁ କରିଦେଲା ମାଲାମାଲ

ଖାଲି ପାଦରେ ଚାଲିବାର ଅନେକ ଲାଭ ଅଛି, କିନ୍ତୁ ଜଣେ ବ୍ୟକ୍ତି ଖାଲି ପାଦରେ ଚାଲିବା ଦ୍ୱାରା ଟଙ୍କା ରୋଜଗାର କରିପାରିବ କି? ଏହା ପ୍ରଶ୍ନର ଉତ୍ତର ଅବଶ୍ୟ ନା ଆସିବ, କିନ୍ତୁ ଏହାକୁ ହଁ କରି ଦେଖାଇଛନ୍ତି ଜର୍ଜ...

୮,୬୦୦ ବର୍ଷ ତଳର ବିଶ୍ୱର ସବୁଠାରୁ ପୁରୁଣା ବ୍ରେଡ, ଆଜିବି ଗୋଲ ଆଉ ସ୍ପଞ୍ଜି

ନୂଆଦିଲ୍ଲୀ: ପ୍ରତ୍ନତତ୍ତ୍ୱବିତମାନେ ବିଶ୍ୱର ସର୍ବ ପୁରାତନ ରୁଟି ବା ବ୍ରେଡ ଆବିଷ୍କାର କରିଛନ୍ତି। ଏହି ରୁଟି ୮,୬୦୦ବର୍ଷ ପୁରୁଣା, ଦକ୍ଷିଣ ତୁର୍କୀର କୋନିଆ ପ୍ରଦେଶର ଏକ ପ୍ରତ୍ନତାତ୍ତ୍ୱିକ ସ୍ଥାନ କାଟାଲହୋଇକ୍ରରେ ମିଳିଥିଲା। ଏହି ଆବିଷ୍କାର ଖ୍ରୀଷ୍ଟପୂର୍ବ ୬୬୦୦ ମସିହାରୁ ଆରମ୍ଭ...

ଜମାଟୋରେ ଖାଇବା ଅର୍ଡର କରି ଏମିତି ରିକ୍ୱେଷ୍ଟ କଲେ ବ୍ୟକ୍ତି, ଭାଇରାଲ ହେଉଛି ବିଲ୍‌

ନୂଆଦିଲ୍ଲୀ: ଯେତେବେଳେ ଆମେ ଜମାଟୋ କିମ୍ବା ସ୍ବିଗିରୁ ଅନଲାଇନ ଖାଇବା ଅର୍ଡର କରୁ, ଏଥିରେ ଏକ କ୍ଯଯମର ନୋଟସ୍‌ ଅପସନ୍‌ ଅଛି, ଯେଉଁଥିରେ ଆପଣ ଖାଦ୍ୟ କିମ୍ବା ବିତରଣ ବିଷୟରେ କୌଣସି ନିର୍ଦ୍ଦେଶ ଦେଇପାରିବେ । କେତେକ ଲୋକ ଖାଦ୍ୟରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri