Posted inଫୁରସତ

ପୁତ୍ର ସନ୍ତାନ ଲୋଭ: ବିବସ୍ତ୍ର ସ୍ନାନ ପାଇଁ ବାଧ୍ୟକଲେ ସ୍ବାମୀ

ମୁମ୍ବାଇ: ଆଧୁନିକ ଯୁଗରେ ମଧ୍ୟ ଅନେକ ଲୋକ ଅନ୍ଧ ବିଶ୍ୱାସ କବଳରେ କବଳିତ। ଗୁଣି ଗାରେଡ଼ି ଜରିଆରେ ମହାରାଷ୍ଟ୍ର ପୁଣେର ଜଣେ ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାର ଘଟଣା ସାମ୍ନାକୁ ଆସିଛି। ପୁତ୍ର ସନ୍ତାନ ପ୍ରାପ୍ତି ପାଇଁ ମହିଳାଙ୍କୁ ତାଙ୍କ ସ୍ବାମୀ ସାଧାରଣ ଲୋକଙ୍କ ସମ୍ମୁଖରେ ଝରଣାରେ ଗାଧୋଇବାକୁ ବାଧ୍ୟ କରିଥିବା ଅଭିଯୋଗ ପରେ ପୋଲିସ ଗିରଫ କରିଛି। ମହିଳା ଜଣକ ୨୦୧୩ରେ ପୁଣେର ଜଣେ ବ୍ୟବସାୟୀଙ୍କୁ ବାହାହୋଇଥିଲେ। ପୁତ୍ର ସନ୍ତାନ ଆଶାରେ ତାଙ୍କ ପରିବାର ଜଣେ ବାବାଙ୍କ ପାଖକୁ ଯାଇଥିଲେ। ବାବା ଯେଉଁଭଳି ଭାବେ ତାଙ୍କୁ କରିବାକୁ କହୁଥିଲେ ସେମାନେ ସବୁ ସେମିତି କରୁଥିଲେ। ବାବାଙ୍କ କହିବା ଅନୁସାରେ ଝରଣା ତଳେ ଉଲଗ୍ନ ହୋଇ ଗାଧୋଇଲେ ପୁତ୍ର ସନ୍ତାନ ଲାଭ ହେବ, ଯାହାପାଇଁ ମହିଳାଙ୍କ ସ୍ବାମୀ ତାଙ୍କୁ ଏପରି କରିବାକୁ ବାଧ୍ୟ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜନ୍ମନେଲେ ଅଜବ ଶିଶୁ: ରହିଛି ୨୫ ଆଙ୍ଗୁଠି

ବେଙ୍ଗାଲୁରୁ,୨୪।୭:କର୍ନାଟକର ବାଗଲକୋଟ ଜିଲାର ବନହଟ୍ଟି ଅଞ୍ଚଳର ସନ୍‌ସାଇନ ମଲ୍ଟି ସ୍ପେଶିଆଲିଟି ହସ୍ପିଟାଲରେ ମଙ୍ଗଳବାର ୨୫ ଆଙ୍ଗୁଠି ଥିବା ଏକ ଦୁର୍ଲଭ ଶିଶୁ ଜନ୍ମ ହୋଇଛି। ଏହି...

ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଲେ କେତେ ଟଙ୍କା ମିଳେ କ୍ଷତିପୂରଣ, ଜାଣିଲେ…

କାଠମାଣ୍ଡୁ/ନୂଆଦିଲ୍ଲୀ ,୨୪ା୭: ସୌର୍ଯ୍ୟ ଏୟାରଲାଇନ୍ସର ୯ଏନ୍‌-ଏଏମ୍‌ଇ (ସିଆରଜେ- ୨୦୦) ବିମାନ ଭାରତର ପଡ଼ୋଶୀ ଦେଶ ନେପାଳର ରାଜଧାନୀ କାଠମାଣ୍ଡୁର ତ୍ରିଭୂବନ ଅନ୍ତର୍ଜାତୀୟ ବିମାନବନ୍ଦରରେ ଦୁର୍ଘଟଣାର ଶିକାର...

ଜୀବନରେ ‘ରିଫ୍ରେଶ’ ରହିବା ଜରୁରୀ

ପ୍ରତିବର୍ଷ ଜୁଲାଇ ମାସର ଚତୁର୍ଥ ଗୁରୁବାର ନ୍ୟାଶନାଲ୍‌ ରିଫ୍ରେଶ୍‌ମେଣ୍ଟ ଡେ’ ପାଳନ କରାଯାଏ। ଏହି ଦିନ ଲୋକମାନେ ଥଣ୍ଡା ଲେମ୍ବୁ, ବରଫଯୁକ୍ତ ଚା’, କୋଲ୍ଡ ପାନୀୟ,...

ବାପାଙ୍କୁ କୁଣ୍ଢାଇ ଧରି କାନ୍ଦିକାନ୍ଦି ଏମିତି କହିଲେ ଝିଅ: ବାପାଙ୍କ ଆଖିରେବି ରହିଲାନି ଲୁହ, ଭାଇରାଲ ଭିଡିଓ ଦେଖିଲେ…

ସୋସିଆଲ ମିଡିଆରେ ଏକ ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଜଣେ ଚା’  ବିକାଳଙ୍କ  ଝିଅ ତାଙ୍କ ବାପାଙ୍କୁ କୁଣ୍ଢାଇ ଧରିି କହନ୍ତି, ପାପା,...

ସାଂସ୍କୃତିକ ଆଦାନ ପ୍ରଦାନକୁ ପ୍ରୋତ୍ସାହିତ କରେ

ପ୍ରତିବର୍ଷ ଜୁଲାଇ ୨୩ରେ ଜାତୀୟ ପ୍ରସାରଣ ଦିବସ ପାଳନ କରାଯାଇଥାଏ। ୧୯୨୭ରେ ବମ୍ବେ (ମୁମ୍ବାଇ)ଷ୍ଟେଶନରୁ ପ୍ରସାରିତ ପ୍ରଥମ ରେଡିଓ ପ୍ରସାରଣକୁ ସ୍ମରଣ କରିବା ଉଦ୍ଦେଶ୍ୟରେ ଏହି...

ଜାଣନ୍ତି କି ନୁଡଲ୍ସର ଜନକ କିଏ? ଏହା କେମିତି ହେଲା ଲୋକପ୍ରିୟ…

ବ୍ୟାଚେଲର୍‌ ହୁଅନ୍ତୁ ଅବା ହଷ୍ଟେଲରେ ରହି ପଢୁଥିବା ପିଲା, ସମସ୍ତଙ୍କର ପ୍ରଥମ ପସନ୍ଦ ଇନ୍‌ଷ୍ଟାଣ୍ଟ ନୁଡଲ୍ସ। ଖୁବ୍‌ ଜୋର୍‌ରେ ଭୋକ ହେଉଥିବା ବେଳେ ଫଟାଫଟ୍‌ ତିଆରି...

ଅଧ୍ୟାପନା ଛାଡ଼ି ସଫଳ ଉଦ୍ୟୋଗୀ ହୋଇଛନ୍ତି ଦେବୀଦାନୀ: ୫୫ଏକର ଜାଗାରେ…

ଅଧ୍ୟାପିକା ଚାକିରି ଛାଡ଼ି ସେ ସୃଷ୍ଟି କରିଛନ୍ତି ଆଗ୍ରୋ ଇକୋ ଫାର୍ମ ହାଉସ। ଏହି ଫାର୍ମରେ ସେ ପାଳୁଛନ୍ତି ଦେଶବିଦେଶର ଏକାଧିକ ପଶୁପକ୍ଷୀଙ୍କୁ। ପୁଣି ଜୈବିକ...

ପ୍ରଥମ ପାରିଶ୍ରମିକରେ ଘରଲୋକଙ୍କୁ ଉପହାର ଦେଇଥିଲି: ସାହିତି୍ୟକା ମୀନାକ୍ଷୀ ପଣ୍ଡା

ଅର୍ଥନୀତିରେ ଜଣେ ମେଧାବୀ ଛାତ୍ରୀର ମୋହର ବାଜିଥିଲେ ହେଁ ଅର୍ଥ ଉପାର୍ଜନ ପାଇଁ ଆଗକୁ ସୁଯୋଗ ଦେଲେନି ପରିବାର। ସୁତରାଂ ଗ୍ରାଜୁଏଶନ ପରେ ବିବାହ ପରର...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri