Posted inଫୁରସତ

‘ବିବାହ ଲାଗି ସରକାରୀ ଚାକିରିଆ ଝିଅ ମିଳିଲେ ଯୌତୁକ ମୁଁ ଦେବି’

ବିବାହରେ ପ୍ରାୟତଃ କନ୍ୟାପକ୍ଷ ଲୋକେ ବରକୁ ଯୌତୁକ ଦେଇଥାନ୍ତି। ଅନେକ କ୍ଷେତ୍ରରେ କନ୍ୟାର ପରିବାର ପକ୍ଷରୁ ଖୁସିରେ ଯୌତୁକ ଦିଆଯାଉଥିବା ବେଳେ ଡିମାଣ୍ଡ ଅନୁଯାୟୀ ଦେବାର ନଜିର ମଧ୍ୟ ରହିଛି। ହେଲେ ଏବେ ଏଭଳି ଜଣେ ଯୁବକ ଚର୍ଚ୍ଚାରେ ଅଛନ୍ତି, ଯିଏ କନ୍ୟାପକ୍ଷଠାରୁ ଯୌତୁକ ନେବାକୁ ଚାହୁଁ ନାହାନ୍ତି, ବରଂ ଦେବାକୁ ଇଚ୍ଛୁକ ଅଛନ୍ତି। ବିବାହ ଲାଗି ସେ ଏଭଳି ସର୍ତ୍ତ ରଖିଥିବା ଜଣାଇ ପୋଷ୍ଟର ଧରି ରାସ୍ତାରେ ଛିଡ଼ା ହେବା ନଜର ଆସିଛନ୍ତି। ତେବେ ଯଦି ତାଙ୍କୁ ସରକାରୀ ଚାକିରି ଥିବା ଯୁବତୀ ମିଳନ୍ତି ତେବେ ସେ ନିଜେ ଯୌତୁକ ଦେବେ ବୋଲି ପୋଷ୍ଟରରେ ଲେଖାଅଛି।

ସୋସିଆଲ ମିଡିଆରେ ଯୁବକଙ୍କ ଭିଡିଓ ଭାଇରାଲ ହେଉଛି। ପୋଷ୍ଟର ଧରି ଯୁବକ ଏକବଜାରରେ ଛିଡ଼ା ହୋଇଥିବା ଦେଖାଯାଇଛି। ପୋଷ୍ଟରରେ ଯାହା ଲେଖାଅଛି ତାକୁ ପଢ଼ି ଅନେକେ ଚକିତ ହେଉଛନ୍ତି।

ସୁଶାନ୍ତ ନାମକ ଜଣେ ଟୁଇଟର ଆକାଉଣ୍ଟଧାରୀ ଭିଡିଓ ଶେୟାର କରି ଲେଖିଛନ୍ତି, ‘ବିବାହ ଲାଗି ସରକାରୀ ଚାକିରି କରିଥିବା ଯୁବତୀ ଆବଶ୍ୟକ, ଯୌତୁକ ମୁଁ ଦେଇଦେବି’। ତେବେ ଭିଡିଓଟି ମଧ୍ୟପ୍ରଦେଶର ଛିନ୍ଦଓ୍ବାଡା ସହରର ବୋଲି କୁହାଯାଉଥିବା ବେଳେ ଏହାକୁ ନେଇ ଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଉଛି। କେହି କେହି ଯୁବକଜଣଙ୍କ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବା ଲାଗି ଏହା କରୁଥିବା କହୁଛନ୍ତି। କେହି କେହି ଯୁବକଙ୍କ ସମର୍ଥନରେ ବାହାରି ସେ ବାସ୍ତବରେ ଏଭଳି ଝିଅ ଚାହୁଁଥିବା କହିଛନ୍ତି।

ଦେଖନ୍ତୁ ଭିଡିଓ:


Enter your email to get our daily news in your inbox.

All Right Reserved By Dharitri.Com

ଶୋଇଲେ ମିଳୁଛି ଟଙ୍କା

କୋଲକାତା: ବ୍ୟସ୍ତବହୁଳ କାରଣରୁ ଲୋକଙ୍କ କ୍ଷେତ୍ରରେ ବିଶ୍ରାମ କରିବା ବା ଶୋଇବାର ଉପଯୁକ୍ତ ସମୟ କମିଥିବା ଦେଖିବାକୁ ମିଳିଛି, ଯାହାଫଳରେ ମନୁଷ୍ୟ ଶରୀରରେ ବହୁ ରୋଗ...

ପ୍ରଧାନ ଶିକ୍ଷକଙ୍କ ବିଦାୟ ସମୟରେ କାନ୍ଦିଲେ ଛାତ୍ରୀଛାତ୍ର

ନଓ୍ବାଡା,୨।୩: ସାଧାରଣତଃ ଅତି ନିଜ ବ୍ୟକ୍ତିଙ୍କ ବିଦାୟୀ ସମୟରେ ଆଖିରେ ଲୁହ ଆସିଯାଇଥାଏ। କିନ୍ତୁ କେବେ ଶୁଣିଛନ୍ତି ବା ଦେଖିଛନ୍ତି କି ଜଣେ ଶିକ୍ଷକଙ୍କ ବିଦାୟି...

୧୩ ଦିନ ଜେଲ୍‌ ଦଣ୍ଡ; ୧୫୦୦ ଟଙ୍କା ଜରିମାନା

ଲକ୍ଷ୍ନୌ, ୨୧।୧୦: ଜଣେ ମହିଳାଙ୍କୁ ନିର୍ଯ୍ୟାତନା ଦେବା ମାମଲାରେ ଯୁବକଙ୍କୁ କୋର୍ଟ ୧୩ ଦିନ ଜେଲ୍‌ ଦଣ୍ଡ ଦେଇଛନ୍ତି। ଏହି ଘଟଣାଟି ଉତ୍ତର ପ୍ରଦେଶ ମୁଜାଫରନଗର...

ମାତ୍ର ପାଞ୍ଚ ମିନିଟରେ ମସ୍ତିଷ୍କରୁ ଉଭାନ ହୋଇଯାଏ ୯୫ପ୍ରତିଶତରୁ ଅଧିକ ସ୍ବପ୍ନ

ଏମିତି କେହି ନାହିଁ ଯିଏ ସ୍ବପ୍ନ ଦେଖେନାହିଁ। ମଣିଷ ତ ଶୋଇବା ମାତ୍ରେ ସ୍ବପ୍ନ ଦେଖେ। ତେବେ ପଶୁପକ୍ଷୀଙ୍କ ମସ୍ତିଷ୍କରେ ମଧ୍ୟ ସ୍ବପ୍ନର ଆଭାସ ଦେଖା...

କୃଷକଙ୍କ ପୁଅ ପ୍ରସ୍ତୁତ କରୁଛନ୍ତି କରୋନା ଟିକା!

କରୋନା ମହାମାରୀ ଏବେ ସାରା ବିଶ୍ୱରେ କାୟା ବିସ୍ତାର କରିଚାଲିଛି। ଅନେକ ଦେଶ କରୋନା ଟିକା ପ୍ରସ୍ତୁତ ପାଇଁ ଲାଗିପଡିଛନ୍ତି। ଏସବୁ ଭିତରେ ଭାରତର ଜଣେ...

ଆଜି ଓ୍ବାଲର୍‌ଡ ହାପିନେସ୍‌ ଡେ: ଖୁସି ମଣିଷ ସୁଖୀ

ସେ ଗୋରା ହେଉ କି କଳା, ଅବା ସାବନା, ଯେଉଁ ମୁହଁରେ ସବୁବେଳେ ସ୍ମିତହାସ୍ୟ ଥାଏ; ସେହି ଚେହେରାକୁ ସବୁଠାରୁ ସୁନ୍ଦର ଚେହେରା ବୋଲି କୁହାଯାଏ।...

ବେୱଫା ଚା’ ବାଲା: ପ୍ରେମରେ ଧୋକା ଖାଇଥିବା ଲୋକଙ୍କୁ କମ ଦାମରେ ଚା’…

ରାୟପୁର, ୪।୯ : ଆମେ ଏମ୍‌ବିଏ ଚା’ ବାଲା, ଗ୍ରାଜୁଏଟ ଚା’ ବାଲା, ଏମଏସ୍‌ସି ଚା’ ବାଲାଙ୍କ ବିଷୟରେ ତ ଶୁଣିଛେ। କିନ୍ତୁ ଛତିଶଗଡର ବାଲୋଦାବଜାର...

ଟିକା ନେଲେ ମିଳିବ ମାଗଣା ମଦ!

ନୂଆଦିଲ୍ଲୀ,୯।୪: ଦେଶରେ କରୋନା ମହାମାରୀର ଦ୍ୱିତୀୟ ଲହର ସଂକ୍ରମଣର ଆଶଙ୍କା ବଢାଇବାରେ ଲାଗିଛି। ଏଭଳି ପରିସ୍ଥିତିରେ ଟିକାକରଣ କାର୍ଯ୍ୟ ଜୋରସୋରରେ ଚାଲିଛି। ଅନେକ ଦେଶରେ ସରକାରୀ...

Advertisement
Archives

Model This Week