Posted inଫୁରସତ

ସ୍କୁଲ ଭିତରକୁ ପଶି ଆସିଲା ହାତୀ, ଆଉ ତା’ ପରେ…

ପିଲାମାନେ ସ୍କୁଲକୁ ଯାଉଥିବାର ଆପଣ ନିଶ୍ଚିତ ଦେଖିଥିବେ। କେହି କେହି ଖୁସିରେ ବିଦ୍ୟାଳୟକୁ ଯାଆନ୍ତି ତ କେହି କେହି ବିଦ୍ୟାଳୟକୁ ଯିବାବେଳେ କାନ୍ଦନ୍ତି। ଆଉ କିଛି ପିଲା ବିଦ୍ୟାଳୟକୁ ଯାଇ ମଜା କରିବାକୁ ଚାହିଥାନ୍ତି। କିନ୍ତୁ ଏକ ହାତୀ ବିଦ୍ୟାଳୟ ଭିତରକୁ ଆସିଛି। ତା’ ପରେ କ’ଣ କରୁଛି ଭିଡିଓ ଦେଖିଲେ ଜାଣିବେ।

 


ଆପଣ ହୁଏତ ଭାବି ପାରନ୍ତି, ହାତୀ ବିଦ୍ୟାଳୟରେ କଣ କରୁଛି? ଆଇଏଫ୍‌ଏସ୍‌ ଅଧିକାରୀ ସୁଶାନ୍ତ ନନ୍ଦ ପ୍ରାୟତଃ ତାଙ୍କ ଟୁଇଟର ପେଜ୍‌ରେ ପଶୁପକ୍ଷୀଙ୍କ ସହ ଜଡ଼ିତ ସୁନ୍ଦର ସୁନ୍ଦର ଭିଡିଓ ଶେୟାର କରିଥାନ୍ତି। ଏବେ ସେମିତି ଏକ ଭିଡିଓ ପୋଷ୍ଟ କରିଛନ୍ତି। ଯେଉଁଥିରେ ଏକ ହାତୀ ବିଦ୍ୟାଳୟ ଭିତରେ ବୁଲୁଥିବାର ନଜର ଆସିଛି। ହାତୀ ଯେତିକି ସତ ସେତିକି ଭୟଙ୍କର ମଧ୍ୟ। ଏହି ଭିଡିଓରେ କିନ୍ତୁ ହାତୀଟି ଶାନ୍ତିପୂର୍ଣ୍ଣ ଭାବରେ ଚାଲୁଥିବାର ନଜର ଆସିଛି।

 

ଭିଡିଓଟି ଗୁଆହାଟିର ନରେଙ୍ଗୀସ୍ଥିତ ଆର୍ମି ପବ୍ଲିକ ସ୍କୁଲର ଅଟେ। ହାତୀଟି ଜଙ୍ଗଲରୁ ବିଦ୍ୟାଳୟରେ ପ୍ରବେଶ କରିଥିଲା। ବନବିଭାଗ ହାତୀ ଘଉଡ଼ାଇବା ପାଇଁ ନାକେଦମ୍‌ ହୋଇଥିଲା। ଭିଡିଓରେ ହାତୀଟି ସ୍କୁଲ ଭିତରେ ବୁଲୁଥିବା ଦେଖିବାକୁ ମିଳିଛି। ସେ ଶ୍ରେଣୀଗୃହ ବାହାରେ ବୁଲୁଛି। ଭିଡିଓ ଶେୟାର କରି ସୁଶାନ୍ତ କ୍ୟାପଶନ ଲେଖିଛନ୍ତି, ଏହି ଛାତ୍ର ଅନେକ ହୋମଓ୍ବାର୍କ କରିବା ପରେ ସ୍କୁଲକୁ ଆସିଛି।

ଏହି ଭିଡିଓରେ ୬ ହଜାରରୁ ଅଧିକ ଭ୍ୟୁ ମିଳିଥିବାବେଳେ ଅନେକ ଲୋକ ମନ୍ତବ୍ୟ ଦେଇ ନିଜର ମତାମତ ଦେଇଛନ୍ତି। ଜଣେ କହିଛନ୍ତି, ଅଧ୍ୟୟନ ଆବଶ୍ୟକ, ଯଦି ହୋମଓ୍ବାର୍କ ଠିକ୍‌ ସମୟରେ ସମାପ୍ତ ନ ହୁଏ। ଜଣେ ପଚାରିଛନ୍ତି, ହାତୀ ଦ୍ୱନ୍ଦ୍ୱରେ ଅଛି। ଯେହେତୁ ସେ ତା’ ବାଟରେ ଯାଉନାହିଁ । ଜଣେ ମହିଳା ୟୁଜର କହିଛନ୍ତି, ଏହି ଛାତ୍ର ବହୁତ ସୁନ୍ଦର ଅଟେ।


Enter your email to get our daily news in your inbox.

All Right Reserved By Dharitri.Com

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

ସତର୍କତାକୁ ପ୍ରାଥମିକତା

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି ଯକୃତ ବା ଲିଭର। ଏହା ସୁସ୍ଥ ରହିବା ନିହାତି ଦରକାର। ନ ହେଲେ ସମୟକ୍ରମେ ଏହା ଜଟିଳ...

ଭଗବାନ ରାମଙ୍କ ନିଆରା ବ୍ୟାଙ୍କ; ୫ ଲକ୍ଷ ଥର ‘ସୀତାରାମ’ ଲେଖିବା ପରେ ଖୋଲିଥାଏ ଆକାଉଣ୍ଟ

ଅଯୋଧ୍ୟା: ସାରା ଦେଶରେ ରାମ ନବମୀର ପର୍ବ ବେଶ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ଅଯୋଧ୍ୟା ସମ୍ପୂର୍ଣ୍ଣ ଆଲୋକିତ ହୋଇଛି। କାରଣ ରାମଲାଲାଙ୍କ ପ୍ରାଣ...

ଜନ୍ମରୁ ୧ ମାସ ପର୍ଯ୍ୟନ୍ତ ପୁଅକୁ ଦେଉଥିଲେ କେବଳ ସୂର୍ଯ୍ୟକିରଣ, ଶିଶୁର ମୃତ୍ୟୁ ପରେ ପିତାଙ୍କୁ ୮ ବର୍ଷ ଜେଲ

ମସ୍କୋ,୧୭।୪: ରୁଷିଆର ଜଣେ ଇନଫ୍ଲୁଏନ୍ସରଙ୍କ ଏକ ମାସର ପୁଅର ମୃତ୍ୟୁ ହେତୁ ତାଙ୍କୁ କୋର୍ଟ ୮ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ନିଜ ପୁଅକୁ...

ଅଧିକ ସଚେତନତାର ଆବଶ୍ୟକତା ରହିଛି

ପ୍ରତିବର୍ଷ ଏପ୍ରିଲ ୧୭ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ହେମୋଫିଲିଆ ଦିବସ’। ଚଳିତ ବର୍ଷ ଏହି ଦିବସର ପ୍ରସଙ୍ଗ ରହିଛି-‘ସମସ୍ତ ବଂଶାନୁକ୍ରମିକ ବ୍ୟାଧିରେ ଆକ୍ରାନ୍ତ ସବୁ...

୨୭୦ ଥର ଟ୍ରାଫିକ୍‌ ନିୟମ ଉଲ୍ଲଘଂନ, ୧.୩୬ ଲକ୍ଷ ଜରିମାନା

ବେଙ୍ଗାଲୁରୁ: ଟ୍ରାଫିକ ନିୟମ ଉଲ୍ଲଂଘନ ପାଇଁ ସାଧାରଣତଃ କିଛି ହଜାର ଟଙ୍କା ଜରିମାନା ଦେବାକୁ ପଡିଥାଏ। କିନ୍ତୁ ଏବେ ଏପରି ଏକ ମାମଲା ସାମ୍‌ନାକୁ ଆସିଛି,...

କଂଗ୍ରେସ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ଅମିର ଖାନ୍‌

ମୁମ୍ବାଇ,୧୭ା୪:କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଜରିଆରେ ବଲିଉଡ୍‌ ଅଭିନେତା ଆମୀର ଖାନ୍‌ଙ୍କ ପୁରୁଣା ଭିଡିଓକୁ ବ୍ୟବହାର କରାଯାଇ ଭାଜପା ବିରୋଧରେ ଏକ ବିଜ୍ଞାପନ ପ୍ରସ୍ତୁତ କରାଯାଇଛି। ସୋସିଆଲ...

୨.୨୬ ଲକ୍ଷ ଟଙ୍କାରେ ନିଲାମ ହେଲା ଗୋଟିଏ ଅଣ୍ଡା, କାରଣ ଜାଣିଲେ…

ନୂଆଦିଲ୍ଲୀ,୧୬।୪: ସମସ୍ତେ ଶୁଣିଛନ୍ତି ଯେ ଅଣ୍ଡା ଖାଇବା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ, କିନ୍ତୁ ଯେତେବେଳେ ଆପଣ ଜାଣିବେ ଯେ ଗୋଟିଏ ଅଣ୍ଡାର ମୂଲ୍ୟ ଲକ୍ଷ ଲକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri