ଫୁରସତ

ହିରୋସିମା ପରେ କ୍ୱେଟାରେ ପଡ଼ିଥାନ୍ତା ପରମାଣୁ ବୋମା, ମାତ୍ର ଶେଷ ମୂହୁର୍ତ୍ତରେ ହନିମୁନ ସ୍ମୃତି ଯୋଗୁ ନାଗାସାକିରେ ରଚାଗଲା ତାଣ୍ଡବ…

ଓ୍ବାଶିଂଟନ,୧।୮ : ଏହା ୧୯୨୦ ଦଶକ ଥିଲା। ତତ୍କାଳୀନ ଆମେରିକାର ଯୁଦ୍ଧ ମନ୍ତ୍ରୀ ହେନେରୀ ଏଲ ଷ୍ଟିମସନ ତାଙ୍କ ସ୍ତ୍ରୀଙ୍କ ସହ ହନିମୁନ ପାଇଁ ଜାପାନର କ୍ୱେଟା ସହରକୁ ଯାଇଥିଲେ। ସହରର ସୌନ୍ଦର୍ଯ୍ୟ ଷ୍ଟିମସନଙ୍କୁ ଆକର୍ଷିତ କରିଥିଲା, ଏବଂ ଯେତେବେଳେ...

ଏଆଇ ସହାୟତାରେ ସୁସ୍ଥ ହେଲେ ପକ୍ଷାଘାତ ରୋଗୀ

ୱାଶିଂଟନ: ଜଣେ ପକ୍ଷାଘାତ ବ୍ୟକ୍ତି ଏବେ ପୂର୍ବଭଳି ଜୀବନ ବଞ୍ଚୁଛନ୍ତି, ଯାହା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି(ଏଆଇ) ସହାୟତାରେ ସଫଳ ହୋଇଛି। ଡାକ୍ତରମାନେ ଏଆଇ ମାଧ୍ୟମରେ ହୋଇଥିବା ଏହି ସର୍ଜରିକୁ ଆଧୁନିକ ମେଡିକାଲ ଦୁନିଆର ଅଲୌକିକ ବୋଲି କହିଛନ୍ତି। ନ୍ୟୁୟର୍କର ଜଣେ ଲୋକଙ୍କୁ ଡାଇଭିଂ...

ଟଙ୍କା ବଞ୍ଚାଇବାକୁ ଡଷ୍ଟବିନ୍‌ରୁ ଖାଆନ୍ତି ଖାଦ୍ୟ

ସାକ୍ରାମେଣ୍ଟୋ: ଦୁନିଆରେ ବହୁ ଲୋକ ବାସ କରୁଥିବାବେଳେ ସେମାନଙ୍କ ମଧ୍ୟରୁ କେତେକ ବହୁତ ଖର୍ଚ୍ଚି ହୋଇଥିବାବେଳେ ଆଉ କିଛି କଞ୍ଜୁସ ହୋଇଥାନ୍ତି। ହେଲେ ଏମିତି ଜଣେ ବ୍ୟକ୍ତି ଅଛନ୍ତି, ଯିଏ କଞ୍ଜୁସିର ସମସ୍ତ ସୀମା ପାର କରିଛନ୍ତି। ରିପୋର୍ଟ ମୁତାବକ,...

ନକଲି ନଖ ବଞ୍ଚାଇଦେଲା ଜୀବନ

ଲଣ୍ଡନ: ସାଧାରଣତଃ ଲୋକେ ଯେତେବେଳେ ବିଦ୍ୟୁତ୍‌ ଆଘାତ ଖାଇଥାନ୍ତି, ସେତେବେଳେ ତାଙ୍କ ମୃତ୍ୟୁ ହୁଏ କିମ୍ବା ଗୁରୁତର ହୁଅନ୍ତି। ନିକଟରେ ଜଣେ କଲେଜ ଛାତ୍ରୀଙ୍କୁ ବିଦ୍ୟୁତ୍‌ ଆଘାତ ଲାଗିଥିଲା। ଫଳରେ ସେ ସେଠାରୁ ୪ ହାତ ଦୂରରେ ଛିଟିକି ପଡ଼ିଲେ,...

ପୂରା ଜୀବନ ମାଗଣାରେ ଖାଇପାରିବେ କୋଲ୍ଡ ଡ୍ରିଙ୍କ୍‌, ବର୍ଗର

ୱାଶିଂଟନ: ସମସ୍ତଙ୍କ ଖାଦ୍ୟର ପସନ୍ଦ ଅଲଗା ଅଲଗା ହୋଇଥାଏ। କେହି ଘର ଖାଦ୍ୟକୁ ପସନ୍ଦ କରୁଥିବାବେଳେ ଆଉ କିଛି ବାହାର ଖାଦ୍ୟ ପସନ୍ଦ କରନ୍ତି। ତେବେ କୋଲ୍ଡ ଡ୍ରିଙ୍କ୍‌ ଏବଂ ବର୍ଗର ଭଳି ଖାଦ୍ୟକୁ ପସନ୍ଦ କରୁଥିବା ଲୋକେ ଏବେ...

ମାସକର ଫୋନ୍‌ ବିଲ୍‌ ଦେଖି ଯୁବତୀଙ୍କ ପାଦତଳୁ ଖସିଗଲା ମାଟି

ଅନେକ ଲୋକ ଅଛନ୍ତି, ଯେଉଁମାନେ ଫୋନ୍‌ରେ କଥା ହେବାକୁ ବହୁତ ପସନ୍ଦ କରନ୍ତି। ବିଶେଷକରି ଏଥିପାଇଁ ଅଧିକ ବିଲ୍‌ ଦେଇଥାନ୍ତି। ବେଳେବେଳେ ଆମେ ଜାଣିଶୁଣି ଏପରି ଭାବରେ କିଛି କରିଥାଉ ଯାହାଦ୍ୱାରା ଆମକୁ ଏକ ବଡ଼ କ୍ଷତି ସହିବାକୁ ପଡ଼େ।...

ମଣିଷରୁ କୁକୁର ହେବା ପାଇଁ ଖର୍ଚ୍ଚ କଲେ ୧୨ ଲକ୍ଷ ଟଙ୍କା

ଦୁନିଆରେ ଅନେକ ଲୋକ ଅଛନ୍ତି, ଯେଉଁମାନେ ନିଜର ସଉକ ପୂରଣ ପାଇଁ ଯେକୌଣସି ସ୍ତରକୁ ଯିବାକୁ ପ୍ରସ୍ତୁତ ଥାନ୍ତି। ଜାପାନରେ ଏହାର ଏକ ନିଚ୍ଛକ ଉଦାହରଣ ଦେଖିବାକୁ ମିଳିଛି। ଏଠାରେ ଜଣେ ବ୍ୟକ୍ତି ମଣିଷରୁ କୁକୁର ହେବା ପାଇଁ ୧୨...

ପୋଲିସକୁ ୨୭୦୦ ଥର କଲ୍‌ କରିଛନ୍ତି ଏହି ମହିଳା, କାରଣ ଜାଣିଲେ ମୁଣ୍ଡରେ ହାତ ଦେବେ

ଦୁନିଆରେ ବହୁତ ଲୋକ ଅଛନ୍ତି, ଯେଉଁମାନେ ସେମାନଙ୍କର ଅଜବ କାରଣ ପାଇଁ ପ୍ରସିଦ୍ଧ ହୋଇପାରିଛନ୍ତି। ଏପରି ଅଜବ କାରଣ ଆଉ ଆଚରଣ ପଛରେ ସମସ୍ତଙ୍କର କିଛି ଉଦ୍ଦେଶ୍ୟ ବି ରହିଥାଏ। ଖ୍ୟାତି ପାଇବା ପାଇଁ ଲୋକମାନେ କିଛି କରନ୍ତି। କିନ୍ତୁ...

ଭାରତରେ ଜଣେ ସାଧାରଣ ଲୋକଙ୍କୁ ଏକ ନିୟୁତ ଡଲାର ରୋଜଗାର କରିବାକୁ ଲାଗିବ ୧୪୮ ବର୍ଷ: ରିପୋର୍ଟ…

ନୂଆଦିଲ୍ଲୀ,୩୧।୭ : ଭାରତର ଜଣେ ସାଧାରଣ କର୍ମଚାରୀ ଭାବରେ କୋଟିପତି ହେବାକୁ କେତେ ବର୍ଷ ଲାଗିବ? ଯଦି ଏହି ପ୍ରଶ୍ନ ପଚରାଯାଏ, ତେବେ ଉତ୍ତର କ’ଣ ହେବ? ୫ ବର୍ଷ, ୧୦ ବର୍ଷ, କିମ୍ବା ବୋଧହୁଏ ୨୫ ବର୍ଷ ଅବା...

ଯୁବବର୍ଗଙ୍କ ନିଆରା ପଦକ୍ଷେପ ସୋସିଆଲ ମିଡ଼ିଆରେ ଭାଇରାଲ, ସଭିଏଁ କରୁଛନ୍ତି ପ୍ରଶଂସା…

ମିରଟ,୩୦।୭ : ଦେଶରେ ସଡକ ସୁରକ୍ଷା ଏବଂ ପରିବେଶ ବିଷୟରେ ସଚେତନତା ସୃଷ୍ଟି କରିବା ଏକ ଯୁବ ଗୋଷ୍ଠୀ ଅନନ୍ୟ ଉପାୟ ମାଧ୍ୟମରେ ସେମାନଙ୍କ କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଏହି କ୍ରମରେ ଯୁବଗୋଷ୍ଠୀ ମିରଟରେ ପହଞ୍ଚିଛନ୍ତି। ସେମାନେ ଭୁଟାନ, ନେପାଳ,...

ଏହି ମନ୍ଦିରରେ ଜଳ ଅର୍ପଣ କଲେ ଋଣରୁ ମିଳିଥାଏ ମୁକ୍ତି

ଏମିତି ଏକ ଶିବଲିଙ୍ଗ ରହିଛି, ଯେଉଁଠି ଜଳାଭିଷେକ କଲେ କରଜରୁ ମୁକ୍ତି ମିଳିଥାଏ ବୋଲି ବିଶ୍ୱାସ ରହିଛି। ଯାହାକି କୃଷ୍ଣ ମୁକ୍ତେଶ୍ୱର ମହାଦେବ ଭାବରେ ଜଣାଶୁଣା। ଏହି ମନ୍ଦିର ରାଜସ୍ଥାନର ନାଗୋରରେ ରହିଛି। ଏହି ମନ୍ଦିରର ପ୍ରତିଷ୍ଠା ବିଷୟରେ କହିବାକୁ...

ରଙ୍ଗିନ କୁକୁର

କୁକୁର ଘରେ ରଖିବାକୁ ଅନେକେ ପସନ୍ଦ କରନ୍ତି। କାରଣ ଏହା ବିଶ୍ୱସ୍ତ ଓ ଘରେ କୁକୁର ଥିଲେ ଚୋରି ଭୟ ନ ଥାଏ। ହେଲେ ଆଜିକାଲି କିଛି ଲୋକ ଘର ଜଗିବା ଲାଗି କୁକୁର ରଖୁ ନାହାନ୍ତି ବରଂ ବିଭିନ୍ନ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri