କଳା ସଂସ୍କୃତିର ସହର କଡପା; କେବେ ଓ କେମିତି ଯିବେ, କ’ଣ ଦେଖିବେ
କଡପା ହେଉଛି ଆନ୍ଧ୍ରପ୍ରଦେଶସ୍ଥିତ ଏକ ଆକର୍ଷଣୀୟ ସହର। କଳା ଓ ସଂସ୍କୃତି ପ୍ରତି ସ୍ଥାନୀୟ ବାସିନ୍ଦାଙ୍କର ରହିଛି ଖୁବ୍ ଆଦର। ସେଥିପାଇଁ ଏଠାରେ ବର୍ଷସାରା ବିଭିନ୍ନ ପର୍ବପର୍ବାଣୀକୁ ଖୁବ୍ ଧୂମ୍ଧାମ୍ରେ ଲୋକେ ପାଳନ କରିଥାନ୍ତି। ତା’ଛଡ଼ା ପର୍ଯ୍ୟଟକଙ୍କ ଦେଖିବା ପାଇଁ...
ବୁଲା ଜୀବଜନ୍ତୁଙ୍କ ମା’ ପୁଷ୍ପଲତା
ବୁଲା କୁକୁରଙ୍କଠାରୁ ଆରମ୍ଭକରି ମାଙ୍କଡ଼ଙ୍କ ପର୍ଯ୍ୟନ୍ତ ତାଙ୍କ ଆସିବାକୁ ଅପେକ୍ଷା କରିଥାନ୍ତି। କେତେବେଳେ ଆସିବେ ଓ ସେମାନଙ୍କୁ ଖାଇବାକୁ ଦେବେ। ବାହାରେ ବୁଲୁଥିବା ଜୀବଜନ୍ତୁଙ୍କୁ ପ୍ରତିଦିନ କିଛି ନା କିଛି ଖାଦ୍ୟ ଖାଇବାକୁ ଦେବାରେ ଆନନ୍ଦ ପାଉଥିବା ଏହି ମହିଳା...
ଧାନ କଳାକୃତି ଦେଇଛି ରୋଜଗାର
ବିଭିନ୍ନ ପାରମ୍ପରିକ ହସ୍ତଶିଳ୍ପ କଳା କାରିଗରିର ଭିନ୍ନଭିନ୍ନ ପରିଚୟ ରହିଛି। ଠିକ୍ ଯେମିତି ଧାନ ଓ ଅନ୍ୟ ଶସ୍ୟକୁ ନେଇ ହେଉଥିବା କଳା କାରିଗରୀ। ଶିଳ୍ପୀଙ୍କ ଯାଦୁକରୀ ହସ୍ତର ସ୍ପର୍ଶରେ ଛୋଟ ଛୋଟ ଶସ୍ୟ ସୁନ୍ଦର କଳାକୃତୀର ରୂପ ନେଇଥାଏ।...
ପ୍ରଥମ ଦରମା ଟଙ୍କାକୁ ବାରମ୍ବାର ଗଣୁଥିଲି: ପରଂବ୍ରହ୍ମ ତ୍ରିପାଠୀ
ଜଗତ୍ସିଂହପୁର ଜିଲା ନାଉଗାଁ ହାଟରେ ମୋ ଜନ୍ମ। ପିଲାଟି ଦିନରୁ ପାଠପଢ଼ା ସହିତ ଡିବେଟ୍ରେ ବି ମୁଁ ଖୁବ୍ ଭଲ ଥିଲି। ଏପରିକି ଦଶମରେ ରାଜ୍ୟସ୍ତରରେ ଏକାଦଶ ସ୍ଥାନ ହାସଲ କରିଥିଲି। ଇଚ୍ଛା ଥିଲା ଡାକ୍ତରୀ ପଢ଼ିବାକୁ। କିନ୍ତୁ ଏଣ୍ଟ୍ରାନ୍ସରେ...
ପକ୍ଷୀ ପ୍ରେମୀ ନନ୍ଦ କିଶୋର
ପ୍ରାକୃତିକ ପରିବେଶରେ ବିଭିନ୍ନ ଜୀବଜନ୍ତୁ କିପରି ନିର୍ଭୟ, ମୁକ୍ତ ଓ ନିରାପଦରେ ବିଚରଣ କରିବା ସହିତ ବଂଶବିସ୍ତାର କରିପାରିବେ, ଏଥିପାଇଁ କେବଳ ବନ କର୍ମଚାରୀଙ୍କ ପଦକ୍ଷେପ ଯଥେଷ୍ଟ ନୁହେଁ। ପ୍ରତ୍ୟେକଙ୍କ ସାହାଯ୍ୟ ଓ ସହଯୋଗ ଜରୁରୀ ବୋଲି ବିଶ୍ୱାସ କରନ୍ତି...
ବୈଜ୍ଞାନିକଙ୍କ ବଡ଼ ଚେତାବନୀ: ଏହିବର୍ଷ ଆସିବ ମହାପ୍ରଳୟ, ପୃଥିବୀରେ ଘଟିବ ଏସବୁ ଅଘଟଣ
ପୃଥିବୀରେ ମହାପ୍ରଳୟ ହେବ ବୋଲି ଅନେକ ଖବର ଆସିଥାଏ। ଏବେ ପୁଣି ଥରେ ବିଶ୍ୱର ବଡ଼ ବଡ଼ ବୈଜ୍ଞାନିକମାନେ ମହାପ୍ରଳୟ ବିଷୟରେ ଚେତାବନୀ ଦେଇଛନ୍ତି। ବୈଜ୍ଞାନିକମାନେ ସେମାନଙ୍କ ରିପୋର୍ଟରେ ଏମିତି କିଛି କହିଛନ୍ତି, ଯାହା ଜାଣିଲେ ଲୋମ ଟାଙ୍କୁରି ଉଠିବ।...
