ଏହି ଦିନ ୬ ମିନିଟ୍‌ ପାଇଁ ପୂରା ଦୁନିଆ ହୋଇଯିବ ଅନ୍ଧାର! ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୧୭।୭: ୨ ଅଗଷ୍ଟ ୨୦୨୭ରେ ଏକ ଅତ୍ୟନ୍ତ ବିରଳ ସୂର୍ଯ୍ୟଗ୍ରହଣ ଦେଖାଯିବ। ଏଥିରେ, ମଧ୍ୟାହ୍ନରେ ଆକାଶ କଳା ଅନ୍ଧକାରରେ ଆଚ୍ଛାଦିତ ହେବ। ବିଶ୍ୱର ବିଭିନ୍ନ ମହାଦେଶରେ ବାସ କରୁଥିବା ଲକ୍ଷ ଲକ୍ଷ ଲୋକ ଏହାକୁ ସହଜରେ ଦେଖିପାରିବେ। ଏହି ସୂର୍ଯ୍ୟଗ୍ରହଣ ୬ ମିନିଟ ୨୩ ସେକେଣ୍ଡ ପାଇଁ ରହିବ। ଦିବାଲୋକ ଅନ୍ଧକାରରେ ଚାଲିଯିବ ଯାହା ପରବର୍ତ୍ତୀ ୧୦୦ ବର୍ଷ ପାଇଁ ଅର୍ଥାତ୍‌ ୨୧୧୪ ପର୍ଯ୍ୟନ୍ତ ଆଉ ଦେଖାଯିବ ନାହିଁ।

ଅଧିକାଂଶ ସୂର୍ଯ୍ୟଗ୍ରହଣ ୩ ମିନିଟରୁ କମ ସମୟ ପର୍ଯ୍ୟନ୍ତ ରହିଥାଏ କିନ୍ତୁ ଏହି ଗ୍ରହଣ ବିଶ୍ୱର ଅନେକ ଅଂଶକୁ ଦୁଇଗୁଣରୁ ଅଧିକ ସମୟ ପାଇଁ ଅନ୍ଧକାରରେ ବୁଡ଼ାଇ ରଖିବ। ଏହାର ତିନୋଟି ମୁଖ୍ୟ କାରଣ ଅଛି। ପ୍ରଥମତଃ, ପୃଥିବୀ ସୂର୍ଯ୍ୟଠାରୁ ସବୁଠାରୁ ଦୂରରେ ରହିବ ଯାହାକୁ ଆଫେଲିଅନ କୁହାଯାଏ, ଯାହା ଯୋଗୁଁ ସୂର୍ଯ୍ୟ ଛୋଟ ଦେଖାଯିବ। ଦ୍ୱିତୀୟ କାରଣ ହେଉଛି ଚନ୍ଦ୍ର ପୃଥିବୀର ନିକଟତମ ହେବ ଯାହା ଯୋଗୁଁ ଏହା ବଡ଼ ଦେଖାଯିବ। ତୃତୀୟତଃ, ଚନ୍ଦ୍ରର ଛାଇ ବିଷୁବରେଖା ଦେଇ ଗତି କରିବ, ଏହି ପଥରେ ଛାଇ ଧୀରେ ଧୀରେ ବୃଦ୍ଧି ପାଇବ।


Enter your email to get our daily news in your inbox.

All Right Reserved By Dharitri.Com

ରାଜନୀତିରେ ହଲଚଲ୍‌; ହଠାତ୍ ଇସ୍ତଫା ଦେଲେ ଉପରାଷ୍ଟ୍ରପତି, କହିଲେ….

ନୂଆଦିଲ୍ଲୀ, ୧୨।୧୧: ଇଣ୍ଡୋନେସିଆ ରାଜନୀତିରେ ବଡ଼ ଧରଣର ହଟଚମଟ। ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଛନ୍ତି ଜିବ୍ରାନ୍‌ ରାକାବୁମିଙ୍ଗ ରାକା। ଦେଶର ସଂସଦର ଉଚ୍ଚ ସଦନର ବାଚସ୍ପତି ଅହମଦ୍‌…

୧୪ ବର୍ଷ ପରେ ସ୍ପେନ୍‌ରେ ଧର୍ମଘଟ

ବାର୍ସିଲୋନା, ୧୨ା୧୧:ଜାତୀୟ ନିର୍ୱାଚନର ମାତ୍ର ୩ ସପ୍ତାହ ପୂର୍ୱରୁ ଦେଶରେ ବଢ଼ିଚାଲିଥିବା ଗୃହ ସଙ୍କଟ ଏବଂ ଅତ୍ୟଧିକ ଘରଭଡ଼ା ବିରୋଧରେ ବୁଧବାର ସ୍ପେନର ଲକ୍ଷ ଲକ୍ଷ ଶ୍ରମିକ…

