ଫୁରସତ

ଅଧିକ ସମୟ ଉପବାସ ହୃଦରୋଗର କାରଣ!

ମଧ୍ୟବର୍ତ୍ତୀ ଉପବାସ – ଯେତେବେଳେ ଲୋକମାନେ କେବଳ ଦିନର ନିର୍ଦ୍ଦିଷ୍ଟ ସମୟରେ ଖାଆନ୍ତି ଏହାକୁ ମଧ୍ୟବର୍ତ୍ତୀ ଉପବାସ ବୋଲି କୁହାଯାଉଛି। ନିକଟ ଅତୀତରେ ଏହାର ଲୋକପ୍ରିୟତା ବଢିଛି। କିନ୍ତୁ ବର୍ତ୍ତମାନ ଏକ ନୂତନ ଅଧ୍ୟୟନରୁ ଆଶ୍ଚର୍ଯ୍ୟଜନକ କଥା ଜଣାପଡିଛି ଯେ ଏହାକୁ…

୪ ମାସର ନାତିକୁ ୨୪୦ କୋଟିରୁ ଅଧିକ ଟଙ୍କାର ଉପହାର ଦେଲେ ଇନଫୋସିସ ପ୍ରତିଷ୍ଠାତା

ନୂଆଦିଲ୍ଲୀ,୧୮।୩: ଇନଫୋସିସ ପ୍ରତିଷ୍ଠାତା ଏନ.ଆର ନାରାୟଣ ମୁର୍ତ୍ତୀ ତାଙ୍କ ଚାରି ମାସର ନାତି ଏକାଗ୍ର ରୋହନ ମୁର୍ତ୍ତୀଙ୍କୁ ୨୪୦ କୋଟିରୁ ଅଧିକ ମୂଲ୍ୟର ଶେୟାର ଉପହାର ଦେଇଛନ୍ତି। ଏକ୍ସଚେଞ୍ଜ ଫାଇଲିଂ ଅନୁଯାୟୀ, ଏକାଗ୍ର ରୋହନ ମୁର୍ତ୍ତୀ ଭାରତର ଦ୍ୱିତୀୟ ବୃହତ୍ତମ ସୂଚନା…

ଆଖିବୁଜିଲା ୧୨୫ ବର୍ଷୀୟ କଇଁଛ ‘ଚାଣକ୍ୟ’

ହାଇଦ୍ରାବାଦ,୧୮ା୩: କନ୍ଦମୂଳ ଖାଇବାକୁ ଭଲ ପାଉଥିବା ଗାଲାପାଗୋସ ପ୍ରଜାତିର ବିଶାଳ କଇଁଛ ଚାଣକ୍ୟ ହାଇଦ୍ରାବାଦର ନେହେରୁ ପ୍ରାଣୀ ଉଦ୍ୟାନରେ ୧୨୫ ବର୍ଷ ବୟସରେ ରବିବାର ମୃତ୍ୟୁବରଣ କରିଛି। ପ୍ରାଣୀ ଉଦ୍ୟାନ ଆରମ୍ଭରୁ ଏହି କଇଁଛ ଏଠାରେ ରହି ଆସିଥିଲା। ଯାହାକି ପର୍ଯ୍ୟଟକଙ୍କ…

ପଖାଳ କଥା

ଓଡ଼ିଆଙ୍କର ପ୍ରିୟ ପଖାଳ। କେବେ ଦିନେ ଗାଁର ଖାଦ୍ୟ ବୋଲି କୁହାଯାଥିବା ଏହି ପଖାଳ ଏବେ ସହରୀ ଲୋକଙ୍କର ବି ମନ କିଣି ନେଇଛି। ଆମ ପାରମ୍ପରିକ ଖାଦ୍ୟ ଯେମିତି ସ୍ବାଦିଷ୍ଟ ସେମିତି ସ୍ବାସ୍ଥ୍ୟ ଉପଯୋଗୀ। ଯେମିତି ପଖାଳ ସେମିତି ନାଁ:…

ଯଦି ସୂର୍ଯ୍ୟ ପଶ୍ଚିମରେ ଉଦୟ ହୁଅନ୍ତି, ତେବେ କ’ଣ ସବୁ ଘଟିବ ପୃଥିବୀରେ ଜାଣନ୍ତୁ…

ସମସ୍ତେ ଜାଣିଛନ୍ତି ଯେ, ସୂର୍ଯ୍ୟ ପୂର୍ବରେ ଉଦୟ ହୋଇ ପଶ୍ଚିମରେ ଅସ୍ତ ଯାନ୍ତି। ଏହି କାରଣରୁ ପାଣିପାଗରେ ପରିବର୍ତ୍ତନ ଘଟେ। ଋତୁଚକ୍ର ବଦଳିଥାଏ। ଯେଉଁ ଋତୁରେ ଯାହା ଘଟିବା କଥା ତାହା ହିଁ ଘଟିଥାଏ। ଶୀତ ଋତୁରେ ପୃଥିବୀପୃଷ୍ଠରେ ବରଫ ଆଚ୍ଛାଦିତ…

Video: ପରୀକ୍ଷା ଶେଷ ହେବା ପରେ ଖୁସିରେ ନାଚିଲା କୁନି ଝିଅ, ଭିଡିଓ ଦେଖିଲେ ମନେ ପଡ଼ିଯିବ ପିଲାଦିନ…

ଛାତ୍ର ଜୀବନରେ ପରୀକ୍ଷା ଶେଷ ହେବାର ଖୁସି ଅଧିକ ଥାଏ। କାରଣ ଏହା ପରେ କିଛିଦିନ ଛୁଟି ମିଳିଯାଏ। ଏବେ ସୋସିଆଲ ମିଡିଆରେ ଏଭଳି ଏକ ଭାଇରାଲ ହେଉଛି, ଯେଉଁଥିରେ ଜଣେ ଶିଶୁ ପରୀକ୍ଷା ଛୁଟି ହେବା ଖୁସିରେ ନାଚୁଥିବା ଦେଖାଯାଇଛି।…

୫୦ ବର୍ଷ ହେଲାଣି କେବଳ ପାଣି ପିଇ ବଞ୍ଚିଛନ୍ତି ଏହି ମହିଳା

ଶରୀରକୁ ସୁସ୍ଥ ରଖିବା ଲାଗି ପ୍ରତିଦିନ ପୁଷ୍ଟିକର ଖାଦ୍ୟ ଖାଇବାକୁ ଡାକ୍ତରମାନେ ପରାମର୍ଶ ଦିଅନ୍ତି। ଯଦ୍ୱାରା ଶରୀରକୁ ଉର୍ଜା ମିଳିବା ସହ ଶରୀର ସୁସ୍ଥ ରହେ। ପାଣି ବି ଶରୀର ପାଇଁ ଜରୁରୀ। ହେଲେ କେବେ ଶୁଣିଛନ୍ତି ଖାଦ୍ୟ ନ ଖାଇ…

କପାଳରେ କ୍ୟୁଆର କୋଡ୍‌ ଟାଟୁ କଲେ ଯୁବକ, କାରଣ ଜାଣିଲେ ହେବେ ଚକିତ…

ଆଜିକାଲି ସୋସିଆଲ ମିଡିଆରେ ଏଭଳି ଅନେକ ଅଜବ ଭିଡିଓ ଦେଖିବାକୁ ମିଳୁଛି ଯାହାକୁ ସହଜରେ ବିଶ୍ୱାସ କରିହୁଏ ନାହିଁ। ଏଇ ଯେମିତି ଏବେ ଏକ ଭିଡିଓରେ ଜଣେ ଯୁବକ ନିଜ କପାଳରେ କ୍ୟୁଆର୍‌ କୋଡ୍‌ ଟାଟୁ କରାଉଥିବାର ଦେଖିବାକୁ ମିଳେ। ଆଉ…

କାହିଁକି ଡିଏଁ ଆଖି? କ’ଣ ରହିଛି କାରଣ

ଆଖି ଡେଇଁବାକୁ ନେଇ ଆମ ସମାଜରେ ଅନେକ କିଛି କଥା ଜଡିତ ଅଛି। କିଏ ଏହାକୁ ଶୁଭ ଅଶୁଭ ସହ ଯୋଡେ ତ କିଏ ଅମଙ୍ଗଳ ହେବାର ସଙ୍କେତ ଭାବେ ଗ୍ରହଣ କରେ। ତେବେ ପ୍ରକୃତରେ ଦେଖିବାକୁଗଲେ ଆଖି ଡେଇଁବା ଆମ…

ବାପା ଓ ଆଈକୁ ଦେଇପାରିଲିନି ପ୍ରଥମ ଦରମା

ବାପା ସବୁବେଳେ ମୋତେ ଝିଅ ବଦଳରେ ପୁଅ ଭାବି ଆସିଥିଲେ; ତେଣୁ ମୁହଁ ଖୋଲି କିଛି ମାଗିବା ପୂର୍ବରୁ ହିଁ ଗୋଡ଼ତଳେ ଆଣି ସବୁ ସୁଖ ରଖି ଦେଉଥିଲେ। ଆଉ ଜଣେ ଥିଲା ମୋ ଆଈ। ମୋ କୃତିତ୍ୱ ଉପରେ ସେ…

ନିର୍ବାଚନରେ ଆଦର୍ଶ ଆଚରଣ ବିଧି କ’ଣ? ଲାଗୁ ହେବା ପରେ କାହା ଉପରେ ଲାଗିଯାଏ ପ୍ରତିବନ୍ଧକ? ଜାଣନ୍ତୁ…

ନୂଆଦିଲ୍ଲୀ,୧୬।୩: ୨୦୨୪ ଲୋକ ସଭା ସହ ଓଡ଼ିଶା ବିଧାନସଭା ଲାଗି ନିର୍ବାଚନ ତାରିଖ ଘୋଷଣା କରାଯାଇଛି। ଦେଶରେ ୭ ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ଜୁନ୍‌ ୪ରେ ଫଳାଫଳ ଆସିବ। ନିର୍ବାଚନ ତାରିଖ ଘୋଷଣା ହେବା ସହ ସାରା…

Video: ହରିଣ ଛୁଆକୁ ମା’ ଭଳି ସ୍ନେହ କରୁଛି ଚିତାବାଘ, ଭାବବିହ୍ବଳ କରୁଛି ଦୃଶ୍ୟ

ଜଙ୍ଗଲର ମାଂସାହାରୀ ପ୍ରାଣୀ ମଧ୍ୟରୁ ଚିତାବାଘ ଗୋଟିଏ। ହରିଣ, ମୃଗ ଭଳି ଛୋଟ ପଶୁଙ୍କୁ ଶିକାର କରି ଏହା ପେଟ ପୁରାଇ ଥାଏ। ହେଲେ ଏହି ମାଂସାହାରୀ ପ୍ରାଣୀକୁ କେବେ କେଉଁ ଜନ୍ତୁଙ୍କୁ ସ୍ନେହ କରୁଥିବା ଦେଖିଛନ୍ତି କି? ହୁଏତ ନା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?