Posted inଫୁରସତ

ବରକୁ ସିଗାରେଟ୍‌ ପିଆଇ ସ୍ବାଗତକଲେ ଝିଅଘର ଲୋକେ

ଗାନ୍ଧୀନଗର: ଭାରତର ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ପରମ୍ପରା ଦେଖିବାକୁ ମିଳିଥାଏ। ତେବେ ନିକଟରେ ଦକ୍ଷିଣ ଗୁଜରାଟର ଏକ ବିବାହରେ ଅଜବ ପରମ୍ପରାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ କି ବର ବିବାହ ପାଇଁ ଝିଅ ଘରକୁ ପ୍ରବେଶ କରୁଛନ୍ତି। ତାଙ୍କୁ ଝିଅଘର ଲୋକେ ଏକ ସୋଫାରେ ବସାଇ ମିଠା ଖାଇବାକୁ ଦେଉଛନ୍ତି। ପରେ ତାଙ୍କୁ ସିଗାରେଟ୍‌ ପିଆଇବା ସହ ପାନ ଖୁଆଇ ସ୍ବାଗତ କରୁଛନ୍ତି। ବିବାହ ସମୟରେ ଏପରି କାର୍ଯ୍ୟ ସେଠାକାର ଲୋକଙ୍କ ପରମ୍ପରାରର ଏକ ଅଂଶ ବୋଲି କିଛି ଲୋକ କହୁଥିବାବେଳେ ଅନେକେ ଏହାକୁ ବିରୋଧ କରୁଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରେକ୍‌ଅପ୍‌ ପରେ ପ୍ରେମିକଙ୍କ ଉପରେ ଅଜବ ପ୍ରତିଶୋଧ ନେଲେ ପ୍ରେମିକା: ଘରର ତାପମାତ୍ରା ବଢ଼ାଇ ଭାଙ୍ଗିଦେଲେ…

ଯେତେବେଳେ ହୃଦୟ ଭାଙ୍ଗିଯାଏ ବା କେହି ବିଶ୍ୱାସଘାତକତା କରି ଆଗକୁ ବଢ଼ିଯାଏ, ସେତେବେଳେ ବ୍ୟକ୍ତି ପ୍ରତିଶୋଧ ନେବା ପାଇଁ ଅଜବ ଅଜବ ଉପାୟ ସବୁ ଆପଣାଇଥାଏ। ବ୍ରିଟେନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?