ଫୁରସତ

ଚାକିରିରୁ ବାହାର କରିଦେବା ପରେ ମହିଳା କର୍ମଚାରୀ ବନାଇଲେ ଏମିତି ଭିଡିଓ ଦେଖି ଭାବୁକ ହେଲେ ସିଇଓ

  ସାନ ଫ୍ରାନ୍ସିସକୋ: ଜଣେ ମହିଳା କର୍ମଚାରୀ ନିଜକୁ ଚାକିରିରୁ ବହିଷ୍କାର କରିବାର ଏକ ଭିଡିଓ ପ୍ରସ୍ତୁତ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ଏହି ଭିଡିଓ କମ୍ପାନୀର ସିଇଓଙ୍କୁ ମଧ୍ୟ ଭାବପ୍ରବଣ କରିଥିଲା। ଏହି ଭିଡିଓକୁ ଯନ୍ତ୍ରଣାଦାୟକ ବୋଲି...

ଆଖିରେ ପଟି ବାନ୍ଧି ରଙ୍ଗୋଲି

ଲକ୍ଷ୍ନୌ: ମହାଭାରତରେ ଧ୍ରୁତରାଷ୍ଟ୍ର ଅନ୍ଧ ଥିବାବେଳେ ସ୍ତ୍ରୀ ଗାନ୍ଧାରୀ ତାଙ୍କ ସ୍ବାମୀଙ୍କ ପାଇଁ ନିଜ ଆଖିରେ ପଟି ବାନ୍ଧି ସାରାଜୀବନ ଅତିବାହିତ କରିଥିଲେ। ତେବେ ରାମ ମନ୍ଦିରର ପ୍ରାଣପ୍ରତିଷ୍ଠା ହେବାକୁ ଥିବାବେଳେ ଜଣେ ଯୁବତୀ ତାଙ୍କ ଆଖିରେ ପଟି ବାନ୍ଧି...

ଟେସ୍‌ଲା କାର୍‌ ଲାଇଟ୍‌ ଶୋ’ରେ ରାମ ନାମ

ୱାଶିଂଟନ: ଅଯୋଧ୍ୟାରେ ରାମ ମନ୍ଦିରର ପ୍ରାଣପ୍ରତିଷ୍ଠା ସମାରୋହକୁ ମାତ୍ର ୭ ଦିନ ରହିଛି। ଏହାକୁ ନେଇ କେବଳ ଦେଶରେ ନୁହେଁ, ବିଦେଶରେ ମଧ୍ୟ ଲୋକେ ବିଭିନ୍ନ ପ୍ରକାର ଐତିହାସିକ କାର୍ଯ୍ୟକ୍ରମର ଖୁସି ଉଠାଉଛନ୍ତି। ଏହି ଅବସରରେ ଆମେରିକାରେ ବିଶ୍ୱ ହିନ୍ଦୁ ପରଷଦ...

ଆମେରିକାରେ ପ୍ରଥମଥର ନାଇଟ୍ରୋଜେନ ଗ୍ୟାସରେ ଦିଆଯିବ ମୃତ୍ୟୁଦଣ୍ଡ

ଓ୍ବାଶିଂଟନ: କୌଣସି ଦେଶରେ ଏକ ଅପରାଧିଙ୍କୁ ଅପରାଧ ପାଇଁ କୋର୍ଟ ଦ୍ୱାରା ଦୋଷୀ ସାବ୍ୟସ୍ତ ହେବା ପରେ ମୃତ୍ୟୁଦଣ୍ଡ ଦିଆଯାଏ। ସାଧାରଣତଃ ମୃତ୍ୟୁଦଣ୍ଡ ମାମଲାରେ ଦୋଷୀକୁ ଫାଶୀ ଦିଆଯାଏ। କିନ୍ତୁ ଏଥର ଆମେରିକାର ଆଲାବାମାରେ ଜାନୁଆରୀ ୨୫ରେ ନାଇଟ୍ରୋଜେନ ହାଇପୋକ୍ସିଆ...

Viral Video: ବିମାନ ଭିତରେ ଏୟାର ହୋଷ୍ଟେସ କଲେ ଏପରି କିଛି କାର୍ଯ୍ୟ, ଲୋକମାନେ ଭିଡିଓକୁ ଦେଖୁଛନ୍ତି ବାରମ୍ବାର

ଆଜିକାଲି ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେବାରେ ଲାଗିଛି। କିଛି ଲୋକ ଭୁଲରେ ଏପରି କିଛି କାର୍ଯ୍ୟ କରନ୍ତି ତାହା ସୋସିଆଲ ମିଡିଆରେ ଭାଇରାଲ ହୋଇଯାଏ। କିଛି ଲୋକ ଭାଇରାଲ ହେବା ପାଇଁ ଅଜବ କାର୍ଯ୍ୟ କରନ୍ତି। ଆଜିକାଲି...

VIRAL VIDEO: ଆଖି ଆଗରେ ଯୁବତୀ ପାଲଟିଲେ ଯୁବକ, ସୁନ୍ଦରତା ଆଗରେ ହିରୋଇନ୍‌ ବି ପଡ଼ିବେ ଫିକା…

ସୋସିଆଲ ମିଡିଆରେ ରାତାରାତି ଖ୍ୟାତି ଅର୍ଜନ କରିବାକୁ ଲୋକେ ନାନାଦି ଉପାୟ ଆପଣାଇଥାନ୍ତି। ସେଥିରୁ କିଛି ମଜାଦାର ଥିବା ବେଳେ କିଛି ଚକିତ କରିଥାଏ। ଏହି କ୍ରମରେ ଜଣେ ଯୁବକଙ୍କ ଭିଡିଓ ଭାଇରାଲ ହେଉଛି ଯାହାକୁ ଦେଖି ଆପଣ ଆଖିକୁ...

ଏକରୁ ବି ଅଧିକ କରିହେବ ବିବାହ, ହିନ୍ଦୁଙ୍କ ପାଇଁ ରହିଛି ଏହି ନିୟମ

ନୂଆଦିଲ୍ଲୀ,୧୪।୧: ଦେଶରେ ହିନ୍ଦୁମାନେ କେବଳ ଥରେ ବିବାହ କରିପାରିବେ ବୋଲି ପ୍ରାବଧାନ ରହିଛି। ଯଦି ପ୍ରଥମ ସ୍ତ୍ରୀ ଜୀବିତ ଥିବାବେଳେ ଦ୍ୱିତୀୟ ବିବାହ କରୁଛନ୍ତି ତେବେ ତାହା ଅପରାଧ ବୋଲି ଧରାଯାଏ। ତଥାପି, ଭାରତରେ ହିନ୍ଦୁଙ୍କୁ ଏକାଧିକ ବିବାହ କରିବାକୁ...

ଆପଲ ସିଇଓ ଟିମ କୁକଙ୍କୁ କେତେ ମିଳେ ଦରମା ?

ଓ୍ବାଶିଂଟନ୍‌,୧୪।୧: ଦୁନିଆର ସବୁଠାରୁ ବଡ କମ୍ପାନୀ ଆପଲର ସିଇଓ ଟିମ କୁକୁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ଷ୍ଟିଭ ଜବ୍ସଙ୍କର ମୃତ୍ୟୁ ପରେ ଆପଲକୁ ସବୁ ଟେକ୍‌ କମ୍ପାନୀ ଠାରୁ ଶିଖରକୁ ନେବାକୁ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛିି । ନିକଟରେ...

ରିଅଲ ଲାଇଫର ସ୍ପାଇଡର ମ୍ୟାନ, ପାଳିଛନ୍ତି ୭୦୦ରୁ ଅଧିକ ବୁଢିଆଣୀ

ଛୋଟବେଳେ ଆପଣ ନିହାତି ସ୍ପାଇଡର ମ୍ୟାନ ବିଷୟରେ ଶୁଣିଥିବେ। ସ୍ପାଇଡର ମ୍ୟାନର ଭିନ୍ନ ଅନ୍ଦାଜ ସହ ବୁଢିଆଣୀ ପରି କାନ୍ଥରେ ଚାଲିବାକୁ ସମସ୍ତେ ପସନ୍ଦ କରନ୍ତି। ସିଏ ତ ଗଲା କାର୍ଟୁନ କିମ୍ବା ଫିଲ୍ମ ଦୁନିଆର କଥା ହେଲେ ରିଅଲ...

ହାଡ଼ଭଙ୍ଗା ଶୀତରେ ଏମିତି ଦେଶୀ ଯୋଗାଡ଼ କଲେ ଯୁବକ, ଭିଡିଓ ଦେଖିଲେ କହିବେ ନାସା ବି ମାରିବ ଫେଲ୍‌

ସୋସିଆଲ ମିଡିଆରେ ବେଳେବେଳେ ଏମିତି କିଛି ଭିଡିଓ ଭାଇରାଲ ହୋଇଥାଏ, ଯାହାକୁ ଦେଖିଲେ ଆଶ୍ଚର୍ଯ୍ୟ ଲାଗିଥାଏ। ବେଳେବେଳେ କେହି ଏଠାରେ ନିଜର ପ୍ରତିଭା ମଧ୍ୟ ପ୍ରଦର୍ଶନ କରିଥାନ୍ତି। ଏହା ନୁହେଁ ଯେ, ଏହି ପ୍ରତିଭା କେବଳ ନୃତ୍ୟ, ଗୀତ କିମ୍ବା...

ସ୍ବାମୀଙ୍କୁ ଖାଦ୍ୟରେ ସ୍ତ୍ରୀ ପରଷି ଦେଲେ ଜୀଅନ୍ତା ମାଛ, ଧରୁଧରୁ ହାତରୁ ଖସି ପଳାଇଲା, ଭିଡିଓ ଦେଖିଲେ…

ସ୍ବାମୀ-ସ୍ତ୍ରୀଙ୍କ ସମ୍ପର୍କ ପାରସ୍ପରିକ ସମ୍ମାନ, ପ୍ରେମ ଏବଂ ସମର୍ଥନ ଉପରେ ଆଧାରିତ। ପ୍ରାୟତଃ ଯେତେବେଳେ ସ୍ବାମୀ କାମରୁ ଘରକୁ ଫେରନ୍ତି, ସ୍ତ୍ରୀ ତାଙ୍କୁ ଖାଦ୍ୟ ପରିବେଷଣ କରନ୍ତି। ପ୍ରେମ ସହିତ ପରିବେଷିତ ଖାଦ୍ୟ ଖାଇ ସ୍ବାମୀ ବହୁତ ଆରାମ ପାଆନ୍ତି,...

ଏୟାରପୋର୍ଟ ରନଓ୍ବେ ତଳେ ଦିଆଯାଇଛି ୨ଜଣଙ୍କୁ କବର, ଅନ୍ଧବିଶ୍ୱାସ ନା ଅନ୍ୟ କାରଣ!

ସାଭାନା, ୧୪।୧: ଏୟାରପୋର୍ଟ ନିର୍ମାଣ ହେବା ପୂର୍ବରୁ ପ୍ରଥମେ ଜମି ଚିହ୍ନଟ କରାଯାଇ ପରେ ନିର୍ମାଣ କରାଯାଏ। ନିକଟରେ ଏପରି ଏକ ଏୟାରପୋର୍ଟ ବିଷୟରେ ଚର୍ଚ୍ଚା ହେଉଛି ଯେଉଁଠି ଏୟାରପୋର୍ଟ ନିର୍ମାଣ ହେବା ପୂର୍ବରୁ ୨ଜଣଙ୍କୁ ସେଠାରେ କବର ଦିଆଯାଇଛି।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri