Posted inଫୁରସତ

ଜୀବନ ବଦଳାଇ ଦେଲା କୁକୁର, ପାଲଟିଲେ କୋଟିପତି

ଦୁନିଆର ଲୋକମାନେ ବିଭିନ୍ନ ପ୍ରକାରର କାମ କରି ଟଙ୍କା ରୋଜଗାର କରନ୍ତି। ସମସ୍ତଙ୍କର ନିଜର ବ୍ୟବସାୟ କିମ୍ବା ଚାକିରି ଅଛି, ଯାହା ସେମାନଙ୍କୁ ସଫଳତା ଆଡ଼କୁ ନେଇଥାଏ। ତଥାପି କିଛି ଲୋକଙ୍କ କାର୍ଯ୍ୟ ଏପରି ହୋଇଥାଏ ଯେ, ଲୋକମାନେ ଏହା ଶୁଣି ଆଶ୍ଚର୍ଯ୍ୟ ହୋଇଯାଆନ୍ତି। ଏମିତି ଜଣେ ବ୍ୟକ୍ତିଙ୍କ ବିଷୟରେ କହିବୁ ଯିଏ ଏକ ଅଦ୍ଭୁତ କାମ କରି କୋଟିପତି ହୋଇଛନ୍ତି।

ଜାଣି ଆଶ୍ଚର୍ଯ୍ୟ ହେବେ, ଏହି ବ୍ୟକ୍ତି ଜଣକ କେବଳ କୁକୁରକୁ ଏଣେତେଣେ ବୁଲାଇ କୋଟିପତି ହୋଇପାରିଛନ୍ତି। ମାଇକେଲ ଜୋସେଫ ନାମକ ଜଣେ ବ୍ୟକ୍ତି ଶିକ୍ଷକ ଭାବରେ ବର୍ଷକୁ ୩୦ ଲକ୍ଷ ଟଙ୍କା ରୋଜଗାର କରୁଥିଲେ, କିନ୍ତୁ କୁକୁରକୁ ବୁଲାଇ ଏକ ବ୍ୟବସାୟରେ ପରିଣତ କରିଥିଲେ। ଫଳରେ ସେ ଗୋଟିଏ ବର୍ଷ ଭିତରେ କୋଟିପତି ହୋଇଯାଇଥିଲେ।

ମାଇକେଲ ଜୋସେଫ ଆମେରିକାର ବ୍ରୁକଲିନରେ ରୁହନ୍ତି। ଏହା ପୂର୍ବରୁ ସେ ଜଣେ ଶିକ୍ଷକ ଭାବରେ କାର୍ଯ୍ୟ କରୁଥିଲେ। ପରେ ସେ ପାର୍ଟ ଟାଇମ କୁକୁର ଓ୍ବାକର ଭାବରେ କାମ ଆରମ୍ଭ କଲେ। ଏହି କାମ ସହିତ ସେ ନିଜେ ପ୍ରାୟ ୧ କୋଟି ରୋଜଗାର କରିଥିଲେ। ଏଭଳି ପରିସ୍ଥିତିରେ ସେ ନିଜର ପୁରୁଣା ବୃତ୍ତି ଛାଡ଼ି କୁକୁରକୁ ପୂରା ସମୟ ବ୍ୟବସାୟରେ ଦେଇଥିଲେ। ଏହି ବ୍ୟବସାୟରୁ ସେ ନ୍ୟୁ ଜର୍ସିରେ ନିଜ ପାଇଁ ଏକ ଘର କିଣିଥିଲେ। ଏ କାର୍‌ ବି କଣିଥିଲେ। କେବଳ ଏତିକି ନୁହେଁ ସେ ନିଜ ପରିବାରକୁ ଡିଜ୍ନି ଓ୍ବାଲର୍‌ଡକୁ ମଧ୍ୟ ନେଇଥିଲେ। ସେ ତାଙ୍କର ୧୮ ମାସର କୁକୁର ଛୁଆ ପାଇଁ ୮ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି। କୁକୁର ଚଲାଇ ସେ ଏତେ ଟଙ୍କା ପାଇଥିଲେ।

ସେ ତାଙ୍କ କୁକୁର ବ୍ୟବସାୟକୁ ନେଇ କୁହନ୍ତି, ଅଧ ଘଣ୍ଟା ବୁଲାଇବା ପାଇଁ ୧୫୦୦ ଟଙ୍କା ପାଉଥିଲେ। ବର୍ତ୍ତମାନ ସେମାନେ ଏହି ଆପ ଲଞ୍ଚ କରିଛନ୍ତି ଏବଂ ଅନେକ କର୍ମଚାରୀଙ୍କୁ ମଧ୍ୟ ନିଯୁକ୍ତି ଦେଇଛନ୍ତି। ସେମାନଙ୍କ ହାର ଅନୁଯାୟୀ କୁକୁରକୁ ୧ ଘଣ୍ଟା ଚଲାଇବା ପାଇଁ ଦେୟ ୨୦୦-୨୫୦୦ଟଙ୍କା ପର୍ଯ୍ୟନ୍ତ ରହିଛି। ଯଦି ତାଙ୍କୁ ମଧ୍ୟ ତାଲିମ ଦେବାକୁ ପଡ଼ିବ, ତେବେ ୫୦୦୦ ଟଙ୍କା ଦେବାକୁ ପଡ଼ିବ ଏବଂ ଯଦି କୁକୁରକୁ ଗୋଟିଏ ରାତିରେ ରଖିବାକୁ ପଡ଼ିବ, ତେବେ ୫୨୦୦ ଟଙ୍କା ଆଦାୟ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଗରିବଙ୍କ ପାଇଁ ଘର ନିର୍ମାଣ କରୁଛନ୍ତି ଏହି ବୃଦ୍ଧ ଦମ୍ପତି

କେରଳର ଥ୍ରିସୁରର ଥଙ୍ଗାଲୁରୁରେ ଜଣେ ବୃଦ୍ଧ ଦମ୍ପତି ନିଆରା କାର୍ଯ୍ୟ କରି ଚର୍ଚ୍ଚାକୁ ଆସିଛନ୍ତି। କୋରାଟି ଭର୍ଗିସ୍‌(୮୦ ବର୍ଷ)ଏବଂ ଫିଲୋମେନା ନିଜ ଜମିରେ ଘର ନିର୍ମାଣ...

ଲାଟେଷ୍ଟ ଟ୍ରେଣ୍ଡ: ଫ୍ଲୋରାଲ୍‌ ଆଉଟ୍‌ଫିଟ୍‌…

ଖରାଦିନେ କୁଲ୍‌, କମ୍ଫଟେବଲ୍‌ ଲୁକ୍‌ ଦେଇଥାଏ ଫ୍ଲୋରାଲ୍‌ ପ୍ରିଣ୍ଟ୍‌ର ଆଉଟ୍‌ଫିଟ୍‌। ଅଲ୍‌ ଟାଇମ୍‌ ଫ୍ୟାଶନରେ ରହିଥିବା ଏହି ପ୍ରିଣ୍ଟ ଦେଖିବାକୁ ଯେମିତି ଆକର୍ଷଣୀୟ, ପିନ୍ଧିଲେ ବି...

୪୦ ଆଲୋକ ବର୍ଷ ଦୂରରେ ଦ୍ୱିତୀୟ ସୌର ଜଗତର ସନ୍ଧାନ…

ଓ୍ବାଶିଂଟନ,୨୮।୧୧: ଆମ ସୌର ଜଗତ ଆକାଶଗଙ୍ଗାରେ ରହିଛି। ଏହାଠାରୁ ୪୦ ଆଲୋକବର୍ଷ ଦୂରରେ ଏକ ଦ୍ୱିତୀୟ ସୌର ଜଗତର ସନ୍ଧାନ ମିଳିଛି। ଏହାକୁ ହୋଲି ଗ୍ରେଲ୍‌...

ଓଡ଼ିଶାର ସମର ଡେଷ୍ଟିନେଶନ

ଖରା ହେଉ କି ବର୍ଷା, ବୁଲିବାର କୌଣସି ସମୟ ନଥାଏ। ସେହିଭଳି ପର୍ଯ୍ୟଟକଙ୍କ ପାଇଁ ଓଡ଼ିଶାରେ ରହିଛି ଏକାଧିକ ଆକର୍ଷଣୀୟ ସ୍ଥାନ। ଆଗକୁ ଖରାଦିନ ଆସୁଥିବା...

ସାପ ଧରୁଥିବାବେଳେ ଯୁବକଙ୍କ ସହ ଘଟିଲା ଏମିତି: ଦେଖନ୍ତୁ ଭିଡିଓ

ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। ବର୍ତ୍ତମାନ ଜଣେ ଯୁବକ ସାପକୁ ଧରୁଥିବାର ଭିଡିଓ ବେଶ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖାଯାଇଛି,...

ମହାଭାରତ ସମୟରେ ପ୍ରସ୍ତୁତ ହୋଇଥିଲା ଗୁପ୍‌ଚୁପ୍‌

ନୂଆଦିଲ୍ଲୀ: ଗୁପ୍‌ଚୁପ୍‌ ଭାରତର ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ନାମରେ ପରିଚିତ। ଏହା ପୁଚ୍‌କା, ପାନିପୁରୀ, ବତାଶେ ଭଳି ନାମରେ ଲୋକପ୍ରିୟତା ହାସଲ କରିଛି। ଗୁପ୍‌ଚୁପ୍‌...

୬୫ ବର୍ଷରେ ଦ୍ୱିତୀୟ ବିବାହ କରିବେ ଦେଶର ପ୍ରଖ୍ୟାତ ଓକିଲ

ପୂର୍ବତନ ସଲିସିଟର ଜେନେରାଲ ତଥା ଦେଶର ଜଣାଶୁଣା ଓକିଲ ହରିଶ ସାଲଭେ ଆସନ୍ତା ସପ୍ତାହରେ ପୁଣି ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ସାଲଭେଙ୍କୁ ଏବେ...

ରକ୍ତଚାପକୁ ନିୟନ୍ତ୍ରିତ କରେ ଏହି ରଙ୍ଗର ବେଡ୍‌ ଲାଇଟ୍‌…

ରାତିରେ ଘରେ ନୀଳ ରଙ୍ଗର ବେଡ୍‌ ଲାଇଟ୍‌ ଲଗାଇ ଶୋଇଲେ ବହୁ ଉପକାର ମିଳିଥାଏ। ଏହାଦ୍ୱାରା ମନ ଓ ଶରୀର ଉପରେ ସକାରାତ୍ମକ ପ୍ରଭାବ ପଡ଼ିଥାଏ...

Advertisement
Archives

Model This Week