ଶାଢ଼ି @ ପୁରୁଷ
ଫ୍ୟାଶନର କୌଣସି ନିର୍ଦ୍ଦିଷ୍ଟ ନିୟମ ନାହିଁ କି କୌଣସି ସୀମା ଭିତରେ ମଧ୍ୟ ଏହା ସୀମିତ ନୁହେଁ। ପ୍ରତ୍ୟେକେ ନିଜସ୍ବ ରୁଚି ଅନୁଯାୟୀ ତିଆରି କରନ୍ତି ନିଜର ଫ୍ୟାଶନ ଫଣ୍ଡା। ଯେଉଁ କ୍ରମରେ କେତେଜଣ ପୁରୁଷ ଶାଢ଼ିକୁ ଆପଣେଇ ଫ୍ୟାଶନ...
ସ୍ତ୍ରୀଙ୍କ ଶେଷ ଇଚ୍ଛା ପୂରଣ ପାଇଁ ସ୍ବାମୀ କଲେ ଏମିତି, ଜାଣିଲେ କରିବେ ପ୍ରଶଂସା
ହିମାଚଳ ପ୍ରଦେଶର ହମିରପୁର ଜିଲାରେ ଜଣେ ଅବସରପ୍ରାପ୍ତ ଡାକ୍ତର ତାଙ୍କ ସ୍ତ୍ରୀଙ୍କ ଶେଷ ଇଚ୍ଛା ପୂରଣ ପାଇଁ ନିଜର ଅଚଳାଚଳ ସମ୍ପତ୍ତିକୁ ସରକାରଙ୍କ ନାଁରେ କରି ଦେଇଛନ୍ତି। ଏହି ଡାକ୍ତରଙ୍କର କୌଣସି ସନ୍ତାନସନ୍ତତି ନ ଥିଲେ। ଏଥିପାଇଁ ୫ କୋଟିରୁ...
ୟୁଟ୍ୟୁବ୍ରେ ରେକର୍ଡ ଭାଙ୍ଗିଲା ଏହି ଗୀତ, ୧୦ କୋଟି ଥର ଦେଖାସରିଲାଣି
ଆଜିକାଲି ସୋସିଆଲ ମିଡିଆରେ ଏକ ଗୀତ ବେଶ୍ ଟ୍ରେଣ୍ଡ୍ କରୁଛି। ଏହି ଗୀତ ଛୋଟ ପିଲାଙ୍କର। ଗୀତଟି ବିଶ୍ୱ ରେକର୍ଡ ବି ସୃଷ୍ଟି କରିଛି। ୧୩ ଜାନୁୟାରୀରେ ୟୁଟ୍ୟୁବ୍ ଇତିହାସରେ ଏହି ଗୀତ ୧୦ ବିଲିୟନ ଅର୍ଥାତ୍ ୧୦ କୋଟି...
ଆଖି ଆଗରେ ସବୁ ପୋଡ଼ି ଯାଉଥିବା ବେଳେ ହସୁଛନ୍ତି ବୃଦ୍ଧ, କାରଣ ଜାଣିଲେ…
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ...
ଏଭରେଷ୍ଟ ଶିଖର ଛୁଇଁବା ଲକ୍ଷ୍ୟ
ପାଣିରେ ପହଁରିବା, ଗଛଚଢ଼ାଠାରୁ ଆରମ୍ଭ କରି ପାହାଡ଼ଚଢ଼ା ପର୍ଯ୍ୟନ୍ତ ବିଭିନ୍ନ ଦୁଃସାହସିକ କାର୍ଯ୍ୟ କରିବାରେ ତାଙ୍କୁ ମିଳେ ଆନନ୍ଦ। ଏହି ନିଶା ତାଙ୍କୁ ବିଶ୍ବ ରେକର୍ଡ ହାସଲ କରି ନିଜର ପରିଚୟ ସୃଷ୍ଟି କରିବାରେ ସାହାଯ୍ୟ କରିଛି। ସେ ହେଉଛନ୍ତି...
କ୍ରୋମ୍ ଅପଡେଟ୍ରେ କମ୍ପ୍ୟୁଟରରେ ଭାଇରସ ସହିତ ବ୍ଲାକ୍ମେଲିଂ ଆଶଙ୍କା…
ନୂଆଦିଲ୍ଲୀ, ୧୫।୧ : କମ୍ପ୍ୟୁଟର, ସ୍ମାର୍ଟଫୋନ କିମ୍ବା ଅନ୍ୟାନ୍ୟ ଡିଭାଇସରେ ଅପଡେଟ ଆସିବାକୁ ସକାରାତ୍ମକ ଭାବେ ଗ୍ରହଣ କରାଯାଇଥାଏ। ଏହା ଦ୍ୱାରା ଏହାର ସୁରକ୍ଷାସ୍ତର ଅପଡେଟ ହୋଇଥାଏ। ବଗ୍ ଫିକ୍ସ୍ କରାଯାଇଥାଏ। ଫଳରେ ଭାଇରସ କିମ୍ବା ମାଲୱେର୍ ଆକ୍ରମଣର ଆଶଙ୍କା...