ଫୁରସତ

ସତର୍କ କରୁଛି, ଜୀବନ ବଞ୍ଚାଉଛି ପାଣିପାଗ ପୂର୍ବାନୁମାନ

ଭୁବନେଶ୍ୱର,୨୩।୩(ଅନୁରାଧା ମହାରଣା): ୧୯୫୦ ମାର୍ଚ୍ଚ ୨୩ରେ ଜାତିସଂଘ ଦ୍ବାରା ବିଶ୍ବ ପାଣିପାଗ ସଂଗଠନ ପ୍ରତିଷ୍ଠା ହୋଇଥିଲା। ତେବେ ୧୯୬୧ ମସିହାରୁ ପ୍ରତିବର୍ଷ ଏହିଦିନକୁ ବିଶ୍ବ ପାଣିପାଗ ଦିବସ ଭାବେ ପାଳନ କରାଯାଉଛି। ମାନବ ସମାଜର ସୁରକ୍ଷା ଓ କଲ୍ୟାଣ ପାଇଁ ପାଣିପାଗ…

ଆଜି ଗୋଟିଏ ଘଣ୍ଟା ପାଇଁ ସାରା ବିଶ୍ୱ ହୋଇଯିବ ଅନ୍ଧାର

୨୩ ମାର୍ଚ୍ଚ ୨୦୨୪ ଅର୍ଥାତ୍‌ ଆଜି ରାତି ୮:୩୦ରୁ ୯:୩୦ ମଧ୍ୟରେ ଆର୍ଥ ଆଓ୍ବାର ପାଳନ କରାଯିବ। ଏହା ଏକ ବିଶ୍ୱସ୍ତରୀୟ ଅଭିଯାନ। ଏଥିରେ ଲୋକମାନେ ଏକ ଘଣ୍ଟା ପାଇଁ ଲାଇଟ୍‌ ବନ୍ଦ କରି ଶକ୍ତି ସଞ୍ଚୟ କରିବାକୁ ପ୍ରତିଶ୍ରୁତି ନିଅନ୍ତି।…

ବୟସ ମାତ୍ର ୮ ମାସ, ରୋଜଗାର କରୁଛନ୍ତି ଲକ୍ଷାଧିକ ଟଙ୍କା

କୁହାଯାଏ, ଯେତେବେଳେ ମଣିଷ ଦୁନିଆକୁ ଆସେ ସେତେବେଳେ ନିଜ ଭାଗ୍ୟ ନିଜେ ଆଣି ଆସିଥାଏ। ଯଦି ନିଜ ଭାଗ୍ୟ ହେତୁ ଭଲ ଶିକ୍ଷା ଏବଂ ଚାକିରି ମିଳିଯାଏ ତେବେ ସବୁକିଛି ଠିକ୍‌ ରହିଥାଏ। କେହି ଯଦି ଅଳ୍ପ ବୟସରେ ସେହି ସବୁ…

ଜଳ-ସମସ୍ୟା ଜଣଙ୍କର ନୁହେଁ

‘ଭବିଷ୍ୟତରେ ଜଳ ପାଇଁ ଯୁଦ୍ଧ ହେବ’- ଏକଥା ଆଜିର ନୁହେଁ। ୧୯୯୫ ମସିହାରେ ବିଶ୍ୱବ୍ୟାଙ୍କର ଉପସଭାପତି ଡ. ଇସ୍ମାଇଲ୍‌ ସେରାଗେଲଡିନ୍‌ ଏକଥା କହିଥିଲେ। କିନ୍ତୁ ଆଜି ଏଇ କଥାର ଯଥେଷ୍ଟ ଯଥାର୍ଥତା ରହିଛି। ସତ କଥା, ଆଜି ଯଦି ଦେଶ-ଦେଶ, ରାଜ୍ୟ-ରାଜ୍ୟ,…

ଶାନ୍ତି ପାଇଁ ଜଳ

ପୃଥିବୀର ୭୧ ପ୍ରତିଶତ ହେଉଛି ଜଳ। ତଥାପି ପୃଥିବୀର ଅନେକ ଭାଗରେ ଜଳାଭାବ ଦେଖାଦେଉଛି। ବାସ୍ତବରେ ଦେଖିଲେ ପୃଥିବୀରେ ମୋଟ ଜଳର ୯୭ ପ୍ରତିଶତ ସାଗର ଏବଂ ମହାସାଗରରେ ଅଛି, ଯେଉଁଥିରେ ଲବଣ ଅଂଶ ଅଧିକ ଥିବାରୁ ତାହା ପାନୀୟଯୋଗ୍ୟ କିମ୍ବା…

୫୬ ବର୍ଷ ଧରି ପେଟରେ ଥିଲା ଶିଶୁ, ଜାଣି ପାରି ନ ଥିଲେ ମହିଳା, ଯେତେବେଳେ ବାହାରକୁ ଅଣାଗଲା ଘଟିଲା ଏମିତି…

ପ୍ରକୃତିର ଖେଳ ପ୍ରକୃତରେ ଅନନ୍ୟ। ଅନେକ ଥର ଏପରି ଘଟଣା ସାମ୍ନାକୁ ଆସିଥାଏ, ଯେକେହି ଶୁଣି ଆଶ୍ଚର୍ଯ୍ୟ ହୋଇଯାଏ। ଏପରି ପରିସ୍ଥିତିରେ ଆମକୁ ସ୍ବୀକାର କରିବାକୁ ପଡ଼ିବ ଯେ, ଦୁନିଆରେ କିଛି ଜିନିଷ ଅଛି; ଯାହା ଉପରେ ଆମର କୌଣସି ନିୟନ୍ତ୍ରଣ…

ଶହଶହ ଫୁଟ ଉଚ୍ଚରୁ ଏମିତି ସଂଗ୍ରହ ହେଉଛି ମହୁ, ଭୟଙ୍କର ଭିଡିଓ ଦେଖିଲେ…

ସୋସିଆଲ ମିଡିଆର ଆମେ ଅନେକ ଜିନିଷ ଦେଖିବାକୁ ପାଇଥାଉ, ଯାହା ପୂର୍ବରୁ କେବେ ଜାଣି ନ ଥାଉ ବା ଦେଖି ନ ଥାଉ। ଏହି ଯେମିତି କାରଖାନାରେ ଜିନିଷଗୁଡ଼ିକ କିପରି ତିଆରି ହୁଏ କିମ୍ବା ପୋଷାକ କିପରି ଉତ୍ପାଦିତ ହୁଏ। ବର୍ତ୍ତମାନ…

ଅନ୍ଧାରରେ ପଥ ଦେଖାଏ କବିତା

ଏହି ଦିବସ ପାଳନ କରିବାର ଉଦ୍ଦେଶ୍ୟ ହେଉଛି କବିମାନଙ୍କୁ ସମ୍ମାନ ଦେବା, କବିତା ପାଠ କରିବାର ମୌଖିକ ପରମ୍ପରାକୁ ପୁନର୍ଜୀବିତ କରିବା ଏବଂ କବିତାକୁ ପ୍ରୋତ୍ସାହିତ କରିବା। ଏହା ବ୍ୟତୀତ ଥିଏଟର, ନୃତ୍ୟ, ସଙ୍ଗୀତ ଏବଂ ଚିତ୍ରାଙ୍କନ ପରି ଅନ୍ୟାନ୍ୟ କଳା…

XL-XXL ସାଇଜ୍‌ରେ ‘X’ର ଅର୍ଥ ଜାଣିଲେ…

ଏହିପରି ଅନେକ ଜିନିଷ ଆମ ଆଖି ଆଗରେ ରହିଛି, ଯାହାର ଅର୍ଥ ଆମେ ଜାଣିନାହୁଁ। ଆଜିର ସ୍ମାର୍ଟ ଯୁଗରେ ଆମେ ମୋବାଇଲ ମାଧ୍ୟମରେ ସେଗୁଡ଼ିକର ଉତ୍ତର ଖୋଜିଥାଉ। କିନ୍ତୁ କିଛି ସାଧାରଣ ଜିନିଷ ଅଛି, ଯାହା ବିଷୟରେ ଆମେ ଅଧିକ ଜାଣିବାକୁ…

ଏକଦା ପଞ୍ଚମ ଶ୍ରେଣୀରେ ହୋଇଥିଲେ ଫେଲ୍‌; ଏବେ ଛିଡ଼ା କରିଛନ୍ତି ୧.୪୦ ଲକ୍ଷ କୋଟିର କମ୍ପାନୀ ‘ଜୋମାଟୋ’

ଭାରତରେ ‘ଜୋମାଟୋ’ର ଚିନ୍ତାଧାରା ନୂଆ ଥିଲା, ଏଥିଯୋଗୁ କମ୍ପାନୀକୁ ଲାଭ ମିଳିଥିଲା। ଏହାର ପ୍ରତିଷ୍ଠାତା ଥିଲେ ଦୀପିନ୍ଦର ଗୋଏଲ ଏବଂ ପଙ୍କଜ ଚଢ୍ଢା । ୨୦୧୮ରେ ପଙ୍କଜ ‘ଜୋମାଟୋ’ରୁ ଅଲଗା ହୋଇଥିଲେ। ଏଣୁ ଦୀପିନ୍ଦର ଏବେ କମ୍ପାନୀର ସିଇଓ ଅଛନ୍ତି। ଦୀପିନ୍ଦର…

ପଖାଳକୁ ଖୋଜୁଛି ମନ

ପଖାଳ ହେଉଛି ଓଡ଼ିଆଙ୍କ ପ୍ରିୟ ଖାଦ୍ୟ। ଓଡ଼ିଆ ସଂସ୍କୃତି ଓ ଜନଜୀବନ ସହ ପଖାଳ ଓତପ୍ରୋତ ଭାବେ ଜଡ଼ିତ। ଓଡ଼ିଆମାନେ ଯେଉଁଠି ଥାଆନ୍ତୁ ନା କାହିଁକି ପଖାଳ କଂସାକୁ ସେମାନେ ଝୁରିହୁଅନ୍ତି। ପେଟରେ ପଖାଳ ମୁଠାଏ ପଡ଼ିଗଲେ ପେଟ ଥଣ୍ଡା ଓ…

ପରିବେଶର ଥର୍ମୋମିଟର, ଘରଚଟିଆ

କିଚିରିମିଚିରି ହୋଇ ଘର ଅଗଣାରେ ଡେଇଁଥିବା ଛୋଟ ଚଢ଼େଇଟିଏ ଘରଚଟିଆ। ସମସ୍ତଙ୍କୁ ଖୁସି ଦେଇ ନିଜ ଜୀବନରେ ମଜ୍ଜି ରହିଥିବା ଏହି ପ୍ରଜାତି ଏବେ ସଙ୍କଟରେ। ସେମାନଙ୍କ ସୁରକ୍ଷା ଲାଗି ସଚେତନତା ବ୍ୟାପକ କରିବାକୁ ପ୍ରତିବର୍ଷ ମାର୍ଚ୍ଚ ୨୦ ତାରିଖରେ ପାଳିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?