ଫୁରସତ

ଖାଦ୍ୟ ସାମଗ୍ରୀରେ ପୋଷାକ

ନୂଆ ଓ ଭିନ୍ନ ଭିନ୍ନ ଡିଜାଇନ୍‌ର ପୋଷାକ କିଣି ପିନ୍ଧିବା ଏବଂ ହିରୋଇନ୍‌ଙ୍କ ପରି ଫ୍ୟାଶନେବୁଲ ଡିଜାଇନର୍‌ ପୋଷାକ ପିନ୍ଧି ଗ୍ଲାମର୍ସ ଲାଗିବାର ସ୍ବପ୍ନ ସବୁ ନାରୀଙ୍କର ଥାଏ। ତେଣୁ ସେମାନେ ସେଲିବ୍ରିଟି କ’ଣ ପିନ୍ଧନ୍ତି ତା’ ଉପରେ ସବୁବେଳେ ନଜର…

ସର୍ପ ସହ ରାତିଟିଏ

ସେଦିନ ରାତ୍ରିରେ ଶଯ୍ୟାକୁ ଯିବା ପୂର୍ବରୁ ହଠାତ୍‌ କାହିଁକି ମନେ ପଡ଼ିଗଲା କବିସୂର୍ଯ୍ୟ ବଳଦେବଙ୍କ ”ବାଧିଲା ଜାଣି କ୍ଷମା“ ଜଣାଣରେ ଥିବା କବି ଭାବଧାରାଗୁଡ଼ିକ। ଶ୍ରୀଜଗନ୍ନାଥଙ୍କୁ ସର୍ପ ସହ ତୁଳନା କରି କବି କହୁଛନ୍ତି ହେ ବଳିୟାର ଭୁଜ! ଆପଣ ହେଉଛନ୍ତି…

ଏତେ ବଡ଼ ଓମଲେଟ୍‌!

ଗୋଟେ ଅଣ୍ଡା, ଦୁଇଟି ଅଣ୍ଡାର ଓମଲେଟ୍‌ ତ ସମସ୍ତେ ଖାଇଥିବେ। ହେଲେ ୧୫୦୦୦ଟି ଅଣ୍ଡାରେ ପ୍ରସ୍ତୁତ ଓମଲେଟ୍‌ ହୁଏ ତ କେହି ଖାଇ ନ ଥିବେ। ଭାବୁଥିବେ ଏତେ ଅଣ୍ଡାର ଓମଲେଟ୍‌ କ’ଣ କେହି କରିପାରିବେ। ଜାଣି ଆଶ୍ଚର୍ଯ୍ୟ ହେବେ ଏମିତି…

ମଶା କାମୁଡିଲେ କୁଣ୍ଡାଇ ହୁଏ କାହିଁକି

ମଶା ଚୁପି ଚୁପି ଆସି କେତେବେଳେ କାମୁଡିଦେଇ ଉଡ଼ିଯାଏ ଅନେକ ସମୟରେ ଜଣାପଡେନା। ହେଲେ ପରେ ଯେବେ କାମୁଡିଥିବା ସ୍ଥାନ ଲାଲ ପଡ଼ି ଫୁଲିଯାଏ ଏବଂ କୁଣ୍ଡେଇ ହୁଏ ଜଣାପଡ଼େ ମଶା କାମୁଡିଛି ବୋଲି। ତେବେ କେବେ ଭାବିଛନ୍ତି ମଶା କାମୁଡିଲେ…

ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ ‘ଜିରୋ ଉପତ୍ୟକା’

ଅପୂର୍ବ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଜିରୋ ଉପତ୍ୟକା ହେଉଛି ଅରୁଣାଚଳ ପ୍ରଦେଶର ଏକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ। ପ୍ରକୃତିକୁ ଭଲ ପାଉଥିବା ତଥା ଫଟୋ ଉଠାଇବାକୁ ପସନ୍ଦ କରୁଥିବା ପର୍ଯ୍ୟଟକଙ୍କ ପାଇଁ ଏହା ଏକ ଉପଯୁକ୍ତ ସ୍ଥାନ କହିଲେ ଭୁଲ୍‌ ହେବ ନାହିଁ।…

ଲାସ୍ୟବାନଙ୍କ ଚିତ୍ର ଦୁନିଆ

ଫୁରସତ୍‌ ମିଳିବା ମାତ୍ରେ ସେ ଧରି ବସନ୍ତି କାଗଜ ଓ ପେନ୍‌ସିଲ। କେବଳ ଏଇ ଦୁଇଟି ସାମଗ୍ରୀକୁ ବ୍ୟବହାର କରି ସେ ତିଆରି କରନ୍ତି ଜୀବନ୍ତ ସ୍କେଚ୍‌। ବଲିଉଡ, ଓଲିଉଡଠୁ ଆରମ୍ଭ କରି ନେତା,ମନ୍ତ୍ରୀ ପର୍ଯ୍ୟନ୍ତ ସମସ୍ତଙ୍କର ସ୍କେଚ୍‌ କରି ସେ…

ଦର୍ଶକଙ୍କ ଭଲ ପାଇବା ଦେଇଛି ଆତ୍ମସନ୍ତୋଷ: ପ୍ରସନ୍ନ ପୃଷ୍ଟି

ସ୍କୁଲର ଛୁଟିଦିନମାନଙ୍କରେ ସେ ସାଙ୍ଗ ମେଳରେ ସିନେମା ଦେଖିବାକୁ ଯାଉଥିଲେ। ସେଦିନର ସିନେମା ଦେଖିବାର ନିଶା ଆଜି ତାଙ୍କୁ ଦେଇଛି ନିଆରା ପରିଚୟ। ଦୁଇ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ମଧ୍ୟରେ ଲଗାତର ସେ ଦୂରଦର୍ଶନ ସହ ଜଡିିତ। ଏ ପର୍ଯ୍ୟନ୍ତ ସେ…

ମାଣ୍ଡିଆ…ସେବେରୁ ଏବେ

ଦିନେ ମାଣ୍ଡିଆ ଥିଲା ନିହାତି ସାଧାରଣ ଖାଦ୍ୟ। ମାତ୍ର ସମୟ କ୍ରମେ ଏଥିରେ ଅନେକ ପରିବର୍ତ୍ତନ ଘଟିଥିବାରୁ ଏହି ମୋଟା ଶସ୍ୟ ମାଣ୍ଡିଆ ଏବେ ପାଇଛି ନୂଆ ପରିଚୟ। ଏବେ ସରକାରୀ ସ୍ତରରେ ଏହାର ଖୁବ୍‌ ପ୍ରଚାର ପ୍ରସାର ତଥା ଉପାଦେୟ…

ଭଉଣୀ ପାଇଁ ଗିଫ୍ଟ

ଆଉ ମାତ୍ର ଦୁଇଦିନ ପରେ ରାଖୀ ପୂର୍ଣ୍ଣିମା। ଭାଇର ଦୀର୍ଘ ଜୀବନ କାମନା କରି ତା’ ହାତରେ ସ୍ନେହ, ଶ୍ରଦ୍ଧାର ପ୍ରତୀକ ରାଖୀ ବାନ୍ଧିବାକୁ ଭଉଣୀ ମନରେ ଉତ୍କଣ୍ଠା କହିଲେ ନ ସରେ। ଆଉ ତା’ ବଦଳରେ କ’ଣ ଉପହାର ଦେଲେ…

ବ୍ଲଗିଂ

ରୁଚି ଲେଖିବା। ହେଲେ ନିଜ ଲେଖାକୁ ପାଠକଙ୍କ ନିକଟରେ ପହଞ୍ଚାଇବା କଷ୍ଟ। କେବେ ଖବରକାଗଜ ତ ପୁଣି କେବେ ବିଭିନ୍ନ ମାଗାଜିନ୍‌ରେ ସ୍ଥାନ ପାଇବାକୁ ଅପେକ୍ଷା। ତେବେ ବର୍ତ୍ତମାନର ଡିଜିଟାଲ ଯୁଗରେ ଉଭୟ ଲେଖିବା ଏବଂ ବିଭିନ୍ନ ବିଷୟବସ୍ତୁ ପଢ଼ିବାରେ ରୁଚି…

୨୨ ବର୍ଷରେ ବଞ୍ଚାଇଛନ୍ତି ୧୫ ହଜାରରୁ ଅଧିକ ବନ୍ୟପ୍ରାଣୀଙ୍କ ଜୀବନ…

ଭୋପାଳ,୨୬।୮ : ଖାର୍ଗୋନ ଜିଲାର ୪୩ ବର୍ଷିୟ ସଚିନ ଶର୍ମା, ଟୋନି ନାମରେ ମଧ୍ୟ ଜଣାଶୁଣା। ସେ ମୋଟର ୱିଣ୍ଡିଂ କାମ କରନ୍ତି। ତାଙ୍କର ପ୍ରକୃତ ପରିଚୟ ତାଙ୍କୁ ବନ୍ୟପ୍ରାଣୀ ସଂରକ୍ଷଣ ପାଇଁ ପ୍ରେରଣା ଭାବରେ ଏହି କ୍ଷେତ୍ରରେ ପ୍ରତିଷ୍ଠିତ କରିଛି।…

ବାହୁବଳୀ ଶିଶୁ: ଜନ୍ମ ହେଉ ହେଉ କଲା ଏମିତି କିଛି, ଭିଡିଓ ଦେଖିଲେ ହେବେ ଆଶ୍ଚର୍ଯ୍ୟ

ଆପଣ ନିଶ୍ଚିତ ପ୍ରଭାସଙ୍କ ଫିଲ୍ମ ‘ବାହୁବଳୀ’ ଦେଖିଥିବେ। ସେହି ଫିଲ୍ମ ରିଲିଜ ହେବା ଦିନଠାରୁ ଯେକୌଣସି ବ୍ୟକ୍ତି କିଛି ଅବିଶ୍ୱସନୀୟ ଶକ୍ତି ପ୍ରଦର୍ଶନ କଲେ ସେମାନଙ୍କୁ ‘ବାହୁବଳୀ’ ସହିତ ତୁଳନା କରାଯାଉଛି। ଶକ୍ତିଶାଳୀ ଲୋକମାନେ ବାହୁବଳୀ ଭଳି କାର୍ଯ୍ୟ କଲେ ଏହା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri