ଫୁରସତ

ଯୁଦ୍ଧ ମଧ୍ୟରେ ସାଥୀ ସୈନ୍ୟଙ୍କୁ ବିବାହ କଲେ

ନୂଆଦିଲ୍ଲୀ: ରୁଷିଆ ଏବଂ ୟୁକ୍ରେନ୍‌ ଯୁଦ୍ଧ ଫଳରେ ୨ ଦେଶର ଅନେକ କ୍ଷତି ହୋଇଛି। ତେବେ ଏଥିରେ ସାରା ବିଶ୍ୱ ମଧ୍ୟ ପ୍ରଭାବିତ ହୋଇଛି। ଦେଶକୁ ବଞ୍ଚାଇବା ପାଇଁ ୟୁକ୍ରେନର ଅନେକ ନାଗରିକ ନିଜ ପେସା ଛାଡି ସେନାରେ ଭର୍ତ୍ତି ହୋଇଛନ୍ତି।…

ବିଶ୍ୱର ସବୁଠାରୁ ସରୁ ବିଲ୍ଡିଂ

ୱାଶିଂଟନ୍‌: ସବୁଠାରୁ ଉଚ୍ଚା ସ୍ଥାନରେ ରହିବାକୁ ବହୁ ଲୋକ ଇଚ୍ଛା କରନ୍ତି। ସେଠାରୁ ପୂରା ସହରର ଦୃଶ୍ୟ ବହୁତ ରୋମାଞ୍ଚକ ହୋଇଥାଏ। ତେବେ ଏପରି ଏକ ଉଚ୍ଚା କୋଠା ଆମେରିକାର ମନ୍‌ହଟନ୍‌ରେ ରହିଛି। କୋଠାଟି ଉଚ୍ଚା ହେବା ସହ ଏହାର ଚଉଡା…

ଏହି ସେଓକୁ କୁହାଯାଏ ‘ବ୍ଲାକ୍‌ ଡାଏମଣ୍ଡ’; ଗୋଟିଏର ଦାମ୍‌ ୫୦୦ ଟଙ୍କା…!

ଦୁନିଆରେ ଏପରି ସ୍ଥାନ ରହିଛି ଯେଉଁଠାରେ କଳା ସେଓ ଚାଷ କରାଯାଇଥାଏ। ଏଠାରେ ଗୋଟିଏ ସେଓର ମୂଲ୍ୟ ପ୍ରାୟ ୫୦୦ ଟଙ୍କା ହୋଇଥାଏ। ମହଙ୍ଗା ବୋଲି ଏହି ସେଓକୁ ‘ବ୍ଲାକ୍‌ ଡାଏମଣ୍ଡ’ ବୋଲି କୁହାଯାଏ। ତିବ୍ବତର ପାହାଡ ଉପରେ ଏହି ସେଓର…

ବିଚିତ୍ର ଦେଶ: ଏଠାରେ ରହିଛି ‘ରେଡ୍‌ ବିଚ୍‌’

ବର୍ତ୍ତମାନ ଚାଇନା କରୋନା ସହ ଲଢ଼େଇ କରୁଛି। ଏଠାରୁ ପ୍ରତିଦିନ ଲକ୍ଷ ଲକ୍ଷ ପଜିଟିଭ୍‌ ଚିହ୍ନଟ ହେଉଛନ୍ତି। ଏହି ଦେଶ କରୋନା ପାଇଁ ଏବେ ଚର୍ଚ୍ଚାରେ ରହିଛି। ଏହା ମଧ୍ୟରେ ବି ଏହି ଦେଶରେ ଏମିତି କିଛି ସ୍ଥାନ ଅଛି, ଯାହା…

ରୋଗୀଙ୍କୁ ଲିଫ୍ଟରେ ନେଉଥିଲେ ମେଡିକାଲ କର୍ମଚାରୀ, ପରେ ଯାହା ଘଟିଲା,ଭିଡିଓ ଦେଖିଲେ ପାଦତଳୁ ଖସିଯିବ ମାଟି

ଦୁର୍ଘଟଣା ଯେକୌଣସି ସ୍ଥାନରେ ଏବଂ ଯେକୌଣସି ସମୟରେ ହୋଇପାରେ। ତେଣୁ ସବୁ ସ୍ଥାନରେ ସତର୍କ ରହିବା ଲୋକଙ୍କ ଦାୟିତ୍ୱ। କିନ୍ତୁ ଅନେକ ଥର ସତର୍କ ରହିବା ସତ୍ତ୍ୱେ ବି ଏପରି ଦୁର୍ଘଟଣା ଘଟେ, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥାଏ। ଏପରି ଏକ…

ଚାରି ଥର ପ୍ରେମରେ ପଡ଼ିବା ସତ୍ତ୍ୱେ ଅବିବାହିତ ରହିବାକୁ ନିଷ୍ପତ୍ତି ନେଇଥିଲେ ରତନ ଟାଟା: କାରଣ ଜାଣିଲେ ହେବେ..

ଟାଟା ଗ୍ରୁପର ପୂର୍ବ ଅଧ୍ୟକ୍ଷ ରତନ ଟାଟା ବିବାହ କରିନାହାନ୍ତି। ହେଲେ ତାଙ୍କ ଜୀବନରେ କୌଣସି ଯୁବତୀ ଆସି ନାହାନ୍ତି ତାହା ଭାବିବା ଭୁଲ। ଥରେ କିମ୍ବା ଦୁଇଥର ନୁହେଁ ବରଂ ଚାରିଥର ସେ ପ୍ରେମରେ ପଡ଼ିଥିଲେ। ହେଲେ ସମୟ ଖରାପ…

ବିଦ୍ୟୁତ ଖୁଣ୍ଟରେ ଚଢ଼ି ଭିଡିଓ କରୁଥିଲେ ଜଳିଗଲେ

ପ୍ରୟାଗରାଜ: ପ୍ରତ୍ୟେକ ବ୍ୟକ୍ତି ସୋସିଆଲ ମିଡିଆରେ ଲୋକପ୍ରିୟ ହେବାକୁ ଚାହୁଁଛନ୍ତି। ଏଥିଲାଗି ଅନେକ ସମୟରେ ସେମାନେ ଓଲଟାପାଲଟା କାମ କରିବାକୁ ମଧ୍ୟ ପଛାଉ ନାହାନ୍ତି। ଏହାଦ୍ୱାରା ସେମାନେ ବହୁ ଲୋକରେ ହଟହଟା ହେବା ସହ କୁପରିଣାମ ମଧ୍ୟ ଭୋଗୁଛନ୍ତି। ପ୍ରୟାଗରାଜରେ ଜଣେ…

ଆଖିଦେଖି ମନ ପଢ଼ିବାରେ ମହିଳା ଆଗରେ…

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୮।୧୨ : ଆଖିରୁ ଜଣେ ବ୍ୟକ୍ତିଙ୍କ ମନ ପଢ଼ିବାରେ ମହିଳାମାନେ ପୁରୁଷଙ୍କଠାରୁ ଆଗରେ ଅଛନ୍ତି। ପ୍ରୋସିଡିଙ୍ଗସ ଅଫ ନ୍ୟାଶନାଲ ଏକାଡେମୀ ଅଫ ସାଇନ୍ସରେ ପ୍ରକାଶିତ ଏକ ଗବେଷଣାରେ ଏହା ପ୍ରକାଶ ପାଇଛି । ଏହା ଏକ ସର୍ବ ବୃହତ ଅଧ୍ୟୟନ ।…

କରଜରୁ ବଞ୍ଚିବା ପାଇଁ ମୃତ୍ୟୁର ନାଟକ

ଜାକର୍ତ୍ତା: ଜଣେ ମହିଳା ତାଙ୍କ ପୁଅ ଜରିଆରେ ନିଜକୁ ମୃତ ଘୋଷଣା କରି ଏକ ଫଟୋ ସୋସିଆଲ ମିଡିଆରେ ଶେୟାର କରିଥିଲେ। ଫଟୋରେ ମହିଳାଙ୍କ ନାକରେ ତୁଳା ଲାଗିଥିବା ଦେଖିବାକୁ ମିଳିଛି। ଇଣ୍ଡୋନେସିଆର ବାସିନ୍ଦା ଲିଜା ଦେୱି ପ୍ରମିତା ନାମ୍ନୀ ଏହି…

ଛୁଆକୁ ହରାଇ ଚିତ୍କାର କରୁଛି ସିଂହୀ, ଜଙ୍ଗଲ ସାରା ହାହାକାର ! ଭିଡିଓ ଦେଖିଲେ ଓଦା ହେବ ଆଖି…

ମା’ ନିଜ ସନ୍ତାନକୁ ସବୁଠାରୁ ଅଧିକ ଭଲପାଏ। ସେ ମଣିଷ ହେଉ ଅବା ପଶୁ, ନିଜ ପିଲାକୁ ଅସୁବିଧାରେ ଦେଖି ମା’ ଚିନ୍ତାରେ ପଡ଼ିଯାଏ। ସେମିତିରେ ଯଦି କେହି ମା’ ନିଜ ସନ୍ତାନକୁ ହରାଇଥାଏ, ସେ ଦୁଃଖରେ ଭାଙ୍ଗିପଡେ। ସୋସିଆଲ ମିଡିଆରେ…

ପଛରେ ଜେଜେମା’ଙ୍କୁ ବସାଇ ଝଡ଼ ଭଳି ବାଇକ୍‌ ଚଳାଉଛନ୍ତି ବାଳକ, ଭିଡିଓ ଦେଖିଲେ…

ସାଧାରଣତଃ ଛୋଟ ପିଲାଙ୍କୁ ଗାଡ଼ି ଚଳାଇବାକୁ ଦେବାକୁ ପିତାମାତାମାନେ ଡରିଥାନ୍ତି। ହେଲେ ସୋସିଆଲ ମିଡିଆରେ ଏପରି ଜଣେ ବାଳକଙ୍କ ଭିଡିଓ ଭାଇରାଲ ହେଉଛି, ଯାହାଙ୍କ ଗାଡ଼ି ଚାଳନା ଅନେକଙ୍କୁ ଚକିତ କରୁଛି। କାରଣ ସେ ଯେଉଁଭଳି ଭାବେ ଜେଜେମା’ଙ୍କୁ ବସାଇ ଝଡ଼ଭଳି…

ସଂକ୍ରମଣରୁ ଦୂରେଇ ରହିବା ପାଇଁ ଚାଇନାରେ ପ୍ଲାଷ୍ଟିକ ଘେରରେ ବୁଲୁଛନ୍ତି ଲୋକେ, ଭିଡ଼ିଓ ଭାଇରାଲ…

ବେଜିଂ,୨୭।୧୨ : ଚାଇନାରେ କରୋନା ସଂକ୍ରମଣ ବୃଦ୍ଧି ହେତୁ ପରିସ୍ଥିତି ବିଗିଡି ଯାଉଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏଠାରେ ସଂକ୍ରମିତ ଦୈନିକ ସଂଖ୍ୟା ପ୍ରାୟ ୧୦ ଲକ୍ଷ ବୋଲି କୁହାଯାଉଛି। ମୃତକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ଫଳରେ ମୃତଦେହ ବ୍ୟବଚ୍ଛେଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?