ଫୁରସତ

ମେକ୍‌ଅପ ଇଲ୍ୟୁଜନ

ମିମି ଚୋଇ ପେସାରେ ଜଣେ ମେକ୍‌ଅପ୍‌ ଆର୍ଟିଷ୍ଟ। ତେବେ ଏବେ ସେ ତାଙ୍କର ଥ୍ରୀ ଡି ମେକ୍‌ଅପ୍‌ ଇଫେକ୍ଟ ପାଇଁ ବେଶ୍‌ ପରିଚିତ। ଏଭଳି ମେକ୍‌ଅପ୍‌ ମାଧ୍ୟମରେ ସେ ଏମିତି ଇଲ୍ୟୁଜନ ବା ଭ୍ରମ ସୃଷ୍ଟି କରିପାରନ୍ତି ଯେ, ସମସ୍ତେ ଚକିତ…

ଆପଣା ଖୁସି ପାଇଁ..

ସେଦିନ ମୁଁ ମା’ କାଳୀଙ୍କ ପାଖରେ ପ୍ରଣାମ କରି ଦୁନିଆର ଦୁଃଖ ଦୂରପାଇଁ ପ୍ରାର୍ଥନାକରିବାକୁ ଗଲାବେଳେ ଦେଖିଲି, ଲୋକଟା ଗୋଟେ ଛେଳିବେକକୁ ଦଉଡ଼ିରେ ବାନ୍ଧି ମନ୍ଦିରଆଡକୁ ଭିଡିଭିଡି ନେଉଛି l ବିଚରା ଛେଳି ଯିବାକୁ ଇଛା ନକରି ପଛକୁ ଭିଡିହୋଇ ମେଁ…

କିମ୍‌ ଟ୍ରମ୍ପ୍‌ଙ୍କୁ ଚୁମ୍ବନ ଦେଉଥିବା ଫଟୋ ସୋସିଆଲ ମିଡିଆରେ ଭାଇରାଲ…

ହନୋଇ,୧।୧ : ହାନୋଇରେ ଏକ ବୈଠକ କରିବା ପରେ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନଙ୍କ ଭଳି ଦେଖଯାଉଥିବା ହାୱାର୍ଡ ଆକ୍ସ ଏବଂ ଟ୍ରମ୍ପଙ୍କ ଭଳି ଦେଖିବାକୁ ଲାଗୁଥିବା ରସେଲ ହ୍ବାଇଟଙ୍କୁ ବିମାନବନ୍ଦରରେ ନଜର ଆସିଛନ୍ତି। କିମ୍‌ ଏବଂ…

ବକ୍ର ମନ୍ଦିର: ଭୂମି ଉପରେ ବଙ୍କା ହୋଇ ଠିଆ ହୋଇଛି…

ସପ୍ତ ଆଶ୍ଚର୍ଯ୍ୟ ବିଷୟରେ ତ ସମସ୍ତେ ଜାଣନ୍ତି। ହେଲେ ଏମିତି ବି କିଛି ସ୍ଥାପତ୍ୟ ଅଛି ଯାହା ସପ୍ତାଶ୍ଚର୍ଯ୍ୟ ତାଲିକାରେ ନାହିଁ ସତ, ହେଲେ ସେଗୁଡିକ କୌଣସି ବିସ୍ମୟଠାରୁ କମ୍‌ ନୁହେଁ। ସେମିତି ଏକ ସ୍ଥାପତ୍ୟ ତାଇଓ୍ବାନରେ ବି ଦେଖିବାକୁ ମିଳେ।…

କଳାକୃତି ଦେଇଛି ରୋଜଗାର

କୌଣସି ଉତ୍ସବ ହେଉ କିମ୍ବା ମାଙ୍ଗଳିକ କାଯର୍‌ୟକ୍ରମ ଅବସରରେ ଯଦି ଭୋଜିଭାତର ଆୟୋଜନ ହୁଏ ତେବେ ସାଲାଡ ତ ଯେମିତି ବି ହେଉ ହୁଏ । ଏଥିରେ ବିଶେଷକରି କାକୁଡ଼ି, ଗାଜର, ଟମାଟୋ ଓ ପିଆଜ ଆଦି ପନିପରିବାର ବ୍ୟବହାର ହୋଇଥାଏ।…

ନଡ଼ା କାରିଗରୀ

ନଡ଼ାରେ ତିଆରି ବିଭିନ୍ନ କଳାକୃତି ପ୍ରଦର୍ଶନ କରି ରାଜ୍ୟ ଓ ରାଜ୍ୟ ବାହାରେ ବେଶ୍‌ ପ୍ରଶଂସିତ ହୋଇପାରିଛନ୍ତି ସେ । ଏଥିପାଇଁ ତାଙ୍କୁ ମିଳିଛି ଅନେକ ପୁରସ୍କାର ଆଉ ସମ୍ମାନ। ସେ ହେଲେ ପ୍ରଦୀପ୍ତ କୁମାର ନାୟକ, ପିତା ମୁରଲିଧର ନାୟକ,…

