Posted inଫୁରସତ

୪.୯ କୋଟିରେ ନିଲାମ ହେଲା ଡାଏନାଙ୍କ ଗାଉନ୍‌

ବ୍ରିଟେନ୍‌ ଓ୍ବେଲ୍ସର ପ୍ରିନ୍ସେସ୍‌ ଡାଏନାଙ୍କ ଗାଉନ୍‌ (୬ ଲକ୍ଷ ଡଲାର) ୪.୯ କୋଟି ଟଙ୍କାରେ ନିଲାମ ହୋଇଛି। ସୋଥେବିଜ୍‌ ପକ୍ଷରୁ ନ୍ୟୁୟର୍କରେ ଏହାର ନିଲାମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବାଇଗଣୀ ରଙ୍ଗର ଭେଲ୍‌ଭେଟ୍‌ କପଡ଼ାରେ ଏହି ଗାଉନ୍‌ ତିଆରି କରାଯାଇଥିଲା। ଏହି ଗାଉନ୍‌ଟି ଅଦ୍ୟାବଧି ୫ରୁ ଊର୍ଦ୍ଧ୍ୱ ଥର ନିଲାମ ହୋଇସାରିଛି। ଡାଏନା ଏହି ଗାଉନ୍‌କୁ ୧୯୯୧ରେ ରୟାଲ ପୋଟ୍ରେଟ୍‌ ଏବଂ ଭାନିଟି ଫେୟାର ଫଟୋଶୁଟ୍‌ ବେଳେ ପିନ୍ଧିଥିଲେ। ସୂଚନା ମୁତାବକ ବ୍ରିଟିଶ୍‌ ଫ୍ୟାଶନ ଡିଜାଇନର ଭିକ୍ଟର ଇଡେଲଷ୍ଟନ୍‌ ଏହି ଗାଉନ୍‌କୁ ତିଆରି କରିଥିଲେ। ପ୍ରଥମଥର ପାଇଁ ଏହି ଗାଉନ୍‌ ୧୯୯୭ରେ ୨୪.୧୫୦ ଡଲାରରେ ନିଲାମ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାଙ୍କଠାରୁ ଟଙ୍କା ଭର୍ତ୍ତି ବ୍ୟାଗ୍‌ ଝାମ୍ପିନେଲା ମାଙ୍କଡ଼, ପୋଲିସ ପହଞ୍ଚିବା ପରେ ଯାହା ଘଟିଲା…

ଅଯୋଧ୍ୟାରୁ ସୋସିଆଲ ମିଡିଆରେ ମାଙ୍କଡ଼ର ଏକ କାରନାମା ସାମ୍ନାକୁ ଆସିଛି। ଜଣେ ମହିଳାଙ୍କଠାରୁ ଟଙ୍କା ବ୍ୟାଗ୍‌ ଝାମ୍ପିନେଇ ମାଙ୍କଡ଼ ପଳାଇଗଲା। ମହିଳା ଏବଂ ପାଖରେ ଥିବା ଲୋକମାନେ…

ହଠାତ୍‌ ଟ୍ରେନ୍‌ ଟ୍ରାକ୍‌କୁ ଚାଲିଆସିଲେ ହାତୀପଲ, ବନ କର୍ମଚାରୀ କଲେ ଏମିତି କାମ, ସମସ୍ତେ ଆଶ୍ଚର୍ଯ୍ୟ…

ଆସାମର ହୋଜାଇ ଜିଲାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଯାହାକି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ରାଜଧାନୀ ଏକ୍ସପ୍ରେସ୍‌ ଯିବାକୁ ଥିବାବେଳେ ହଠାତ୍‌ ଟ୍ରେନ୍‌ ଟ୍ରାକ୍‌କୁ ହାତୀପଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri