ଫୁରସତ

ରୋଗୀଙ୍କ ପେଟରୁ ବାହାରିଲା ୬୩ ଚାମଚ; ଚକିତ ହେଲେ ଡାକ୍ତର

ମିରଟ୍‌: ରୋଗୀଙ୍କ ପେଟରୁ ବାହାରିଲା ୬୩ ଚାମଚ। ଉତ୍ତରପ୍ରଦେଶର ମିରଟ୍‌ରେ ଥିବା ଏକ ଡାକ୍ତରଖାନାରୁ ଏଭଳି ଏକ ଚକିତ କଲା ଭଳି ଖବର ସାମ୍ନାକୁ ଆସିଛି। ଦୁଇ ଘଣ୍ଟାର ଅପରେଶନ ପରେ ରୋଗୀଙ୍କ ପେଟରୁ ବିନା ମୁଣ୍ଡ ଥିବା ଚାମଚଗୁଡ଼ିକୁ ବାହାର…

ବିଶ୍ୱର ସବୁଠୁ ବଡ଼ ଫୁଲ

ସାଧାରଣତଃ ଯେଉଁମାନେ ଦୁଃସାହସିକ କାର୍ଯ୍ୟ କରିବାକୁ ପସନ୍ଦ କରନ୍ତି, ସେମାନେ ନିଶ୍ଚିତ ଭାବରେ ଜଙ୍ଗଲକୁ ଯାଇ ଅନୁସନ୍ଧାନ କରନ୍ତି। ଏହିପରି ଜାଗାରେ ଚାଲିବା ଶରୀର ଏବଂ ମନ ପାଇଁ ଭଲ ଅଟେ। ନିକଟରେ ଇଣ୍ଡୋନେସିଆର ଏକ ଜଙ୍ଗଲରେ ଟ୍ରେକିଂ କରୁଥିବା ଜଣେ…

ବିଶ୍ୱର ସବୁଠୁ ବଡ଼ ବ୍ୟାଙ୍କ ଡକାୟତି

ବଲିଉଡ୍‌ ହେଉ କି ହଲିଉଡ୍‌ ବ୍ୟାଙ୍କ ଡକାୟତି ସହ ଜଡ଼ିତ ଅନେକ ଫିଲ୍ମ ଦେଖିଥିବେ। ମାତ୍ର ଏହା ବାସ୍ତବରେ ମଧ୍ୟ ଘଟିଛି। ଯାହାକି ସବୁଠୁ ବଡ଼ ଧରଣର ଡକାୟତିରେ ଗଣା। ୨୦୦୩ରେ ଇରାକର ବାଗଦାଦ୍‌ରେ ଥିବା ସେଣ୍ଟ୍ରାଲ ବ୍ୟାଙ୍କରୁ ଚୋରି ହୋଇଥିଲା।…

ନଡ଼ା ଭଳି ସାପକୁ ଫୋପାଡୁଛନ୍ତି ବ୍ୟକ୍ତି, ଭିଡିଓ ଦେଖିଲେ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ଯାହା ହସର ଖୋରାକ ଯୋଗାଉ ଥିବା ବେଳେ ଅନେକ ସମୟରେ ଭାବପ୍ରବଣ କରିଦିଏ । ବର୍ତ୍ତମାନ ଟୁଇଟରରେ ଏକ ଭିଡିଓ ଭାଇରାଲ ହେଉଛି। ଭିଡିଓରେ ଜଣେ…

ଫ୍ଲିପ୍‌କାର୍ଟରୁ ଅର୍ଡର କରିଥିଲେ ଲାପ୍‌ଟପ୍‌, ଯାହା ଆସିଲା ଦେଖି ହୋଇଗଲେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୮।୯: ଦୁର୍ଗାପୂଜା ପାଇଁ ଇ-କମର୍ସ ପକ୍ଷରୁ ବର୍ତ୍ତମାନ ବିଗ୍‌ ବିଲିୟନ ଡେ ସେଲିଙ୍ଗ୍‌ ଚାଲିଛି। ବିଭିନ୍ନ ଜିନିଷ ଉପରେ ବ୍ୟାପକ ରିହାତି ପ୍ରଦାନ କରୁଛି ଇ-କମର୍ସ କମ୍ପାନୀ। ଏହି ସମୟରେ ଜଣେ ବ୍ୟକ୍ତି ଏକ ଲାପ୍‌ଟପ୍‌ ଅର୍ଡର କରିଥିଲେ। ହେଲେ ସେ…

‘ତୁମେ ଦେଖିବ ମୋ ବାପା ରାଜା ହେବେ’

ଲଣ୍ଡନ: ବ୍ରିଟେନ୍‌ ରାଜା ଚାର୍ଲସ୍‌ ତୃତୀୟଙ୍କ ନାତି ପ୍ରିନ୍ସ ଜର୍ଜ ସବୁବେଳେ ନିଜ ଅସ୍ବାଭାବିକ ବ୍ୟବହାର ଲାଗି ଚର୍ଚ୍ଚାରେ ରହିଆସନ୍ତି। ସ୍କୁଲ ଖେଳପଡ଼ିଆରେ କେତେଜଣ ସାଙ୍ଗଙ୍କ ସହ ମାଡ଼ଗୋଳ ହେବା ପରେ ଜର୍ଜ ତାଙ୍କୁ କହିଛନ୍ତି ଯେ, ତୁମେମାନେ ଦେଖିବ ମୋ…

ମଙ୍ଗଳରେ ଜମା ହେଲାଣି ୭ ଟନ୍‌ ବର୍ଜ୍ୟ

ଓ୍ବାଶିଂଟନ: ମଙ୍ଗଳ ଗ୍ରହରେ ମଣିଷ ଜାଗା କିଣିଛି ସତ କିନ୍ତୁ ସେଠାରେ କେବେ ବସତିସ୍ଥାପନ କରିବ ତାହା ଏବେ ଆଶା, ଆଶଙ୍କା ଭିତରେ ରହିଛି। ମଙ୍ଗଳରେ ଜୀବଜଗତ ବାସଉପଯୋଗୀ କି ନୁହେଁ ସେ ନେଇ ବୈଜ୍ଞାନିକମାନଙ୍କ ତର୍ଜମା ଜାରି ରହିଛି। କିନ୍ତୁ…

ମନସ୍କାମନା ପୂରଣ ହେବାରୁ ମଇଁଷିକୁ ଲଣ୍ଡା କଲେ ମାଲିକ

ଲକ୍ଷ୍ନୌ,୨୭।୯: ଉତ୍ତରପ୍ରଦେଶ ହରଦୋଇ ଜିଲାରେ ଏକ ଅଜବ ଘଟଣା ଘଟିଛି। ମନସ୍କାମନା ପୂରଣ ହେବାରୁ ଜଣେ କୃଷକ ନବରାତ୍ରିର ପ୍ରଥମ ଦିନ ମା’ ଦୁର୍ଗା ମନ୍ଦିରରେ ମଇଁଷି ଛୁଆକୁ ଲଣ୍ଡା କରିଛନ୍ତି। କେବଳ ଏତିକି ନୁହେଁ, ଲଣ୍ଡା ପରେ ଗ୍ରାମବାସୀଙ୍କୁ ଭୋଜନ…

୧୧ କେଭି ବିଦ୍ୟୁତ୍‌ ତାରରେ ଷ୍ଟଣ୍ଟ, ଭିଡିଓ ଦେଖିଲେ…

ସୋସିଆଲ ମିଡିଆରେ ପ୍ରତ୍ୟେକ ଦିନ କିଛି ନା କିଛି ଫଟୋ, ଭିଡିଓ ଭାଇରାଲ ହେବାରେ ଲାଗିଛି। ଠିକ୍‌ ସେପରି ଏକ ଭିଡିଓ ଭାଇରାଲ ହୋଇଛି। ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଉତ୍ତରପ୍ରଦେଶର ପିଲିଭିଟ୍‌ର ଜଣେ ବ୍ୟକ୍ତି ଇଲେକ୍ଟ୍ରିକ୍‌ ତାରରେ ଷ୍ଟଣ୍ଟ…

ସ୍କୁଲ ବ୍ୟାଗ୍‌ରେ ଭୟଙ୍କର ସାପ, ଭିଡିଓ ଦେଖିଲେ…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ଯାହା ହସର ଖୋରାକ ଯୋଗାଉ ଥିବା ବେଳେ ଅନେକ ସମୟରେ ଭାବପ୍ରବଣ କରୁଛି। ବର୍ତ୍ତମାନ ଟୁଇଟରରେ ଏକ ଭିଡିଓ ଭାଇରାଲ ହେଉଛି। ଭିଡିଓରେ ଜଣେ ବ୍ୟକ୍ତିଙ୍କୁ…

ବର୍ଷକର ଛୁଆକୁ କୋଳରେ ଧରି ଅଟୋ ଚଲାଉଛନ୍ତି ମା’

ନୋଏଡା,୨୬।୯: ନୋଏଡାର ଚଞ୍ଚଳ ଶର୍ମା ଉତ୍ତର ପ୍ରଦେଶରେ ଇ-ରିକ୍ସା ଚଲାଇ ପରିବାର ପାଳୁଛନ୍ତି। ଭାଗ୍ୟର ବିଡମ୍ବନା ଯୋଗୁ ଚଞ୍ଚଳଙ୍କୁ ବର୍ଷକର ପୁଅକୁ ସାଥୀରେ ନେଇ ଅଟୋ ଚଳାଇବାକୁ ପଡ଼େ। ପୁଅକୁ କୋଳରେ ଧରି ପ୍ରତିଦିନ ସକାଳୁ ଘରକାମ ସାରି ବାହାରି ଯାନ୍ତି…

ସାପ ସହ ଏପରି ବସିଛି କୁନି ଝିଅ, ଭିଡିଓ ଦେଖିଲେ ହେବେ ଆଶ୍ଚର୍ଯ୍ୟ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଫଟୋ, ଭିଡିଓ ଭାଇରାଲ ହେବାରେ ଲାଗିଛି। ଠିକ୍‌ ସେପରି ଏକ ଭିଡିଓ ଭାଇରାଲ ହୋଇଛି। ଯାହାକୁ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ଶେୟାର ହୋଇଥିବା ଭିଡିଓରେ ଏକ ଛୋଟ ଝିଅ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?