ଚାଇନା ଗବେଷକ ସୃଷ୍ଟିକଲେ ବିଶ୍ୱର ସବୁଠୁ ଶୀତଳ ତାପମାତ୍ରା

ବେଜିଂ, ୧୨ା୧୧: ବ୍ରହ୍ମାଣ୍ଡର ପ୍ରାକୃତିକ ପୃଷ୍ଠଭୂମି ତାପମାତ୍ରା ପ୍ରାୟ ୨.୭ କେଲଭିନ (-୨୭୦.୪୫ ଡିଗ୍ରୀ ସେଲ୍‌ସିୟସ୍‌) ଥିବାବେଳେ, ଚାଇନାର ମହାକାଶ ଗବେଷକମାନେ ଏହା ତୁଳନାରେ ପ୍ରାୟ ୨୮୦…

ନେପାଳରେ ଭୂକମ୍ପର ପ୍ରଚଣ୍ଡ ଝଟ୍‌କା! ରିକ୍ଟର ସ୍କେଲରେ ତୀବ୍ରତା ୪.୯

ନୂଆଦିଲ୍ଲୀ,୧୨।୧୧: ଆଜି ସକାଳେ ଭାରତର ପଡ଼ୋଶୀ ଦେଶ ନେପାଳରେ ଭୂକମ୍ପ ଅନୁଭୂତ ହୋଇଛି, ଯାହାଫଳରେ ପ୍ରଚ଼ଣ୍ଡ ଝଟକାରେ ପୃଥିବୀ ଥରି ଉଠିଛି। ଲୋକଙ୍କ ମଧ୍ୟରେ ମଧ୍ୟ ଆତଙ୍କର…

ଇସ୍ରାଏଲ୍‌ ସଂସଦରେ ମୁହାଁମୁହିଁ ନେତନ୍ୟାହୁଙ୍କ ପତ୍ନୀ-ପୂର୍ବତନ PM, ଭିଡିଓ ଭାଇରାଲ୍

ଜେରୁଜେଲମ୍,୧୧।୧୧: ଇସ୍ରାଏଲ୍‌ ସଂସଦ (ନେସେଟ୍‌)ରେ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁଙ୍କ ଭାଷଣ ସମୟରେ ଅପ୍ରିତିକର ପରିସ୍ଥିତି ଦେଖିବାକୁ ମିଳିଛି । ନେତନ୍ୟାହୁଙ୍କ ପତ୍ନୀ ସାରା ନେତନ୍ୟାହୁ ଓ ତାଙ୍କର…

ବିଶ୍ୱର ସବୁଠାରୁ ଲମ୍ବାଗୋଡ଼ ଥିବା ମହିଳା, ତାଙ୍କ ପରିବାରର ସମସ୍ତ ସଦସ୍ୟ ବି ୬ ଫୁଟରୁ ଅଧିକ ଉଚ୍ଚ

କୁହାଯାଏ, ଜଣେ ବ୍ୟକ୍ତିଙ୍କର ବ୍ୟକ୍ତିତ୍ୱ ତାଙ୍କ ମୋଟ୍‌ ଉଚ୍ଚତା ତୁଳନାରେ ତାଙ୍କ ଗୋଡ଼ ଲମ୍ବ ଅଧିକ ଥିବାରୁ ବୃଦ୍ଧି ପାଏ। ପୁରୁଷ ଏବଂ ମହିଳା ଉଭୟ ଆକର୍ଷଣୀୟ,…

ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ବନ୍ଦ ପାଇଁ ଆମେରିକା ମଧ୍ୟସ୍ଥତାରେ ଆଲୋଚନା

ଆବୁଧାବି,୧୧ା୧୧: ରୁଷିଆ ଓ ୟୁକ୍ରେନ୍‌ ମଧ୍ୟରେ ପାଖାପାଖି ୫ ବର୍ଷ ହେଲା ଲାଗିରହିଥିବା ଯୁଦ୍ଧର ପରିସମାପ୍ତି ପାଇଁ ଆମେରିକା ଆଉ ଏକ ଉଦ୍ୟମ ଆରମ୍ଭ କରିଛି। ୟୁନାଇଟେଡ୍‌…

ମଧ୍ୟବିତ୍ତଙ୍କୁ ମହଙ୍ଗା ମାଡ଼: ଏକାଥରେ ଏତେ ଟଙ୍କା ବଢିଗଲା ଏଲପିଜି ସିଲିଣ୍ଡର ଦାମ୍‌

ନୂଆଦିଲ୍ଲୀ, ୧୧।୧୧: ପଡ଼ୋଶୀ ଦେଶ ପାକିସ୍ତାନ ପରେ ଏବେ ବାଂଲାଦେଶରେ ମଧ୍ୟ ରୋଷେଇ ଗ୍ୟାସ (LPG) ଦର ଆକାଶଛୁଆଁ ହୋଇଛି। ଉଭୟ ଦେଶରେ ଗ୍ୟାସ ସଙ୍କଟ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?