Posted inଫୁରସତ

କୁକୁରକୁ ଫିଙ୍ଗୁଥିଲେ ପଥର, ପାଇଲେ ପାନେ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ ରାସ୍ତାରେ ଯାଉଥିବା ଏକ କୁକୁରକୁ ଜଣେ ବ୍ୟକ୍ତି ପଥର ପକାଉଥିବା ଦେଖିବାକୁ ମିଳିଛି। ପରେ କୁକୁରଟି ତାଙ୍କୁ ଶିକ୍ଷା ଦେବାକୁ ଯାଇ ଦୌଡ଼ି ଅସି ତାଙ୍କୁ କାମୁଡ଼ୁଛି। ଭିଡିଓଟି ଇନ୍‌ଷ୍ଟାଗ୍ରାମରେ ଭାଇରାଲ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓ୍ବେବ୍‌ ସିରିଜ ଦେଖିବା ବହୁତ ପସନ୍ଦ କି? କହିଲେ ଦେଖି ‘OTT’ର ଫୁଲଫର୍ମ…

ବର୍ତ୍ତମାନ ସମୟରେ ଓ୍ବେବ୍‌ସିରିଜ ଦେଖିବା ଏକପ୍ରକାର ନିଶାରେ ପରିଣତ ହେଲାଣି। କେହି କେହି ରାତିସାରା ଅନିଦ୍ରା ରହିବି ସମସ୍ତ ଏପିସୋଡ ଶେଷ କରିବାର ଜିଦ୍‌ ରଖିଥାନ୍ତି।...

ଝିଅକୁ କନ୍ୟା ବେଶରେ ଦେଖି ଭାବପ୍ରବଣ ହୋଇଗଲେ ପିତା: ଦେଲେ ଏମିତି ପ୍ରତିକ୍ରିୟା, ଦେଖନ୍ତୁ ଭିଡିଓ

ସୋସିଆଲ ମିଡିଆରେ ବେଳେବେଳେ ଏମିତି କିଛି ଭିଡିଓ ଭାଇରାଲ ହୋଇଥାଏ, ଯାହା ଭାବପ୍ରବଣ କରିଥାଏ। ଆଜିକାଲି ଏଭଳି ଏକ ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓରେ...

ଏହି ବ୍ୟକ୍ତିଙ୍କଠାରୁ ଚା’ ପିଇଲେ ବିଲ୍‌ ଗେଟ୍‌ସ, ନିଆରା ଶୈଳୀକୁ କଲେ ପ୍ରଶଂସା

ଭାରତକୁ ବିବିଧତାରେ ପରିପୂର୍ଣ୍ଣ ଦେଶ କୁହାଯାଏ। ଏଠାରେ ଥିବା ଲୋକଙ୍କ ଜୀବନଶୈଳୀରେ ଯେତିକି ପାର୍ଥକ୍ୟ ଅଛି, ସେମାନଙ୍କ କାର୍ଯ୍ୟ ଏବଂ କାର୍ଯ୍ୟ ଶୈଳୀରେ ମଧ୍ୟ ସେତିକି...

କାହା ନାମରେ କେତେ ଜମି ଅଛି ଏମିତି ଅନଲାଇନ ମାଧ୍ୟମରେ ଜାଣି ପାରିବେ

ନୂଆଦିଲ୍ଲୀ: ଯେତେବେଳେ ଆପଣ କୌଣସି ସମ୍ପତ୍ତିରେ ବିନିଯୋଗ କରନ୍ତି, ଏହା ନକଲି କି ନୁହେଁ ତାହା ଜାଣିବା ପାଇଁ ଅନେକ ଦିନ ପାଇଁ ଅନୁସନ୍ଧାନ କରାଯାଏ।...

ମୃତବ୍ୟକ୍ତିଙ୍କ ଭସ୍ମକୁ ଗଙ୍ଗାରେ କାହିଁକି ଭସାଇ ଦିଆଯାଏ? ବୈଜ୍ଞାନିକ କାରଣ ଜାଣିଲେ ହୋଇଯିବେ ତାଜୁବ

ହିନ୍ଦୁ ଧର୍ମରେ ଯଦି କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ହୋଇଯାଏ ତେବେ ତାଙ୍କ ମୃତଦେହକୁ ପୋଡ଼ି ଅନ୍ତିମ ସଂସ୍କାର କରାଯାଏ। ଅନ୍ତିମ ସଂସ୍କାରର ୪ଦିନ ପରେ ମୃତଶରୀରର...

କପାଳରେ କଲେ QR କୋଡ୍‌ ଟାଟୁ, କାରଣ ଜାଣିଲେ ହୋଇଯିବେ ତାଜୁବ

ଆଜିକାଲି ସବୁଠି ସୋସିଆଲ ମିଡିଆ ଫୋବିଆ । ଯାହାକୁ ଦେଖ କିଛିି ନା କିଛି କରି ଭାଇରାଲ ହେଉଛନ୍ତି। ଅନେକ ଲୋକ ଅଜବ ଜିନିଷ କରି...

ଲିପ୍‌ ଇୟରକୁ ନେଇ ଗୁଗ୍‌ଲ କଲା ସ୍ବତନ୍ତ୍ର ଡୁଡ୍‌ଲ

ଗୁଗ୍‌ଲର ଡୁଡ୍‌ଲରେ ଫେବୃଆରୀ ୨୮ ଏବଂ ମାର୍ଚ୍ଚ ୧ ତାରିଖ ସହିତ ଜଡ଼ିତ ଏକ ସେଟିଂ ମଧ୍ୟରେ ଲିପ୍‌ ଡେ’ ସେଟ ସହିତ ଏକ ବେଙ୍ଗର...

ବିଦେଶରେ ସଫଳତା ପାଇଲେ ସିକ୍ୟୁରିଟି ଗାର୍ଡଙ୍କ ଝିଅ

ନୂଆଦିଲ୍ଲୀ: ସ୍ନାତକ ଡିଗ୍ରୀ ହାସଲ କରିବା ସମସ୍ତଙ୍କ ଜୀବନରେ ଏକ ବିଶେଷ ମୁହୂର୍ତ୍ତ ହୋଇଥାଏ। ନିକଟରେ ଜଣେ ସିକ୍ୟୁରିଟି ଗାର୍ଡଙ୍କ ଝିଅ ବିଦେଶରେ ସ୍ନାତକ ଡିଗ୍ରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri