ଫୁରସତ

କାଲିଫର୍ନିଆରେ ସ୍ବସ୍ତିକକୁ ସ୍ବୀକୃତି

ଓ୍ବାଶିଂଟନ୍‌: ଆମେରିକାର କାଲିଫର୍ନିଆ ବିଧାନସଭା ରାଜ୍ୟର ଦଣ୍ଡବିଧି ଆଇନରେ ପବିତ୍ର ସ୍ବସ୍ତିକ ଚିହ୍ନକୁ ସ୍ଥାନିତ କରିବା ପାଇଁ ସ୍ବୀକୃତି ଦେଇଛି। ଏଥିସହ ଜର୍ମାନୀର ଏକଚ୍ଛତ୍ରବାଦୀ ଶାସକ ଆଡଲ୍ଫ ହିଟ୍‌ଲରଙ୍କ ସ୍ବସ୍ତିକ ଚିହ୍ନ ‘ହ୍ୟାକେନ୍‌କ୍ରେୟୁଜ୍‌’କୁ ଏକ ଘୃଣ୍ୟ ପ୍ରତୀକ ରୂପେ ବିବେଚନା ଲାଗି…

ଲାଇବ୍ରେରି ଖୋଲିଲେ ଆଫ୍‌ଗାନ ମହିଳା

କାବୁଲ: ଆଫଗାନିସ୍ତାନର ତାଲିବାନ୍‌ ଶାସନରେ ମହିଳାମାନେ ଶିକ୍ଷା ଓ ସାର୍ବଜନୀନ ଜୀବନରୁ ଦୂରେଇ ଯାଇଛନ୍ତି। ନାରୀ ସ୍ବାଧୀନତା ଉପରେ ଅଙ୍କୁଶ ଲାଗିଥିବାରୁ ସେମାନେ ନିଃସଙ୍ଗ ହୋଇପଡ଼ିଛନ୍ତି। ନିଃସଙ୍ଗତା ଦୂର ସହ ଜ୍ଞାନ ଆହରଣ ତଥା ଉଚିତ୍‌ ଢଙ୍ଗରେ ସମୟ ଅତିବାହିତ କରିବା…

ନିମିଷକ ମଧ୍ୟରେ ଖାଇବା ଟେବୁଲରେ ପହଞ୍ଚିବ ମେଶିନ ଦୋସା

ଦୋସା ଖାଇଥିବେ ନିଶ୍ଚିତ। ମାତ୍ର ଦୋସା ପ୍ରିଣ୍ଟର ମେଶିନ କେବେ ଦେଖିଛନ୍ତି ନା ଏହା ବିଷୟରେ ଜାଣିଛନ୍ତି? ଯଦି ନା ତେବେ ସୋସିଆଲ ମିଡିଆରେ ଏହି ମେଶିନର ଏକ ଭିଡିଓ ଭାଇରାଲ ହେଉଛି। ଯାହାକୁ ଦେଖିଲେ ଆଶ୍ଚର୍ଯ୍ୟ ହେବେ। ନିମିଷକ ମଧ୍ୟରେ…

୮ ସ୍ତ୍ରୀଙ୍କ ପାଇଁ ବିଳାସପୂର୍ଣ୍ଣ ପ୍ରାସାଦ ନିର୍ମାଣ କରୁଛନ୍ତି ଏହି ବ୍ୟକ୍ତି

ବ୍ରାଜିଲର ପ୍ରସିଦ୍ଧ ମଡେଲ ଏବଂ ଇନ୍‌ଫ୍ଲୁଏନ୍ସର ଆର୍ଥର ଓ ଉର୍ସୋଙ୍କର ଜଣେ କିମ୍ବା ଦୁଇଜଣ ନୁହେଁ, ମୋଟ ଆଠ ଜଣ ସ୍ତ୍ରୀ ଅଛନ୍ତି। ସେ ସମସ୍ତ ସ୍ତ୍ରୀଙ୍କ ସହିତ ଏକାଠି ରୁହନ୍ତି। ସମସ୍ତଙ୍କୁ ଖୁସିରେ ରଖିବା ପାଇଁ ଆର୍ଥର ୭୫୦୦ ବର୍ଗଫୁଟର…

କାଉର ଫ୍ୟାଶନ ଶୋ’, ଭିଡିଓ ଦେଖିଲେ…

ସୋସିଆଲ ମିଡିଆରେ ପଶୁପକ୍ଷୀଙ୍କ ସୁନ୍ଦର ସୁନ୍ଦର ଭିଡିଓ ଭାଇରାଲ ହୋଇଥାଏ। ଏଥିରୁ କିଛି ଭିଡିଓ ଲୋକଙ୍କ ହୃଦୟ ଜିତିଯାଏ। ପୂର୍ବରୁ ଆପଣ ନିଶ୍ଚିତ ଭାବରେ କୁକୁର, ବିଲେଇ, ମାଙ୍କଡ଼ଙ୍କର ଅନେକ ଆଶ୍ଚର୍ଯ୍ୟଜନକ ଏବଂ ମଜାଳିଆ ଭିଡିଓ ଦେଖିଥିବେ। କିନ୍ତୁ ଏବେ ସୋସିଆଲ…

କଫିନ ପାଖରେ ହସି ହସି ପୋଜ୍‌ ଦେଇ ଟ୍ରୋଲ ହେଲେ ଏକ ପରିବାର: ସପକ୍ଷରେ ବାହାରିଲେ ମନ୍ତ୍ରୀ

ଥିରୁଭାନନ୍ତପୁରମ୍‌,୨୫।୮: କେରଳରେ ଅନ୍ତିମ ସଂସ୍କାର ସମୟରେ ଉଠାଯାଇଥିବା ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଫଟୋରେ ମୃତକଙ୍କ ପରିବାର ସଦସ୍ୟମାନେ କଫିନ ଚାରିପାଖରେ ବସି ହସି ହସି କ୍ୟାମେରା ଆଗରେ ପୋଜ ଦେଉଥିବା ଦେଖାଯାଉଛି। ଏହି ଫଟୋ ଭାଇରାଲ ପରେ…

ସ୍ଲାଇଡ୍‌ରୁ ଖସିବା ସମୟରେ ପିଲାଙ୍କ ସହ ଘଟିଲା ଏମିତି, ଭିଡିଓ ଦେଖିଲେ…

ମନୋରଞ୍ଜନ ପାଇଁ ମଣିଷ ଆପଣାଉଥିବା ପଦ୍ଧତି ବେଳେବେଳେ ଭୟଙ୍କର ସାବ୍ୟସ୍ତ ହୋଇଥାଏ। ଏବେ ସେମିତି ଏକ ଭିଡିଓ ଆମେରିକାରୁ ଦେଖିବାକୁ ମିଳିଛି। ଏଠାକାର ଏକ ମନୋରଞ୍ଜନ ପାର୍କରେ ଖୋଲିବାକୁ ଯାଉଥିବା ସବୁଠାରୁ ବଡ଼ ସ୍ଲାଇଡ୍‌କୁ ନେଇ ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚା…

ଡିଟିସିରେ ୧୧ ମହିଳା ଡ୍ରାଇଭର…

ନୂଆଦିଲ୍ଲୀ, ୨୪।୮ : ମହିଳାମାନେ ବର୍ତ୍ତମାନ ସାମାଜିକ ରୁଢ଼ିବାଦୀ ମାନସିକତାର ଦୃଷ୍ଟିକୋଣରୁ ବାହାରକୁ ଆସି ସଫଳତାର ନୂଆ ରେକର୍ଡ ସ୍ଥାପନ କରୁଛନ୍ତି। ଦିଲ୍ଲୀ ପରିବହନ ବିଭାଗ (ଡିଟିସି)ରେ ବସ ଡ୍ରାଇଭର ଭାବରେ ନିଯୁକ୍ତ ୧୧ ଜଣ ମହିଳାଙ୍କ ନିଯୁକ୍ତି ଏହାର ଏକ…

ଫହମିଦା ଅଜିମଙ୍କୁ ପୁଲିଜର ପୁରସ୍କାର

ବାଂଲାଦେଶରେ ଜନ୍ମିତ ଫହମିଦା ଅଜିମ୍‌ଙ୍କୁ ଚଳିତ ବର୍ଷର ମର୍ଯ୍ୟାଦାନଜକ ପୁଲିଜର ପୁରସ୍କାର ପ୍ରଦାନ କରାଯିବ। ଅନ୍‌ଲାଇନ୍‌ ମାଗାଜିନ୍‌ ଇନ୍‌ସାଇଡର ପାଇଁ କାର୍ଯ୍ୟରତ ଏହି ମହିଳା ଖବରଦାତାଙ୍କୁ ବିସ୍ତୃତ ରିପୋର୍ଟିଂ ଓ କମେଣ୍ଟ୍ରି ବର୍ଗରେ ୨୦୨୨ ପୁଲିଜର ପୁରସ୍କାର ଦିଆଯିବା ନେଇ ମଙ୍ଗଳବାର…

ପୁତ୍ର ସନ୍ତାନ ଲୋଭ: ବିବସ୍ତ୍ର ସ୍ନାନ ପାଇଁ ବାଧ୍ୟକଲେ ସ୍ବାମୀ

ମୁମ୍ବାଇ: ଆଧୁନିକ ଯୁଗରେ ମଧ୍ୟ ଅନେକ ଲୋକ ଅନ୍ଧ ବିଶ୍ୱାସ କବଳରେ କବଳିତ। ଗୁଣି ଗାରେଡ଼ି ଜରିଆରେ ମହାରାଷ୍ଟ୍ର ପୁଣେର ଜଣେ ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାର ଘଟଣା ସାମ୍ନାକୁ ଆସିଛି। ପୁତ୍ର ସନ୍ତାନ ପ୍ରାପ୍ତି ପାଇଁ ମହିଳାଙ୍କୁ ତାଙ୍କ ସ୍ବାମୀ…

ବ୍ରାଜିଲ ଆସିଲା ସମ୍ରାଟ ପେଡ୍ରୋଙ୍କ ହୃତ୍‌ପିଣ୍ଡ

ବ୍ରାସିଲିଆ: ପାର୍ତ୍ତୁଗାଲଠାରୁ ବ୍ରାଜିଲ୍‌ ସ୍ବାଧୀନ ହେବାର ୨୦୦ ବର୍ଷ ପୂର୍ତ୍ତି ଅବସରରେ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଆୟୋଜିତ ହେବାକୁ ଥିବା ସମାରୋହରେ ବ୍ରାଜିଲ ସମ୍ରାଟ ଡୋମ୍‌ ପେଡ୍ରୋ ପ୍ରଥମଙ୍କ ହୃତ୍‌ପିଣ୍ଡ ପ୍ରଦର୍ଶନ କରାଯିବାର ବ୍ୟବସ୍ଥା କରାଯାଇଛି। ପେଡ୍ରୋଙ୍କ ହୃତ୍‌ପିଣ୍ଡ ପର୍ତ୍ତୁଗାଲ୍‌ର…

କୁକୁରକୁ ଫିଙ୍ଗୁଥିଲେ ପଥର, ପାଇଲେ ପାନେ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri