ଫୁରସତ

ଜଣେ ଯୁବତୀଙ୍କୁ ବିବାହ କଲେ ଦୁଇ ଭାଇ, ବିବାହ ଦେଖି ସବୁ ଚକିତ; Video  ଦେଖିଲେ…

ହିମାଚଳ ପ୍ରଦେଶରୁ ଏକ ଅଜବ ବିବାହ ଖବରରେ ଅଛି। ଯାହାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି। ଏଠାରେ ହାତୀ ଜନଜାତିର ଦୁଇ ଭାଇ ଜଣେ ମହିଳାଙ୍କୁ ବିବାହ କରିଛନ୍ତି, ଯାହାକୁ ପୁରୁଣା ବହୁପତି ବିବାହ ତଥା ସ୍ଥାନୀୟ ଭାଷାରେ…

ଇମ୍ୟୁନିଟି ବଢ଼ାଉଥିବା ଡ୍ରିଙ୍କ୍ସ, ଯାହାକୁ ପିଇଲେ ….

ବର୍ଷାଦିନେ ରୋଗପ୍ରତିରୋଧକ ଶକ୍ତି କମିଯିବା କାରଣରୁ ଅନେକଙ୍କଠାରେ ଥଣ୍ଡା, କାଶ, ଛିଙ୍କ, ଜ୍ୱର ଆଦି ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଇଥାଏ। ଏଭଳି ପରିସ୍ଥିତିରୁ ରକ୍ଷା ପାଇବା ପାଇଁ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଏମିତି ଏକ ହେଲ୍‌ଦି ଡ୍ରିଙ୍କ୍ସ ବା ପାନୀୟ ସମ୍ପର୍କରେ କହିଛନ୍ତି; ଯାହାକୁ…

ଗୋଟିଏ ଯୁବତୀଙ୍କୁ ବିବାହ କଲେ ୨ ଭାଇ: ଏହି ଜିଲାର ପରମ୍ପରା ବିଷୟରେ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ମହାଭାରତ ଯୁଗରେ ଦ୍ରୌପଦୀ ପାଞ୍ଚ ଭାଇଙ୍କୁ ବିବାହ କରିଥିଲେ ଏବଂ ସେ ପାଞ୍ଚ ଭାଇଙ୍କ ସହିତ ସମୟ ବିତାଉଥିଲେ। କିନ୍ତୁ ଆଜିର ସମୟରେ, ଯଦି କେହି କହେ ଯେ ଏହା ଏବେ ବି ଘଟେ, ତେବେ ସମସ୍ତେ ଏଥିରେ ଆଶ୍ଚର୍ଯ୍ୟ ହୋଇପାରନ୍ତି।…

ଡ୍ରାଇଭର୍‌ଙ୍କ ଗୋଟିଏ କଥାରେ ଇମ୍ପ୍ରେସ୍‌ ହୋଇଗଲେ ମାଲିକାଣୀ, କଲେ ପ୍ରପୋଜ୍‌: ଆଉ ତା’ପରେ…

ଇସଲାମାବାଦ୍‌,୧୮।୭: ପଡ଼ୋଶୀ ଦେଶ ପାକିସ୍ତାନର ଏକ ଦମ୍ପତିଙ୍କ ଅନନ୍ୟ ପ୍ରେମ କାହାଣୀ ଆଜିକାଲି ସୋସିଆଲ ମିଡିଆରେ ଘୂରି ବୁଲୁଛି। ଏଠାରେ ଏକ ଧନୀ ପରିବାରର ଜଣେ ଝିଅ ତାଙ୍କ ଘରର ଜଣେ ଡ୍ରାଇଭରଙ୍କୁ ପ୍ରେମରେ ପଡ଼ିଗଲେ। କେବଳ ଏତିକି ନୁହେଁ, ସେ…

