ଫୁରସତ

କୁକୁରକୁ ମିଳିଲା ବାସସ୍ଥାନ ପ୍ରମାଣପତ୍ର! ଅଜବ ଲାଗୁଥିଲେ ବି ସତ…

ପାଟନା,୨୮।୭: ବିହାରରେ SIR ସମ୍ପର୍କରେ ଏକ ଅଭିଯାନ ଚାଲିଛି। ଲୋକମାନେ ସେମାନଙ୍କର ଡକ୍ୟୁମେଣ୍ଟ ସଂଶୋଧନ କରିବାରେ ବ୍ୟସ୍ତ। ଏହାରି ଭିତରେ, ଏକ ଅଜବ ଡକ୍ୟୁମେଣ୍ଟ ମଧ୍ୟ ସାମ୍ନାକୁ ଆସୁଛି। ରାଜଧାନୀ ପାଟନା ସଂଲଗ୍ନ ମସୌଦିରେ, RTPS ପୋର୍ଟାଲ ‘ଡଗ ବାବୁ’ଙ୍କୁ ସ୍ବତନ୍ତ୍ର…

ନିଜର ପେଟ୍ରୋଲ ପମ୍ପ ଖୋଲିବାକୁ ଚାହୁଁଛନ୍ତି କି? ଜାଣନ୍ତୁ ଲାଇସେନ୍ସଠାରୁ ଆରମ୍ଭ କରି ରୋଜଗାରର ପୂରା ପ୍ରକ୍ରିୟା

ପେଟ୍ରୋଲ ପମ୍ପ ବ୍ୟବସାୟ ବିଶ୍ୱର ଅନ୍ୟତମ ଲାଭଜନକ ବ୍ୟବସାୟ ମଧ୍ୟରୁ ଗୋଟିଏ ଭାବେ ପରିଗଣିତ ହୁଏ। ଭାରତ ଭଳି ଦେଶରେ, ଯେଉଁଠାରେ ପରିବହନ ଓ ଲଜିଷ୍ଟିକ୍ସ ଦ୍ରୁତ ଗତିରେ ବୃଦ୍ଧି ପାଉଛି, ଏହାର ଚାହିଦା ଆହୁରି ଅଧିକ। ଯଦି ଆପଣ ମଧ୍ୟ…

୨୫ ବର୍ଷୀୟା ଯୁବତୀଙ୍କ ଉପରେ ଏମିତି କଥା କହି ଫସିଲେ ପ୍ରବଚକ ଅନିରୁଦ୍ଧାଚାର୍ଯ୍ୟ, କ୍ଷମା ମାଗି କହିଲେ…

ପ୍ରବଚକ ଅନିରୁଦ୍ଧାଚାର୍ଯ୍ୟ ସମସ୍ୟାରେ ଅଛନ୍ତି। କଥାକାର ମହିଳାଙ୍କ ଉପରେ ଦେଇଥିବା ଏକ ବୟାନ ଯୋଗୁ ବର୍ତ୍ତମାନ ଶିରୋନାମାରେ ଅଛନ୍ତି। ପ୍ରବଚକଙ୍କ ଏକ ବୟାନ ସାମ୍ନାକୁ ଆସିଛି, ଯାହାକୁ ମହିଳାମାନେ ବିରୋଧ କରୁଛନ୍ତି। ସେ ଝିଅମାନଙ୍କ ବିବାହ ଉପରେ ଏପରି କିଛି କହିଛନ୍ତି,…

କାର୍‌ଗିଲ ଯୁଦ୍ଧରେ ଖର୍ଚ୍ଚ ହୋଇଥିଲା ଏତିକି ଟଙ୍କା, ଜାଣନ୍ତୁ ଭାରତ ନା ପାକିସ୍ତାନ କାହାର ହୋଇଥିଲା ଅଧିକ କ୍ଷତି…

କାର୍‌ଗିଲ ଯୁଦ୍ଧ କେବଳ ଏକ ସାମରିକ ସଂଘର୍ଷ ନ ଥିଲା, ଏହା ଭାରତର ସାର୍ବଭୌମତ୍ୱ, ରଣନୈତିକ ବୁଦ୍ଧି ଏବଂ ସୈନିକଙ୍କ ଅଦମ୍ୟ ସାହସର ପରୀକ୍ଷା ଥିଲା। ମେ’ ୧୯୯୯ରେ ଯେତେବେଳେ ପାକିସ୍ତାନୀ ସେନା ଏବଂ ଆତଙ୍କବାଦୀମାନେ ମିଶି କାର୍‌ଗିଲର ଉଚ୍ଚ ଶିଖରଗୁଡ଼ିକୁ…

କଳିଯୁଗରେ ମଧ୍ୟ ଜୀବିତ ଅଛନ୍ତି ପବନପୁତ୍ର ହନୁମାନ…ଜାଣନ୍ତୁ କେଉଁଠି ତାଙ୍କର ନିବାସ?

ତ୍ରେତୟା ଯୁଗରେ ଭଗବାନ ଶ୍ରୀରାମଙ୍କ ସେବାରେ ରହିଥିବା ପବନପୁତ୍ର ହନୁମାନ କଳିଯୁଗରେ ମଧ୍ୟ ଜୀବିତ ଅଛନ୍ତି ବୋଲି ହିନ୍ଦୁ ଧର୍ମର ମାନ୍ୟତା ରହିଛି। ଧାର୍ମିକ ଗ୍ରନ୍ଥ ଓ ପୁରାଣ ଅନୁସାରେ, ହନୁମାନଙ୍କୁ ଅମର ଦେବତା ଭାବେ ଗଣାଯାଇଛି। ମାନ୍ୟତା ଅଛି ଯେ…

୨ ମାସରେ ୨୨ କିଲୋ ଓଜନ କମାଇଲେ ମହିଳା: ଜିମ୍‌ ନୁହେଁ, ଏହି କାମ କରି କଲେ କମାଲ୍‌

ଆଜିକାଲିର ବ୍ୟସ୍ତବହୁଳ ଜୀବନଶୈଳୀ ମଧ୍ୟରେ, ଓଜନ ହ୍ରାସ କରିବା ଏକ ବଡ଼ ଚ୍ୟାଲେଞ୍ଜ ପାଲଟିଛି। କିନ୍ତୁ ସୋସିଆଲ ମିଡିଆରେ ଏପରି କିଛି ଭିଡିଓ ଆସେ, ଯାହା ଆମକୁ କେବଳ ଉତ୍ସାହିତ କରେ ନାହିଁ, ବରଂ କୌଣସି କଠୋର ଡାଏଟ ଏବଂ କଠୋର…

ଏମିତି ଜେଲ୍‌, ଯେଉଁଠି କଏଦୀମାନଙ୍କ ଉପରେ ନ ଥାଏ କଟକଣା, ରୁହନ୍ତି ପରିବାର ସହ

ଜୟପୁର: ରାଜସ୍ଥାନରେ ଏକ ନିଆରା ଜେଲ ରହିଛି, ଯେଉଁଠାରେ କଏଦୀମାନେ ସେମାନଙ୍କ ପରିବାର ସହ ରୁହନ୍ତି। ଏହି ଜେଲରେ ଥିବା କଏଦୀମାନଙ୍କ ଉପରେ ବିଶେଷ କଟକଣା ନ ଥାଏ। ସେମାନେ ଅଟୋ ଚଳାଇ, ମକା ବିକ୍ରି କରି, ଟିଫିନ୍‌ ସେଣ୍ଟରରେ ଲୋକଙ୍କୁ…

ବର୍ତ୍ତମାନ ସୁଦ୍ଧା ୧୮୩ ବିମାନରେ ଦେଖାଦେଲାଣି ଯାନ୍ତ୍ରିକ ତ୍ରୁଟି, ସବୁଠୁ ଆଗରେ ରହିଛି…

କିଛିଦିନ ଧରି ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଯାଉଥିବା ବାରମ୍ବାର ରିପୋର୍ଟ ଆସୁଛି, ଯେଉଁ କାରଣରୁ ବିମାନଗୁଡ଼ିକୁ ବାତିଲ କରାଯାଉଛି କିମ୍ବା ସେମାନଙ୍କର ଜରୁରୀକାଳୀନ ଅବତରଣ କରାଯାଉଛି। ଏହି ସମୟରେ ଭାରତୀୟ ବିମାନ କମ୍ପାନୀଗୁଡ଼ିକ ଚଳିତ ବର୍ଷ ଜୁଲାଇ ୨୧ ସୁଦ୍ଧା ବେସାମରିକ…

ବୈଜ୍ଞାନିକମାନେ ପ୍ରସ୍ତୁତ କଲେ ଏମିତି ଏକ ସେନ୍ସର, ଯାହା ନିମିଷକରେ ଚିହ୍ନଟ କରିବ ପ୍ରାଣଘାତକ ରୋଗ

NITର ବୈଜ୍ଞାନିକମାନଙ୍କ ଏକ ଗ୍ରୁପ୍‌ ଏକ ଉପକରଣ ବିକଶିତ କରିଛନ୍ତି ଯାହା ରୋଗୀଙ୍କ ବେଡ୍‌ ପାଖରେ ସେପ୍ସିସର ପ୍ରାରମ୍ଭିକ ଲକ୍ଷଣଗୁଡ଼ିକୁ ଚିହ୍ନଟ କରିବାରେ ସାହାଯ୍ୟ କରିବ। ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ, ଏହି ଉପକରଣ ମାତ୍ର ୧୦ ମିନିଟ୍‌ ମଧ୍ୟରେ ଫଳାଫଳ…

ସ୍ବାମୀଙ୍କ ଜିଭ କାଟି ଗିଳିଦେଲେ ସ୍ତ୍ରୀ: ସମ୍ପୂର୍ଣ୍ଣ ଘଟଣା ଜାଣିବା ପରେ ପୋଲିସ ବି ତାଜୁବ

ପାଟନା,୨୪।୭: ବିହାରର ଗୟାରୁ ଏକ ଅଜବ ଏବଂ ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ମହିଳା ତାଙ୍କ ସ୍ବାମୀଙ୍କ ଜିଭ କାଟି ଗିଳି ଦେଇଛନ୍ତି। ସ୍ବାମୀ ଯନ୍ତ୍ରଣାରେ ଛଟପଟ ହେବାକୁ ଲାଗିଲେ, ସେ ସମସ୍ତ ରକ୍ତ ମଧ୍ୟ ପିଇଦେଲେ। ତା’ପରେ…

ଅପରେଶନ ସମୟରେ ମହିଳାଙ୍କ ପେଟରେ ଡାକ୍ତର ଛାଡ଼ିଦେଲେ ଏହି ଜିନିଷ, ଚାଲିଗଲା ଜୀବନ, ୧୨ ଲକ୍ଷ ଟଙ୍କା ଜରିମାନା ନିର୍ଦ୍ଦେଶ

ଡାକ୍ତରମାନଙ୍କୁ ଭଗବାନଙ୍କ ରୂପ ବୋଲି ବିବେଚନା କରାଯାଏ। ମାତ୍ର ଆମ ଜୀବନ ରକ୍ଷା କରୁଥିବା ଡାକ୍ତରମାନେ ବେଳେବେଳେ ଅସାବଧାନ ହୋଇଯାଆନ୍ତି, ଯାହା ଯୋଗୁ ରୋଗୀଙ୍କ ଜୀବନ ବିପଦରେ ପଡ଼ିଯାଏ। ଉତ୍ତରପ୍ରଦେଶର ଗାଜିପୁରରୁ ଠିକ୍‌ ସେମିତି ଏକ ଘଟଣା ସାମ୍ନାକୁ ଆସିଛି। ଏଠାରେ…

କୋରାପୁଟର ଲୋକପ୍ରିୟ ଡିଜିଟାଲ କ୍ରିଏଟର ‘ଏଥିଷ୍ଟ କ୍ରିଷ୍ଣା’ଙ୍କ ଦେହାନ୍ତ, ଦିନେ ତାଙ୍କର ମିମ୍‌ ଦେଖି ହସିଥିଲେ ମୋଦି

ଭୁବନେଶ୍ୱର,୨୩ା୭: ଓଡ଼ିଶାର କୋରାପୁଟ ଜିଲାରୁ ଉଭା ହୋଇଥିବା ଲୋକପ୍ରିୟ ଡିଜିଟାଲ କ୍ରିଏଟର ‘ଏଥିଷ୍ଟ କ୍ରିଷ୍ଣା’ଙ୍କ ବୁଧବାର ସକାଳେ ଗମ୍ଭୀର ନିମୋନିଆରେ ପୀଡିତ ହେବାରୁ ଦେହାନ୍ତ ହୋଇଛି। ପାରିବାରିକ ସୂତ୍ରରୁ ଜଣାପଡ଼ିଛି ଯେ ସେ ଏକ ଅସ୍ତ୍ରୋପଚାର ପାଇଁ ପ୍ରସ୍ତୁତ ହେଉଥିବା ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?