ଫୁରସତ

ସୁପର୍‌ ଦାଦି

ବୟସ ହୋଇଗଲେ ଅନେକଙ୍କର ମନୋବଳ ଦୁର୍ବଳ ହୋଇଯାଏ। କାମ କରିବାକୁ ସେମାନେ ଅସମର୍ଥ ହୋଇଯାନ୍ତି। ତାଙ୍କୁ ଦେଖିଲେ ଲାଗେ ସତେ ଯେମିତି ବାର୍ଦ୍ଧକ୍ୟ ସେମାନଙ୍କୁ ସମ୍ପୂର୍ଣ୍ଣ କାବୁ କରିନେଇଛି। ହେଲେ ଏଠାରେ ଯେଉଁ କେତେଜଣ ମହିଳାଙ୍କ ସମ୍ପର୍କରେ ଉଲ୍ଲେଖ କରାଯାଉଛି, ସେମାନଙ୍କର…

ପରିଚୟ ଦେଇଛି ୟୁଟ୍ୟୁବ୍‌

ବର୍ତ୍ତମାନ ଡିଜିଟାଲ୍‌ ଯୁଗରେ ୟୁଟ୍ୟୁବ୍‌ ଏକ ଏମିତି ପ୍ଲାଟଫର୍ମ ଯେଉଁଠି ନା କେବଳ ରହିଛି ଶିଖିବାକୁ ବିଭିନ୍ନ ଭିଡିଓର ଗନ୍ତାଘର ବରଂ ଏହା ମଧ୍ୟ ପାଲଟିଛି ଅନେକଙ୍କ ପାଇଁ ବେଷ୍ଟ କ୍ୟାରିୟର ଅପ୍ସନ। ନିଷ୍ଠା, ଉଦ୍ୟମ ବଳରେ ଏହି ଫିଲ୍ଡରେ ନିଜର…

୫୭ କେ.ଜି.ର ତମ୍ବା ବହି

ଭୋପାଲ: ପ୍ରାଚୀନ କାଳରେ ଭବିଷ୍ୟତ ପିଢ଼ିଙ୍କ ପାଇଁ ଡକ୍ୟୁମେଣ୍ଟକୁ ସୁରକ୍ଷିତ ରଖିବାକୁ ତମ୍ବା ପ୍ଲେଟ୍‌ର ବ୍ୟବହାର କରାଯାଉଥିଲା। କିନ୍ତୁ ମଧ୍ୟପ୍ରଦେଶ ଇନ୍ଦୋରର ଜଣେ ଓକିଲ ତମ୍ବା ପ୍ଲେଟରୁ ୫୭ କେ.ଜି.ର ତମ୍ବା ବହି ପ୍ରସ୍ତୁତ କରିଛନ୍ତି। ୨୦୦ ସହରର ୪୨ ହଜାର…

ଜନ୍ମଦିନରେ ହୀରା ମିଳିଲା

ୱାଶିଂଟନ: ଜନ୍ମଦିନରେ ସମସ୍ତ ଉପହାର ପାଇବାକୁ ଉତ୍ସାହିତ ଥାନ୍ତି। ତେବେ ନିକଟରେ ଏକ ୭ ବର୍ଷୀୟା ଝିଅକୁ ତା’ ଜନ୍ମଦିନରେ ଏକ ଖାସ୍‌ ଉପହାର ମିଳିଛି। ଆମେରିକାର ଅକାନସସ୍‌ସ୍ଥିତ ରାଜ୍ୟ ପାର୍କରୁ ଏକ ୨.୯୫ କ୍ୟାରେଟ୍‌ର ହୀରା ମିଳିଛି। ରିପୋର୍ଟ ମୁତାବକ,…

୫ମ ମହଲାରେ ପେଟ୍ରୋଲ ପମ୍ପ

ବେଜିଂ: ଚାଇନା ଦୁନିଆରେ ନିଜର ଅଜବଗଜବ କାରନାମା ପାଇଁ ବେଶ୍‌ ପରିଚିତ। ଏହାର ପ୍ରସ୍ତୁତି ଦୁନିଆକୁ ଅନେକ ସମୟରେ ଆଶ୍ଚର୍ଯ୍ୟରେ ପକାଇଥାଏ। ନିକଟରେ ଚାଇନା ଏପରି ଏକ ପେଟ୍ରୋଲ ପମ୍ପ ତିଆରି କରିଛି, ଯାହା ଏକ ବିଲ୍ଡିଂର ୫ମ ମହଲାରେ ରହିଛି।…

ଆଜି ବିଶ୍ୱ ଆତ୍ମହତ୍ୟା ନିରୋଧୀ ଦିବସ : ମାନସିକ ଅବସାଦ ଦୂର କରୁଛି ସୋସିଆଲ ମିଡିଆ

ଭୁବନେଶ୍ୱର,୧୦।୯(ଅନୁରାଧା ମହାରଣା)ମାନସିକ ଅବସାଦ କାରଣରୁ ଯୁବପିଢ଼ି ଅନେକ ସମୟରେ ଆମତ୍ହତ୍ୟା ପରି ଚରମ ପଦକ୍ଷେପ ନେଉଛନ୍ତି। ତେବେ ଏହି ମାନସିକ ଅବସାଦ ପଛରେ ବିଭିନ୍ନ କାରଣ ରହୁଛି। ଆର୍ଥିକ, ପାରିବାରିକ ଓ ସାମାଜିକ ସମସ୍ୟା, ପ୍ରେମ ବା ବିବାହଜନିତ ସମସ୍ୟା, ଲୋକଲଜ୍ଜା…

ମଣିଷ-ପ୍ରାଣୀ ସମ୍ପର୍କ: ଚାଷୀଙ୍କ ମୃତ୍ୟୁରେ ପହଞ୍ଚିଲା ମାଙ୍କଡ, ପରିବାରର ମହିଳାମାନଙ୍କ କୋଳରେ ମୁଣ୍ଡ ରଖି କାନ୍ଦିଲା…

ଲଖିମପୁର ଖେରୀ,୯।୯ : ଲକ୍ଷ୍ମୀପୁର ଖେରୀର ଗୋନ୍ଧିୟା ଗ୍ରାମରେ ମଣିଷ ଏବଂ ମାଙ୍କଡଙ୍କ ମଧ୍ୟରେ ବନ୍ଧୁତ୍ୱର ଏକ ହୃଦୟସ୍ପର୍ଶୀ ମାମଲା ସାମ୍ନାକୁ ଆସିଛି। ଚାଷୀଙ୍କ ମୃତ୍ୟୁ ପରେ ମାଙ୍କଡ ଜଙ୍ଗଲରୁ ବାହାରି ଶେଷ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ତାଙ୍କ ଘରେ ମାଙ୍କଡ…

ଗୋଟିଏ ଗଛରେ ଫଳିଛି ସେଓ, ଅଙ୍ଗୁର, ଆମ୍ବ: ଭିଡିଓ ଦେଖିଲେ ଆପଣ ବି ସଫଳ ହୋଇପାରିବେ

ପ୍ରକୃତି ବିଭିନ୍ନ ଖଣିଜ ପଦାର୍ଥ ପାଇଁ ବିଭିନ୍ନ ଫଳ ଏବଂ ପନିପରିବା ସୃଷ୍ଟି କରିଛି। ପ୍ରତ୍ୟେକ ଫଳର ନିଜସ୍ବ ଋତୁ ନିଜସ୍ବ ତାପମାତ୍ରା ବି ରହିଛି। ଏହି ଫଳଗୁଡ଼ିକ କେବଳ ଏହା ଉପରେ ହିଁ ବଢ଼ିଥାଏ। କିନ୍ତୁ ଏଭଳି କୌଶଳ ସୋସିଆଲ…

ଏହି ଜୀବର କେବଳ ଜିଭ ହାତୀ ଓଜନଠାରୁ ଅଧିକ, ଓଜନ ଜାଣିଲେ ଚକିତ ହେବେ…

ପଶୁମାନଙ୍କ ମଧ୍ୟରେ ହାତୀର ଓଜନ ବହୁତ ଅଧିକ। ଏସିଆର ହାତୀର ଓଜନ ୪୦୦୦ କିଗ୍ରା ହୋଇଥିବା ବେଳେ ଆଫ୍ରିକୀୟ ହାତୀର ୬୦୦୦ କିଗ୍ରା ପର୍ଯ୍ୟନ୍ତ ହୋଇଥାଏ। ହେଲେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ହାତୀ ପୃଥିବୀପୃଷ୍ଠରେ ଥିବା ସବୁଠୁ ଓଜନିଆ ଜୀବ…

ଗୁଗ୍‌ଲ ମ୍ୟାପ୍‌ ଖୋଲିଦେଲା ସ୍ତ୍ରୀଙ୍କ ଅସଲ ମୁଖା, ଛାଡ଼ପତ୍ର ଦେଇଦେଲେ ସ୍ବାମୀ

ବର୍ତ୍ତମାନ ଟେକ୍ନୋଲୋଜିର ଯୁଗ। ଲୋକମାନେ ଏହିପରି ଅନେକ ଟେକ୍ନୋଲୋଜି ସୃଷ୍ଟି କରିଛନ୍ତି, ଯେଉଁଥିପାଇଁ ସେମାନଙ୍କ ଜୀବନ ସହଜ ହୋଇଯାଇଛି। ପୂର୍ବରୁ ଯଦି କାହାକୁ କୌଣସି ସ୍ଥାନକୁ ଯିବାକୁ ପଡୁଥିଲା ଠିକଣା ବୁଝିବାକୁ ଏବଂ ବୁଝାଇବାକୁ ନାକେଦମ୍‌ ହେବାକୁ ପଡୁଥିଲା। କିନ୍ତୁ ବର୍ତ୍ତମାନ…

ଚପଲର ଦାମ ୧୦୦ କୋଟି

ମୁମ୍ବାଇ: ମହିଳାମାନେ ବିଭିନ୍ନ ଡିଜାଇନର ଚପଲ ପିନ୍ଧିବାକୁ ପସନ୍ଦ କରନ୍ତି। ଚପଲର ଦାମ୍‌ ଯେତେ ହେଉନା କାହିଁକି ପସନ୍ଦ ଆସିଲା ମାନେ ନିଶ୍ଚିନ୍ତ କିଣିଥାନ୍ତି। ଏବେ ସେମିତି ଏକ ଦାମୀ ଚପଲକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଏକ ରିପୋର୍ଟ ଅନୁଯାୟୀ,…

ଭୟଙ୍କର ଷ୍ଟଣ୍ଟ

ମୁମ୍ବାଇ: ଲୋକମାନେ ଭାଇରାଲ ହେବା ପାଇଁ ସୋସିଆଲ ମିଡ଼ିଆରେ ବିଭିନ୍ନ ପ୍ରକାର ଭିଡିଓ ଅପ୍‌ଲୋଡ଼ କରୁଛନ୍ତି। ପପୁଲାର ହେବା ପାଇଁ ବିପଜ୍ଜନକ ଷ୍ଟଣ୍ଟ ଦେଖାଉଛନ୍ତି। ଯାହା ଦେଖିଲେ ଆଶ୍ଚର୍ଯ୍ୟ ଲାଗୁଛି। ବର୍ତ୍ତମାନ ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ଜଣେ ଯୁବତୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?