ଏହି ଦିନ ୬ ମିନିଟ୍‌ ପାଇଁ ପୂରା ଦୁନିଆ ହୋଇଯିବ ଅନ୍ଧାର! ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୧୭।୭: ୨ ଅଗଷ୍ଟ ୨୦୨୭ରେ ଏକ ଅତ୍ୟନ୍ତ ବିରଳ ସୂର୍ଯ୍ୟଗ୍ରହଣ ଦେଖାଯିବ। ଏଥିରେ, ମଧ୍ୟାହ୍ନରେ ଆକାଶ କଳା ଅନ୍ଧକାରରେ ଆଚ୍ଛାଦିତ ହେବ। ବିଶ୍ୱର ବିଭିନ୍ନ ମହାଦେଶରେ ବାସ କରୁଥିବା ଲକ୍ଷ ଲକ୍ଷ ଲୋକ ଏହାକୁ ସହଜରେ ଦେଖିପାରିବେ। ଏହି ସୂର୍ଯ୍ୟଗ୍ରହଣ ୬…

ଆଇନ ପ୍ରତି ଦାୟିତ୍ୱ ଓ ସମ୍ମାନକୁ ଗୁରୁତ୍ୱ

ପ୍ରତିବର୍ଷ ଜୁଲାଇ ୧୭ରେ ପାଳନ କରାଯାଇ ଆସୁଛି ଅନ୍ତର୍ଜାତୀୟ ନ୍ୟାୟ ଦିବସ। ଏହି ଦିବସ ୧୯୯୮ ଜୁଲାଇ ୧୭ରେ ରୋମ ଚୁକ୍ତିର ସ୍ମୃତିରେ ପାଳନ କରାଯାଏ, ଯାହା ଅନ୍ତର୍ଜାତୀୟ ଆପରାଧିକ ନ୍ୟାୟାଳୟ (ଆଇସିସି)ର ସ୍ଥାପନ ପାଇଁ ଆଧାର ହୋଇଥିଲା। ଅନ୍ତର୍ଜାତୀୟ ନ୍ୟାୟ…

୧୮ ଲକ୍ଷରେ ନିଲାମ ହେଲା ପାସ୍‌ପୋର୍ଟ ସାଇଜ୍‌ ଫଟୋ

ବୋଷ୍ଟନ୍‌: ଗତ ସପ୍ତାହରେ ଆମେରିକାର ବୋଷ୍ଟନ୍‌ରେ ଅନୁଷ୍ଠିତ ହୋଇଥିବା ଏକ ନିଲାମରେ ୨.୨୫…୨.୭୫ ଇଞ୍ଚ୍‌ର ଏକ ପାସ୍‌ପୋର୍ଟ ସାଇଜ୍‌ ଫଟୋ ୨୧,୬୫୫ ଡଲାର (ପ୍ରାୟ ୧୮ ଲକ୍ଷ ଟଙ୍କା)ରେ ନିଲାମ ହୋଇ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଥିଲା। ଆର୍‌ଆର୍‌ ଅକ୍ସନ୍‌ ନାମକ…

‘ସୁପର ଆର୍ଥ’ ଆବିଷ୍କୃତ: ପୃଥିବୀ ଅପେକ୍ଷା ୨ ଗୁଣା ଚଉଡ଼ା, ୪ ଗୁଣ ଓଜନିଆ

ଓ୍ବାଶିଂଟନ, ୧୭ା୭: ଆମେରିକୀୟ ମହାକାଶ ସଂସ୍ଥା (ନାସା) ପକ୍ଷରୁ ୧୫୪ ଆଲୋକବର୍ଷ ଦୂରରେ ଏକ ରହସ୍ୟମୟ ବିଶାଳ ଗ୍ରହ ‘ସୁପର ଆର୍ଥ’କୁ ଆବିଷ୍କାର କରାଯାଇଛି। ଏହି ଗ୍ରହଠାରୁ ବାରମ୍ବାର ରହସ୍ୟମୟ ସଙ୍କେତ ଆସୁଥିବା ନାସା କହିଛି। ଏହି ବିଶାଳ ଗ୍ରହର ନାମ…

ମହାକାଶରୁ ଫେରିବା ପରେ କାହିଁକି ଚାଲିପାରନ୍ତି ନାହିଁ ମହାକାଶଚାରୀ? କଥା କହିବାରେ ବି ହୋଇଥାଏ ଅସୁବିଧା

ନୂଆଦିଲ୍ଲୀ,୧୬।୭: ମହାକାଶରୁ ପୃଥିବୀକୁ ଫେରିବା ପରେ ମହାକାଶଚାରୀମାନଙ୍କୁ ସାହାଯ୍ୟ ସହିତ ମହାକାଶ ଯାନରୁ ବାହାର କରାଯାଉଥିବାର ଦୃଶ୍ୟ ଆପଣ ନିଶ୍ଚୟ ଦେଖିଥିବେ। ଏହା ସହିତ ସେମାନଙ୍କୁ ଚାଲିବା, ଠିଆ ହେବା ଏବଂ ଏପରିକି କଥାବାର୍ତ୍ତା କରିବାରେ ମଧ୍ୟ ଅସୁବିଧା ହେଉଥିବାର ଦେଖାଯାଏ।…

ବୃଦ୍ଧଙ୍କ ପେଟରୁ ବାହାରିଲା ବଲ: ଷ୍ଟୋନ୍‌ କି ଟ୍ୟୁମର ନୁହେଁ, ଏହି ବିରଳ ଜିନିଷ ବିଷୟରେ ଜାଣନ୍ତୁ

ଡେରାଡୁନ,୧୬।୭: ଉତ୍ତରାଖଣ୍ଡର ଡେରାଡୁନ ମେଡିକାଲ କଲେଜ ହସ୍ପିଟାଲରୁ ଏକ ଅତ୍ୟନ୍ତ ବିରଳ ଘଟଣା ସାମ୍ନାକୁ ଆସିଛି। ଏଠାରେ ଅପରେଶନ ସମୟରେ ୭୮ ବର୍ଷୀୟ ରାମରାଜଙ୍କ ପେଟରୁ ଏକ ଅଣ୍ଡା ଭଳି ବଲ ବାହାର କରାଯାଇଥିଲା, ଯାହାର ଆକାର ପ୍ରାୟ ଆଠ ସେଣ୍ଟିମିଟର…

‘ସମ୍ମାନ କର, ଭୟ କରନାହିଁ : ପ୍ରକୃତିର ନୀରବ ମୁରବିଙ୍କୁ ସୁରକ୍ଷା ଦିଅ’

ସାପ କେବଳ ଅନିଷ୍ଟକାରୀ ନୁହେଁ ପରିବେଶର ବନ୍ଧୁ ଆଉ ମଣିଷ ସମାଜ ପାଇଁ ଏହାର ଭୂମିକା ବି ଗୁରୁତ୍ୱପୂର୍ଣ୍ଣ। ତେଣୁ ଏମାନଙ୍କ ସୁରକ୍ଷା ତଥା ସମୁଚିତ ପରିଚାଳନା ସମ୍ପର୍କରେ ଜାଣିବା ଜରୁରୀ। ସାପ ସମ୍ପର୍କିତ ସଚେତନତା ପାଇଁ ଜୁଲାଇ ୧୬ରେ ପାଳିତ…

ଇନ୍‌ଷ୍ଟାଗ୍ରାମରୁ ପ୍ରେମ, ପରେ ପ୍ରେମିକଙ୍କୁ ଭେଟିବା ପାଇଁ ୧୪୦୦୦ କିଲୋମିଟର ପାର୍‌ ହୋଇ ଚାଲିଆସିଲେ ପ୍ରେମିକା, ପୂରା ଘଟଣା ଜାଣିଲେ…

ଡେରାଡୁନ୍‌,୧୬ା୭: ଉତ୍ତରାଖଣ୍ଡର ନୈନିତାଲରୁ ପ୍ରେମ କାହାଣୀର ଏକ ଅନନ୍ୟ ଘଟଣା ସାମ୍ନାକୁ ଆସିଛି। କାନାଡ଼ାରେ ରହୁଥିବା ଜଣେ ଝିଅ ଇନ୍‌ଷ୍ଟାଗ୍ରାମରେ ଉତ୍ତରାଖଣ୍ଡର ଜଣେ ପୁଅ ସହିତ ବନ୍ଧୁତା କରିଥିଲା। ସେମାନଙ୍କ ପ୍ରେମ ଏତେ ବଢ଼ିଗଲା ଯେ, ସେ ପ୍ରଥମେ ହାଇଦ୍ରାବାଦ (୧୨୫୪୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?