ପ୍ରଥମ ରୋଜଗାର ବୋଉକୁ ଦେଇଥିଲି: ଗାୟକ ବିଜୟରାମ ତ୍ରିପାଠୀ

ବଡ଼ ଭାଇ ତାଙ୍କ ପିଲାମାନଙ୍କ ପାଠପଢା ଉଦ୍ଦେଶ୍ୟରେ ଭୁବନେଶ୍ୱର ଚାଲି ଯିବାପରେ ଘରର ଆର୍ଥତ୍କସ୍ଥିତି ଖରାପ ହୋଇଗଲା। କାରଣ ନିପଟ ମଫସଲିଆ ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିଲେ ସେ। ସେ ଯିବା ପରେ ନନାବୋଉ( ବାପାମା’)ବହୁତ ଭାଙ୍ଗି ପଡ଼ିଲେ ।…

ପ୍ରାଚୁର୍ଯ୍ୟର କଳା: ସସ୍ମିତା କମିଳା

କଳା ତାଙ୍କ ପ୍ରାଣ ପ୍ରାଚୁର୍ଯ୍ୟର ପ୍ରତିଫଳନ। ତାହା ପୁଣି ବହୁମୁଖୀ, ବହୁପ୍ରସ୍ଥି । କଳାର ବ୍ୟବହାରକୁ ଦୈନନ୍ଦିନ ଜୀବନ ସ୍ତରକୁ ନେଇ ଆସିବା ତାଙ୍କର ଏକ ବିଶେଷ ସ୍ବପ୍ନ । କଳା ଜୀବନର ଅନ୍ତର୍ଜଗତ ନିଃସୃତ ଅମୃତ । ହଳାହଳମୟ ଜୀବନରେ…

ଏକ ମିଠା ଅନୁଭବର ନାଁ…ଗ୍ରୀଟିଂସ୍‌ କାର୍ଡ

କେବେ ସେ ମିଳେ ବହି ଭିତରେ। ଆଉ କେବେ ଡାକବାଲା ଘରକୁ ଆସି ଦେଇଯାଏ। ହାତରେ ଧରିବା ମାତ୍ରେ ମନ ଖୁସିରେ କୁରୁଳି ଉଠେ। ନାଁ ଓ ଠିକଣା ଦେଖିଦେଲେ ସେଇ ପ୍ରିୟ ମଣିଷଟିର ମୁହଁ ଆଖି ଆଗରେ ନାଚି ଉଠେ।…

ଭାରତ ସହିତ ଏହି ଦେଶ ପାଳିବେ ନୂଆବର୍ଷ

ଶନିବାର ରାତି ୧୨ଟାରେ ଭାରତ ନୂଆ ବର୍ଷକୁ ସ୍ବାଗତ କରିବାକୁ ଯାଉଛି। ଏଥିସହିତ ଭାରତୀୟ ସମୟ ରାତି ୧୧ଟାରେ ମ୍ୟାନମାର,, ୧୧.୩୦ ପୂର୍ବାହ୍ନରେ ବାଂଲାଦେଶରେ ପାଳନ ହୋଇଥିବାବେଳେ ନେପାଳରେ ରାତି ୧୧:୪୫ରେ, ଶ୍ରୀଲଙ୍କା ନୂତନ ବର୍ଷକୁ ଠିକ୍‌ ୧୨ଟାରେ ପାଳନ କରାଯାଇଥାଏ।…

୧୯୮୬ରେ ଏତିକି ଟଙ୍କାରେ ମିଳୁଥିଲା ରୟାଲ ଏନ୍‌ଫିଲ୍ଡ ବୁଲେଟ୍‌

ଆଜିକାଲି ସୋସିଆଲ ମିଡିଆରେ ଏକ ବିଲ୍‌ ଭାଇରାଲ ହେଉଛି। ଯାହାକୁ ଦେଖି ବର୍ତ୍ତମାନ ରୟାଲ ଏନ୍‌ଫିଲ୍ଡ ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। କାରଣ ଏହି ବିଲ୍‌ରେ ବୁଲେଟ୍‌ର ଦାମ୍‌ ବର୍ତ୍ତମାନ ବୁଲେଟ୍‌ ଦାମ୍‌ଠାରୁ ବହୁତ କମ୍‌ ରହିଛି। ଏହି ବିଲ୍‌ରେ ୧୯୮୬ ମସିହାରେ…

୬ ଫୁଟ କନ୍ୟାଙ୍କୁ ୫ ଫୁଟ ବର

ବ୍ରିଟେନରେ ପଢୁଥିବା ୨୨ ବର୍ଷୀୟା ଏଲି ଏବଂ ଲୁକାସ ୧ ବର୍ଷରୁ ଅଧିକ ଧରି ପରସ୍ପରକୁ ଡେଟ୍‌ କରୁଥିଲେ। ପୂର୍ବରୁ ଦୁହେଁ ପରସ୍ପରର ବହୁତ ଭଲ ବନ୍ଧୁ ଥିଲେ। କିନ୍ତୁ ପରେ ଉଭୟେ ପ୍ରେମରେ ପଡ଼ିଥିଲେ। ଏହା ପରେ ସେମାନଙ୍କ ବିବାହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?